Latest Odisha News

BREAKING NEWS

Browsing Category

ଖେଳ

ଧନଶ୍ରୀଙ୍କ ଅଭିଯୋଗକୁ ନେଇ ମୁହଁ ଖୋଲିଲେ ଚହଲ…

ମୁମ୍ବାଇ: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ନୃତ୍ୟଶିଳ୍ପୀ ଧନଶ୍ରୀ ବର୍ମା ୨୨ ଡିସେମ୍ବର, ୨୦୨୦ରେ ବିବାହ କରିଥିଲେ। ଓ ପରେ ୨୦ ମାର୍ଚ୍ଚ, ୨୦୨୫ରେ ଦୁହିଁଙ୍କ ଛାଡପତ୍ର ହୋଇଥିଲା। ତେବେ ଉଭୟ ୨୦୨୨ରୁ ଅଲଗା ରହୁଥିବା ନେଇ ମଧ୍ୟ ରିପୋର୍ଟରୁ ଜଣାପଡ଼ିଛି। ନିକଟରେ ଏକ ରିଆଲିଟି ଶୋ’ରେ…

୨ଟି ଗ୍ରୁପରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଅକ୍ଟୋବର ୧୫ରୁ ପାଇଁ ଭାରତୀୟ କ୍ରିକେଟ ଟିମ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ସମ୍ପୂର୍ଣ୍ଣ ଟିମ ୨ଟି ଗ୍ରୁପରେ ଏହି ଗସ୍ତରେ ଯିବେ । ଭାରତ ଏହି ଗସ୍ତରେ ୩ଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳିବ । ପିଟିଆଇ ଖବର ଅନୁସାରେ ଗୋଟିଏ ଗ୍ରୁପ ସକାଳେ ଏବଂ ଅନ୍ୟମାନେ ବିଜନେସ କ୍ଲାସ ଟିକେଟର…

ଅଷ୍ଟ୍ରେଲିଆ କ୍ରିକେଟଠାରୁ ଦୂରେଇ ରହିବା ପାଇଁ କୁମିନ୍ସ, ହେଡଙ୍କୁ ଅଫର ହୋଇଥିଲା ୮୮ କୋଟି

ସିଡନୀ: ଅଷ୍ଟ୍ରେଲିଆ କ୍ରିକେଟଠାରୁ ଦୂରେଇ ରହିବା ପାଇଁ ପ୍ୟାଟ କୁମିନ୍ସ ଓ ଟ୍ରେଭିସ ହେଡଙ୍କୁ ୮୮ କୋଟି ଟଙ୍କା ଅଫର ହୋଇଥିଲା ବୋଲି ସିଡନୀ ମର୍ଣ୍ଣିଂ ହେରାଲ୍ଡରେ ଚାଂଚଲ୍ୟକର ଖବର ପ୍ରକାଶ ପାଇଛି । ଏହି ଦୁଇ ଖେଳାଳିଙ୍କୁ ବିଶ୍ୱର ବିଭିନ୍ନ ଲିଗ ଖେଳିବା ପାଇଁ ଏହି ଅଫର ଦିଆ ଯାଇଥିଲା ।…

ସଞ୍ଜୁ ସାମସନଙ୍କ ପ୍ରତି ହେଉ ନାହିଁ ତ ଅନ୍ୟାୟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ସଞ୍ଜୁ ସାମସନ ଜଣେ ଉଦୀୟମାନ ତାରକା । ୧୯ ବର୍ଷରୁ କମ ବିଶ୍ୱକପରୁ ଏ ପର୍ଯ୍ୟନ୍ତ ସେ ତାଙ୍କ ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି । ତେବେ ଟିମ ଇଣ୍ଡିଆରେ ତାଙ୍କୁ ଉପଯୁକ୍ତ ସୁଯୋଗ ମିଳୁନି । ଯାହାକୁ ନେଇ କ୍ୟାରିୟରର ଦୋ ଛକିରେ ସଞ୍ଜୁ…

ଏହି ମହାନ ଖେଳାଳି କହିଲେ କାହିଁକି ନେଲେ ଦିନିକିଆ କ୍ରିକେଟ ଅବସରରୁ ୟୁ ଟର୍ଣ୍ଣ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟ୍ସମ୍ୟାନ କ୍ୱିଂଟନ ଡିକକ ଦିିନିକିଆ କ୍ରିକେଟ ଅବସରରୁ ୟୁ ଟର୍ଣ୍ଣ ନେବା ନେଇ ଆଜି ମୁହଁ ଖୋଲିଛନ୍ତି । ୨୦୨୩ ଦିନିକିଆ ବିଶ୍ୱକପ ପରେ ସେ ହଠାତ ଏହି ଫର୍ମାଟରୁ ଅବସର ଘୋଷଣା କରିଥିଲେ । ଦକ୍ଷିଣ ଆଫ୍ରିକା ସେମିଫାଇନାଲରୁ ବିଦାୟ ନେବା ପରେ ସେ ଏହି…

