Latest Odisha News

BREAKING NEWS

Browsing Category

ଖେଳ

ଦକ୍ଷିଣ ଆଫ୍ରିକ ବିପକ୍ଷ ଟି୨୦ ସିରିଜ: ଆଘାତ ସମସ୍ୟା ଯୋଗୁ ଓହରିଲେ ଗିଲ

ଲକ୍ଷ୍ନୌ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଲକ୍ଷ୍ନୌରେ ୪ର୍ଥ ଟି୨୦ ଖେଳାଯିବ । ତେବେ ଅତ୍ୟଧିକ କୁହୁଡି ଯୋଗୁ ମ୍ୟାଚ ଆରମ୍ଭ ହୋଇପାରିନି । ଇତି ମଧ୍ୟରେ ଖରାପ ଫର୍ମରେ ଥିବା ଉପ ଅଧିନାୟକ ଶୁଭମନ ଗିଲ ଆଘାତ ସମସ୍ୟା ଯୋଗୁ ବାକିତକ ମ୍ୟାଚରୁ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ସଞ୍ଜୁ ସାମସନ…

ଆଇପିଏଲ ୨୦୨୬: ନାଟକୀୟ ଥିଲା ସର୍ଫରାଜ, ପୃଥ୍ୱୀଙ୍କ ନିଲାମୀ

ଆବୁ ଧାବି: ଆଇପିଏଲ ୨୦୨୬ ପାଇଁ ମିନି ଅକ୍ସନ ଏଠାରେ ଅନୁଷ୍ଠିତ ହୋଇଛି । ଏହି ନିଲାମ ପ୍ରକ୍ରିୟାରେ ସର୍ଫରାଜ ଖାଁ ଓ ପୃଥ୍ୱୀ ଶଙ୍କ ନିଲାମୀ ବେଶ ନାଟକୀୟ ଥିଲା । ୨୦୧୮ରୁ ୨୦୨୪ ପର୍ଯ୍ୟନ୍ତ ପୃଥ୍ୱୀ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିଥିଲେ । ନିଲାମ ତାଲିକାରେ ୨ ଥର ନାମ ଆସିବା ସତ୍ୱେ କେହି…

ବୁମରାହଙ୍କୁ ପଛରେ ପକାଇଲେ ବରୁଣ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ସ୍ପିନର ବରୁଣ ଚକ୍ରବର୍ତି ସଦ୍ୟ ପ୍ରକାଶିତ ଆଇସିସି ଟି୨୦ ର‌୍ୟାଙ୍କିଙ୍ଗରେ କମାଲ କରିଛନ୍ତି । ସେ ଯଶପ୍ରୀତ ବୁମରାହଙ୍କ ପଛରେ ପକାଇ କ୍ୟାରିୟରର ଶ୍ରେଷ୍ଠ ର‌୍ୟାଙ୍କିଙ୍ଗ ହାସଲ କରିଛନ୍ତି । ସେ ଏବେ ଶୀର୍ଷ ସ୍ଥାନରେ ରହିଛନ୍ତି । ତାଙ୍କ ପୂର୍ବରୁ ୨୦୧୭ରେ…

ଆଶେସ ସିିରିଜ: ଆଲେକ୍ସଙ୍କ ଶତକ, ଅଷ୍ଟ୍ରେଲିଆ ୩୨୬/୮

ଆଡିଲେଡ ଓଭାଲ: ଚଳିତ ଆଶେସ ସିରିଜର ତୃତୀୟ ଟେଷ୍ଟ ଆଡିଲେଡ ଓଭାଲରେ ଆରମ୍ଭ ହୋଇଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ୮ ୱିକେଟ ବିନିମୟରେ ୩୨୬ ରନ ସଂଗ୍ରହ କରିଛି । ପ୍ରଥମ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ମିଚେଲ ଷ୍ଟାର୍କ ୩୩ ଓ ନାଥାନ ଲାୟନ ଖାତା ଖୋଲି ନ ପାରି…

ରାଜନୀତିରେ ପାଦ ଥାପି ପାରନ୍ତି ଦୌଡା ରାଣୀ ଦୂତି

ଭୁବନେଶ୍ୱର: ଓଡିଶାର ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମହିଳା ଆଥଲେଟ ଦୂତି ଚାନ୍ଦ ପରୋକ୍ଷରେ ରାଜନୀତି ପ୍ରତି ଆଗ୍ରହ ଥିବା କଥା କହିଛନ୍ତି । ଯାହା ପରେ ସେ ରାଜନୀତିରେ ପାଦ ଦେବେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି । ଓଡିଶାର ଦୌଡା ରାଣୀ ଓ ଅଲିମ୍ପିଆନ କମ୍ପିଟେଟିଭ ଆଥଲେଟିକ୍ସରୁ ଅବସର…

