Latest Odisha News

BREAKING NEWS

Browsing Category

ଖେଳ

ସୋସିଆଲ ମିଡିଆରେ ମୁହାଁମୁହିଁ ହେଲେ ବୁମରାହ ଆଉ କୈଫ

ନୂଆଦିଲ୍ଲୀ: ଭାରତର ଷ୍ଟାର ବୋଲର ଯଶପ୍ରୀତ ବୁମରାହ ଓ ପୂର୍ବତନ କ୍ରିକେଟର ମହମ୍ମଦ କୈଫ ସୋସିଆଲ ମିଡିଆରେ ମୁହାଁମୁହିଁ ହୋଇଛନ୍ତି । କୈଫ ତାଙ୍କ ଏକ୍ସ ଆକାଂଉଟରେ ବୁମରାହଙ୍କ ସମ୍ପର୍କରେ କିଛି ଲେଖିଥିଲେ ଯାହା ଭାରତର ପେସ ବୋଲରଙ୍କୁ ଖରାପ ଲାଗିଥିଲା । ରୋହିତ ଶର୍ମାଙ୍କ ନେତୃତ୍ୱରେ ବୁମରାହ…

ସୂର୍ଯ୍ୟକୁମାରଙ୍କ ଜରିମାନା ବାବଦକୁ କଟିଲା ୩୦ ପ୍ରତିଶତ ମ୍ୟାଚ ଫି

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଟିମ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଦଣ୍ଡାଦେଶ କରିଛନ୍ତି । ଜରିମାନା ବାବଦକୁ ତାଙ୍କର ୩୦ ପ୍ରତିଶତ ମ୍ୟାଚ ଫି କଟାଯାଇଛି । ଗ୍ରୁପ ପର୍ଯ୍ୟାୟ ମୁକାବିଲାରେ ପାକିସ୍ତାନ ବିପକ୍ଷରେ ଭାରତ ବିଜୟ ହାସଲ କରିବା ପରେ ସୂର୍ଯ୍ୟକୁମାର ଏହାକୁ…

୧୮ ବର୍ଷ ହେବ ଫାଇନାଲରେ ପାକିସ୍ତାନକୁ ହରାଇ ପାରିନି ଟିମ ଇଣ୍ଡିଆ

ଦୁବାଇ: ଏସିଆ କପ କ୍ରିକେଟ ୨୦୨୫ର ଫାଇନାଲ ମ୍ୟାଚ ଭାରତ ଓ ପାକିସ୍ତାନ ମଧ୍ୟରେ ସେପ୍ଟମ୍ବର ୨୮ରେ ଖେଳାଯିବ । ଲିଗ ଓ ସୁପର ଫୋରରେ ଭାରତ ତାର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇଥିଲେ ମଧ୍ୟ ଫାଇନାଲ ନେଇ ପ୍ରଶଂସକ ଚିନ୍ତାରେ ଅଛନ୍ତି । ୧୮ ବର୍ଷ ହେବ ପାକିସ୍ତାନକୁ କୌଣସି…

ହକି ଇଣ୍ଡିଆ ଲିଗରେ କମୁଛନ୍ତି ଓଡିଶାର ଖେଳାଳି: ଅଣଦେଖା ନାଁ ଦକ୍ଷତାର ଅଭାବ

ରାଉରକେଲା: ସେପ୍ଟମ୍ବର ୨୪ରେ ହକି ଇଣ୍ଡିଆ ଲିଗର ଖେଳାଳିଙ୍କ ନିଲାମ ହୋଇଛି । ଆସନ୍ତା ବର୍ଷ ଜାନୁୟାରୀ ୫ରୁ ଏହି ଲୋକପ୍ରିୟ ଲିଗ ଆରମ୍ଭ ହେବ । ନିଲାମ ପ୍ରକ୍ରିୟାରେ ୧୦୦ ପୁରୁଷ ଓ ୧୦୦ ମହିଳା ହକି ଖେଳାଳି ସାମିଲ ହୋଇଥିଲେ । ଗତ ସଂସ୍କରଣରେ ଓଡିଶାର ୨୦ ପୁରୁଷ ଓ ୬ ମହିଳା ଖେଳାଳି ବିଭିନ୍ନ…

ଏସିଆ କପ୍‌ ଫାଇନାଲ ପୂର୍ବରୁ ଭାରତକୁ ଚ୍ୟାଲେଞ୍ଜ କଲେ ପାକିସ୍ତାନ କ୍ୟାପଟେନ, କହିଲେ ଆମେ ‘ହରାଇ…

ନୂଆଦିଲ୍ଲୀ: ଦୁବାଇରେ ଖେଳାଯାଇଥିବା ଏସିଆ କପ୍ ୨୦୨୫ର ସୁପର-୪ ମୁକାବିଲାରେ ପାକିସ୍ତାନ ବାଂଲାଦେଶକୁ ରୋମାଞ୍ଚକର ୧୧ ରନ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏହି ବିଜୟ ସହିତ ଏବେ ଏକଥା ନିଶ୍ଚିତ ହୋଇଛି ଯେ ଆସନ୍ତା ୨୮ ସେପ୍ଟେମ୍ବରରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍…

