Latest Odisha News

BREAKING NEWS

Browsing Category

ଖେଳ

India-Pakistan clash in Asia Cup: ସୁପର ସଣ୍ଡେରେ ପୁଣି ମଇଦାନକୁ ଓହ୍ଲାଇବେ ଭାରତ-ପାକିସ୍ତାନ, ମାତ୍ ଦେବାକୁ…

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୪ର ବିବାଦ ପରେ ପୁଣି ମଇଦାନରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଶେଷ ସାକ୍ଷାତର ମାତ୍ର ଆଠ ଦିନ ପରେ ଏସିଆ କପରେ ଆଉ ଏକ ଭାରତ-ପାକିସ୍ତାନ ମୁକାବିଲା ଆଜି ସୁପର ସଣ୍ଡେରେ ହେବାକୁ ଯାଉଛି । ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ପାଇଁ ଉତ୍ତେଜନାପୂର୍ଣ୍ଣ…

ସୂର୍ଯ୍ୟକୁମାର କହିଲେ ମୋବାଇଲ ବନ୍ଦ କର, ଆଉ ଶୋଇ ଯାଅ

ନୂଆଦିଲ୍ଲୀ: ଏସିଆ କପ ୨୦୨୫ରେ ଭାରତ ଓ ପାକିସ୍ତାନ ସେପ୍ଟମ୍ବର ୨୧ରେ ପୂନର୍ବାର ସାମ୍ନା ସାମ୍ନି ହେବେ । ଲିଗ ପର୍ଯ୍ୟାୟରେ ଭାରତ ଶୋଚନୀୟ ଭାବେ ପାକିସ୍ତାନକୁ ପରାସ୍ତ କରିଥିଲା । ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଯେତେବେଳେ ପଚରାଗଲା ପାକିସ୍ତାନ ବିପକ୍ଷ ମ୍ୟାଚର ଚାପକୁ କିଭଳି ସାମ୍ନା…

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ସ୍ମୃତି ମାନ୍ଧନା

ନୂଆଦିଲ୍ଲୀ: ଭାରତୀୟ ମହିଳା ଟିମର ଅଧିନାୟକ ସ୍ମୃତି ମାନ୍ଧନା ଦିିନିକିଆ କ୍ରିକେଟରେ ଇତିହାସ ରଚିଛନ୍ତି । ସେ ଭାରତ ପକ୍ଷରୁ ଦ୍ରୁତ ଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ସେ ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲାରେ ମାତ୍ର ୫୦ ବଲରେ ଶତକ ହାସଲ କରି ବିରାଟ କୋହଲିଙ୍କ ନାମରେ ଥିବା ରେକର୍ଡକୁ…

IND vs PAK: ପାକିସ୍ତାନର ସରୁନି ଡ୍ରାମା; ଭାରତ ସହ ମ୍ୟାଚ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରୁ ଦୂରେଇ ରହିଲା ପାକ୍

ନୂଆଦିଲ୍ଲୀ: ଭାରତ ହାତ ନ ମିଳାଇବା ଘଟଣା ପରଠୁ ପାକିସ୍ତାନ ଖେଳାଳିଙ୍କ ସରୁନି ଡ୍ରାମା । ସଂଯୁକ୍ତ ଆରବ ଏମିରେଟ୍ସ (UAE) ବିପକ୍ଷରେ ଲିଗ୍ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଏକ ସାମ୍ବାଦିକ ସମ୍ମିଳନୀ ବାତିଲ କରିଥିଲା, ଏବେ ଭାରତ ବିପକ୍ଷରେ ସୁପର ଫୋର୍ ମ୍ୟାଚ୍ ପୂର୍ବରୁ ସମାନ ଆଚରଣ…

ଦକ୍ଷିଣ କୋରିଆରେ ତାଲିମ ନେବେ ଓଡ଼ିଶା ତୀରନ୍ଦାଜ

ରାଉରକେଲା: ସୁନ୍ଦରଗଡ଼ ସ୍ଥିତ ସାଇ ତାଲିମ କେନ୍ଦ୍ରର ଦୁଇଜଣ ଯୁବ ତୀରନ୍ଦାଜ ଖେଳାଳି ସ୍ୱତନ୍ତ୍ର ତାଲିମ ପାଇଁ ଦକ୍ଷିଣ କୋରିଆ ଯିବେ। ଏହି ସମୟରେ ସେମାନଙ୍କ ପ୍ରଶିକ୍ଷକ ମଧ୍ୟ ସେମାନଙ୍କ ସହିତ ରହିବେ। ଭାରତୀୟ କ୍ରୀଡା ପ୍ରାଧିକରଣ (ସାଇ) ଦେଶର ବିଭିନ୍ନ କେନ୍ଦ୍ରରୁ ୨୦ ଜଣ ଯୁବ ତୀରନ୍ଦାଜ…

