Latest Odisha News

BREAKING NEWS

Browsing Category

ଖେଳ

Bajaj Chetak C25: WPL ବିଜେତା RCB ଖେଳାଳିଙ୍କୁ ମିଳିଲା ଏହି ଇଲେକ୍ଟ୍ରିକ୍ ସ୍କୁଟର ଉପହାର; ଜାଣନ୍ତୁ ଫିଚର,…

ନୂଆଦିଲ୍ଲୀ:  WPL 2026 ଟାଇଟଲ ଜିତିବା ପରେ Bajaj Auto ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ମହିଳା ଦଳକୁ ଏକ ଉପହାର ଦେଇଛି । କମ୍ପାନୀ RCBର ପ୍ରତ୍ୟେକ ପ୍ଲେୟାରଙ୍କୁ ନୂତନ ଭାବରେ ଲଞ୍ଚ ହୋଇଥିବା Chetak C25 ଇଲେକ୍ଟ୍ରିକ୍ ସ୍କୁଟର ଉପହାର ଦେଇଛି। ଏହି ଉପହାର "A Champion’s…

U19 ବିଶ୍ୱକପ୍ ଚାମ୍ପିଅନ୍‌; ଟଙ୍କା ବର୍ଷା କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ ଦଳ ଶୁକ୍ରବାର ଦିନ ଷଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଟାଇଟଲ୍ ଜିତିଛି। ଆୟୁଷ ମହାତ୍ରେଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ହରାରେରେ ଅନୁଷ୍ଠିତ ଟାଇଟଲ୍ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୦୦ ରନ୍‌ରେ ପରାସ୍ତ କରି ଟ୍ରଫି ହାତେଇଛି। ୧୯ ବର୍ଷରୁ କମ୍ ବିଶ୍ୱକପ୍…

ଟି୨୦ ବିଶ୍ୱକପ କ୍ରିକେଟ: ୧୧ ଟିମରେ ଖେଳୁଛନ୍ତି ୬୯ ଏସୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ୨୦୨୬ ଆରମ୍ଭ ହୋଇଯାଇଛି । ଏହି ମହା ମୁକାବିଲାରେ ବିଭିନ୍ନ ଦେଶ ପକ୍ଷରୁ ୪୦ ଭାରତୀୟ ବଂଶୋଦ୍ଭବ ଖେଳୁଛନ୍ତି । ସେହିପରି ୧୧ ଦେଶ ପକ୍ଷରୁ ଓଭରାଲ ୬୯ ଏସୀୟ ବଂଶୋଦ୍ଭବ ଅଂଶଗ୍ରହଣ କରୁଛନ୍ତି । କାନାଡା ଓ ଆମେରିକା ଟିମରେ ସର୍ବାଧିକ ଏସୀୟ ବଂଶୋଦ୍ଭବ ଖେଳାଳି…

ଟି୨୦ ବିଶ୍ୱକପ ଉଦଘାଟନୀ ଉତ୍ସବରେ ହେବ ରଙ୍ଗାରଙ୍ଗ କାର୍ଯ୍ୟକମ

ମୁମ୍ବାଇ: ଟି୨୦ ବିଶ୍ୱକପ ୨୦୨୭ ଫେବୃୟାରୀ ୭ରୁ ଆରମ୍ଭ ହେବ । ଉଦଘାଟନୀ ମୁକାବିଲାରେ ପାକିସ୍ତାନ-ନେଦରଲାଣ୍ଡସ ଓ ଭାରତ-ଆମେରିକା ମଧ୍ୟରେ ମ୍ୟାଚ ହେବ । ଏହା ପୂର୍ବରୁ ଉଦଘାଟନୀ ଉତ୍ସବରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସନ୍ଧ୍ୟା ୬ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ରିଷଭ…

ବୈଭବମୟ ବିଜୟ: ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟରେ ଭାରତକୁ ଷଷ୍ଠ ଟାଇଟଲ

ନୂଆଦିଲ୍ଲୀ: ବୈଭବ ସୂର୍ଯ୍ୟବଂଶୀଙ୍କ ଐତିହାସିକ ଇନିଂସ ବଳରେ ହରାରେରେ ଅନୁଷ୍ଠିତ ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟରେ ଭାରତ ଫାଇନାଲରେ ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରି ଚାମ୍ପିୟନ ହୋଇଛି । ୧୯ ବର୍ଷରୁ କମ ବିଭାଗରେ ଭାରତର ଏହା ଷଷ୍ଠ ଟାଇଟଲ । ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯…

