Latest Odisha News

BREAKING NEWS

Browsing Category

ଖେଳ

ଏଫଆଇଏଚ ହକି ଇଣ୍ଡିଆ ପ୍ରୋ ଲିଗ: ହରମନଙ୍କ ନେତୃତ୍ୱରେ ଘୋଷିତ ହେଲା ଭାରତୀୟ ଟିମ, ଓଡିଶାରୁ ୩

ନୂଆଦିଲ୍ଲୀ: ଏଫଆଇଏଚ ହକି ପ୍ରୋ ଲିଗ ୨୦୨୪-୨୫ର ୟୁରୋପିଆନ ଲିଗ ପାଇଁ ଗୁରୁବାର ହରମନପ୍ରୀତ ସିଂଙ୍କ ନେତୃତ୍ୱରେ ୨୪ ଜଣିଆ ଭାରତୀୟ ଦଳର ଘୋଷଣା କରାଯାଇଛି । ଏହି ଦଳରେ ଓଡିଶାର ଅମିତ ରୋହୀଦାସ, ନୀଲମ ସଞ୍ଜୀପ ଖେସ ଓ ଶୀଲାନନ୍ଦ ଲାକ୍ରା ସ୍ଥାନ ପାଇଛନ୍ତି । ଜୁନ ୭ ଓ ୯ରେ ନେଦରଲାଣ୍ଡ ବିପକ୍ଷରେ…

୧୯ ବର୍ଷରୁ କମ କ୍ରିକେଟ: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଆୟୂଷ ମାହାତ୍ରେଙ୍କ ନେତୃତ୍ୱରେ ଭାରତର ୧୯ ବର୍ଷରୁ କମ କ୍ରିକେଟ ଟିମର ଘୋଷଣା କରାଯାଇଛି । ଏହି ଗସ୍ତରେ ଟିମ ଇଣ୍ଡିଆ ଗୋଟିଏ ୱାର୍ମ ଅପ ମ୍ୟାଚ, ୫ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ ଖେଳିବ । ୨୪ଜୁନରୁ ଏହି ସିରିଜ ଆରମ୍ଭ ହେବ । ବୈଭବ…

ଆଇପିଏଲ ୨୦୨୫: ପ୍ଲେ ଅଫରେ ପ୍ରବେଶ କଲେ ଏହି ୪ଟି ଟିମ

ମୁମ୍ବାଇ: ଆଇପିଏଲ ୨୦୨୫ରେ ୪ଟି ଟିମ ଟିମ ପ୍ଲେ ଅଫରେ ପ୍ରବେଶ କରିଛନ୍ତି । ଏହି ଟିମଗୁଡିକ ହେଲା ଗୁଜରାଟ ଟାଇଟାନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର, ପଞ୍ଜାବ କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ । ୫ ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ଏଥର ପଂଏଟ ଟେବୁଲର ଶେଷ ସ୍ଥାନରେ ରହିଛି । ଗୁଜରାଟ…

ଟି୨୦ରେ ସୂର୍ଯ୍ୟକୁମାରଙ୍କ ଆଉ ଏକ ସଫଳତା

ମୁମ୍ବାଇ: ସୂର୍ଯ୍ୟକୁମାର ଯାଦବ ଚଳିତ ଆଇପିଏଲରେ ନିଜ ନାମରେ ଆଉ କୀର୍ତିମାନ ଯୋଡିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ ଅବସରରେ ସେ ଟି୨୦ କ୍ରିକେଟରେ କ୍ରମାଗତ ୨୫ରୁ ଊର୍ଦ୍ଧ୍ୱ ରନ କରିବାରେ ଟେମ୍ବା ବାଭୁମାଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ସେ ପ୍ରଥମ ଭାରତୀୟ ଭାବେ ଏହି…

ଆଇପିଏଲରେ ସର୍ବାଧିକ ମ୍ୟାଚ ହାରିଲେ ଧୋନୀ

ଚେନ୍ନାଇ: ଆଇପିଏଲ ଇତିହାସରେ ଶ୍ରେଷ୍ଠ ଅଧିନାୟକ ଭାବେ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ସ୍ୱତନ୍ତ୍ର ପରିଚୟ ରହିଛି । ତାଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ ୫ ଥର ଟାଇଟଲ ହାସଲ କରିଛି । ତେବେ ଏହା ସତ୍ୱେ ଧୋନୀଙ୍କ ନାମରେ ଏକ ଅଲୋଡା ରେକର୍ଡ ମଧ୍ୟ ରହିଛି । ସେ ଆଇପିଏଲ ଇତିହାସରେ ସର୍ବାଧିକ…

