Latest Odisha News

BREAKING NEWS

Browsing Category

ଖେଳ

ଟେନସନରେ ପାକ୍ ଖେଳାଳି; ଦରମା କାଟିବ କ୍ରିକେଟ୍ ବୋର୍ଡ

କରାଚି: ପାକିସ୍ତାନ କ୍ରିକେଟ୍ ଟିମର ପର୍ଫମାନ୍ସ ବର୍ତ୍ତମାନ ସମୟରେ ଭଲ ନାହିଁ। କେତେବେଳେ ବାଂଲାଦେଶଠାରୁ ହାରିବା, କେତେବେଳେ ୱେଷ୍ଟଇଣ୍ଡିଜ୍ ଭଳି ଟିମ୍ ଆଗରେ ମାଟି କାମୁଡ଼ିବା ଦେଖିବାକୁ ମିଳୁଛି। ଫଳସ୍ୱରୂପ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଏବେ ଖେଳାଳିମାନଙ୍କ ବିରୁଦ୍ଧରେ କଠୋର…

ସେହ୍ୱାଗଙ୍କ ବିସ୍ଫୋରକ ବୟାନ: ଧୋନୀ ମୋତେ ଟିମରୁ ବାହାର କରିଥିଲେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଭାବେ ପରିଚିତ ବୀରେନ୍ଦ୍ର ସେହ୍ୱାଗ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ୨୦୦୮ରେ ଅଷ୍ଟ୍ରେଲିଆ ବିପକ୍ଷ ତ୍ରିରାଷ୍ଟ୍ରୀୟ ସିରିଜରେ ମହେନ୍ଦ୍ର ସିଂ ଧୋନୀ ମୋତେ ଟିମରୁ ବାହାର କରି ଦେଇଥିଲେ । ତାଙ୍କର ଏହି ବୟାନ ଏବେ…

ଚୂଡାନ୍ତ ହେଲା ମେସୀଙ୍କ ଭାରତ ଗସ୍ତ: ଗାଙ୍ଗୁଲି, ଭୂତିଆଙ୍କ ସହ ଖେଳିବେ

କୋଲକାତା: ବିଶ୍ୱ ଫୁଟବଲର ମହାନ ଖେଳାଳି ଲିଓନେଲ ମେସୀ ଭାରତ ଗସ୍ତରେ ଆସୁଛନ୍ତି । ଭାରତର ଫୁଟବଲପ୍ରେମୀ ଆର୍ଜେଂଟିନାର ଏହି ଷ୍ଟାର ଖେଳାଳିଙ୍କୁ ଦେଖିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ମେସୀ ତାଙ୍କର ୩ ଦିବସୀୟ ଯାତ୍ରା ଡିସେମ୍ବର ୧୨ରେ କୋଲକାତାରୁ ଆରମ୍ଭ କରିବେ । ଜିଓଏଟି ଟୁର…

ଆସନ୍ତୁ ଜାଣିବା ଧୋନୀ କାହିଁକି ଅଗଷ୍ଟ ୧୫ରେ ନେଇଥିଲେ ଅବସର

ନୂଆଦିଲ୍ଲୀ: ଧଳା ବଲ କ୍ରିକେଟରେ ମହେନ୍ଦ୍ର ସିଂ ଧୋନୀ ଭାରତର ଶ୍ରେଷ୍ଠ ଅଧିନାୟକ ଭାବେ ପରିଗଣିତ ହୋଇଥାନ୍ତି । ଧୋନୀଙ୍କ ନେତୃତ୍ୱରେ ଭାରତ ୩ଟି ଆଇସିସି ଟ୍ରଫି ଜିତିଛି । ୨୦୦୪ରେ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ଧୋନୀ ୧୬ ବର୍ଷ ମଧ୍ୟରେ ଅନେକ କୀର୍ତିମାନ ସ୍ଥାପନ କରିଥିଲେ । ୧୫…

ତେନ୍ଦୁଲକରଙ୍କ ବିଶ୍ୱ ରେକର୍ଡ ଭାଙ୍ଗିବା ପାଇଁ କୋହଲି ଆବଶ୍ୟକ କରୁଛନ୍ତି ୬୫୨ ରନ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପରେ ଏବେ ଭାରତୀୟ ଟିମ କିଛି ଦିନ ବିଶ୍ରାମ ନେବା ପରେ ଏସିଆ କପରେ ଅଂଶଗ୍ରହଣ କରିବ । ଏହା ପରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ଖେଳିବ । ଦୀର୍ଘ ଦିନର ବ୍ରେକ ପରେ ରୋହିତ ଶର୍ମା ଓ ବିରାଟ କୋହଲି ଏହି ସିରିଜ ମାଧ୍ୟମରେ…

