Latest Odisha News

BREAKING NEWS

Browsing Category

ଖେଳ

ସନରାଇଜର୍ସ ହାଇଦ୍ରାବାଦ ଟିମ୍ ରହୁଥିବା ହୋଟେଲରେ ଅଗ୍ନିକାଣ୍ଡ 

ହାଇଦ୍ରାବାଦ: ସନରାଇଜର୍ସ ହାଇଦ୍ରାବାଦ ଏପର୍ଯ୍ୟନ୍ତ ଆଇପିଏଲ ୨୦୨୫ରେ ନିରାଶାଜନକ ପ୍ରଦର୍ଶନ କରିଛି। ଦଳର ଆଗାମୀ ମ୍ୟାଚ୍ ଏପ୍ରିଲ ୧୭ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ହେବ। ସୂଚନା ଅନୁସାରେ ସୋମବାର ସକାଳେ ହାଇଦ୍ରାବାଦର ଟିମ୍ ରହୁଥିବା ହୋଟେଲରେ ଅଗ୍ନିକାଣ୍ଡ ଘଟିଥିଲା। ସମସ୍ତ ଖେଳାଳି…

ଆଫଗାନିସ୍ତାନ ମହିଳା କ୍ରିକେଟରଙ୍କୁ ସାହା ହେଲା ଆଇସିସି

ନୂଆଦିଲ୍ଲୀ: ବିସ୍ଥାପିତ ଆଫଗାନିସ୍ତାନ ମହିଳା କ୍ରିକେଟର ମାନଙ୍କୁ ସାହାଯ୍ୟର ହାତ ବଢାଇଲା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)। ଏ ନେଇ ଗତ ରବିବାର ଦିନ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି। ଆଇସିସିର ଏହି ପଦକ୍ଷେପରେ ସହାୟତା କରିବା ପାଇଁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ…

ମ୍ୟାଚରେ ଶତକ କରିଥିବାରୁ ଖେଳାଳିଙ୍କୁ ହେଆର୍ ଡ୍ରାୟର ଦେଲା ପାକିସ୍ତାନ

କରାଚି: ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍) ୨୦୨୫ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। କରାଚି କିଙ୍ଗସ୍ ବ୍ୟାଟସମ୍ୟାନ୍ ଜେମ୍ସ ଭିନ୍ସଙ୍କୁ ତାଙ୍କର ଚମତ୍କାର ଶତକ ପାଇଁ 'ହେୟାର ଡ୍ରାୟର'ରେ ପୁରସ୍କୃତ କରାଯାଇଥିଲା। ଏଭଳି ଅଜବ ପୁରସ୍କାର ପାଇଁ ସୋସିଆଲ ମିଡିଆରେ କରାଚି…

ରିତୁରାଜଙ୍କ ସ୍ଥାନରେ ଚେନ୍ନାଇ ଟିମରେ ସାମିଲ ହେବେ ଆୟୂଷ

ଚେନ୍ନାଇ: ଚଳିତ ଆଇପିଏଲରେ ଆଘାତ ସମସ୍ୟା ଯୋଗୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ରିତୁରାଜ ଗାଏକ୍ୱାଡ ବାକିତକ ମ୍ୟାଚରୁ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ଏବେ ମହେନ୍ଦ୍ର ସିଂ ଧୋନୀ ଦଳର ନେତୃତ୍ୱ ନେଉଛନ୍ତି । କ୍ରିକବିଜରେ ପ୍ରକାଶିତ ରିପୋର୍ଟ ମୁତାବକ ରିତୁରାଜଙ୍କ ବଦଳ ଖେଳାଳି ଭାବେ…

୭୩ତମ ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପ୍; ସେମିଫାଇନାଲରେ ଏହି ଦଳ

ଭୁବନେଶ୍ୱର: ଓଡ଼ିଶା ପୋଲିସ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମ ହକି କଂପ୍ଲେକ୍ସରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପ୍– ୨୦୨୫ ରବିବାର ଖେଳାଯାଇଛି। ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ ପଞ୍ଜାବ ଓ କର୍ଣ୍ଣାଟକ (ପୁରୁଷ) ପୋଲିସ ମଧ୍ୟରେ ହୋଇଥିଲା। ଏହି ମ୍ୟାଚରେ ପଞ୍ଜାବ,…