ସୂର୍ଯ୍ୟକୁମାର କହିଲେ ମୁଁ ରୋହିତ ଶର୍ମା ହେଇଗଲି

ଆବୁଧାବି: ଚଳିତ ଏସିଆ କପ କ୍ରିକେଟରେ ଶୁକ୍ରବାର ଭାରତ ଓ ଓମାନ ମ୍ୟାଚ ଅବସରରେ ଏକ ମଜାଦାର ଘଟଣା ଘଟିଛି । ଭାରତ ପ୍ରଭାବୀ ପ୍ରଦର୍ଶନ କରି ସୁପର ୪ରେ ପ୍ରବେଶ କରି ସାରିଛି । ଓମାନ ଏହି ଦୌଡରୁ ବାଦ ପଡି ସାରିଛି । ଟସ ଅବସରରେ ସୂଯ୍ୟକୁମାର ଯାଦବ ଚୂଡାନ୍ତ ଏକାଦଶରେ କେଉଁମାନେ ରହିଛନ୍ତି…

କଳିଙ୍ଗ ଷ୍ଟାଡିୟମରେ ଅକ୍ଟୋବର ୧୧ରୁ ଆୟୋଜିତ ହେବ ଏସିଆନ ଟିଟି ଟିମ ଚାମ୍ପିୟନଶିପ

ଭୁବନେଶ୍ୱର: ଅକ୍ଟୋବର ୧୧ରୁ ୧୫ ପର୍ଯ୍ୟନ୍ତ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ୨୮ତମ ଆଇଟିଟିଏଫ-ଏଟିଟିୟୁ ଏସିଆନ ଟେବୁଲ ଟେନିସ ଟିମ ଚାମ୍ପିୟନଶିପ ଆୟୋଜିତ ହେବ । ଲଣ୍ଡନରେ ହେବାକୁ ଥିବା ୨୦୨୬ ବିଶ୍ୱ ଟିମ ଟେବୁଲ ଟେନିସ ଚାମ୍ପିୟନଶିପ ଫାଇନାଲ ଖେଳିବା ପାଇଁ ଏହା ମାଧ୍ୟମରେ ଯୋଗ୍ୟତା ଅର୍ଜନ…

ଓଡ଼ିଶା ପ୍ରୋ ଟି୨୦ ଲିଗ : ପୁରୀ ଟାଇଟାନ୍ସର ସହଜ ବିଜୟ

କଟକ: ଓଡିଶା ପ୍ରୋ ଟି୨୦ ଲିଗ କ୍ରିକେଟର ୪ର୍ଥ ମ୍ୟାଚରେ ପୁରୀ ଟାଇଟାନ୍ସ ୯ ୱିକେଟରେ କଟକ ପାନ୍ଥର୍ସକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି କଟକ ପାନ୍ଥର୍ସ ୭ ୱିକେଟ ବିନିମୟରେ ୧୪୧ ରନ କରିଥିଲା । ବିପ୍ଲବ ସାମନ୍ତରାୟ ୨୨ ବଲରୁ ସର୍ବାଧିକ ୩୩ ରନ ସଂଗ୍ରହ…

ଦକ୍ଷିଣ କୋରିଆରେ ପ୍ରଶିକ୍ଷଣ ନେବେ ସୁନ୍ଦରଗଡର ଦୁଇ ତୀରନ୍ଦାଜ

ରାଉରକେଲା: ସୁନ୍ଦରଗଡ ସାଇ ପ୍ରଶିକ୍ଷଣ କେନ୍ଦ୍ରର ଦୁଇ ପ୍ରତିଭାବାନ ତୀରନ୍ଦାଜ ଦକ୍ଷିଣ କୋରିଆରେ ପ୍ରଶିକ୍ଷଣ ନେବେ । ପୂର୍ବରୁ ଭାରତୀୟ କ୍ରୀଡା ପ୍ରାଧୀକରଣ ବିଭାଗ ବିଭିନ୍ନ କେନ୍ଦ୍ରରୁ ୨୦ଜଣ ଯୁବ ତୀରନ୍ଦାଜଙ୍କୁ ଏଥିପାଇଁ ମନୋନୀତ କରିଥିଲେ । କସ୍ତୁରୀ ମୁଣ୍ଡ(ସବ ଜୁନିୟର) ଓ ମମିତା…