ଓଡିଶା ପ୍ରୋ ଟି୨୦ ଲିଗ: ଫାଇନାଲରେ ସମ୍ବଲପୁର ୱାରିୟର୍ସ

କଟକ: ଚଳିତ ଓଡିଶା ପ୍ରୋ ଟି୨୦ ଲିଗ କ୍ରିକେଟ ଟୁର୍ଣ୍ଣାମେଂଟର ଫାଇନାଲରେ ସମ୍ବଲପୁର ୱାରିୟର୍ସ ପ୍ରବେଶ କରିଛି । ସମ୍ବଲପୁର ଫାଇନାଲରେ ପୁରୀ ଟାଇଟାନ୍ସ ଓ କଟକ ପାନ୍ଥର୍ସ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାକୁ ଭେଟିବ । ଶୁକ୍ରବାର ଫାଇନାଲ ମ୍ୟାଚ ଖେଳାଯିବ ।…

ଓଡିଶାରେ ଆୟୋଜିତ ହେବ ଏସୀୟ ଟେବୁଲ ଟେନିସ ଟିମ ଚାମ୍ପିୟନଶିପ, ଅଂଶଗ୍ରହଣ କରିବେ ୫୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ

ଭୁବନେଶ୍ୱର: ଓଡିଶାରେ ପ୍ରଥମ ଥର ପାଇଁ ଆଇଟିଟିଏଫ ଏଟିଟିୟୁ ଏସୀୟ ଟେବୁଲ ଟେନିସ ଟିମ ଚାମ୍ପିୟନଶିପ ଆୟୋଜିତ ହେବାକୁ ଯାଉଛି । ଅକ୍ଟୋବର ୧୧ରୁ ୧୫ ପର୍ଯ୍ୟନ୍ତ ଏହା କଳିଙ୍ଗ ଷ୍ଟାଡିୟମ ଆଥଲେଟିକ୍ସ ସେଂଟରରେ ଖେଳାଯିବ । ଆନ୍ତର୍ଜାତୀୟ ଟେବୁଲ ଟେନିସି ମହାସଂଘ, ଭାରତୀୟ ଟିଟି ମହାସଂଘ, ଏସିଆନ…

ବିବିଏଲରେ ପ୍ରଥମ ଭାରତୀୟ ଖେଳାଳି ଭାବେ ଖେଳିବେ ଅଶ୍ୱୀନ

ନୂଆଦିଲ୍ଲୀ: ଭାରତର ପୂର୍ବତନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ବିଗ ବ୍ୟାଶ ଲିଗର ସିଡନୀ ଥଣ୍ଡର ପକ୍ଷରୁ ଖେଳିବେ । ସେ ପ୍ରଥମ ଭାରତୀୟ ଭାବେ ଏହି ଲୋକପ୍ରିୟ ଲିଗରେ ଖେଳିବା ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ସିଡନୀ ଥଣ୍ଡର ଭଲ ଭାବେ ଜାଣିଛି ମୋର ବ୍ୟବହାର କ୍ରିକେଟ ପଡିଆରେ କିପରି ହେବ ବୋଲି…

ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା ହୋଇଛି । ଶୁଭମନ ଗିଲ ପ୍ରଥମ ଥର ପାଇଁ ଘରୋଇ ସିରିଜରେ ନେତୃତ୍ୱ ନେବେ । ରିଷଭ ପନ୍ତ ଆଘାତ ସମସ୍ୟା ଯୋଗୁ ଓହରି ଯାଇଥିବାରୁ ରବୀନ୍ଦ୍ର ଜାଡେଜା ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ଦେବଦତ ପାଡିକଲ ଓ ଅକ୍ଷର…

ବିଶ୍ୱର ଏକ ନମ୍ବର ଖେଳାଳି ହୋଇ ଇତିହାସ ରଚିଲେ ଭାରତର ଜୁଡାକୋ ହିମାଂଶୀ

ନୂଆଦିଲ୍ଲୀ: ଭାରତର ମହିଳା ଜୁଡୋ ଖେଳାଳି ହିମାଂଶୀ ଟୋକସ ଇତିହାସ ରଚିଛନ୍ତି । ସେ ଜୁଡୋ ର‌୍ୟାଙ୍କିଙ୍ଗରେ ବିଶ୍ୱର ଏକ ନମ୍ବର ଖେଳାଳି ହୋଇ ଭାରତର ମାନ ବଢ଼ାଇଛନ୍ତି । ୨୦ ବର୍ଷୀୟା ହିମାଂଶୀ ତାଙ୍କ ସଫଳତାର ସମସ୍ତ ଶ୍ରେୟ ଜେଜେ ମାଆଙ୍କୁ ଦେଇଛନ୍ତି । ଅନେକ ଥର ଜୁଡୋ ଛାଡିବା ପାଇଁ ସେ ଚିନ୍ତା…