Latest Odisha News

BREAKING NEWS

Browsing Category

ଖେଳ

ଏଫ୍‌ଆଇଏଚ ହକି ବିଶ୍ୱକପ : ୭ମ-୮ମ ସ୍ଥାନ ପାଇଁ ବେଲଜିୟମକୁ ଭେଟିବ ଭାରତ

ୱାଭରେ (ବେଲଜିୟମ୍): ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ୨୦୨୬ରେ ଭାରତୀୟ ଦଳ ଶୁକ୍ରବାର ନିଜର ଶେଷ ମ୍ୟାଚ୍‌ରେ ଆୟୋଜକ ବେଲଜିୟମ୍‌କୁ ଭେଟିବ । ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିବା ପରେ ଉଭୟ ଦଳ ଏହି ମ୍ୟାଚ୍ ଜିତି ୭ମ ସ୍ଥାନରେ ରହି ନିଜର ବିଶ୍ୱକପ୍ ଅଭିଯାନ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି…

ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ ଡ୍ର: ୧-୦ରେ ସିରିଜ୍ କବଜା କଲା ଟିମ୍ ଇଣ୍ଡିଆ

କୋଲମ୍ବୋ:ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ କୋଲମ୍ବୋର ଏସଏସସି  ଗ୍ରାଉଣ୍ଡରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ଡ୍ର ଭାବେ ଶେଷ ହୋଇଛି । ତଥାପି, ପ୍ରଥମ ଟେଷ୍ଟରେ ମିଳିଥିବା ବିଜୟ ବଳରେ ଭାରତୀୟ ଦଳ ଏହି ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ ରେ କବଜା  କରିଛି ।  ଭାରତ ପ୍ରଥମ ଇନିଂସରେ…

ଟେଷ୍ଟରେ ମଧ୍ୟ ଫ୍ରି ହିଟ ନିୟମ ଲାଗୁ କରାଯାଉ ବୋଲି ପ୍ରସ୍ତାବ ଦେଲେ ଭାରତର ବୋଲିଂ କୋଚ

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ମଧ୍ୟରେ ଟେଷ୍ଟ କ୍ରିକେଟ୍‌ରେ  ଫ୍ରି ହିଟ ନିୟମ ଲାଗୁ କରିବା ପାଇଁ ଏକ ରୋଚକ ପ୍ରସ୍ତାବ ସାମ୍ନାକୁ ଆସିଛି। ଭାରତୀୟ କ୍ରିକେଟ୍ ଦଳର ବୋଲିଂ କୋଚ୍ ସାଈରାଜ ବହୁତୁଲେ ନୋ-ବଲ୍ ସମସ୍ୟାର ସମାଧାନ ପାଇଁ ମଜାଳିଆ ଅନ୍ଦାଜରେ…

ଟେଷ୍ଟ ର‍୍ୟାଙ୍କିଂ: ବୁମରାଙ୍କୁ ପଛରେ ପକାଇ ପ୍ରଥମ ଥର ନମ୍ବର-୧ ହେଲେ ମିଚେଲ ଷ୍ଟାର୍କ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ତାରକା ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ନିଜର ୧୫ ବର୍ଷର ଆନ୍ତର୍ଜାତୀୟ କ୍ୟାରିୟରରେ ପ୍ରଥମ ଥର ପାଇଁ ଆଇସିସି ଟେଷ୍ଟ ବୋଲିଂ ର‍୍ୟାଙ୍କିଂର ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ବାଂଲାଦେଶ ବିପକ୍ଷ ଟେଷ୍ଟରେ ୧୦ଟି ୱିକେଟ୍ ନେବା ପରେ ୩୬ ବର୍ଷୀୟ ଷ୍ଟାର୍କ, ଭାରତର…

ଏସୀୟ କ୍ରୀଡ଼ା ୨୦୨୬: ଘୋଷଣା ହେଲା ଭାରତୀୟ କ୍ରିକେଟ ଟିମର କାର୍ଯ୍ୟସୂଚୀ

ନାଗୋୟା (ଜାପାନ): ଜାପାନର ଆଇଚି-ନାଗୋୟାଠାରେ ଆୟୋଜିତ ହେବାକୁ ଥିବା ୨୦୨୬ ଏସୀୟ କ୍ରୀଡ଼ା ପାଇଁ କ୍ରିକେଟ୍ ପ୍ରତିଯୋଗିତାର ସମ୍ପୂର୍ଣ୍ଣ ସୂଚୀ ପ୍ରକାଶ ପାଇଛି । ଗତ ସଂସ୍କରଣରେ ଗୋଲ୍ଡ ମେଡାଲ୍ ଜିତିଥିବା ଭାରତୀୟ ପୁରୁଷ ଓ ମହିଳା ଦଳ ଏଥର ମଧ୍ୟ ସିଧାସଳଖ କ୍ୱାଟରଫାଇନାଲରୁ ନିଜର ଅଭିଯାନ…

