Latest Odisha News

BREAKING NEWS

Browsing Category

ଖେଳ

ରୋହିତଙ୍କ ଅବସର: ଫର୍ମ, ଗମ୍ଭୀରଙ୍କ ସହ ମତଭେଦ ନାଁ ରହିଛି ଆଉ କିଛି କାରଣ

ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ହଠାତ ଅବସର ଘୋଷଣା କରି ପ୍ରଶଂସକଙ୍କୁ ଚକିତ କରି ଦେଇଛନ୍ତି । ତେବେ ସେ ଅବସର ନେବା ପଛରେ ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଇଂଲଣ୍ଡ ବିପକ୍ଷ ସିରିଜରୁ ତାଙ୍କୁ ଅଧିନାୟକ ପଦରୁ…

ମନ ଦୁଃଖରେ ରୋହିତ ନେଇଗଲେ କି ଟେଷ୍ଟ କ୍ରିକେଟରୁ ଅବସର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ହିଟମ୍ୟାନ ଭାବେ ପରିଚିତ ରୋହିତ ଶର୍ମା ବୁଧବାର ହଠାତ ଟେଷ୍ଟ କ୍ରିକେଟରୁ ଅବସର ନେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ରୋହିତଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଗତବର୍ଷ ଟି୨୦ ବିଶ୍ୱକପ ଜିତିବା ପରେ ସେ ଏହି ଫର୍ମାଟରୁ ଅବସର ନେଇଥିଲେ । ହିଟମ୍ୟାନ ଦିନିକିଆ…

ଅପରେଶନ ସିନ୍ଦୁର: ପ୍ରଭାବିତ ହେବ ଆଇପିଏଲର କେତେକ ମ୍ୟାଚ

ନୂଆଦିଲ୍ଲୀ: ଭାରତୀୟ ସେନା ପିଓକେର ୯ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରଛି । ଏହା ପରେ ଉଭୟ ଦେଶ ମଧ୍ୟରେ ଉତେଜନା ଚରମ ସୀମାରେ ପଂହଚିଛି । ଏହାର ପ୍ରଭାବ ଆଇପିଏଲ ଉପରେ ମଧ୍ୟ ପଡିଛି । ଧର୍ମଶାଳରେ ମେ ୧୧ରେ ମୁମ୍ବାଇ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ହେବାକୁ ଥିବା ମ୍ୟାଚ ପାଇଁ ମୁମ୍ବାଇ…

ଟିମ ଇଣ୍ଡିଆର ଭବିଷ୍ୟତ ଅଧିନାୟକ: ସୁଯୋଗ ହାତଛଡା କଲେ ପନ୍ତ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ସବୁଠାରୁ ଦାମୀ ଖେଳାଳି ରିଷଭ ପନ୍ତଙ୍କ ପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରିଛି । ପନ୍ତଙ୍କ ପାଇଁ ଏହି ଆଇପିଏଲ ଅନେକ ଦିଗରୁ ଗୁରୁତ୍ୱପୂର୍ଣ୍ଣ ଥିଲା । ମାତ୍ର ସବୁ ସୁଯୋଗ ସେ ହାଥଛଡା କରିଛନ୍ତି । ଭାରତୀୟ କ୍ରିକେଟ ଟିମ ଏବେ ଭବିଷ୍ୟତ ପାଇଁ ଯୁବ ଅଧିନାୟକ ଖୋଜୁଛି…

ଆଇପିଏଲରେ ଖେଳିବା ପାଇଁ ରାବାଡାଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ପେସ ବୋଲର କାଗିସୋ ରାବାଡାଙ୍କୁ ଆଇପିଏଲରେ ଖେଳିବା ପାଇଁ ଅନୁମତି ମିଳିଛି । ଗୁଜରାଟ ଟାଇଟାନ୍ସର ଏହି ଷ୍ଟାର ଖେଳାଳି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମ୍ୟାଚ ଖେଳିବା ନିଶ୍ଚିତ ହୋଇଛି । ୩୦ ବର୍ଷୀୟ ରାବାଡାଙ୍କୁ ନିଷିଦ୍ଧ ଡ୍ରଗ୍ସ ସେବନ କରିବା ନେଇ ସାମୟିକ…

୬ ବଲରେ ୬ ଛକା ମାରି ଆଇପିଏଲରେ ଇତିହାସ ରଚିଲେ ପରାଗ

କୋଲକାତା: ଆଇପିଏଲରେ ପ୍ରଥମ ଖେଳାଳି ଭାବେ ରାଜସ୍ଥାନ ରୟାଲ୍ସର ରିୟାନ ପରାଗ ୬ ବୈଧ ବଲରେ ୬ ଛକା ମାରି ଇତିହାସ ରଚିଛନ୍ତି । କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ସେ ଏହି ସଫଳତା ହାସଲ କରିଛନ୍ତି । ସେ ମୋଇନ ଅଲୀଙ୍କ ପ୍ରଥମ ବଲ ସାମ୍ନା କରି ନ ଥିଲେ । ଓଭରର ବାକି ୫ଟି ବଲରେ ଏବଂ ବରୁଣ…

