Latest Odisha News

BREAKING NEWS

Browsing Category

ଖେଳ

ବ୍ୟାଟରେ ନା ମୁହଁରେ କେଉଁଥିରେ ଅଗରକରଙ୍କୁ ଜବାବ ଦେବେ ଶ୍ରେୟାଶ

ନୂଆଦିଲ୍ଲୀ: ଭାରତର ଯୁବ କ୍ରିକେଟର ଶ୍ରେୟାଶ ଆୟାର ତାଙ୍କ ପ୍ରଦର୍ଶନ ମାଧ୍ୟମରେ ସର୍ବଦା ଜବାବ ଦେଇ ଆସିଛନ୍ତି । ସେ କହିବା ବଦଳରେ କରିକି ଦେଖାଇଥାନ୍ତି । ବାରମ୍ବାର ତାଙ୍କୁ ଅପମାନିତ କରାଯାଉଥିଲେ ମଧ୍ୟ ସେ ପ୍ରଦର୍ଶନ ମାଧ୍ୟମରେ ମୁହଁ ବନ୍ଦ କରିବାରେ ସଫଳ ହୋଇଛନ୍ତି । ଏବେ ପ୍ରଶ୍ନ ଉଠିଛି…

ସଫଳ କ୍ରିକେଟର, ସମ୍ପର୍କୀୟ ଆତଙ୍କୀକୁ ହତ୍ୟା କରିଥିଲେ ଭାରତୀୟ ଯବାନ

ଲାହୋର: ପାକିସ୍ତାନ ସୁପର ଲିଗ (PSL) ୨୦୨୫ର ଦଶମ ସଂସ୍କରଣର ବିଜେତା ଘୋଷଣା ହୋଇଛି। ଶାହୀନ ଶାହ ଆଫ୍ରିଦିଙ୍କ ନେତୃତ୍ୱରେ ଲାହୋର କ୍ୱାଲାଣ୍ଡାର୍ସ ତୃତୀୟ ଥର ପାଇଁ ଏହି ଖେଳର ଚମକଦାର ଟ୍ରଫି ହାସଲ କରିଛି। ଶାହୀନଙ୍କ ଦମଦାର ପ୍ରଦର୍ଶନ ଏବଂ ଅଧିନାୟକତ୍ୱ ତାଙ୍କ ଦଳକୁ ଏହି ସଫଳତା ଆଣିଦେଇଛି।…

ସିଏମ୍ ଟ୍ରଫି-୨୦୨୫ ଲୋଗୋ,ଟ୍ରଫି ଓ ଆନଥେମ୍‌ ଉନ୍ମୋଚନ; ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ହେବ ବିକାଶ

ଭୁବନେଶ୍ବର: ସିଏମ୍ ଟ୍ରଫି-୨୦୨୫ ଲକ୍ଷ୍ୟ ଏକ, ପ୍ରତିଭା ଅନେକ। ରାଜ୍ୟରେ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଗ୍ରହ କ୍ରମେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଫୁଟବଲ୍ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ…

ରୋହିତଙ୍କ ସହ ସମକକ୍ଷ ହେଲେ କ୍ଲାସେନ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ରବିବାର ହେନରିକ କ୍ଲାସେନଙ୍କ ବିସ୍ଫୋରକ ଶତକ ବଳରେ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ୨୭୯ ରନର ଲକ୍ଷ୍ୟ ରଖିଥିଲା । କ୍ଲାସେନ ୩୭ ବଲରେ ଶତକ ହାସଲ କରିଥିଲେ । ସେ ଆଇପିଏଲରେ ୨ଟି ଶତକ ମାରି ରୋହିତ ଶର୍ମାଙ୍କ ସହ ସମକକ୍ଷ ହୋଇଛନ୍ତି ।…

ଶୀର୍ଷ ସ୍ଥାନରେ ଥିବା ଟିମକୁ ହରାଇଲା ଚେନ୍ନାଇ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଶୀର୍ଷ ସ୍ଥାନରେ ଥିବା ଗୁଜରାଟ ଟାଇଟାନ୍ସକୁ ପଂଏଟ ଟେବୁଲର ଶେଷ ସ୍ଥାନ ହାସଲ କରିଥିବା ଚେନ୍ନାଇ ସୁପର କିଙ୍ଗସ ୮୩ ରନରେ ପରାସ୍ତ କରିଛି । ବିଜୟ ସହ ଚେନ୍ନାଇ ତାର ଅଭିଯାନ ଶେଷ କରିଛି । ଗୁଜରାଟ ୧୪ ମ୍ୟାଚରେ ୧୮ ପଂଏଟ ହାସଲ କରି ପ୍ଲେ ଅଫରେ ପ୍ରବେଶ କରିଛି ।…

