Latest Odisha News

BREAKING NEWS

Browsing Category

ଖେଳ

ବିଦାୟ ବନ୍ଦନା

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳର ଦିଗଜ ଖେଳାଳି ବନ୍ଦନା କଟାରିଆ ମଙ୍ଗଳବାର ଦିନ ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି । ୧୫ ବର୍ଷ ଧରି ଭାରତ ପାଇଁ ଖେଳୁଥିବା ବନ୍ଦନା ୩୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଏବଂ ୧୫୮ ଗୋଲ ସହିତ, ଭାରତୀୟ ମହିଳା ହକି ଇତିହାସରେ ସର୍ବାଧିକ କ୍ୟାପ୍ ଖେଳାଳି…

ହାର୍ଦ୍ଦିକ-ଜସ୍ମିନଙ୍କ ମଧ୍ୟରେ କିଛି ତ ଚାଲିଛି

ମୁମ୍ବାଇ: ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ବ୍ରିଟିଶ ଗାୟକ ଜସ୍ମିନ ୱାଲିୟାଙ୍କ ବନ୍ଧୁତା ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର କାରଣ ସାଜିଛି । ଉଭୟ ପରସ୍ପରକୁ ଭଲ ପାଉଥିବା ନେଇ ମଧ୍ୟ ଆଲୋଚନା ହେଉଛି । କୋଲକାତା ନାଇଟ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ ଅବସରରେ ଏ…

ରାଜଗିରରେ ଆୟୋଜିତ ହେବ ଏସିଆ କପ୍ ୨୦୨୫; ୨୯ଅଗଷ୍ଟରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ

ନୂଆଦିଲ୍ଲୀ: ପୁଣି ବିହାରକୁ ଫେରିଲା ହକି । ବିହାରର ରାଜଗିର ସହରରେ ହକି ଏସିଆ କପ୍ ୨୦୨୫ ଆୟୋଜିତ ହେବ । ସୋମବାର ହକି ଇଣ୍ଡିଆ ଏବଂ ବିହାର ରାଜ୍ୟ କ୍ରୀଡ଼ା ପ୍ରାଧିକରଣ ମଧ୍ୟରେ ଏ ସମ୍ପର୍କରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ୨୯ ଅଗଷ୍ଟରୁ ୭ ସେପ୍ଟେମ୍ବର ପର୍ଯ୍ୟନ୍ତ…

ଚଳିତ ସିଜନରେ ମୁମ୍ବାଇର ପ୍ରଥମ ବିଜୟ ହାସଲ

ମୁମ୍ବାଇ:ଚଳିତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଦୁଇ ମ୍ୟାଚରେ ପରାଜିତ ପରେ ସୋମବାର ଦିନ ବିଜୟ ସହ ପଏଣ୍ଟ ଖାତା ଖୋଲିଛି। ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ୮ ଓ୍ବିକେଟରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ କରିଛି। ତେବେ ନିଜର ଡେବ୍ୟୁ ମ୍ୟାଚରେ ୪ ଓ୍ବିକେଟ…

ବାପାଙ୍କୁ ହରାଇଥିଲେ, କ୍ରିକେଟ ପଡ଼ିଆକୁ ଫେରିବାର ସମ୍ଭାବନା କମ୍ ଥିଲା; ଏବେ ଦୁନିଆ କରୁଛି ଚର୍ଚ୍ଚା

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଅଶ୍ୱିନୀ କୁମାର ମାର୍ଚ୍ଚ ୩୧ରେ ଆଇପିଏଲରେ ପ୍ରଥମ ମ୍ୟାଚ ଖେଳିଛନ୍ତି। ଏହି ବାମହାତୀ ପେଶ ବୋଲର ନିଜର ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ (କେକେଆର) ବିପକ୍ଷରେ ନିଜର ପ୍ରଦର୍ଶନ ଦେଖାଇଛନ୍ତି। ମୁମ୍ବାଇର ଓ୍ୱାଙ୍ଖେଡ଼େ ଷ୍ଟାଡିୟମରେ ୩ ଓଭରରେ ୨୪…

୫୭ତମ ଜାତୀୟ ଖୋ ଖୋ ଚମ୍ପିୟାନସିପ ଉଦଘାଟିତ

ପୁରୀ: ତାଳବଣିଆ ସ୍ପୋର୍ଟ୍ସ ଗ୍ରାଉଣ୍ଡ ପରିସରରେ ୫ ଦିନିଆ ଜାତୀୟ ୫୭ ତମ ପୁରୁଷ ଓ ମହିଳା ଖୋ ଖୋ ଚମ୍ପିୟାନସିପ୍ ଉଦଘାଟିତ ହୋଇଯାଇଛି`। ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ରେଲୱେ, ପୋଷ୍ଟାଲ ଇତ୍ୟାଦି ର ୮୦ ଟିମ ସାମିଲ ହୋଇଛନ୍ତି । ଅପ୍ରେଲ ୪ ତାରିଖରେ ଏହା ଉଦଯାପିତ ହେବ  । ରାଜ୍ୟ…

ୱାର୍ଣ୍ଣେଙ୍କ ମୃତ୍ୟୁ ରହସ୍ୟ: ଘରୁ ମିଳିଥିଲା ଉତେଜକ ଔଷଧ

ସିଡନୀ: ଅଷ୍ଟ୍ରେଲିଆ କ୍ରିକେଟର ମହାନ ସ୍ପିନର ଶେନ ୱାର୍ଣ୍ଣେଙ୍କ ଏପ୍ରିଲ ୨୦୨୨ରେ ହୃଦଘାତରେ ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁକୁ ନେଇ ପୂର୍ବରୁ ଅନେକ ଆଶଙ୍କା ବ୍ୟକ୍ତ କରାଯାଇଛି । ଏବେ ଡେଲି ମେଲରେ ପ୍ରକାଶିତ ନୂତନ ରିପୋର୍ଟ ଅନୁସାରେ…

ଟିମ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ଭାରତ ଏହି ଗସ୍ତରେ ୩ଟି ଦିନିକିଆ ଏବଂ ୫ଟି ଟି୨୦ ମ୍ୟାଚ ଖେଳାଯିବ । କ୍ରିକେଟ ଅଷ୍ଟ୍ରେଲିଆ ଏହି ଅବସରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଏବଂ ଆଶେସର କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରିଛି ।…

ଦିଲ୍ଲୀ କ୍ୟାପିଟାଲ୍ସର କ୍ରମାଗତ ଦ୍ୱିତୀୟ ବିଜୟ

ବିଶାଖପଟନମ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଜବରଦସ୍ତ ଫର୍ମରେ ରହି କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଏଠାରେ ରବିବାର ଖେଳାଯାଇଥିବା ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ୭ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ସହଜରେ…

ଧୋନୀଙ୍କୁ ପ୍ରଡକ୍ଟ ଭାବେ ବ୍ୟବହାର କରୁଛି କି ଚେନ୍ନାଇ

ମହେନ୍ଦ୍ର ସିଂ ଧୋନୀ ଜଣେ ଭଲ ଅଧିନାୟକ ଏବଂ ଶ୍ରେଷ୍ଠ ଫିନିଶର ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗରେ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ ୫ଥର ଚାମ୍ପିୟନ ହୋଇଛି । ଏଥିପାଇଁ ଚେନ୍ନାଇ ପ୍ରଶଂସକ ତାଙ୍କ ପାଇଁ ଏକପ୍ରକାର ପାଗଳ ହୋଇ…