Latest Odisha News

BREAKING NEWS

Browsing Category

ଖେଳ

୩ ବର୍ଷରେ କମାଲ କରୁଛନ୍ତି ଚେସ ବିସ୍ମୟ ସର୍ବଜ୍ଞ, ଫିଡେ ନିକଟରେ ଅଭିଯୋଗ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ୩ ବର୍ଷୀୟ ବିସ୍ମୟ ବାଳକ ସର୍ବଜ୍ଞ କୁଶୱାହା ଚେସ ଦୁନିଆରେ ହଇଚଇ ସୃଷ୍ଟି କରିଛନ୍ତି । ସବୁଠାରୁ କମ ବୟସରେ ସେ ରେଟେଡ ଚେସ ଖେଳାଳି ପାଲଟି ଯାଇଛନ୍ତି । ମାତ୍ର ୩ ବର୍ଷ ୨୦ ଦିନରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । କୋଲକତାର ଅନୀଷ ସରକାରଙ୍କୁ ସେ ଏଥିରେ ପଛରେ…

ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ‘ଓଡିଶା ମାଷ୍ଟର୍ସ ୨୦୨୫’; ଯୋଗଦେଲେ ମୁଖ୍ୟମନ୍ତ୍ରୀ

କଟକ: କଟକ ସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା "ଓଡିଶା ମାଷ୍ଟର୍ସ ୨୦୨୫" ଅନୁଷ୍ଠିତ ହୋଇଯାଇଛି । ପ୍ରି କ୍ଵାଟର ରାଉଣ୍ଡର ମହିଳା ସିଙ୍ଗଲସ, ପୁରୁଷ ସିଙ୍ଗଲସ, ମହିଳା ଡବଲସ, ପୁରୁଷ ଡବଲସ ଏବଂ ମିକ୍ସଡ଼ ଡବଲସ ଏ ସମସ୍ତ ବିଭାଗର…

ଅର୍ଶଦୀପଙ୍କ ନାମରେ ଯୋଡି ହୋଇଗଲା ଅଲୋଡା ରେକର୍ଡ

ମୁଲ୍ଲାପୁର: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚରେ ଅର୍ଶଦୀପ ସିଂଙ୍କ ନାମରେ ଏକ ଅଲୋଡା ରେକର୍ଡ ଯୋଡି ହୋଇଯାଇଛି । ଟସ ଜିିତି ଟିମ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ଦକ୍ଷିଣ ଆଫ୍ରିକା ୨୦ ଓଭରରେ…

ଟି୨୦ ବିଶ୍ୱକପ ୨୦୨୬ର ଟିକେଟ ବିକ୍ରି ଆରମ୍ଭ

ନୂଆଦିଲ୍ଲୀ: ଆଉ କିଛି ମାସ ପରେ ଟି୨୦ ବିଶ୍ୱକପ ଆରମ୍ଭ ହୋଇଯିବ । ଏଥିପାଇଁ ଟିକେଟ ବିକ୍ରି ଡିସେମ୍ବର ୧୧ରୁ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ କେତେକ ଟିକେଟ ୧୦୦ ଟଙ୍କାରେ ବିକ୍ରି ହୋଇଛି । ଫେବୃୟାରୀ ୭ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କାରେ ମିଳିତ ଭାବେ ଆୟୋଜିତ…

ଜାଡେଜାଙ୍କୁ ପ୍ରଶଂସା କରୁ କରୁ ବିବାଦୀୟ କଥା କହିଗଲେ ରିଭାବା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବ ଜାଡେଜାଙ୍କ ଏକ ବୟାନ ଏବେ ବିବାଦ ସୃଷ୍ଟି କରିଛି । ସେ ଜାଡେଜାଙ୍କୁ ପ୍ରଶଂସା କରି କହିଥିଲେ ସେ ବିଦେଶ ଗସ୍ତରେ ଯିବା ବେଳେ କୌଣସି ଖରାପ ଅଭ୍ୟାସ କିମ୍ବା ନିଶାରେ ପଡନ୍ତି ନାହିଁ । ତେବେ ଏହା ପରେ ସେ…

