Latest Odisha News

BREAKING NEWS

Browsing Category

ଖେଳ

ମେସିଙ୍କ ଗସ୍ତ…. ପ୍ରମାଣିତ ହେଲା ଭାରତୀୟ ଫୁଟବଲ ଏବେ ଆଇସିୟୁରେ

ବିଶ୍ୱ ଫୁଟବଲର ମହାନ ତାରକା ଲିଓନେଲ ମେସୀ ଭାରତ ଆସିଥିଲେ । ସମସ୍ତେ ଥିଲେ ଉତ୍ସାହିତ । ସତେ ଯେପରି ତାଙ୍କ ଗସ୍ତ ପରେ ଭାରତୀୟ ଫୁଟବଲର କାୟାକଳ୍ପ ବଦଳିଯିବ । ମେସୀ ଆସିଲେ... ଗଲେ ଏବଂ ଭାରତୀୟ ଫୁଟବଲ ଆଇସିୟୁରେ ଥିବା ପଦାରେ ପଡିଗଲା । ମେସୀଙ୍କ ଭାରତ ଗସ୍ତରେ ପାଖାପାଖି ୧୨୦ କୋଟି ଖର୍ଚ୍ଚ…

୫ମ ଟି୨୦: ବିଜୟ ସହ ସିରିଜ ହାତେଇବା ଲକ୍ଷ୍ୟରେ ଭାରତ, ସୂର୍ଯ୍ୟକୁମାରଙ୍କ ଉପରେ ରହିବ ନଜର

ଅହମ୍ମଦାବାଦ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ମ ତଥା ଅନ୍ତିିିମ ଟି୨୦ ମ୍ୟାଚ ଶୁକ୍ରବାର ଅହମ୍ମଦାବାଦରେ ଖେଳାଯିବ । ଭାରତର ସିରିଜ ପରାଜୟ ହେବାର ଆଶଙ୍କା ଟଳି ଯାଇଛି । ଏବେ ଅନ୍ତିମ ଟି୨୦ ଜିିତି ସିରିଜ ହାତେଇବା ଲକ୍ଷ୍ୟରେ ରହିବ । ଅପରପକ୍ଷରେ ଭ୍ରମଣକାରୀ ଦଳ ବିଜୟ ସହ ସିିରିଜ ବରାବର…

ଆଶେସ ସିିରିଜ: ଅଷ୍ଟ୍ରେଲିଆ ସ୍କୋରଠାରୁ ୧୫୮ ରନ ପଛରେ ଇଂଲଣ୍ଡ

ଆଡିଲେଡ ଓଭାଲ: ଚଳିତ ଆଶେସ ସିରିଜରେ ଅଷ୍ଟ୍ରେଲିତଆ ବିପକ୍ଷରେ ଇଂଲଣ୍ଡର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୩୭୧ ରନ ଜବାବରେ ଇଂଲଣ୍ଡ ୮ ୱିକେଟ ହରାଇ ୨୧୩ ରନ କରିଛି । ଦ୍ୱିତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ବେନ ଷ୍ଟୋକ୍ସ ୪୫ ଓ ଜୋଫ୍ରା ଆର୍ଚ୍ଚର ୩୦…

ଦକ୍ଷିଣ ଆଫ୍ରିକ ବିପକ୍ଷ ଟି୨୦ ସିରିଜ: ଆଘାତ ସମସ୍ୟା ଯୋଗୁ ଓହରିଲେ ଗିଲ

ଲକ୍ଷ୍ନୌ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଲକ୍ଷ୍ନୌରେ ୪ର୍ଥ ଟି୨୦ ଖେଳାଯିବ । ତେବେ ଅତ୍ୟଧିକ କୁହୁଡି ଯୋଗୁ ମ୍ୟାଚ ଆରମ୍ଭ ହୋଇପାରିନି । ଇତି ମଧ୍ୟରେ ଖରାପ ଫର୍ମରେ ଥିବା ଉପ ଅଧିନାୟକ ଶୁଭମନ ଗିଲ ଆଘାତ ସମସ୍ୟା ଯୋଗୁ ବାକିତକ ମ୍ୟାଚରୁ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ସଞ୍ଜୁ ସାମସନ…

ଆଇପିଏଲ ୨୦୨୬: ନାଟକୀୟ ଥିଲା ସର୍ଫରାଜ, ପୃଥ୍ୱୀଙ୍କ ନିଲାମୀ

ଆବୁ ଧାବି: ଆଇପିଏଲ ୨୦୨୬ ପାଇଁ ମିନି ଅକ୍ସନ ଏଠାରେ ଅନୁଷ୍ଠିତ ହୋଇଛି । ଏହି ନିଲାମ ପ୍ରକ୍ରିୟାରେ ସର୍ଫରାଜ ଖାଁ ଓ ପୃଥ୍ୱୀ ଶଙ୍କ ନିଲାମୀ ବେଶ ନାଟକୀୟ ଥିଲା । ୨୦୧୮ରୁ ୨୦୨୪ ପର୍ଯ୍ୟନ୍ତ ପୃଥ୍ୱୀ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିଥିଲେ । ନିଲାମ ତାଲିକାରେ ୨ ଥର ନାମ ଆସିବା ସତ୍ୱେ କେହି…

