Latest Odisha News

BREAKING NEWS

Browsing Category

ଖେଳ

‘Kapil shrama Show’: କାହିଁକି କପିଲ ଶର୍ମା ଶୋ ରୁ ବାଦ୍ ପଡ଼ିଲେ ସ୍ମୃତି ମନ୍ଧାନା?

ନୂଆଦିଲ୍ଲୀ:  ଘରେ ଘରେ ପରିଚିତ ଏବଂ ବହୁତ ପପୁଲାର ଶୋ ହେଉଛି 'କପିଲ ଶର୍ମା ଶୋ' । ଯେଉଁଠିକି ବିଭିନ୍ନ ବର୍ଗର କଳାକାର, ଖେଳାଳି , ଏବଂ ବରିଷ୍ଠ ବ୍ୟକ୍ତି ବିଶେଷ ମଧ୍ୟ ଆସିଛନ୍ତି । ନିକଟରେ ଏହି ଶୋ ର ଏକ ନୂଆ ଏପିସୋଡ଼ର ଟ୍ରେଲର  ପ୍ରକାଶ ପାଇଛି । ଯେଉଁଥିରେ ଭାରତୀୟ ମହିଳା କ୍ରିକେଟର…

ଲିଷ୍ଟ ଏ କ୍ରିକେଟରେ ହ୍ୟାଟ୍ରିକ ନେଇ ଇତିହାସ ରଚିଲେ ରାଜେଶ

ଭୁବନେଶ୍ୱର: ଚଳିତ ବିଜୟ ହଜାରେ ଟ୍ରଫିରେ ଓଡିଶାର ଉଦୀୟମାନ ପେସ ବୋଲର ରାଜେଶ ମହାନ୍ତିି ଇତିହାସ ରଚିଛନ୍ତି । ସେ ଓଡିଶାର ପ୍ରଥମ ବୋଲର ଭାବେ ଲିଷ୍ଟ ଏ କ୍ରିକେଟରେ ହ୍ୟାଟ୍ରିକ ନେବା ଗୌରବ ଅର୍ଜନ କରିଛନ୍ତି । ବେଙ୍ଗାଲୁରର ଅଲୁର ଖେଳାଯାଇଥିବା ସର୍ଭିସେସ ବିପକ୍ଷ ମ୍ୟାଚରେ ୨୫ ବର୍ଷୀୟ ରାଜେଶ…

ବିଜୟ ହଜାରେ ଟ୍ରଫି: ୮୪ ରନର ଟାର୍ଗେଟ ହାସଲ ପାଇଁ ନାକେଦମ ହେଲା ଓଡିଶା

ଭୁବନେଶ୍ୱର: ଅଲୂର ଖେଳାଯାଇଥିବା ବିଜୟ ହଜାରେ ଟ୍ରଫିର ଏକ ମୁକାବିଲାରେ ଓଡିଶା ୪ ୱିକେଟରେ ସର୍ଭିସେସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ସର୍ଭିସେସ ୨୧.୫ ଓଭରରେ ୮୩ ରନ କରି ଅଲଆଉଟ ହୋଇ ଯାଇଥିଲା । ପୂନମ ପୂନିଆ(୨୫) ଓ ଅର୍ଜୁନ ଶର୍ମା(୧୩ ନଟଆଉଟ)ଙ୍କ ବ୍ୟତୀତ ଅନ୍ୟ କୌଣସି…

ଆଶେସ ସିରିଜ: ଗୋଟିଏ ଦିନରେ ପଡିଲା ୨୦ ୱିକେଟ

ମେଲବୋର୍ଣ୍ଣ: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ଆଶେସ ସିରିଜର ୪ର୍ଥ ଟେଷ୍ଟ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ବୋଲରଙ୍କ ରାଜୁତି ଦେଖିବାକୁ ମିଳିଛି । ଗୋଟିଏ ଦିନରେ ୨୦ ୱିକେଟର ପତନ ଘଟିଛି । ଇଂଲଣ୍ଡ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।…

୩୩୫୮ କୋଟି ଟଙ୍କାର ଫାଇଦା ପାଇଛି ବିସିସିଆଇ: ରିପୋର୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୨୦୨୫ରେ ୩୩୫୮ କୋଟି ଟଙ୍କାର ଲାଭ ପାଇଥିବା କ୍ରିକବିଜରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଏତେ ଟଙ୍କାର ଲାଭ ପାଇବା ସତ୍ୱେ ବିସିସିଆଇ ଘରୋଇ କ୍ରିକେଟର ପ୍ରସାରଣ କରି ନ ପାରିବା ପ୍ରଶଂସକଙ୍କୁ ନିରାଶ କରିଛି । ଦୀର୍ଘ ଦିନ ପରେ ରୋହିତ ଶର୍ମା ଓ…

ରବି ଶାସ୍ତ୍ରୀ ହୋଇ ପାରନ୍ତି ଇଂଲଣ୍ଡ କୋଚ !