କୋହଲିଙ୍କ ପ୍ରଶଂସାରେ ରବି ଶାସ୍ତ୍ରୀ ଶତମୁଖ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବ କୋଚ ରବି ଶାସ୍ତ୍ରୀ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଭୂୟସୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ମୋର ଶ୍ରେଷ୍ଠ ଶିଷ୍ୟ କୋହଲି । ୨୦୧୭ରୁ ୨୦୨୨ ମଧ୍ୟରେ ମୁଁ ଭାରତୀୟ ଟିମର କୋଚ ଥିବା ବେଳେ କୋହଲି ଦଳର ନେତୃତ୍ୱ ନେଇଥିଲେ । ଅଷ୍ଟ୍ରେଲିଆ,…

ଏସିଆ କପରେ ଗିଲ ସ୍ଥାନ ପାଇ ନ ପାରନ୍ତି

ନୂଆଦିଲ୍ଲୀ: ଏସିଆ କପ ୨୦୨୫ ସେପ୍ଟମ୍ବର ୯ରୁ ୟୁଏଇରେ ଖେଳାଯିବ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏ ପର୍ଯ୍ୟନ୍ତ ଏସିଆ କପ ପାଇଁ ଦଳ ଘୋଷଣା କରି ନାହିଁ । କେଉଁ ଖେଳାଳିଙ୍କୁ ଚୂଡାନ୍ତ ଦଳରେ ସ୍ଥାନ ମିଳିବ ତାହା ସ୍ପଷ୍ଟ ହୋଇପାରି ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶୁଭମନ ଗିଲଙ୍କୁ ଏହି…

ସାମସନଙ୍କ ବଦଳରେ ରାଜସ୍ଥାନ ଜାଡେଜାଙ୍କୁ ମାଗିଲା, ରାଜି ହେଲାନି ଚେନ୍ନାଇ

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବା ପାଇଁ ସଞ୍ଜୁ ସାମସନ ଆଉ ରାଜି ନାହାନ୍ତି । କ୍ରିକବିଜ ରିପୋର୍ଟ ଅନୁସାରେ ରାଜସ୍ଥାନ ରୟାଲ୍ସ ଷ୍ଟାର ଖେଳାଳି ସଞ୍ଜୁଙ୍କ ବଦଳରେ ଚେନ୍ନାଇ ସୁପର କିଙ୍ଗସ ନିକଟରୁ ରବୀନ୍ଦ୍ର ଜାଡେଜା, ଶିବମ ଦୁବେ ଓ ରିତୁରାଜ ଗାଏକ୍ୱାଡଙ୍କ ମଧ୍ୟରୁ ଜଣଙ୍କୁ…

ବିବାହ ବନ୍ଧନରେ ବାନ୍ଧି ହେବେ ଅର୍ଜୁନ ତେନ୍ଦୁଲକର 

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ତାଙ୍କ ପ୍ରେମିକା ସାନିଆ ଚାନ୍ଦୋକଙ୍କ ସହ ନିର୍ବନ୍ଧ କରିଛନ୍ତି। ସାନିଆ ମୁମ୍ବାଇର ଜଣେ ନାମୀଦାମୀ ବ୍ୟବସାୟୀ ରବି ଘାଇଙ୍କ ନାତୁଣୀ ବୋଲି ଜଣାପଡ଼ିଛି। ଏହି ଉତ୍ସବରେ ନିକଟତମ ବନ୍ଧୁ ଏବଂ କିଛି ପରିବାର ସଦସ୍ୟ…

ଫ୍ରାନ୍ସରେ କାହା ସହିତ ବୁଲୁଛନ୍ତି ଯଶସ୍ୱୀ ଜୈସୱାଲ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପରେ ଭାରତୀୟ କ୍ରିକେଟ ଟିମର ଅଧିକାଂଶ ସଦସ୍ୟ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଭାରତୀୟ କ୍ରିକେଟ ଟିମର ଓପନର ଯଶସ୍ୱୀ ଜୈସୱାଲ କିନ୍ତୁ ଭାରତ ନ ଫେରି ଫ୍ରାନ୍ସ ବୁଲିବାକୁ ଯାଇଛନ୍ତି । ରିପୋର୍ଟ ମୁତାବକ ମ୍ୟାଡୀ ହେମଲିଟନଙ୍କ ସହ ଯଶସ୍ୱୀ…