Latest Odisha News

BREAKING NEWS

Browsing Category

ଖେଳ

ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପ ୨୦୨୫: ଆଜି ୟୁପି -ଓଡିଶା ପୋଲିସ ମୁହାଁମୁହିଁ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପ ୨୦୨୫ର ଆଜି ହେଉଛି ତୃତୀୟ ଦିନ। ତେବେ ତୃତୀୟ ଦିନର ସକାଳ ସମୟରେ ୪ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ବୁଧବାର ପ୍ରଥମ ମ୍ଯାଚ ଚଣ୍ଡିଗଡ଼ ଓ ଉତ୍ତରାଖଣ୍ଡ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ…

କୋହଲି ସମ୍ପୂର୍ଣ୍ଣ ବଦଳି ଯାଇଛନ୍ତି, ଚିନ୍ତାରେ ବୋଲର

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଏଥର ଆଇପିଏଲରେ ଜବରଦସ୍ତ ଫର୍ମରେ ରହିଛନ୍ତି । ସେ ସମ୍ପୂର୍ଣ୍ଣ ନୂତନ ଶୈଳୀରେ ବୋଲିଂ କରୁଛନ୍ତି ବୋଲି ମହାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର କହିଛନ୍ତି । କୋହଲି ସାଧାରଣତଃ ବଡ ଶଟ ଇନିଂସର ଶେଷ ଭାଗରେ ମାରିବାକୁ ଚେଷ୍ଟା କରିଥାନ୍ତି ।…

ଓଡିଶା ସରକାର ଓ ପୋଲିସଙ୍କୁ ଧନ୍ୟବାଦ ଜଣାଇଲେ ଷ୍ଟାର ଫ୍ଲେୟାର ମନପ୍ରୀତ ସିଂ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ୭୩ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତା ଆରମ୍ଭ ହୋଇଛି । ଏଥିରେ ୨୬ଟି ପୁରୁଷ ଦଳ ଓ ୯ଟି ମହିଳା ଦଳ ଅଂଶଗ୍ରହଣ କରିଛନ୍ତି । ମୋଟ ୪୮ଟି ମ୍ୟାଚ୍‌ ଖେଳାଯିବ ।  ତେବେ ଭାରତୀୟ ହକି ଦଳର ଷ୍ଟାର ମିଡଫିଲ୍ଡର ମନପ୍ରୀତ ସିଂ ପଞ୍ଜାବ ପୋଲିସ ଦଳ ପକ୍ଷରୁ…

ପୂର୍ବତନ ଅଲରାଉଣ୍ଡରଙ୍କ ରାଜନୈତିକ ମଇଦାନରେ ଡେବ୍ୟୁ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଖେଳାଳି କେଦାର ଯାଦବ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ ହୋଇଛନ୍ତି। ମଙ୍ଗଳବାର ମହାରାଷ୍ଟ୍ର ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ତଥା ବିଜେପି ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାଭନକୁଲେଙ୍କ ଉପସ୍ଥିତିରେ…

ପ୍ରିୟାଂଶଙ୍କୁ ନେବା ପାଇଁ ନିଲାମରେ ଜିଦ କରିଥିଲେ ପ୍ରୀତି

ମୁଲାନପୁର: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚରେ ପଞ୍ଜାବ କିଙ୍ଗସର ପ୍ରିୟାଂଶ ଆର୍ଯ୍ୟ ବିସ୍ଫୋରକ ଶତକ ଖେଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି । ସେ ୩୯ ବଲରେ ୯ ଛକା ଓ ୭ ଚୌକା ସହାୟତାରେ ଶତକ ହାସଲ କରିଥିଲେ । ସେ ଶତକ ହାସଲ କରିବା ମାତ୍ରେ ପ୍ରୀତି ଜିଂଟା…

ରାହାଣେ, ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ ବ୍ୟର୍ଥ, ୪ ରନରେ ହାରିଲା କେକେଆର

କୋଲକାତା: ଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ରିଙ୍କୁ ସିଂଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ୱେ ଏଠାରେ ଅନୁଷ୍ଠିତ ହାଇସ୍କୋରିଂ ଆଇପିଏଲ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସ ୪ ରନରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ନିକଟରୁ ପରାଜିତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୨୦ ଓଭରରେ ୩ ୱିକେଟ ହରାଇ ୨୩୮…

୧୦ ବର୍ଷ ପରେ ଏମଆଇର ଘରୋଇ ପିଚରେ ବିଜୟୀ ହେଲା ଆରସିବି

ମୁମ୍ବାଇ: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ଏହି ମ୍ୟାଚ ଆଇପିଏଲ ୨୦୨୫ର ୨୦ ନମ୍ବର ମ୍ୟାଚ ଥିଲା ଏବଂ ଏପ୍ରିଲ ୭ ତାରିଖ ସୋମବାର ଦିନ ଖେଳା ଯାଇଥିଲା। ଶେଷ ଓଭର…

୭୩ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ୭୩ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତା ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ବି.ଏସ.ଏଫ ୯-୨ ଗୋଲ ବ୍ୟବଧାନରେ ତେଲେଙ୍ଗନା ପୋଲିସ ଦଳକୁ ପରାସ୍ତ କରିଥିଲା । ସେହିପରି ଆଇଟିବିପି ଓ ଉତ୍ତରାଖଣ୍ଡ ପୋଲିସ ମଧ୍ୟରେ ଦ୍ଵିତୀୟ ମ୍ୟାଚ ଖେଳାଯାଇଥିଲା । ଏହି…

ପ୍ରଥମ ଭାରତୀୟ ଭାବେ ଟି୨୦ରେ ଏହି ରେକର୍ଡ କଲେ କୋହଲି

ବେଙ୍ଗାଲୁର: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ ଅବସରରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଷ୍ଟାର ଖେଳାଳି ବିରାଟ କୋହଲି ଆଉ ଏକ କୀର୍ତିମାନ ନିଜ ନାମରେ ଯୋଡିଛନ୍ତି । ସେ ଭାରତର ପ୍ରଥମ ଖେଳାଳି ଭାବେ ଟି୨୦ କ୍ରିକେଟରେ ୧୩୦୦୦ ରନ ପୂର୍ଣ୍ଣ କରିଛନ୍ତି । ବିଶ୍ୱ କ୍ରିକେଟରେ…

ସମାଲୋଚନା ପରେ ଅଶ୍ୱୀନ ନେଲେ ଏହି ନିଷ୍ପତି

ଚେନ୍ନାଇ: ଚଳିତ ଆଇପିଏଲରେ ରବିଚନ୍ଦ୍ରନ ଅଶ୍ୱୀନଙ୍କ ୟୁଟ୍ୟୁବ ଚ୍ୟାନେଲ ଚେନ୍ନାଇ ସୁପର କିଙ୍ଗସର ବାକି ମ୍ୟାଚ କଭର କରିବ ନାହିଁ ବୋଲି ନିଷ୍ପତି ନେଇଛି । ତାଙ୍କ ଚ୍ୟାନେଲ ମଜାଳିଆ ଢ଼ଙ୍ଗରେ କ୍ରିକେଟ ଆନାଲିସିସ କରିଥାଏ । ତେବେ ଗତ ମ୍ୟାଚରେ ନୂର ଅହମ୍ମଦଙ୍କୁ ଖେଳାଯିବା ଆବଶ୍ୟକ ନ ଥିଲା ବୋଲି…