Latest Odisha News

BREAKING NEWS

Browsing Category

ଖେଳ

ଆଇପିଏଲ ୨୦୨୫ର ବାକି ମ୍ୟାଚ: ମେ ୧୭ରୁ ୬ଟି ସହରରେ ଖେଳାଯିବ

ମୁମ୍ବାଇ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର! ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଟାଟା ଆଇପିଏଲ ୨୦୨୫ରେ ବାକି ଥିବା ମ୍ୟାଚ ପୁଣିଥରେ ଖେଳିବାକୁ ଘୋଷଣା କରିଛି । ଭାରତ-ପାକିସ୍ତାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା କାରଣରୁ ମ୍ୟାଚକୁ ସ୍ଥଗିତ ରଖାଯାଇଥିଲା । ଏବେ…

ପାକିସ୍ତାନରେ କୋହଲି ଖେଳି ପାରିଲେ ନାହିଁ ଟେଷ୍ଟ ମ୍ୟାଚ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଟି୨୦ ପରେ ଏବେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । କୋହଲି ତାଙ୍କ ଟେଷ୍ଟ କ୍ୟାରିୟରରେ ଅନେକ ରେକର୍ଡ କରିଛନ୍ତି । ତେବେ ପାକିସ୍ତାନରେ ସେ ଗୋଟିଏ ହେଲେ ବି ଟେଷ୍ଟ ଖେଳି ପାରି ନାହାନ୍ତି । ୨୦୦୮ ପରଠାରୁ ଭାରତ ଆଉ…

କୋହଲିଙ୍କ ଅବସର ପରେ ୧୨ ବର୍ଷ ତଳର ରହସ୍ୟ ଉଜାଗର କଲେ ସଚିନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ଏବେ କେବଳ ଦିନିକିଆରେ ଭାରତ ପକ୍ଷରୁ ଖେଳିବେ । କୋହଲିଙ୍କ ଅବସର ପରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତାଙ୍କୁ ଭୂୟସୀ ପ୍ରଶଂସା କରିବା ସହ ୧୨ ବର୍ଷ ତଳର ଏକ ରହସ୍ୟର…

ଅପେରସନ୍ ସିନ୍ଦୂର ବ୍ରିଫିଂ ବେଳେ କୋହଲିଙ୍କୁ ମନେ ପକାଇଲେ ଡିଜିଏମଓ ରାଜୀବ ଘାଇ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଉପରେ ଏକ ଚୁକ୍ତିନାମା ହୋଇଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ସେନାର ମୁଖ୍ୟ ଅଧିକାରୀମାନେ ଲଗାତାର ଦ୍ୱିତୀୟ ଦିନ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ମେ ୧୨ ଅର୍ଥାତ୍ ଆଜି ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର…

ଟେଷ୍ଟକୁ ଅଲବିଦା କହିଲେ ବିରାଟ କୋହଲି

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରୁ ଅବସର ନେଲେ ବିରାଟ କୋହଲି । ପୂର୍ବରୁ ଏନେଇ ବିସିସିଆଇକୁ ଅବଗତ କରାଇଥିବା ବେଳେ ଆଜି ବିଧିବଦ୍ଧ ଭାବେ ଟେଷ୍ଟରୁ ସନ୍ୟାସ ଗ୍ରହଣ କରିଛନ୍ତି ବିରାଟ । ଏନେଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିଧିବଦ୍ଧ ଭାବେ ପୋଷ୍ଟ କରି ସୂଚନା ଦେଇଛନ୍ତି । ପୂର୍ବରୁ ମେ ୭ରେ…

କୋହଲିଙ୍କୁ ନେଇ ଲାରାଙ୍କ ପୋଷ୍ଟ ହେଲା ଭାଇରାଲ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଟିମ ଆସନ୍ତା ମାସରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ଯିବ । ରୋହିତ ଶର୍ମାଙ୍କ ପରେ ବିରାଟ କୋହଲି ଟେଷ୍ଟରୁ ଅବସର ନେବା ନେଇ ଆଲୋଚନା ଜୋର ଧରିଛି । ଏହି ଅବସରରେ ୱେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କ ଏକ ପୋଷ୍ଟ…

ଆଉ କେବେ ପାକିସ୍ତାନ ଯିବୁନି; ଭୋ ଭୋ କାନ୍ଦିଲେ କ୍ରିକେଟର…

ନୂଆଦିଲ୍ଲୀ: ଭାରତ ଓ ପାକ୍ ଯୁଦ୍ଧ ମଧ୍ୟରେ ପାକିସ୍ତାନ ସୁପର ଲିଗ୍ (ପିଏସଏଲ) ର ଖେଳାଳିମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ଏନେଇ ବାଂଲାଦେଶ ଲେଗ୍-ସ୍ପିନର ରିଶାଦ ହୋସେନ କହିଛନ୍ତି ଯେ ପିଏସଏଲ ସ୍ଥଗିତ ହେବା ପରେ ସେ ଏବଂ ଅନ୍ୟ ବିଦେଶୀ ଖେଳାଳିମାନେ ଦୁବାଇ ପହଞ୍ଚିବା ପରେ…

ମେ ୧୬ରୁ ଆରମ୍ଭ ହୋଇପାରେ ଆଇପିଏଲ୍, ଜୁନ ୧ରେ ଫାଇନାଲ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ମେ ୧୬ ତାରିଖ ସୁଦ୍ଧା ପୁଣି ଆରମ୍ଭ ହେବାକୁ ଯାଉଛି। ଭାରତୀୟ କ୍ରିକେଟ୍ ବୋର୍ଡର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି। ତେବେ ଫାଇନାଲ୍ ମେ ୩୦ କିମ୍ବା ଜୁନ୍ ୧ ତାରିଖରେ ଅନୁଷ୍ଠିତ ହେବାର ଆଶା…

ଗିଲ, ପନ୍ତଙ୍କୁ ମିଳିବ ଗୁରୁ ଦାୟିତ୍ୱ: କୋହଲି ନେଇ ଚୁପ ଅଛି ବିସିସିଆଇ

ନୂଆଦିଲ୍ଲୀ: ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଟିମ ଇଣ୍ଡିଆର ପରବର୍ତୀ ଅଧିନାୟକ କିଏ ହେବ ସେ ନେଇ ସମସ୍ତେ ଦ୍ୱନ୍ଦ୍ୱରେ ଅଛନ୍ତି । ଭାରତ ଏବେ ୫ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ଯିବ । ରୋହିତଙ୍କ ସ୍ଥାନରେ ଶୁଭମନ ଗିଲ ଅଧିନାୟକ ଦାୟିତ୍ୱ…

ଖୁବଶୀଘ୍ର ଆରମ୍ଭ ହୋଇପାରେ ଆଇପିଏଲ୍‌

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ସାମରିକ ଉତ୍ତେଜନାକୁ ଦୃଷ୍ଟିରେ ରଖି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୨୦୨୫କୁ ଶୁକ୍ରବାରଠାରୁ ସ୍ଥଗିତ ରଖାଯାଇଥିଲା। ଶନିବାର ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ପରେ ସ୍ଥଗିତ ରହିଥିବା ଆଇପିଏଲ ଖୁବଶୀଘ୍ର ଆରମ୍ଭ ହେବ…