ଟି୨୦ ବିଶ୍ୱକପ କ୍ରିକେଟ: ଆମେରିକା ବିପକ୍ଷରେ ଭାରତ ଆରମ୍ଭ କରିବ ଅଭିଯାନ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଆଉ କିଛି ଘଂଟା ପରେ ଆରମ୍ଭ ହୋଇଯିବ । ଚାମ୍ପିୟନ ଭାରତ ଘରୋଇ ପରିବେଶରେ ଟାଇଟଲ ବଜାୟ ରଖିବା ପାଇଁ ଉଦ୍ୟମ କରିବ । ଗ୍ରୁପ ପର୍ଯ୍ୟାୟରେ ଆମେରିକା ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ୨୦୨୪ରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇ ଭାରତ ଟାଇଟଲ ହାସଲ…

ଟି୨୦ ବିଶ୍ୱକପ କ୍ରିକେଟ: ମୁଣ୍ଡ ବିନ୍ଧାଉଛି ଆଘାତ ସମସ୍ୟା

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ରେ ଆଘାତ ସମସ୍ୟା ଅଧିକାଂଶ ଟିମକୁ ଚିନ୍ତାରେ ପକାଇଛି । ଭାରତୀୟ ଟିମର ପେସ ବୋଲର ହର୍ଷିତ ରାଣା ଆଘାତ ସମସ୍ୟା ଯୋଗୁ ଦଳରୁ ଓହରି ଯାଇଛନ୍ତି । ହର୍ଷିତଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସୁଯୋଗ ମିଳିଛି । ହର୍ଷିତଙ୍କ ସମେତ ଏବେ ବିଭିନ୍ନ ଦେଶର ୭ଜଣ ଖେଳାଳି…

୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ଫାଇନାଲରେ ବୈଭବଙ୍କ ଐତିହାସିକ ୧୭୫ ରନ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ଫାଇନାଲରେ ଭାରତର ବୈଭବ ସୂର୍ଯ୍ୟବଂଶୀ ଐତିହାସିକ ଇନିଂସ ଖେଳିଛନ୍ତି । ଇଂଲଣ୍ଡ ବିପକ୍ଷ ଫାଇନାଲରେ ଭାରତ ପ୍ରଥମେ ବ୍ୟାଟିଂ କରି ବୈଭବ ୧୭୫ ରନ ସହାୟତାରେ ୪୧୧ ରନ ସଂଗ୍ରହ କରିଛି । ଆୟୂଷ ମାହାତ୍ରେ ୫୩ ଓ ଅଭିଜ୍ଞାନ କୁଣ୍ଡୁ ୪୦ ରନ କରିଥିଲେ ।…

ଅଷ୍ଟ୍ରେଲିଆକୁ ବଡ ଝଟକା: ବିଶ୍ୱକପରୁ ଓହରିଲେ ହାଜେଲଉଡ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଠିକ ପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ଅଲରାଉଣ୍ଡର ଜୋଶ ହାଜେଲଉଡ ଆଘାତ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ବିଶ୍ୱକପରୁ ଓହରି ଯାଇଛନ୍ତି । ମିଚେଲ ଷ୍ଟାର୍କ ଓ ପ୍ୟାଟ କୁମିନ୍ସଙ୍କ ପରେ ହାଜେଲଉଡଙ୍କ ଅନୁପସ୍ଥିତି ଟିମର ସନ୍ତୁଳନ ବିଗାଡିଦେବ…

ଏଫଆଇଏଚ ପ୍ରୋ ହକି ଲିଗ: ଭାରତୀୟ ଦଳରେ ଓଡିଶାର ୫ଜଣଙ୍କୁ ସୁଯୋଗ

ଭୁବନେଶ୍ୱର: ରାଉରକେଲାରେ ହେବାକୁ ଥିବା ଏଫଆଇଏଚ ପୁରୁଷ ହକି ପ୍ରୋ ଲିଗ ପାଇଁ ଘୋଷିତ ଭାରତୀୟ ଦଳରେ ଓଡିଶାର ୫ଜଣଙ୍କୁ ସୁଯୋଗ ମିଳିଛି । ଗୁରୁବାର ୨୪ ଜଣିଆ ଦଳର ଘୋଷଣା କରାଯାଇଥିଲା । ଓଡିଶାର ଅମିତ ରୋହୀଦାସ(ଡିଫେଣ୍ଡର), ନୀଲମ ସଞ୍ଜୀପ ଖେସ(ଡିଫେଣ୍ଡର), ଅମନଦୀପ ଲାକ୍ରା(ଡିଫେଣ୍ଡର), ରୋଶନ…