Latest Odisha News

BREAKING NEWS

Browsing Category

ଖେଳ

କୋହଲିଙ୍କ ସ୍ଥାନରେ ପାର୍ଥୀବ ହୋଇଥାନ୍ତେ ଅଧିନାୟକ

ବେଙ୍ଗାଲୁର: ଭାରତର ପୂର୍ବତନ ୱିକେଟକିପର ପାର୍ଥୀବ ପଟେଲ ଆଇପିଏଲକୁ ନେଇ ଏକ ବଡ ଖୁଲାସା କରିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରରେ ସେ ଖେଳୁଥିବା ବେଳେ ଟିମ ମ୍ୟାନେଜମେଂଟ ତାଙ୍କୁ କୋହଲିଙ୍କ ସ୍ଥାନରେ ଅଧିନାୟକ କରିବାକୁ ଚାହୁଁଥିଲେ ବୋଲି ସେ କହିଛନ୍ତି ।୨୦୧୯ ଆଇପିଏଲ୍ ସିଜନ୍…

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ୨୦୨୬: ଓହରିଗଲା ପାକିସ୍ତାନ, ବାଂଲାଦେଶକୁ ମିଳିଲା ସୁଯୋଗ

ମୋହାଲି : ଆସନ୍ତା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ୨୦୨୬ ହକି ଟୁର୍ଣ୍ଣାମେଣ୍ଟରୁ ପାକିସ୍ତାନ ନିଜର ନାମ ପ୍ରତ୍ୟାହାର କରିନେଇଛି । ଏହି ଟୁର୍ଣ୍ଣାମେଣ୍ଟ ଭାରତର ପଞ୍ଜାବରେ ଆୟୋଜିତ ହେବାକୁ ଥିବାବେଳେ, ନିରପେକ୍ଷ ସ୍ଥାନରେ ମ୍ୟାଚ୍ ଖେଳିବା ପାଇଁ ପାକିସ୍ତାନ କରିଥିବା ଦାବିକୁ ଏସୀୟ ହକି ମହାସଂଘ…

ସିଓଇର ଚାଂଚଲ୍ୟକର ରିପୋର୍ଟ ପଡିଲା ପଦାରେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଆଘାତ ସମସ୍ୟା ଲାଗି ରହିଛି । ଏଥିନେଇ ସେଂଟର ଅଫ ଏକ୍ସିଲେନ୍ସ ସମାଲୋଚିତ ହୋଇଛି । ବିସିସିଆଇର ସେଣ୍ଟର ଅଫ୍ ଏକ୍ସଲେନ୍ସର ବାର୍ଷିକ ରିପୋର୍ଟ ଆଧାରରେ ଭାରତୀୟ କ୍ରିକେଟରମାନଙ୍କ ଆଘାତ ଓ ରିହାବ୍  ପ୍ରକ୍ରିୟା ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ…

ୱିକେଟକିପର ସାଜିଲେ ଯଶସ୍ୱୀ ଜୈସୱାଲ !

ମୁମ୍ବାଇ: ଟିମ୍ ଇଣ୍ଡିଆର ତାରକା ଓପନର ଯଶସ୍ୱୀ ଜୈସୱାଲ ଏବେ ୱିକେଟକିପିଂ କରୁଥିବାର ନଜର ଆସିଛନ୍ତି । ମୁମ୍ବାଇ ପାଇଁ ଆଗାମୀ ରଣଜୀ ମ୍ୟାଚ୍‌ରେ ସେ ୱିକେଟକିପିଂ ଦାୟିତ୍ୱ ତୁଲାଇପାରନ୍ତି । ବର୍ତ୍ତମାନ ଯଶସ୍ୱୀ କେବଳ ଟେଷ୍ଟ କ୍ରିକେଟ୍‌ରେ ଭାରତୀୟ ଦଳର ନିୟମିତ ସଦସ୍ୟ ଅଛନ୍ତି ।  ଟି୨୦ ଦଳରୁ…

ହୀରୋ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଉପରେ ଭାରତୀୟ ପୁରୁଷ ହକି ଦଳର ନଜର

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ହକି ଦଳର ଐତିହାସିକ ଲଗାତାର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ବିଜୟର ଉତ୍ସବ ପରେ ଏବେ ପରବର୍ତ୍ତୀ ବଡ଼ ଚ୍ୟାଲେଞ୍ଜ ଆଡ଼କୁ ସମସ୍ତଙ୍କ ନଜର ଯାଇଛି । ଅକ୍ଟୋବର ୨୭ ରୁ ନଭେମ୍ବର ୫ ପର‌୍ୟ୍ୟନ୍ତ ଜଳନ୍ଧର ଏବଂ ମୋହାଲିରେ ଆୟୋଜିତ ହେବାକୁ ଥିବା 'ହୀରୋ…