କୋହଲି, ରୋହିତଙ୍କୁ ନେଇ ବଡ କଥା କହିଲେ ଗିଲ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଶୁଭମନ ଗିଲ ଭାରତୀୟ ଟେଷ୍ଟ ଟିମର ଅଧିନାୟକ ନିଯୁକ୍ତ ହେବା ପରେ ପ୍ରଥମ ଥର ପାଇଁ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ମୁଁ ଭାଗ୍ୟବାନ ଯେ, ରୋହିତ ଓ ବିରାଟ ଭାଇଙ୍କ ପରି ଖେଳାଳିଙ୍କ ସହ ଖେଳିବା ସୁଯୋଗ…

କୁଶ ମୈନି ରଚିଲେ ଇତିହାସ; ପ୍ରଥମ ଭାରତୀୟ ଭାବେ ଜିତିଲେ F2ରେସ୍

ନୂଆଦିଲ୍ଲୀ:୨୪ବର୍ଷୀୟ ଭାରତୀୟ ରେସର କୁଶ ମୈନି ଇତିହାସ ରଚିଛନ୍ତି। ସେ ୨୪ ମେରେ ସାନଦାର ପ୍ରଦର୍ଶନ କରି  ମୋନାକୋ ଗ୍ରାଁ ପ୍ରିରେ F2 ସ୍ପ୍ରିଣ୍ଟ ରେସ ଜିତିଛନ୍ତି। ଏହି ରେସ୍ ରେ ଜିତିଥିବା ପ୍ରଥମ ଭାରତୀୟ ପାଲଟିଛନ୍ତି କୁଶ। ବିଶ୍ୱର ସବୁଠାରୁ ଚ୍ୟାଲେଞ୍ଜିଂ ଏବଂ ପ୍ରତିଷ୍ଠିତ ରେସରେ ପ୍ରଥମ…

ଭକ୍ତି ମାର୍ଗରେ ବିରାଟ, ହଜାର ବର୍ଷ ପୁରୁଣା ଏହି ମନ୍ଦିରରେ କଲେ ପୂଜାର୍ଚ୍ଚନା…

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି, ଦିନ ଥିଲା କହୁଥିଲେ…କ’ଣ ମୁଁ ପୂଜାପାଠ କଲା ଭଳି ମଣିଷ ଲାଗୁଛି….ହେଲେ ଆଜି ସେଇ ମଣିଷ ଭକ୍ତି ମାର୍ଗରେ ନିଜକୁ ଉତ୍ସର୍ଗୀକୃତ କରିଛି । ବିବାହ ପରେ ପ୍ରାୟତଃ ବିରାଟଙ୍କ ଜୀବନରେ ପରିବର୍ତ୍ତନ ପରିଲକ୍ଷିତ ହୋଇଥିବା ବେଳେ, ପତ୍ନୀ…

କ୍ୟାରିୟରର ୧୦୦ତମ ସିଙ୍ଗଲ୍ସ ଟାଇଟଲ ହାସଲ କଲେ ଜୋକୋଭିଚ

ନୂଆଦିଲ୍ଲୀ: ସର୍ବିୟାର ଷ୍ଟାର ଟେନିସ ଖେଳାଳି ନୋଭାକ ଜୋକୋଭିଚ କ୍ୟାରିୟରର ୧୦୦ତମ ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି । ଜେନେଭା ଓପନ ଟାଇଟଲ ଜିତିବା ପରେ ସେ ବିଶ୍ୱ ଟେନିସରେ ତୃତୀୟ ଖେଳାଳି ଭାବେ ଏହି ଉପଲବ୍ଧି ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଜିମ୍ମି କର୍ଣ୍ଣର୍ସ ଓ ରୋଜର ଫେଡେରର କେବଳ ଏହି…

ଓଡ଼ିଆ ପୁଅ ହେଲେ ଭାରତୀୟ ଜୁନିଅର ପୁରୁଷ ହକି ଦଳର ସହାୟକ ପ୍ରଶିକ୍ଷକ; ଲକ୍ଷ୍ୟ ନିର୍ଭୀକ ଦଳ ଗଠନ

ନୂଆଦିଲ୍ଲୀ: ଆଗାମୀ FIH ହକି ପୁରୁଷ ଜୁନିଅର ବିଶ୍ୱକପ୍ ୨୦୨୫ ପୂର୍ବରୁ, ପୂର୍ବତନ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଭାରତୀୟ ଜୁନିଅର ପୁରୁଷ ହକି ଦଳରେ ସହାୟକ ପ୍ରଶିକ୍ଷକ ଭାବରେ ଯୋଗ ଦେଇଛନ୍ତି। ୩୫ ବର୍ଷୀୟ ଅଭିଜ୍ଞ ଡିଫେଣ୍ଡର କିମ୍ବଦନ୍ତୀ ଗୋଲକିପର ପିଆର ଶ୍ରୀଜେଶଙ୍କ ସହିତ କାର୍ଯ୍ୟ କରିବେ…