Latest Odisha News

BREAKING NEWS

Browsing Category

ଖେଳ

ଭାରତ ଓ ଦକ୍ଷିଣ ଆଫ୍ରିକା T20 ମ୍ୟାଚ; ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ଦେଲା ଓସିଏ 

ଭୁବନେଶ୍ବର: ବାରବାଟୀରେ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା T20 ମ୍ୟାଚର ଟିକେଟ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟି ଟିକେଟ ପ୍ରଦାନ କରିଛନ୍ତି ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ…

କୋହଲି, କୂଲଦୀପଙ୍କ ପ୍ରଭାବୀ ପ୍ରଦର୍ଶନ: ରୋମାଂଚକର ମୁକାବିଲାରେ ଜିତିଲା ଟିମ ଇଣ୍ଡିଆ

ରାଂଚୀ: ବିରାଟ କୋହଲିଙ୍କ ଶତକ ଓ କୂଲଦୀପ ଯାଦବଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ ଏଠାରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ରୋମାଂଚକର ପ୍ରଥମ ଦିିନିକିଆ କ୍ରିକେଟ ମ୍ୟାଚକୁ ୧୭ ରନରେ ଜିିତି ନେଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ବିନିମୟରେ ୩୪୯ ରନ କରିଥିଲା । କୋହଲି…

Barabati T20: କାଲିଠୁ ବାରବାଟୀ ପାଇଁ ଅନଲାଇନ୍ ଟିକେଟ ବିକ୍ରି; ଏତିକି ଟଙ୍କାରେ ମିଳିବ ଟିକେଟ…

କଟକ: ଆସନ୍ତା ଡ଼ିସେମ୍ବର ୯ ତାରିଖରେ ଆନ୍ତର୍ଜାତୀୟ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ ।ଏ ନେଇ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ଡିସେମ୍ବର ୧ ତାରିଖରେ ଅନଲାଇନରେ ଆରମ୍ଭ ହେବ ଟିକେଟ…

ବାରବାଟୀ ଟି୨୦ ପାଇଁ ପ୍ରସ୍ତୁତି ଶେଷ: ଟିକେଟ ଦର ଚୂଡାନ୍ତ, ଏଥର ମ୍ୟାଚକୁ ଅପେକ୍ଷା

କଟକ: ଆସନ୍ତା ଡିସେମ୍ବର ୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀ କ୍ରିକେଟ ଷ୍ଟାଡିୟମରେ ବହୂ ପ୍ରତୀକ୍ଷିତ ଟି୨୦ ମ୍ୟାଚ ଖେଳାଯିବ । ଏଥିନେଇ ଓସିଏ ପକ୍ଷରୁ ବିଧିବଦ୍ଧ ସୂଚନା ପ୍ରଦାନ କରାଯାଇଛି । ଡିସେମ୍ବର ୧ରୁ ଟିକେଟ ବିକ୍ରି ଆରମ୍ଭ ହେବ । ମୋଟ ୨୩୦୦୦ ଟିକେଟ ବିକ୍ରି କରାଯିବ ।…

ବାରବାଟୀ T-20 ମ୍ୟାଚ୍ ପାଇଁ କାଲିଠୁ ଅନଲାଇନ୍ ଟିକେଟ୍ ବିକ୍ରି, ମହାପ୍ରଭୁଙ୍କୁ ପ୍ରଥମ ଟିକେଟ ଲାଗି

ପୁରୀ: କଟକର ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ। ଏହା ପୂର୍ବରୁ ମ୍ୟାଚ୍ ପାଇଁ ରବିବାର ପ୍ରଥମ ଟିକେଟ ପ୍ରଭୁ ଜଗନ୍ନାଥଙ୍କୁ ଦିଆଯାଇଥିଲା। ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା ପ୍ରଭୁ ଜଗନ୍ନାଥଙ୍କ…