ବୁମରାହଙ୍କୁ ପଛରେ ପକାଇଲେ ବରୁଣ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ସ୍ପିନର ବରୁଣ ଚକ୍ରବର୍ତି ସଦ୍ୟ ପ୍ରକାଶିତ ଆଇସିସି ଟି୨୦ ର‌୍ୟାଙ୍କିଙ୍ଗରେ କମାଲ କରିଛନ୍ତି । ସେ ଯଶପ୍ରୀତ ବୁମରାହଙ୍କ ପଛରେ ପକାଇ କ୍ୟାରିୟରର ଶ୍ରେଷ୍ଠ ର‌୍ୟାଙ୍କିଙ୍ଗ ହାସଲ କରିଛନ୍ତି । ସେ ଏବେ ଶୀର୍ଷ ସ୍ଥାନରେ ରହିଛନ୍ତି । ତାଙ୍କ ପୂର୍ବରୁ ୨୦୧୭ରେ…

ଆଶେସ ସିିରିଜ: ଆଲେକ୍ସଙ୍କ ଶତକ, ଅଷ୍ଟ୍ରେଲିଆ ୩୨୬/୮

ଆଡିଲେଡ ଓଭାଲ: ଚଳିତ ଆଶେସ ସିରିଜର ତୃତୀୟ ଟେଷ୍ଟ ଆଡିଲେଡ ଓଭାଲରେ ଆରମ୍ଭ ହୋଇଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ୮ ୱିକେଟ ବିନିମୟରେ ୩୨୬ ରନ ସଂଗ୍ରହ କରିଛି । ପ୍ରଥମ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ମିଚେଲ ଷ୍ଟାର୍କ ୩୩ ଓ ନାଥାନ ଲାୟନ ଖାତା ଖୋଲି ନ ପାରି…

ରାଜନୀତିରେ ପାଦ ଥାପି ପାରନ୍ତି ଦୌଡା ରାଣୀ ଦୂତି

ଭୁବନେଶ୍ୱର: ଓଡିଶାର ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମହିଳା ଆଥଲେଟ ଦୂତି ଚାନ୍ଦ ପରୋକ୍ଷରେ ରାଜନୀତି ପ୍ରତି ଆଗ୍ରହ ଥିବା କଥା କହିଛନ୍ତି । ଯାହା ପରେ ସେ ରାଜନୀତିରେ ପାଦ ଦେବେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି । ଓଡିଶାର ଦୌଡା ରାଣୀ ଓ ଅଲିମ୍ପିଆନ କମ୍ପିଟେଟିଭ ଆଥଲେଟିକ୍ସରୁ ଅବସର…

ଆଇପିଏଲ ୨୦୨୬: ୱିକେଟ କିପର କାର୍ତିକ ଶର୍ମା ହେଲେ କୋଟିପତି

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ମିନି ଅକ୍ସନରେ ରାଜସ୍ଥାନର ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ କାର୍ତିକ ଶର୍ମାଙ୍କ ଭାଗ୍ୟ ଖୋଲିଛି । ତାଙ୍କୁ ଚେନ୍ନାଇ ସୁପର କିଙ୍ଗସ ୧୪.୨୦ କୋଟି ଟଙ୍କାରେ ଦଳରେ ନେଇଛି । କାର୍ତିକଙ୍କ ବେସ ପ୍ରାଇସ ୩୦ ଲକ୍ଷ ଟଙ୍କା ଥିଲା । କୋଲକାତା ନାଇଟ ରାଇଡର୍ସ,…

ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ବିଦେଶୀ ଖେଳାଳି ହେଲେ ଗ୍ରୀନ

ଆବୁଧାବି: ଆଇପିଏଲ ୨୦୨୬ ମିନି ଅକ୍ସନରେ ସମସ୍ତ ଫ୍ରାଚାଇଜ ନିଜ ନିଜ ଟିମକୁ ମଜଭୁତ କରିବା ପାଇଁ ଖେଳାଳି ପଛରେ ଅର୍ଥ ଲଗାଇବାରେ ଲାଗିଛନ୍ତି । ନିଲାମରେ କାମେରୁନ ଗ୍ରୀନ ଆଇପିଏଲ ଇତିହାସର ସବୁଠାରୁ ଦାମୀ ବିଦେଶୀ ଖେଳାଳି ହୋଇଛନ୍ତି । କୋଲକାତା ନାଇଟ ରାଇଡର୍ସ ତାଙ୍କୁ ୨୫.୨୦ କୋଟି ଟଙ୍କାରେ…