ଶେଷ ଓଭରର ରୋମାଂଚ, ୧ରନରେ ହାରିଲା ରାଜସ୍ଥାନ

ଇଡେନ ଗାର୍ଡେନ: ଚଳିତ ଆଇପିଏଲର ୫୩ତମ ମୁକାବିଲା ବେଶ ରୋମାଂଚକର ହୋଇଥିଲା । ଶେଷ ଓଭରରେ କୋଲକାତା ନାଇଟ ରାଇଡର୍ସ ୧ ରନରେ ରାଜସ୍ଥାନ ରୟାଲ୍ସକୁ ହରାଇଥିଲା । ଏଥିସହ କେକେଆର ପ୍ଲେ ଅଫ ପ୍ରବେଶ ଆଶା ଉଜ୍ଜୀବିତ ରଖିଛି । ରିୟାନ ପରାଗଙ୍କ ୯୫ ରନର ଇନିଂସ ବ୍ୟର୍ଥ ହୋଇଛି । ପ୍ରଥମେ ବ୍ୟାଟିଂ କରି…

ୱାର୍ଣ୍ଣରଙ୍କ ରେକର୍ଡ ଭାଙ୍ଗିଲେ କୋହଲି

ବେଙ୍ଗାଲୁର: ଆଇପିଏଲରେ ୧୮ତମ ସଂସ୍କରଣରେ ବିରାଟ କୋହଲି ଚମତ୍କାର ପ୍ରଦଶନ ଜାରୀ ରଖିଛନ୍ତି । ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚରେ କୋହଲି ୩୩ ବଲରେ ୬୨ ରନ ସଂଗ୍ରହ କରିଥିଲେ । ଏଥିସହ ସେ ଆଇପିଏଲରେ ଡେଭିଡ ୱାର୍ଣ୍ଣରଙ୍କ ଏକ ବଡ ରେକର୍ଡ ଭଙ୍ଗ କରିଛନ୍ତି । ୱାର୍ଣ୍ଣର ଆଇପିଏଲରେ…

ଭାରତରେ ପଂହଚିଲେ ରାବାଡା, ଖେଳି ପାରନ୍ତି ଆଇପିଏଲ

ନୂଆଦିଲ୍ଲୀ: ଗୁଜରାଟ ଟାଇଟାନ୍ସର ପେସ ବୋଲର କାଗିସୋ ରାବାଡା ଚଳିତ ଆଇପିଏଲ ଅଧାରୁ ବ୍ୟକ୍ତିଗତ କାରଣ ଦର୍ଶାଇ ସ୍ୱଦେଶ ପ୍ରତ୍ୟାବର୍ତନ କରିଥିଲେ । ପରେ ସେ ରିକ୍ରିଏକଶନାଲ ଡ୍ରଗ୍ସ ସେବନ କରିଥିବାରୁ ତାଙ୍କୁ ସାମୟିକ ଭାବେ ବାସନ୍ଦ କରାଯାଇଥିବା ଜଣା ପଡିଥିଲା । କ୍ରିକବିଜରେ ପ୍ରକାଶିତ…

ଆରସିବି ପ୍ରଥମ ଥର ପାଇଁ ସିଏସକେ ବିପକ୍ଷରେ ଡବଲ ବିଜୟୀ ହୋଇ ପ୍ଲେ-ଅଫ ମୁହାଁ

ବେଙ୍ଗାଲୁରୁ: ଆଇପିଏଲ ୨୦୨୫ର ଅନ୍ୟତମ ରୋମାଞ୍ଚକର ତଥା ହାଇସ୍କୋରିଂ ମ୍ୟାଚ ଶନିବାର ଦେଖିବାକୁ ମିଳିଛି । ଏହି ମ୍ୟାଚରେ ୨ ରନରେ ବିଜୟ ହାସଲ କରି ଆଇପିଏଲ ୨୦୨୫ରେ ପ୍ରଥମ ଥର ପାଇଁ ସିଏସକେ ବିପକ୍ଷରେ ଲିଗ ପର୍ଯ୍ୟାୟରେ ଦୁଇଟି ଯାକ ମ୍ୟାଚ ଜିତିବାରେ ସଫଳ ହୋଇଛି ଆରସିବି। ଏହି ବିଜୟ ସହିତ…