ଆଇପିଏଲ ୨୦୨୬: ୱିକେଟ କିପର କାର୍ତିକ ଶର୍ମା ହେଲେ କୋଟିପତି

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ମିନି ଅକ୍ସନରେ ରାଜସ୍ଥାନର ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ କାର୍ତିକ ଶର୍ମାଙ୍କ ଭାଗ୍ୟ ଖୋଲିଛି । ତାଙ୍କୁ ଚେନ୍ନାଇ ସୁପର କିଙ୍ଗସ ୧୪.୨୦ କୋଟି ଟଙ୍କାରେ ଦଳରେ ନେଇଛି । କାର୍ତିକଙ୍କ ବେସ ପ୍ରାଇସ ୩୦ ଲକ୍ଷ ଟଙ୍କା ଥିଲା । କୋଲକାତା ନାଇଟ ରାଇଡର୍ସ,…

ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ବିଦେଶୀ ଖେଳାଳି ହେଲେ ଗ୍ରୀନ

ଆବୁଧାବି: ଆଇପିଏଲ ୨୦୨୬ ମିନି ଅକ୍ସନରେ ସମସ୍ତ ଫ୍ରାଚାଇଜ ନିଜ ନିଜ ଟିମକୁ ମଜଭୁତ କରିବା ପାଇଁ ଖେଳାଳି ପଛରେ ଅର୍ଥ ଲଗାଇବାରେ ଲାଗିଛନ୍ତି । ନିଲାମରେ କାମେରୁନ ଗ୍ରୀନ ଆଇପିଏଲ ଇତିହାସର ସବୁଠାରୁ ଦାମୀ ବିଦେଶୀ ଖେଳାଳି ହୋଇଛନ୍ତି । କୋଲକାତା ନାଇଟ ରାଇଡର୍ସ ତାଙ୍କୁ ୨୫.୨୦ କୋଟି ଟଙ୍କାରେ…

IPL ନିଲାମ ତାଲିକାରେ ୨ ଓଡ଼ିଆ, ଉଭୟଙ୍କ ବେସ୍ ପ୍ରାଇସ୍ ୩୦ ଲକ୍ଷ

ଭୁବନେଶ୍ୱର: ଇଣ୍ଡିଆନ୍ ପ୍ରିମିୟର ଲିଗ (IPL) ର ନିଲାମରେ ୨ଜଣ ଓଡ଼ିଆ କ୍ରିକେଟର ସାମିଲ ହୋଇଛନ୍ତି । ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ ଏହି ଦୁଇ ଓଡିଆଙ୍କ ନାଁ ଯୋଡିଛି । ସେଦୁଇ ଓଡ଼ିଆ ଖେଳାଳି ହେଲେ ରାଜେଶ ମହାନ୍ତି ଓ ସ୍ୱସ୍ତିକ ସାମଲ । ୨୦୨୬ IPLର ମିନି ଅକ୍ସନ ଆଜି ଆବୁଧାବିରେ…

ବିଜୟ ହଜାରେ ଟ୍ରଫି: ଓଡିଶା ଦଳରେ ୭ ନୂଆ ଖେଳାଳି

କଟକ: ବିଜୟ ହଜାରେ ଟ୍ରଫି ପାଇଁ ବିପ୍ଲବ ସାମନ୍ତରାୟଙ୍କ ନେତୃତ୍ୱରେ ଓଡିଶା ଦଳର ଘୋଷଣା କରାଯାଇଛି । ଏହି ଦଳରେ ୭ଜଣ ନୂଆ ଖେଳାଳିଙ୍କୁ ସାମିଲ କରାଯାଇଛି । ରାଜେଶ ମହାନ୍ତିଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ଡିସେମ୍ବର ୨୪ରୁ ଜାନୁୟାରୀ ୧୮ ପର୍ଯ୍ୟନ୍ତ ଏହା ବେଙ୍ଗାଲୁରର ବିଭିନ୍ନ…

ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଓଡିଶା ମାଷ୍ଟର୍ସ ୨୦୨୫; ଉନ୍ନତି ହୁଡ଼ା ମହିଳା ଚମ୍ପିୟାନ, କିରଣ ଜର୍ଜ…

କଟକ: କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା "ଓଡିଶା ମାଷ୍ଟର୍ସ ୨୦୨୫" ଉଦଯାପିତ ହୋଇଯାଇଛି । ଡିସେମ୍ବର ୯ ତାରିଖରୁ ଆରମ୍ଭ ହୋଇଥିବା ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାର ପ୍ରତ୍ୟେକ ବର୍ଗର ଫାଇନାଲ ମ୍ୟାଚ୍ ଆଜି ଜବାହର ଲାଲ…