Latest Odisha News

BREAKING NEWS

Browsing Category

ଖେଳ

କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର

ଭୁବନେଶ୍ୱର: କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର। ଓଡ଼ିଶା ସରକାର ଆଗାମୀ ପାଞ୍ଚ ବର୍ଷରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ୪,୧୨୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଧବାର କେନ୍ଦୁଝରର…

ନରମ ପଡିଲା ବିସିସିଆଇ: ଖେଳାଳି ସଫଳତାର ମଉଜ ଭଲ ଭାବେ କରିପାରିବେ

ଲକ୍ଷ୍ନୌ: ଲକ୍ଷ୍ନୌ ସୁପର ଜ୍ୟାଂଟସର ସ୍ପିନର ଦିଗଭେଶ ରାଠୀ ଚଳିତ ଆଇପିଏଲରେ ପ୍ରଭାବୀ ବୋଲିଂ ପ୍ରଦର୍ଶନ ଜାରୀ ରଖିଛନ୍ତି । ତେବେ ସେ ୱିକେଟ ନେବା ପରେ ସଫଳତାର ମଉଜ ନିଜସ୍ୱ ଶୈଳୀରେ କରିଥାନ୍ତି । ଏଥିପାଇଁ ୨ ଥର ଦଣ୍ଡିତ କରାଯାଇଛି । ଏହା ସତ୍ୱେ ରାଠୀ ତାଙ୍କ ଶୈଳୀରେ ସାମାନ୍ୟ ପରିବର୍ତନ…

ଟିମ ଇଣ୍ଡିଆ ରାଜନୀତିରେ ଫସିଗଲେ କି ନାୟାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏପ୍ରିଲ ୧୭ରେ ଟିମ ଇଣ୍ଡିଆର ସହାୟକ କୋଚ ଅଭିଷେକ ନାୟାରଙ୍କୁ ତାଙ୍କ ପଦରୁ ହଟେଇ ଦେଇଛି । ତାଙ୍କ ବ୍ୟତୀତ ଫିଲ୍ଡିଂ କୋଚ ଟି ଦିଲୀପ, ଟ୍ରେନର ସୋହମ ଦେଶାଇଙ୍କୁ ବିିସିସିଆଇ ବାହାର କରିଦେଇଛି । ୮ ମାସ ତଳେ ଅଭିଷେକଙ୍କୁ ନିଯୁକ୍ତ କରାଯାଇଥିଲା ।…

ଅଭିଷେକ, ହର୍ଷିତ, ନୀତିଶ ସେଂଟ୍ରାଲ କଂଟ୍ରାକ୍ଟରେ ହୋଇପାରନ୍ତି ସାମିଲ

ନୂଆଦିଲ୍ଲୀ: ବିସିସିଆଇର ନୂତନ ସେଂଟ୍ରାଲ କଂଟ୍ରାକ୍ଟ କେବେ ଜାରୀ ହେବ ସେ ନେଇ ବିଭିନ୍ନ ଖବରମାନ ପ୍ରକାଶ ପାଉଛି । ଏବେ ଭାରତରେ ଆଇପିଏଲର ୧୮ତମ ସଂସ୍କରଣ ଚାଲିଛି । କେତେକ ଖେଳାଳିଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରୁଛି । ଏକ ରିପୋର୍ଟ ଅନୁସାରେ ବିସିସିଆଇ ଅଭିଷେକ ଶର୍ମା, ହର୍ଷିତ…

ଜାଭେଲିନ ଥ୍ରୋୟର ନୀରଜ ଜିତିଲେ ପୋଟଚେଫଷ୍ଟ୍ରୁମ ଆମନ୍ତ୍ରଣୀୟ ଟ୍ରାକ ପ୍ରତିଯୋଗିତା

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଦକ୍ଷିଣ ଆଫ୍ରିକାର ପୋଟଚେଫଷ୍ଟ୍ରୁମ ଆମନ୍ତ୍ରଣୀୟ ଟ୍ରାକ ପ୍ରତିଯୋଗିତାରେ ବିଜୟ ହାସଲ କରିଛନ୍ତି । ସେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଏବେ ବି ୯୦ ମିଟର ଦୂରତା ଛୁଇଁ ପାରି ନାହାନ୍ତି । ୨ ଥର ଅଲିମ୍ପିକ ବିଜେତା ନୀରଜ ୱାର୍ଲ୍ଡ…