କଲମ୍ବୋ ଟେଷ୍ଟ: ଶ୍ରୀଲଙ୍କା ୧୬ ରନର ସାମାନ୍ୟ ଅଗ୍ରଣୀ

କଲମ୍ବୋ: ଭାରତ ବିପକ୍ଷରେ ଚାଲିଥିବା କଲମ୍ବୋ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ, ଫଲୋଅନ୍‌ର ସାମ୍ନା କରୁଥିବା ଶ୍ରୀଲଙ୍କା ଦଳ ଦ୍ୱିତୀୟ ଇନିଂସରେ ୬ ୱିକେଟ୍ ହରାଇ ୨୨୯ ରନ୍ ସଂଗ୍ରହ କରିଛି । ଏହା ସହିତ ଘରୋଇ ଦଳ ଭାରତର ପ୍ରଥମ ଇନିଂସ ସ୍କୋରଠାରୁ ୧୬ ରନର ସାମାନ୍ୟ ଅଗ୍ରଣୀ ହାସଲ କରିଛି ।…

Asia Rugby Emirates Sevens Series: ଏସିଆ ରଗ୍‌ବୀ ସେଭେନ୍ସ ସିରିଜ୍ ପାଇଁ ଭାରତୀୟ ଦଳIଘୋଷଣା; ୬ ଓଡ଼ିଆ ଖେଳାଳି…

ଭୁବନେଶ୍ବର:ଏସିଆ ରଗବି ଏମିରେଟସ୍ ସେଭେନ୍ସ ସିରିଜ୍ ୨୦୨୬ ପାଇଁ ଭାରତୀୟ ସିନିୟର ପୁରୁଷ ଓ ମହିଳା ଦଳ ଘୋଷଣା । ଚୀନର ସୁଝୋଠାରେ ପ୍ରଥମ ରାଉଣ୍ଡ ହେବ ଏବଂ ଶେଷ ରାଉଣ୍ଡ ଅକ୍ଟୋବରରେ ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ହେବ। ଏହି ସିରିଜ୍ ଆଇଚି-ନାଗୋୟା ୨୦୨୬ ଏସୀୟ ଖେଳ ପାଇଁ ଅତ୍ୟନ୍ତ…

ସିଲେକ୍ସନ ନୁହେଁ ଏଥର ଓସିଏରେ ନିର୍ଵାଚନ !

ଭୁବନେଶ୍ୱର: କେନ୍ଦ୍ର ସରକାର ଦେଶର ସମସ୍ତ କ୍ରୀଡ଼ା ସଂସ୍ଥାଗୁଡ଼ିକୁ ସ୍ୱଚ୍ଛତା ଓ ସୁପରିଚାଳନା ପାଇଁ 'ରାଷ୍ଟ୍ରୀୟ ଖେଳ ପ୍ରଶାସନ ଅଧିନିୟମ-୨୦୨୫' ଅଧୀନକୁ ଆଣିବାକୁ ଉଦ୍ୟମ କରୁଛନ୍ତି। ତେବେ ବର୍ତ୍ତମାନର ପରିସ୍ଥିତିରେ ଭାରତୀୟ କ୍ରିକେଟ ବୋର୍ଡ ଉପରେ ଏହି ଆଇନ ଲାଗୁ ହେବ ନାହିଁ। ଓଡ଼ିଶା…

ଆଫଗାନିସ୍ତାନ ବିପକ୍ଷ ସିରିଜରେ ଅଭିଷେକଙ୍କ ଜାଗାରେ ସଞ୍ଜୁ !

ଆଗାମୀ ଅଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ବୃଦ୍ଧି ପାଇଛି। ସମ୍ଭାବ୍ୟ ଦଳକୁ ନେଇ ସାମ୍ନାକୁ ଆସିଥିବା ରିପୋର୍ଟ ଅନୁଯାୟୀ, ଦଳରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ୱିକେଟକିପର-ବ୍ୟାଟର…

ଚର୍ଚ୍ଚାରେ ଜୁରେଲଙ୍କ ଟାଟୁ

କୋଲମ୍ବୋ: କୋଲମ୍ବୋ ଟେଷ୍ଟରେ ଭାରତର ଦମ୍‌ଦାର ପ୍ରଦର୍ଶନ । ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଭାରତୀୟ କ୍ରିକେଟ ଦଳ ନିଜର ଦୃଢ଼ ସ୍ଥିତି ଜାହିର କରିଛି। ଦଳ ୯ ୱିକେଟ ହରାଇ ୫୦୩ ରନ୍‌ରେ ନିଜର ପ୍ରଥମ ଇନିଂସ ଘୋଷଣା କରିଛି। ଏହି ଇନିଂସର ପ୍ରମୁଖ ଆକର୍ଷଣ ଥିଲେ…