ରଣଜୀ ଟ୍ରଫି ଖେଳିବେ ରିଷଭ ପନ୍ତ

ନୂଆଦିଲ୍ଲୀ: ଭାରତର ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ ଆଘାତ ସମସ୍ୟା ଯୋଗୁ ଏବେ ଦଳରେ ସାମିଲ ହୋଇ ପାରି ନାହାନ୍ତି । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ଅନୁସାରେ ପନ୍ତ ରଣଜୀ ଟ୍ରଫି ମାଧ୍ୟମରେ ନିଜ ଫିଟନେସ ପ୍ରମାଣିତ କରିବାକୁ ଚାହୁଁଛନ୍ତି । ସେ ଏଥିନେଇ ଡିଡିସିଏ ସଭାପତି ରୋହନ…

ଏସୀୟ ଟେବୁଲ୍ ଟେନିସ ଟିମ୍ ଚାମ୍ପିଆନସିପ୍ ପାଇଁ ଟ୍ରଫି ଅନାବରଣ ଓ ଟ୍ରଫି ଟୁର ବସର ଶୁଭ ଉଦ୍ଘାଟନ

ଭୁବନେଶ୍ୱର: ଚଳିତ ମାସ ୧୧ ତାରିଖରୁ ୧୫ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ହେବ ୨୮ତମ ଏସୀୟ ଟେବୁଲ୍ ଟେନିସ୍ ଟିମ୍ ଚାମ୍ପିଆନସିପ୍ । ଏନେଇ ଆଜି କଳିଙ୍ଗ ଷ୍ଟାଡିୟମର ଇଣ୍ଡୋର୍ ଆଥେଲେଟ୍ସିକ ସେଣ୍ଟରଠାରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ…

ଚେସ: ନାକାମୁରା କିଙ୍ଗ ଫିଙ୍ଗିବା ବିବାଦ ନାଁ ପବ୍ଲିସିଟି ଷ୍ଟଂଟ

ନୂଆଦିଲ୍ଲୀ: ଆମେରିକା ଷ୍ଟାର ଚେସ ଖେଳାଳି ହିକାରୁ ନାକାମୁରା ଏବେ ପୂନର୍ବାର ଚର୍ଚ୍ଚାରେ ରହିଛନ୍ତି । ଭାରତର ଡି.ଗୁକେଶଙ୍କ ବିପକ୍ଷରେ ବିଜୟ ହାସଲ କରିବା ପରେ ନାକାମୁରା ତାଙ୍କ ରାଜାଙ୍କୁ ଦର୍ଶକଙ୍କ ଉପରକୁ ଫିଙ୍ଗିଥିଲେ । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।…

ରୋହିତ, କୋହଲିଙ୍କୁ ପୂର୍ବ କ୍ରିକେଟର କରିବା ପାଇଁ ପ୍ରସ୍ତୁତ ହୋଇସାରିଛି ଯୋଜନା: ରିପୋର୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ପୂର୍ବ କ୍ରିକେଟର କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇସାରିଛି । ୭ ମାସ ପରେ ଏବେ ଏହି ଦୁଇ ମହାନ ଖେଳାଳିଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି । ରୋହିତଙ୍କୁ ଅଧିନାୟକ…

ଅଧିନାୟକ ଭାବେ ରୋହିତ, ଧୋନୀଙ୍କ ମଧ୍ୟରେ କିଏ ଶ୍ରେଷ୍ଠ: ପରିସଂଖ୍ୟନ କରିଦେବ ଚକିତ

ଅଷ୍ଟ୍ରେଲିଆ ବିପକ୍ଷ ଦିିନିକିଆ ସିରିଜ ପାଇଁ ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ଦୀର୍ଘ ଦିନ ପରେ ରୋହିତ ଶର୍ମାଙ୍କ ହାତରୁ ଅଧିନାୟକ ପଦ ହାତଛଡା ହୋଇଛି । ଭାରତୀୟ କ୍ରିକେଟର ଦୁଇ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ରୋହିତ ଶର୍ମାଙ୍କ ମଧ୍ୟରେ ଏକ ତୁଳନାତ୍ମକ…