Latest Odisha News

BREAKING NEWS

Browsing Category

ଖେଳ

T20 World Cup : ପୁଣି ହାରିଲା ପାକିସ୍ତାନ, ବିଜୟ ସହ ସୁପର ୮ରେ ଟିମ୍ ଇଣ୍ଡିଆ

କଲମ୍ବୋ: ଟି ଟ୍ବେଣ୍ଟି ବିଶ୍ବକପରେ ଭାରତର ବଡ଼ ବିଜୟ। ପୁଣି ହାରିଲା ପାକିସ୍ତାନ। ପାକିସ୍ତାନ ବିପକ୍ଷରେ ଭାରତର ବଡ଼ ବିଜୟ। କଲମ୍ବୋରେ ପାକିସ୍ତାନକୁ ୬୧ ରନରେ ହରାଇଲା ଭାରତ। ୧୭୬ ଟାର୍ଗେଟକୁ ପିଛା କରି ପାକିସ୍ତାନ ୧୧୪ରେ ଅଲଆଉଟ୍। ହାର୍ଦ୍ଦିକ, ବୁମ୍‌ରା, ଅକ୍ଷର ଓ ବରୁଣଙ୍କୁ ୨ଟି ଲେଖାଏଁ…

ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ଆଶଙ୍କା

କଲମ୍ବୋ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଫେବୃୟାରୀ ୧୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମ୍ୟାଚ ଏଠାରେ ଆୟୋଜିତ ହେବ । ଭାରତୀୟ ଦଳ ଏଥିପାଇଁ କଲମ୍ବୋ ଗସ୍ତରେ ଯାଇ ସାରିଛି । ଭାରତ ଏବଂ ପାକିସ୍ତାନ ଗ୍ରୁପ ପର୍ଯ୍ୟାୟରେ ୨ଟି ଲେଖାଏଁ ମ୍ୟାଚରେ ବିଜୟ ହାସଲ କରି ଭଲ ସ୍ଥିତିରେ…

ବିଶ୍ୱକପରେ ଅଜବ ଗଜବ ସଂଯୋଗ: ଜିମ୍ବାୱେଠାରୁ ଅଷ୍ଟ୍ରେଲିଆ ହାରିଲେ, ଭାରତ ହେଉଛି ଚାମ୍ପିୟନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆକୁ ହରାଇ ଜିମ୍ବାୱେ ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ବଡ ବିପର୍ଯ୍ୟୟ ଘଟାଇଛି । ତେବେ ଏହି ପରାଜୟ ଭାରତୀୟ ପ୍ରଶଂସକଙ୍କୁ ଉତ୍ସାହିତ କରୁଛି । ବିଶ୍ୱକପରେ ଏକ ବଡ ସଂଯୋଗ ଅନୁସାରେ ଅଷ୍ଟ୍ରେଲିଆ ଯେବେ ବି ଜିମ୍ବାୱେକୁ ହରାଇଛି ଭାରତ ବିଶ୍ୱ ଚାମ୍ପିୟନ ହୋଇଛି । ଟି୨୦…

FIH Men’s Pro League: ପ୍ରୋଲିଗ୍‌ରେ ଭାରତୀୟ ଦଳର କ୍ରମାଗତ ୨ୟ ପରାଜୟ; ଆସନ୍ତାକାଲି ପୁଣି ବେଲଜିୟମକୁ…

ରାଉରକେଲା:ଘରୋଇ ଗ୍ରାଉଣ୍ଡରେ ପୁଣି ହାରିଲା ଭାରତ । ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ( Birsa Munda Hockey Stadium)ଠାରେ ଆୟୋଜିତ FIH ପୁରୁଷ ପ୍ରୋ ଲିଗ୍ 2025-26ରେ ଭାରତୀୟ ଦଳ କ୍ରମାଗତ ଦ୍ବିତୀୟ ଥର ପରାସ୍ତ ହୋଇଛି । ଗତ ବୁଧବାର ଦିନ ପ୍ରୋ ଲିଗ୍ ରେ ଭାରତ ନିଜର ପ୍ରଥମ…

