Latest Odisha News

BREAKING NEWS

Browsing Category

ଖେଳ

ସଚିନଙ୍କ ପରି ମନ ବଦଳାଇ ପାରନ୍ତି କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ଖେଳାଳି ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବା ପାଇଁ ବିସିସିଆଇକୁ ଅନୁରୋଧ କରିଥିବା ଖବର ପ୍ରକାଶ ପାଇଛି । ବିସିସିଆଇ ତାଙ୍କୁ ପୂନର୍ବାର ବିଚାର କରିବା ପାଇଁ କହିଛି । କୋହଲିଙ୍କ ମନ ବଦଳୁଛି କି ନାହିଁ ତାହା ଖୁବ ଶୀଘ୍ର ଜଣାପଡିଯିବ । ଏହା…

ବଲ ନ ଖେଳି ଆଉଟ ହେଲେ ୧୦ଜଣ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: କ୍ରିକେଟରେ ବେଳେ ବେଳେ ଏ ଭଳି ଘଟଣା ଦେଖିବାକୁ ମିଳେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥାଏ । ଆଇସିସି ମହିଳା ଟି୨୦ ବିଶ୍ୱକପ କ୍ୱାଲିଫିକେଶନ ମୁକାବିଲାରେ ଏକ ଅଦ୍ଭୁତପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି । ୟୁଏଇ ଓ କତାର ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୧୦ଜଣ…

୧୬ ତମ କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ ଉଦଘାଟିତ

ଭୁବନେଶ୍ୱର: ସର୍ବ ଭାରତୀୟ ଚେସ୍ ଫେଡେରେସନ (ଏଆଇସିଏଫ) ତତ୍ତ୍ୱାବଧାନରେ କିଟ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ୧୬ତମ କିଟ୍ ଅନ୍ତର୍ଜାତୀୟ ଚେସ୍ ମହୋତ୍ସବ ୨୦୨୫ ଶୁକ୍ରବାର ଉଦ୍‍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ ଭାରତୀୟ ଟେନିସ୍ ତାରକା, ଅଲିମ୍ପିଆନ୍ ଏବଂ ମେଜର…

ଡବ୍ଲ୍ୟୁଟିସି ୨୦୨୭ ଫାଇନାଲ ଆୟୋଜନ କରିବା ପାଇଁ ବିସିସିଆଇର ଉଦ୍ୟମ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ୨୦୨୫-୨୭ ଚକ୍ରର ଫାଇନାଲ ମ୍ୟାଚ ଆୟୋଜନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି । ଏହା ପୂର୍ବରୁ ୨୦୨୧ରେ ସାଉଥାମ୍ପଟନରେ, ୨୦୨୩ରେ ଓଭାଲରେ ଏବଂ ଏଥର ଲର୍ଡସର ଡବ୍ଲ୍ୟୁଟିସି ଫାଇନାଲ ଖେଳାଯିବ । ଗତ ମାସରେ ଜିମ୍ବାୱେରେ…

ଟେଷ୍ଟ କ୍ରିକେଟରୁ ଅବସର ନେବେ ବିରାଟ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ସେ ଏ ବିସିସିଆଇକୁ ମଧ୍ୟ ଜଣାଇଛନ୍ତି। ତେବେ ଏପରି ସ୍ଥିତିରେ ଇଂଲଣ୍ଡ ଗସ୍ତରେ ସେ ସାମିଲ ହେବାର ସମ୍ଭାବନା ବହୁତ କମ୍ ଦେଖାଯାଉଛି। ବୋର୍ଡର ଜଣେ…

ଇଂଲଣ୍ଡ ବିପକ୍ଷରେ ନୂଆ ଅଧିନାୟକ, ନୂତନ ଟିମ !

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟର ହିଟମ୍ୟାନ ଭାବେ ପରିଚିତ ରୋହିତ ଶର୍ମା ଟେଷ୍ଟରୁ ଅବସର ଘୋଷଣା କରିଛନ୍ତି । ତାଙ୍କ ଅବସର ପରେ ଟିମ ଇଣ୍ଡିଆର ନେତୃତ୍ୱ କିଏ ନେବ ତାହା ନେଇ ଆଲୋଚନା ଆରମ୍ଭ ହୋଇଛି । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ୨୦୨୫-୨୭ର ସିରିଜ…

ଏସିଆ କପ ସମୟରେ ହୋଇପାରେ ଆଇପିଏଲର ବାକି ତକ ମ୍ୟାଚ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ପରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଇପିଏଲକୁ ସାମୟିକ ଭାବେ ସ୍ଥଗିତ କରିଛି । ଆଇପିଏଲରେ ଏବେ ୧୬ଟି ମ୍ୟାଚ ଖେଳାଯିବାକୁ ବାକି ରହିଛି । ଏଥିପାଇଁ ୧୦ରୁ ୧୨ ଦିନର ସମୟର ଆବଶ୍ୟକତା ରହିଛି । ଭାରତ-ପାକିସ୍ତାନ…

ଚଳିତ ଆଇପିଏଲ ସିଜିନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦେଖି ବିସିସିଆଇ ଏକ ବଡ଼ ନିଷ୍ପତ୍ତି ନେଇଛି। ଆଇପିଏଲ ୨୦୨୫କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ବିସିସିଆଇ (ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ) ଏବଂ ଆଇପିଏଲ ପରିଚାଳନା ସଂସ୍ଥା ଦ୍ୱାରା ନିଆଯାଇଥିବା ଏହି…

ଆଇପିଏଲ୍ ମ୍ୟାଚରେ ସେନାବାହିନୀକୁ ସଲାମ କରିବ ବିସିସିଆଇ

ଧର୍ମଶାଳା: ଆଇପିଏଲ୍ ମ୍ୟାଚରେ ସେନାବାହିନୀକୁ ସଲାମ କରିବ ବିସିସିଆଇ। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆଇପିଏଲ୍ ୨୦୨୫ ମ୍ୟାଚ୍ ପୂର୍ବରୁ ଭାରତୀୟ ସଶସ୍ତ୍ର ବାହିନୀକୁ ସଲାମ ଜଣାଇବ ଭାରତୀୟ କ୍ରିକେଟ୍…

କେକେଆର vs ସିଏସକେ; ଆଇପିଏଲ ମ୍ୟାଚରେ ବୋମା ଧମକ

କୋଲକାତା: ଆଜି ଆଇପିଏଲର ୫୭ତମ ମ୍ୟାଚ୍ ଇଡେନ ଗାର୍ଡେନ୍ସ ଗ୍ରାଉଣ୍ଡରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍ ଚାଲିଥିବା ସମୟରେ  କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ୍ (ସିଏବି)କୁ ବୋମା ଧମକ ମିଳିଥିଲା। ତେବେ…