Latest Odisha News

BREAKING NEWS

Browsing Category

ଖେଳ

୫୯ ବଲ ବାକି ଥାଇ ଚେନ୍ନାଇକୁ ହରାଇଲା କେକେଆର

ଚେପକ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ ଚେନ୍ନାଇ ସୁପର କିଙ୍ଗସର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଉଭୟ ବ୍ୟାଟିଂ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ସମ୍ପୂର୍ଣ୍ଣ ଏକତରଫା ଭାବେ ଚେନ୍ନାଇକୁ ପରାସ୍ତ କରିଛି । ହାତରେ ୫୯ ବଲ ବାକି…

ଜେମ୍ସ ଆଣ୍ଡରସନଙ୍କୁ ମିିଳିବ ନାଇଟହୁଡ ସମ୍ମାନ

ଲଣ୍ଡନ: ଇଂଲଣ୍ଡର ପୂର୍ବତନ କ୍ରିକେଟର ଜେମ୍ସ ଅଣ୍ଡେରସନଙ୍କୁ ଦେଶର ବଡ ସମ୍ମାନ ଦିଆଯିବ । କ୍ରିକେଟ ପାଇଁ ଯୋଗଦାନ ନିମନ୍ତେ ତାଙ୍କୁ ନାଇଟହୁଡ ସମ୍ମାନରେ ସମ୍ମାନୀତ କରାଯିବ । ଆନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ପେସ ବୋଲର ଭାବେ ସେ ସର୍ବାଧିକ ୱିକେଟ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି ।…

ଭାରତ ହେବ କି ଏଏଫ୍‌ସି ଏସିଆନ କପ୍ ୨୦୩୧ର ଆୟୋଜକ ଦଳ ?

ନୂଆଦିଲ୍ଲୀ: ଭାରତ ପାଇଁ ଏକ ବଡ଼ ଖବର ଆସିଛି। ଭାରତ କରିପାରେ ୨୦୩୧ ଏଏଫ୍‌ସି ଏସିଆନ କପ୍ ଆୟୋଜନ । ଭାରତ ସମେତ ୭ଟି ଦେଶ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ବିଡ୍ ଦାଖଲ କରିଛନ୍ତି । ସେଥି ମଧ୍ୟରୁ ଗୋଟିଏ ମିଳିତ ବିଡ୍‌ ଦାଖଲ ହୋଇଛି । ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)…

ଆଇପିଏଲରେ ଧୋନୀ ରଚିଲେ ଇତିହାସ

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଇପିଏଲରେ ଇତିହାସ ରଚିଛନ୍ତି । ଧୋନୀ ଚେନ୍ନାଇର ଅଧିନାୟକ ପଦ ଛାଡିବା ପାଇଁ ଯେତେ ଚେଷ୍ଟା କରୁଥିଲେ ପଦ ଏହା ତାଙ୍କ ପିଛା ଛାଡୁନି । ରିତୁରାଜ ଗାଏକ୍ୱାଡ ଆଘାତ ସମସ୍ୟା ଯୋଗୁ ଓହରିଯିବା ପରେ ଏବେ ଧୋନୀଙ୍କୁ ପୂନର୍ବାର ଦଳର…

କେକେଆର ପରେ ଆରସିବି ଘରୋଇ ପିଚକୁ ଦେଲା ଦୋଷ

ବେଙ୍ଗାଲୁର: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୫ଟି ମ୍ୟାଚରୁ ୨ଟି ମୁକାବିଲାରେ ପରାଜିତ ହୋଇଛି । ଏହି ଦୁଇ ମ୍ୟାଚ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଇଥିଲା । ଘରୋଇ ପିଚରେ କ୍ରମାଗତ ପରାଜୟକୁ ଆରସିବି ଟିମ ମ୍ୟାନେଜମେଂଟ ସହଜରେ ଗ୍ରହଣ କରିପାରି ନାହିଁ । ଓଭରାଲ ଦେଖିବାକୁ…