ଅଷ୍ଟ୍ରେଲିଆକୁ ହରାଇ ବଡ ବିପର୍ଯ୍ୟୟ ଘଟାଇଲା ଜିମ୍ବାୱେ

କଲମ୍ବୋ: ଟି୨୦ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ଅଷ୍ଟ୍ରେଲିଆକୁ ହରାଇ ଜିମ୍ବାୱେ ବଡ ବିପର୍ଯ୍ୟୟ ସୃଷ୍ଟି କରିଛି । ପ୍ରେମଦାସା ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୨୦ ଓଭରରେ ୨ ୱିକେଟ ହରାଇ ୧୬୯ ରନ କରିଥିଲା । ବ୍ରାଏନ ବେନେଟ ୬୪, ଟାଡିୱାନସେ…

ରିୟାନ ପରାଗ ହେବେ ରାଜସ୍ଥାନ ରୟାଲ୍ସର ଅଧିନାୟକ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ନୂତନ ଅଧିନାୟକ ମିଳିଛି । ରିପୋର୍ଟ ମୁତାବକ ରିୟାନ ପରାଗଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିବା ପାଇଁ ଟିମ ମ୍ୟାନେଜମେଂଟ ସମସ୍ତ ପ୍ରସ୍ତୁତି ଶେଷ କରିଛି । ଏବେ କେବଳ ଔପଚାରିକ ଘୋଷଣା ବାକି ରହିଛି । ରାଜସ୍ଥାନର ଅଧିନାୟକ ସଞ୍ଜୁ ସାମସନ…

ପାକିିସ୍ତାନ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆର ମୁଣ୍ଡ ବିନ୍ଧାଉଛି ଏହି ସବୁ କାରଣ

ନୂଆଦିଲ୍ଲୀ: ଫେବୃୟାରୀ ୧୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଟି୨୦ ବିଶ୍ୱକପ ୨୦୨୬ର ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଖେଳାଯିବ । ଏହି ହାଇ ଭୋଲଟେଜ ମୁକାବିଲା ପାଇଁ ଉଭୟ ଦଳ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ତେବେ କେତେଗୁଡିଏ ସମସ୍ୟା ଟିମ ଇଣ୍ଡିଆର ମୁଣ୍ଡବିନ୍ଧାର କାରଣ ସାଜିଛି । ଷ୍ଟାର ତଥା…

ଈଶାନ, ହାର୍ଦ୍ଦିକଙ୍କ ବିସ୍ଫୋରକ ଅର୍ଦ୍ଧଶତକ: ନାମ୍ବିଆକୁ ସହଜରେ ହରାଇଲା ଭାରତ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଏଠାରେ ଅନୁଷ୍ଠିତ ନାମ୍ବିଆ ବିପକ୍ଷ ମୁକାବିଲାକୁ ଭାରତ ୯୩ ରନରେ ଜିତିନେଇଛି । ଈଶାନ କିଶାନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୨୧୦ ରନର ବିଜୟ ଲକ୍ଷ୍ୟ ନାମ୍ବିଆ…

ରୋହିତ କହିଲେ ୨୦୨୭ ବିଶ୍ୱକପ ଖେଳିବା ମୋର ସ୍ୱପ୍ନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ରୋହିତ ଶର୍ମା ସ୍ପଷ୍ଟ ଭାବେ କହିଛନ୍ତି ଯେ, ସେ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ଭାରତ ପାଇଁ ଦିନିକିଆ ବିଶ୍ୱକପ ଜିତିବା ଏବଂ ଏହାର ଅଂଶବିଶେଷ ହେବାକୁ ନିଶ୍ଚିତ ଭାବେ ଚାହିଁବି । ଏଥିପାଇଁ…

ଈଶାନ, ହାର୍ଦ୍ଦିକଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ନୂଆଦିଲ୍ଲୀ: ଟି ୨୦ ବିଶ୍ୱକପ କ୍ରିକେଟରେ ଈଶାନ କିଶାନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୨୧୦ ରନର ବିଜୟ ଲକ୍ଷ୍ୟ ନାମ୍ବିଆ ସମ୍ମୁଖରେ ରଖିଛି । ଟସ ଜିତି ନାମ୍ବିଆ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲ । ଭାରତ ୨୦ ଓଭରରେ ୯ ୱିକେଟ ହରାଇ ୨୦୯ ରନ…