ନୂଆଦିଲ୍ଲୀ: ଇଂଲଣ୍ଡ ଟିମ ଟେଷ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରଖିଛି । କୋଚ ବ୍ରେଣ୍ଡନ ମ୍ୟାକକୁଲାମଙ୍କ ବେଜବଲ ଫର୍ମୂଲା ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛି । କ୍ରମାଗତ ୩ଟି ଟେଷ୍ଟ ହାରି ଅଷ୍ଟ୍ରେଲିଆ ନିକଟରୁ ଆଶେସ ସିରିଜ ହାତଛଡା କରିଥିବା ଇଂଲଣ୍ଡ ଟିମ ସମାଲୋଚିତ ହୋଇଛି । ରିପୋର୍ଟ…

ରୋହିତ, କୋହଲିଙ୍କ ପରି ଖେଳାଳିଙ୍କ ଉପରେ ଚାପ ପକାଇ କଣ ପାଇଲା ବିସିସିଆଇ

ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଘରୋଇ କ୍ରିକେଟରେ ଖେଳିବା ପାଇଁ ବିସିସିଆଇ ଅନାବଶ୍ୟକ ଚାପ ପକାଇଥିଲା । ଏହା ଅନେକ ପ୍ରଶ୍ନ ଉଠାଇଛି । ବିଜୟ ହଜାରେ ଟ୍ରଫି ପରି ଟୁର୍ଣ୍ଣାମେଂଟ ପ୍ରକୃତରେ ଖେଳାଳିଙ୍କ ଦକ୍ଷତା ମାପି ପାରିବ କି? ବିଜୟ ହଜାରେ ଟ୍ରଫିରେ ଏଥର ଗୋଟିଏ ଦିନ ୨୨ଶତକ ମରାଯାଇଛି ।…

କମାଲ କଲେ ଇଣ୍ଡୋନେସିଆର ବୋଲର, ଗୋଟିଏ ଓଭରରେ ନେଲେ ୫ ୱିକେଟ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ଗେଡେ ପ୍ରିୟଦାନା ଆନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ବୋଲର ଭାବେ ଗୋଟିଏ ଓଭରରେ ୫ଟି ୱିକେଟ ହାସଲ କରିଛନ୍ତି । କମ୍ବୋଡିଆ ଟିମ ବିପକ୍ଷରେ ସେ ଏହି ସଫଳତା ହାତେଇଛନ୍ତି । ୧୬୮ ରନର ଲକ୍ଷ୍ୟକୁ ପିଛା କରି କମ୍ବୋଡିଆ ୧୫ ଓଭରରେ ୫ ୱିକେଟ ବିନିମୟରେ ୧୦୬ ରନ କରିଥିଲା ।…

ଆଶେସ ପରାଜୟ : ମଦ ପିଇ ମାତାଲ ହୋଇଥିଲେ ଇଂଲଣ୍ଡ ଖେଳାଳି

ବ୍ରିସବେନ: ଅଷ୍ଟ୍ରେଲିଆ ନିକଟରୁ ଆଶେସ ସିରିଜ ହାରିବା ପରେ ଏବେ ଇଂଲଣ୍ଡ ଟିମ ଚାରିଆଡୁ ସମାଲୋଚିତ ହେଉଛି । ବିବିସିର ଏକ ରିପୋର୍ଟ ଏବେ କ୍ରିକେଟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଏହି ରିପୋର୍ଟରେ ଦ୍ୱିତୀୟ ଏବଂ ତୃତୀୟ ଟେଷ୍ଟ ମଧ୍ୟରେ ଥିବା ଖାଲି ସମୟରେ ଇଂଲଣ୍ଡ ଖେଳାଳିମାନେ ମଦ ପିଇ…

ଆଇସିସି ମହିଳା ର‌୍ୟାଙ୍କିଙ୍ଗ: ସ୍ମୃତି ଶୀର୍ଷରୁ ହଟିଲେ, ଦୀପ୍ତି ହେଲେ ୧ ନମ୍ବର ବୋଲର

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ପକ୍ଷରୁ ମହିଳା ର‌୍ୟାଙ୍କିଙ୍ଗ ଜାରୀ କରାଯାଇଛି । ଭାରତର ଷ୍ଟାର ଅଲରାଉଣ୍ଡର ଦୀପ୍ତି ଶର୍ମା ଟି୨୦ ବୋଲିଂ ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । କ୍ୟାରିୟରରେ ପ୍ରଥମ ଥର ପାଇଁ ସେ ଏହି ସଫଳତା ହାତେଇଛନ୍ତି । ଅଷ୍ଟ୍ରେଲିଆର ଏନାବେଲ…