ମହିଳା ହକି ସିରିଜ: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳିବ ୫ ମ୍ୟାଚ୍

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳ ୨୬ ଏପ୍ରିଲରୁ ୪ ମଇ ୨୦୨୫ ପର୍ଯ୍ୟନ୍ତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆର ଗସ୍ତ କରିବ । ଭାରତୀୟ ଦଳ ଅଷ୍ଟ୍ରେଲିଆର ଦୁଇଟି ମହିଳା ଦଳ ବିପକ୍ଷରେ ପାଞ୍ଚଟି ମ୍ୟାଚ ଖେଳିବ । ଭାରତ ଅଷ୍ଟ୍ରେଲିଆ -ଏ ବିପକ୍ଷରେ ଦୁଇଟି ମ୍ୟାଚ୍ ସହିତ ସିରିଜ…

ପାଟୀଦାରଙ୍କ ଉପରେ ରାଗିଗଲେ କି କୋହଲି

ବେଙ୍ଗାଲୁର: ଚଳିତ ଆଇପିଏଲରେ କେଏଲ ରାହୁଲଙ୍କ ଚମତ୍କାର ବ୍ୟାଟିଂ ସହାୟତରେ ଦିଲ୍ଲୀ କ୍ୟାପିଟାଲ୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରକୁ ୮ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚ ଅବସରରେ କୋଚ ଦୀନେଶ କାର୍ତିକଙ୍କ ସହ ବିରାଟ କୋହଲି ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା । କୋହଲି ଅଧିନାୟକ…

ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପ: ପଞ୍ଜାବ ଦଳର ଏକତରଫା ବିଜୟ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପର ଚତୁର୍ଥ  ଦିନରେ  ୭ଟି ମ୍ୟାଚ ଖେଳାଯାଇଛି। ଗୁରୁବାର ସକାଳ ଅଧିବେଶନରେ ୪ଟି ମ୍ୟାଚ ଖେଳାଯାଇଥିଲା । ଦ୍ବିତୀୟ ଅଧିବେଶନରେ ତିନିଟି ମ୍ୟାଚ ଖେଳାଯାଇଛି । ତେବେ ଅପରାହ୍ଣ ୪ଟାରେ ଚତୁର୍ଥ  ଦିନର…

ଆଇପିଏଲରେ କୋହଲିଙ୍କ ଆଉ ଏକ କୀର୍ତିମାନ

ବେଙ୍ଗାଲୁର: ଇଣ୍ଡିଆନ ପ୍ରିମିୟର ଲିଗରେ ବିରାଟ କୋହଲି ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଏହି ବ୍ୟାଟ୍ସମ୍ୟାନ ଚଳିତ ୧୮ତମ ସଂସ୍କରଣରେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ୧୦୦୦ ବାଉଣ୍ଡରୀ ଶଟ ଖେଳିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଅକ୍ଷର…

ଜମି ଓ ଚାକିରି ବଦଳରେ ଭିନେଶ ଫୋଗଟ ଚାହାଁନ୍ତି ୪ କୋଟି ନଗଦ ଟଙ୍କା

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ତଥା ଜିନ୍ଦର ଜୁଲାନା ବିଧାନସଭା କଂଗ୍ରେସ ବିଧାୟକ ଭିନେଶ ଫୋଗଟ ହରିୟାଣା ସରକାରଙ୍କୁ ତାଙ୍କ ପସନ୍ଦ ଜଣାଇ ଦେଇଛନ୍ତି। ଏପରିକି ସରକାରଙ୍କ ଦ୍ୱାରା ଦିଆଯାଇଥିବା ତିନୋଟି ବିକଳ୍ପ ମଧ୍ୟରୁ ଭିନେଶ ନଗଦ ପୁରସ୍କାର ବାଛିଛନ୍ତି। ରାଜ୍ୟର କ୍ରୀଡା ନୀତି ଅନୁଯାୟୀ ୪…