ଏଥର ତାହା ହେଲେ ଧୋନୀ ନେବେ ନାହିଁ ଅବସର….ସୂଚନା ଦେଲେ

ଚେନ୍ନାଇ: ଆଇପିଏଲ ୨୦୨୫ରେ ୫ ଥର ବିଜେତା ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଧୋନୀ ଏଥର ଆଇପିଏଲରୁ ଅବସର ନେବେ ବୋଲି ଆଲୋଚନା ଜୋର ଧରିଥିଲା । ନିୟମିତ ଅଧିନାୟକ ରିତୁରାଜ ଗାଏକ୍ୱାଡଙ୍କ ଅନୁପସ୍ଥିତିରେ ସେ ଦଳର ନେତୃତ୍ୱ ମଧ୍ୟ ନେଇଥିଲେ । ପ୍ଲେ ଅଫରୁ ବାଦ ପଡିବା ପରେ…

ଟି୨୦ରେ ଧୋନୀ ମାରିଲେ ୩୫୦ ଛକା

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ମହେନ୍ଦ୍ର ସିଂ ଧୋନୀ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ସେ ଟି୨୦ କ୍ରିକେଟରେ ୩୫୦ ଛକା ପୂରଣ କରିଛନ୍ତି । ଏଥିସହ ସେ ୪ର୍ଥ ଭାରତୀୟ ଭାବେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ରୋହିତ ଶର୍ମା, ବିରାଟ କୋହଲି ଓ…

୨୭ କୋଟିର ପନ୍ତ ସମ୍ପୂର୍ଣ୍ଣ ଭାବେ ପ୍ରଶଂସକଙ୍କୁ କଲେ ନିରାଶ

ଲକ୍ଷ୍ନୌ: ଆଇପିଏଲ ୨୦୨୫ ମେଗା ନିଲାମରେ ରିଷଭ ପନ୍ତ ସବୁଠାରୁ ଦାମୀ ଖେଳାଳି ହୋଇଥିଲେ । ଲକ୍ଷ୍ନୌ ସୁପର ଜ୍ୟାଂଟସ ତାଙ୍କୁ ୨୭ କୋଟି ଟଙ୍କାରେ ଟିମରେ ନେଇଥିଲା । ତେବେ ପନ୍ତ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରି ଉଭୟ ପ୍ରଶଂସକ ଓ ଫ୍ରାଂଚାଇଜରଙ୍କୁ ନିରାଶ କରିଛନ୍ତି । ପନ୍ତ ୧୧ ଇନିଂସରେ ୧୨…

ଏହି ସ୍ଥାନରେ ହେବ ଆଇପିଏଲ୍ ୨୦୨୫ର ଫାଇନାଲ ମ୍ୟାଚ୍

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ର ଫାଇନାଲ୍ ପାଇଁ ସ୍ଥାନ ଚୂଡ଼ାନ୍ତ ହୋଇଛି। ଆଇପିଏଲର ୧୮ତମ ସିଜିନର ଟାଇଟଲ ମୁକାବିଲା ଆସନ୍ତା ଜୁନ୍ ୩ ତାରିଖରେ ଅନୁଷ୍ଠିତ ହେବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ଆଇପିଏଲ୍ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ରଖାଯାଇଥିଲା। ଏହି…

ବିଶୃଙ୍ଖଳିତ ଆଚରଣ ଯୋଗୁ ଆଇପିଏଲର ଗୋଟିଏ ମ୍ୟାଚରୁ ସସପେଣ୍ଡ ହେଲେ ଦିଗଭେଶ

ଲକ୍ଷ୍ନୌ: ବିଶୃଙ୍ଖଳିତ ଆଚରଣ ଯୋଗୁ ଲକ୍ଷ୍ନୌ ସୁପର ଜ୍ୟାଂଟସର ଦିଗଭେଶ ରାଠୀଙ୍କୁ ଗୋଟିଏ ମ୍ୟାଚରୁ ସସପେଣ୍ଡ କରାଯାଇଛି । ଏହା ବ୍ୟତୀତ ମ୍ୟାଚ ଫିର ୫୦ ପ୍ରତିଶତ ଅର୍ଥ ଜରିମାନା ବାବଦକୁ କଟାଯାଇଛି । ମେ ୧୯ରେ ଲକ୍ଷ୍ନୌ ଓ ହାଇଦ୍ରାବାଦ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ ଅବସରରେ ଦିଗଭେଶ ଓ…