ଗିଲଙ୍କ ହୋଇପାରେ ପ୍ରମୋଶନ: ରୋହିତ, କୋହଲିଙ୍କୁ ନେଇ ରହିଛି ସସ୍ପେନ୍ସ

ନୂଆଦିଲ୍ଲୀ: ଡିସେମ୍ବର ୨୨ରେ ବିସିସିଆଇର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏଥିରେ ଅନେକଗୁଡିଏ ନିଷ୍ପତି ନିଆଯାଇପାରେ । ଟିମ ଇଣ୍ଡିଆର ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକ ଶୁଭମନ ଗିଲଙ୍କ ପ୍ରମୋଶନ ହେବା ଏକପ୍ରକାର ନିଶ୍ଚିତ ହୋଇଛି । ତାଙ୍କୁ ଏ ପ୍ଲସ କାଟାଗୋରୀରେ ସାମିଲ କରାଯାଇପାରେ ।…

ଟି୨୦: ଚୂଡାନ୍ତ ଏକାଦଶରେ ଗିଲଙ୍କ ସ୍ଥାନରେ ଖେଳି ପାରନ୍ତ ସଞ୍ଜୁ

ଚଣ୍ଡୀଗଡ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି୨୦ ମ୍ୟାଚ ନ୍ୟୁ ଚଣ୍ଡୀଗଡରେ ଖେଳାଯିବ । ପ୍ରଥମ ଟି୨୦ରେ ସହଜ ବିଜୟ ହାସଲ କରିଥିବା ଭାରତ ଭ୍ରମଣକାରୀ ଦଳକୁ ଚାପରେ ରଖବା ପାଇଁ ଚାହିଁବ । ଏବେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଶୁଭମନ ଗିଲଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଆସନ୍ତୁ ଜାଣିବା ଟିମ ଇଣ୍ଡିଆ ଦବଙ୍ଗ, ଧୂରନ୍ଧର ବାହୂବଳୀ, ସୈୟରା କିଏ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଏବେ କେତେକ କ୍ରିକେଟରଙ୍କୁ ଲୋକପ୍ରିୟ ଫିଲ୍ମ ନାମ ମିଳିଛି । ଏହି ନାମ ଯୁବ ବ୍ୟାଟ୍ସମ୍ୟାନ ଯଶସ୍ୱୀ ଜୈସୱାଲ ଦେଇଛନ୍ତି । ଯେତେବେଳେ ତାଙ୍କୁ ଏ ସମ୍ପର୍କରେ ପଚରାଗଲା ସେ କହିଥିଲେ, ଆମ ଟିମର ଧୂରନ୍ଧର କିଏ ? ସେ ହସି କରି କହିଥିଲେ ରୋହିତ ଶର୍ମା । ସେହିପରି…

ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଓଡିଶା ମାଷ୍ଟର୍ସ ୨୦୨୫:ମହିଳା ପ୍ରି କ୍ୱାର୍ଟରରେ ଉନ୍ନତି, ଅନମୋଲ,…

କଟକ : କଟକ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ,"ଓଡିଶା ମାଷ୍ଟର୍ସ ୨୦୨୫"ର ମହିଳା ସିଙ୍ଗଲସ, ପୁରୁଷ ସିଙ୍ଗଲସ, ମହିଳା ଡବଲସ, ପୁରୁଷ ଡବଲସ ଏବଂଡ ମିକ୍ସଡ଼ ଡବଲସ ସମସ୍ତ ବିଭାଗର ୭୬ଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଅଛି ।  ଦ୍ଵିତୀୟ ଦିନରେ…

ଜୁନିୟର ହକି ବିଶ୍ୱକପ: ଆର୍ଜେଂଟିନାକୁ ହରାଇ ଭାରତ ଜିତିଲା ବ୍ରୋଞ୍ଜ

ନୂଆଦିଲ୍ଲୀ: ଚଳିତ ଏଫଆଇଏଚ ପୁରୁଷ ଜୁନିୟର ହକି ବିଶ୍ୱକପରେ ଭାରତ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଆର୍ଜେଂଟିନାକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିିଛି । ଆରମ୍ଭରୁ ଆର୍ଜେଂଟିନା ଆକ୍ରମଣାତ୍ମକ ପ୍ରଦର୍ଶନ କରି ୨-୦ର ଅଗ୍ରଣୀ ହାସଲ କରି ନେଇଥିଲା । ତୃତୀୟ କ୍ୱାର୍ଟର ପର୍ଯ୍ୟନ୍ତ ଭାରତ ପଛରେ…