ସୋସିଆଲ ମିଡିଆରେ ପୂନର୍ବାର ମୁହାଁମୁହିଁ ହେଲେ ଭିନେଶ ଆଉ ବବିତା

ନୂଆଦିଲ୍ଲୀ: ଭାରତୀୟ କୁସ୍ତିରେ ଫୋଗଟ ପରିବାର ଯୋଗଦାନ ସର୍ବଦା ଆଗରେ ରହିବ । ମହାବୀର ସିଂ ଫୋଗଟଙ୍କ ପରେ ବବିତା ଓ ଗୀତା ମଧ୍ୟ ଦେଶ ପାଇଁ ବେଶ ନାମ କମାଇଥିଲେ । ତେବେ ଏହି ଦୁଇ ଭଉଣୀ ଏବଂ ସେମାନଙ୍କ ଦାଦାଙ୍କ ଝିଅ ତଥା ପ୍ରତିଷ୍ଠିତ ରେସଲର ଭିନେଶଙ୍କ ମଧ୍ୟରେ ସର୍ବଦା ବିବାଦ ଉପୁଜିଛି ।…

ସର୍ବଭାରତୀୟ ପୋଲିସ ହକି: ପଞ୍ଜାବ, ବିଏସଏଫ, ସିଆରପିଏଫ, ଆଇଟିବିପି ସେମିରେ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ ଚାଲିଥିବା ସର୍ବଭାରତୀୟ ପୋଲିସ ହକି ଚାମ୍ପିୟନଶିପର ସେମିଫାଇନାଲରେ ପଞ୍ଜାବ, ବିଏସଏଫ, ସିଆରପିଏଫ ଓ ଆଇଟିବିପି ପ୍ରବେଶ କରିଛନ୍ତି । ପ୍ରଥମ କ୍ୱାର୍ଟର ଫାଇନାଲରେ ପଞ୍ଜାବ ସମ୍ପୂର୍ଣ୍ଣ ଏକତରଫା ମ୍ୟାଚରେ କର୍ଣ୍ଣାଟକକୁ ୬-୦ରେ ପରାସ୍ତ କରିଛି । ବିଏସଏଫ ଓ…

ଆଇପିଏଲ: ପଡିଆରେ ବୁଲୁଛି ଅଜବ ପ୍ରକାରର ରୋବୋଟ

ୱାଙ୍ଖେଡ: ଇଣ୍ଡିଆନ ପ୍ରିମିୟର ଲିଗରେ ଅଧିକରୁ ଅଧିକ ଦର୍ଶକ କିପରି ଯୋଡି ରହିବେ ସେଥିପାଇଁ ଆୟୋଜକଙ୍କ ପକ୍ଷରୁ ଅନେକ ଉଦ୍ୟମ କରାଯାଉଛି । ଏଥର ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚରେ ଏକ ଭିନ୍ନ ଧରଣର ରୋବୋଟ ପଡିଆରେ ଦେଖିବାକୁ ମିଳିଥିଲ । ଅଭ୍ୟାସ ସେଶନରେ ଏହି ରୋବୋଟ ଡଗକୁ…

କୋହଲିଙ୍କ ୧୦୦ତମ ଅର୍ଦ୍ଧଶତକ, ଆରସିବିର ସହଜ ବିଜୟ

ଜୟପୁର: ଚଳିତ ଆଇପିଏଲ ୨୦୨୫ର ୨୮ତମ ମ୍ୟାଚରେ ବିରାଟ କୋହଲି ଓ ଫିଲ ସଲ୍ଟଙ୍କ ଚମତ୍କାର ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୯ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦ ଓଭରରେ ୪ ୱିକେଟ ହରାଇ ୧୭୩ ରନ କରିଥିଲା । ଯଶସ୍ୱୀ ଜୈସୱାଲ…

ମ୍ୟାଚ ପୂର୍ବରୁ ୪ ଦିନ ଜ୍ୱରରେ କମ୍ପୁଥିଲେ ଅଭିଷେକ

ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ର ୨୭ତମ ମ୍ୟାଚରେ ଅଭିଷେକ ଶର୍ମା ବିସ୍ଫୋରକ ଶତକ ଖେଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛନ୍ତି । ତାଙ୍କ ଇନିଂସ ବଳରେ ସନରାଇଜର୍ସ ହାଇଦ୍ରାବାଦ ହାଇ ସ୍କୋରିଂ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି । ତେବେ ମ୍ୟାଚ ପରେ ଅଭିଷେକ କହିଥିଲେ…