କୋଚିଂ ଷ୍ଟାଫଙ୍କୁ ହଟାଇଲା ବିସିସିଆଇ: ରିପୋର୍ଟ

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ଖରାପ ପ୍ରଦର୍ଶନ ଏବଂ ଡ୍ରେସିଂ ରୁମ କଥା ଲିକ ହେବା ଘଟଣାରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରିପୋର୍ଟ ମୁତାବକ ବିସିିସିଆଇ ୩ଜଣ ସହାୟକ କୋଚିଂ ଷ୍ଟାଫଙ୍କୁ ହଟେଇ ଦେଇଛି । ସେମାନେ ହେଲେ ଅଭିଷେକ…

୨୦୨୮ ଅଲିମ୍ପିକ୍ସ: କ୍ରିକେଟ ପାଇଁ ଠିକ କରାଗଲା ଭେନ୍ୟୁ

ନୂଆଦିଲ୍ଲୀ: ଲସ ଆଞ୍ଜେଲ୍ସରେ ଖେଳାଯିବାକୁ ଥିବା ୨୦୨୮ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଛି । ଟି୨୦ ଫର୍ମାଟରେ ମ୍ୟାଚଗୁଡିକ ଖେଳାଯିବ । ବୁଧବାର ଆୟୋଜକ କମିଟି ଦକ୍ଷିଣ କାଲିଫୋର୍ଣ୍ଣିଆର ପୋମୋନା ଗ୍ରାଉଣ୍ଡରେ କ୍ରିକେଟ ମ୍ୟାଚଗୁଡିକ ଆୟୋଜିତ ହେବ ବୋଲି ଘୋଷଣା କରାଯାଇଛି । ପୁରୁଷ…

ଲକ୍ଷ୍ନୌ ଟିମ ସହିତ ଯୋଗ ଦେଲେ ୧୫୬ କିମି ବେଗରେ ବୋଲିଂ କରୁଥିବା ବୋଲର

ଲକ୍ଷ୍ନୌ: ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସର ପ୍ରଦର୍ଶନକୁ ଯୁବ ପେସ ବୋଲର ମୟଙ୍କ ଯାଦବଙ୍କ ଅନୁପସ୍ଥିତି ପ୍ରଭାବିତ କରୁଥିଲା । ସେ ଆଘାତ ସମସ୍ୟାରୁ ମୁକୁଳି ପାରି ନ ଥିବାରୁ ଏ ପର୍ଯ୍ୟନ୍ତ ଲକ୍ଷ୍ନୌ ପକ୍ଷରୁ ଗୋଟିଏ ବି ମ୍ୟାଚ ଖେଳିପାରି ନାହାନ୍ତି । ଲକ୍ଷ୍ନୌ ଟିମ ବୁଧବାର ସେ…

ରୋହିତ, ବିରାଟଙ୍କ ପାଇଁ ବିସିସିଆଇ ଏବେ ଘୋଷଣା ନ କରିପାରେ ନୂଆ ଚୁକ୍ତି

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ପୂନର୍ବାର ସେଂଟ୍ରାଲ କଂଟ୍ରାକ୍ଟରେ ସାମିଲ କରାଯିବ କି ନାହିଁ ସେ ଏବେ ବି ଦ୍ୱନ୍ଦ୍ୱ ରହିଛି । ଏବେ ଉଭୟ ଖେଳାଳି ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପକ୍ଷରୁ ଖେଳୁଛନ୍ତି ।…

ଆଇପିଏଲରେ ଫିକ୍ସିଂର କଳାବାଦଲ, ସତର୍କ କରାଇଲା ବିସିସିଆଇ

କ୍ରିକେଟରେ ମ୍ୟାଚ ଫିକ୍ସିଂ ନୂଆ କଥା ନୁହେଁ । ଅନେକ ଥର ଏହି କଳା ନାଗ କ୍ରିକେଟକୁ ଦଂଶନ କରିଛି । ତେବେ କେତେକ ଖେଳାଳି ଏବଂ ପ୍ରଶଂସକଙ୍କ ଯୋଗୁ ଏହା କ୍ରିକେଟର ବିଶେଷ କିଛି କ୍ଷତି କରିପାରି ନାହିଁ । ଆଇପିଏଲ ୨୦୨୫ ଠିକଠାକ ଚାଲିଥିଲା । ହଠାତ କେତୋଟି ମ୍ୟାଚରେ ଅବିଶ୍ୱସନୀୟ ବିଜୟ ଦର୍ଶକ…