କୋହଲିଙ୍କ ଟେଷ୍ଟ ପ୍ରତ୍ୟାବର୍ତନ ଗୁଜବ ନେଇ ମୁହଁ ଖୋଲିଲେ ବିସିସିଆଇ ସେକ୍ରେଟାରୀ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିରାଟ କୋହଲିଙ୍କ ଟେଷ୍ଟ ପ୍ରତ୍ୟାବର୍ତନ ଗୁଜବ ଜୋର ଧରିଥିଲା । ରିପୋର୍ଟ ପ୍ରକାଶ ପାଇଥିଲା ଯେ, ବିସିସିଆଇ ଦୁଇ ମହାନ ଖେଳାଳି କୋହଲି ଏବଂ ରୋହିତ ଶର୍ମାଙ୍କୁ ଟେଷ୍ଟ ଅବସର ନିଷ୍ପତିରୁ ଓହରିଯିବା…

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ କୋହଲି, ରୋହିତଙ୍କ ବିଶ୍ୱରେକର୍ଡ

ରାଂଚୀ: ଏଠାରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତର ଦୁଇ ଷ୍ଟାର ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ବିଶ୍ୱରେକର୍ଡ କରିଛନ୍ତି । ଭାରତ ପ୍ରଥମେ ବ୍ୟାଟିଂ କରି କୋହଲିଙ୍କ ୧୩୫ ରନ ସହାୟତାରେ ୮ ୱିକେଟ ବିନିମୟରେ ୩୪୯ ରନ କରିଥିଲା । ରୋହିତ ୫୭ ଓ…

ଅଭିଷେକଙ୍କ ବିସ୍ଫୋରକ ଇନିଂସ,ଭାଙ୍ଗିଲା ଅନେକ ରେକର୍ଡ

ହାଇଦ୍ରାବାଦ: ସୟେଦ ମୁସ୍ତାକ ଅଲି ଟ୍ରଫିରେ ପଞ୍ଜାବର ଅଭିଷେକ ଶର୍ମା ବେଙ୍ଗଲ ବିପକ୍ଷରେ ବିସ୍ଫୋରକ ଶତକ ମାରିଛି । ଏହି ଇନିଂସ ଅବସରରେ ସେ ଅନେକ ରେକର୍ଡ ଧ୍ୱସ୍ତ କରିଛନ୍ତି । ଅଭିଷେକ ୫୨ ବଲରେ ୮ ଚୌକା ଓ ୧୬ ଛକା ସହାୟତାରେ ୧୪୮ ରନର ଇନିଂସ ଖେଳିଥିଲେ । ୧୨ ବଲରେ ୫ ଚୌକା ଓ ୫ଛକା…

ଦିଲ୍ଲୀ, ମୁମ୍ବାଇ ପକ୍ଷରୁ ବିଜୟ ହଜାରେ ଟ୍ରଫି ଖେଳିପାରନ୍ତି କୋହଲି, ରୋହିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଆଗାମୀ ଦିନିକିଆ ବିଶ୍ୱକପ ଖେଳିବା ପାଇଁ ଆଗ୍ରହ ରଖିଛନ୍ତି । ଉଭୟ ଟେଷ୍ଟ ଏବଂ ଟି୨୦ରୁ ଅବସର ଘୋଷଣା କରି ସାରିଛନ୍ତି । ଫର୍ମ ଏବଂ ଫିଟନେସ ବଜାୟ ରଖିବା ପାଇଁ ବିସିସିଆଇ ଉଭୟଙ୍କୁ ଘରୋଇ କ୍ରିକେଟ ଖେଳିବା…

ଆଇପିଏଲରୁ ଅବସର ନେଲେ ରସେଲ

କୋଲକାତା: ବିଶ୍ୱ କ୍ରିକେଟର ବିସ୍ଫୋରକ ଅଲରାଉଣ୍ଡର ଭାବେ ୱେଷ୍ଟଇଣ୍ଡିଜର ଆନ୍ଦ୍ରେ ରସେଲ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଇପିଏଲ ୨୦୨୬ ପୂର୍ବରୁ ହେବାକୁ ଥିବା ନିଲାମରେ ସେ ସାମିଲ ହେବେ ବୋଲି ଆଶା କରାଯାଉଥିଲା । ମାତ୍ର ସେ ସମସ୍ତଙ୍କୁ ଚକିତ କରି ରବିବାର ଆଇପିଏଲରୁ ଅବସର…