ଅଷ୍ଟ୍ରେଲୀୟ କ୍ରିକେଟର ଜେକ୍ ୱେଦରାଲ୍ଡ ଗୁରୁତର ଆହତ: ବାଉଣ୍ଡ୍ରିରେ ମେଟାଲ୍ ବୋର୍ଡ ସହ ପିଟି ହୋଇଯାଇଥିଲା ମୁଣ୍ଡ

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆର ଓପନର ଜେକ୍ ୱେଦରାଲ୍ଡ ଫିଲ୍ଡିଂ ସମୟରେ ଗୁରୁତର ଭାବେ ଆହାତ ହୋଇଛନ୍ତି । ଶେଫିଲ୍ଡ ଶିଲ୍ଡ ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ଭିକ୍ଟୋରିଆ ବିପକ୍ଷରେ ଫିଲ୍ଡିଂ କରୁଥିବା ସମୟରେ ବାଉଣ୍ଡ୍ରି ନିକଟରେ ଥିବା ଏକ ମେଟାଲ୍ ଆଡଭରଟାଇଜିଂ ବୋର୍ଡ ସହ ତାଙ୍କ ମୁଣ୍ଡ ପିଟି…

ଜାତୀୟ ଟାଏକୋଣ୍ଡୋ ଚାମ୍ପିୟନସିପ: ଓଡିଶା ଟିମ ଜିତିଲା ୪୯ ପଦକ

ପୁରୀ: ଚଳିତ ବର୍ଷ ଟାଏକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆ ଓ ମଧ୍ୟପ୍ରଦେଶ ଟାଏକୋଣ୍ଡୋ ସଂଘ ମିଳିତ ଆନୁକୂଲ୍ୟରେ ମଧ୍ୟପ୍ରଦେଶର ଇଣ୍ଡୋରଠାରେ ଜାତୀୟ ସବ ଜୁନିଅର ଓ ଜୁନିଅର କିରୋଗୀ ଓ ପୁଂସି ଟାଏକୋଣ୍ଡୋ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି ।  ଭାରତର ବିଭିନ୍ନ ରାଜ୍ୟରୁ ସର୍ବମୋଟ ୧୦୫୦ ରୁ ଉର୍ଦ୍ଧ…

ପୁଣି ଡ୍ରପ୍ ହେଲେ ବି ଫରକ ପଡ଼ିବନି,ମନର କଥା ଖୋଲି କହିଲେ ଇଶାନ

ନୂଆଦିଲ୍ଲୀ: ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ପରେ ନିଜର ମାନସିକ ପରିବର୍ତ୍ତନ, ଭୁଲ୍ ଏବଂ ଅତୀତର କଠିନ ସମୟ ବିଷୟରେ  ୱିକେଟକିପର-ବ୍ୟାଟର ଇଶାନ କିଶନ ଖୋଲାଖୋଲି ଆଲୋଚନା କରିଛନ୍ତି । ୨୦୨୩ ଶେଷ ଆଡ଼କୁ ଟିମ୍‌ରୁ ବାହାରିବା ଏବଂ ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ହରାଇବା ପରେ, ସେ…

ଇତିହାସ ଆପଣଙ୍କ ପ୍ରତି ଉଦାର ରହିବ: ଅଗରକରଙ୍କ ବିଦାୟରେ ଭାବବିହ୍ୱଳ ହେଲେ ଗମ୍ଭୀର

ନୂଆଦିଲ୍ଲୀ: ଭାରତୀୟ ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା  ପଦରୁ ଅଜିତ୍ ଅଗରକର ଓହରିବା ପରେ, ଟିମ୍ ଇଣ୍ଡିଆର ହେଡ କୋଚ ଗୌତମ ଗମ୍ଭୀର ତାଙ୍କ ପାଇଁ ଏକ ଅତ୍ୟନ୍ତ ଭାବପୂର୍ଣ୍ଣ ବିଦାୟୀ ସନ୍ଦେଶ ଲେଖିଛନ୍ତି । ଇତିହାସ ଆପଣଙ୍କ ପ୍ରତି ଉଦାର ରହିବ ଗମ୍ଭୀର ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ…

୨୦୨୭ ବିଶ୍ୱକପ୍‌ରେ ବୁମରା-ଭୁବନେଶ୍ୱର ଯୋଡ଼ି ? 

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳକୁ ପ୍ରାୟ ୪ ବର୍ଷ ପରେ ସିନିୟର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ପ୍ରତ୍ୟାବର୍ତ୍ତନ କରିଛନ୍ତି ।  ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଟି୨୦ ଦଳରେ ସାମିଲ ହେବା ପରେ, ପୂର୍ବତନ ସ୍ପିନର ଆର. ଅଶ୍ୱିନ୍ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି । ଅଶ୍ୱିନ୍‌ଙ୍କ ମତରେ, ୨୦୨୭…