Latest Odisha News

BREAKING NEWS

Browsing Category

ଖେଳ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଲାଗିଲା ୧୨ ଲକ୍ଷ ଟଙ୍କାର ଜରିମାନା

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଚଳିତ ଆଇପିଏଲରେ ଦଣ୍ଡିତ ହୋଇଛନ୍ତି । ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚରେ ଧିମା ବୋଲିଂ ହାର ନେଇ ତାଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି । ଗତ ସଂସ୍କରଣରେ ଅବଶ୍ୟ ଧିମା ବୋଲିଂ ହାର ନେଇ ଦଣ୍ଡିତ ହେବା ଯୋଗୁ ହାର୍ଦ୍ଦିକ ଚଳିତ…

ପଡିଆରେ ପାଦ ଦେଉ ଦେଉ ଆଉ ଏକ ରେକର୍ଡ କଲେ ରୋହିତ

ଅହମ୍ମଦାବାଦ: ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚରେ ପଡିଆରେ ପାଦ ଦେଉ ଦେଉ ଆଉ ଏକ ରେକର୍ଡ କରିଛନ୍ତି । ରୋହିତ ୪୫୦ ଟି୨୦ ମ୍ୟାଚ ଖେଳିବାରେ ପ୍ରଥମ ଭାରତୀୟ ହୋଇଛନ୍ତି । ରୋହିତଙ୍କ ପଛକୁ ଦୀନେଶ କାର୍ତିକ ୪୧୨ ମ୍ୟାଚ ସହ ଦ୍ୱିତୀୟ…

ଆଇପିଏଲ: ରାହୁଲଙ୍କ ପ୍ରତ୍ୟାବର୍ତନ, ହାଇଦ୍ରାବାଦ ବିପକ୍ଷରେ ଖେଳିବେ

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ଭାରତୀୟ ୱିକେଟକିପର ଓ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ ଖେଳି ନାହାନ୍ତି । ରାହୁଲଙ୍କ ପତ୍ନୀ ଆଥିୟା ଶେଟ୍ଟୀ ମାର୍ଚ୍ଚ ୨୪ରେ ଏକ କନ୍ୟା ସନ୍ତାନର ମାଆ ହୋଇଛନ୍ତି । ଏହି କାରଣ ଯୋଗୁ ରାହୁଲ ଲକ୍ଷ୍ନୌ ସୁପର ଜ୍ୟାଂଟସ…

ଏନସିଏ ୧୬ ବର୍ଷରୁ କମ ଏଲିଟ କ୍ୟାମ୍ପରେ ଯୋଗ ଦେବେ ଓଡିଶାରୁ ୪ ଖେଳାଳି

ଭୁବନେଶ୍ୱର: ଓଡିଶାର ୪ ଜଣ ଯୁବ ଖେଳାଳି ନ୍ୟାଶନାଲ କ୍ରିକେଟ ଏକାଡେମୀ ୧୬ ବର୍ଷରୁ କମ ଏଲିଟ କ୍ୟାମ୍ପ ୨୦୨୫ ପାଇଁ ଚୟନ ହୋଇଛନ୍ତି । ୨୦୨୪-୨୫ ବିଜୟ ମର୍ଚ୍ଚାଂଟ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିବାରୁ ସେମାନଙ୍କୁ ଚୟନ କରାଯାଇଛି ବୋଲି ଓଡିଶା କ୍ରିକେଟ ଆସୋସିଏଶନ ପକ୍ଷରୁ କୁହାଯାଇଛି । ଏହି ୪…

ଘୁଂଚିଲା ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ବୈଠକ

ଗୋଆ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ମାର୍ଚ୍ଚ ୩୦ରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବୈଠକକୁ ଘୁଚାଂଇ ଦେଇଛି । ବୈଠକ କେବେ ହେବ ସେ ସମ୍ପର୍କରେ ବିିସିସିଆଇ ପକ୍ଷରୁ କିଛି କୁହାଯାଇ ନାହିଁ । ମହିଳାଙ୍କ ପରେ ବିସିସିଆଇ ପୁରୁଷ ଖେଳାଳିଙ୍କ ସେଂଟ୍ରାଲ କଂଟ୍ରାକ୍ଟ ଘୋଷଣା କରିବ ବୋଲି ଅନୁମାନ…

ବହୁତ ଶୀଘ୍ର ବ୍ୟାଟିଂ କରିବାକୁ ଆସିଲେ ଧୋନୀ

ଚେପକ: ଚଳିତ ଆଇପିଏଲରେ ପୂନର୍ବାର ଗତ ଥର ପରି ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟାଟିଂ ଅର୍ଡର ନେଇ ପୂର୍ବତନ କ୍ରିକେଟର ଓ ପ୍ରଶଂସକମାନେ ନୈରାଶ୍ୟ ବ୍ୟକ୍ତ କରିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ଖେଳାଳି ଧୋନୀ ୯ମ ସ୍ଥାନରେ ବ୍ୟାଟିଂ…

ଚେନ୍ନାଇକୁ ୫୦ ରନ୍‌ରେ ହରାଇଲା ଆରସିବି, ଚେପକରେ ୧୭ ବର୍ଷ ପରେ ବିଜୟ

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୮ତମ ସିଜନ୍‌ର ଅଷ୍ଟମ ମ୍ୟାଚ୍‌ ଚେନ୍ନାଇର ଏମ୍‌ଏ ଚିଦମ୍ବରମ ଷ୍ଟାଡିୟମ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚ୍‌ରେ ସିଏସ୍‌କେ ଅଧିନାୟକ ଋତୁରାଜ…

ସପୋର୍ଟିଂ ଷ୍ଟାଫରେ ବିସିସିଆଇ କରିପାରେ ପରିବର୍ତନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସେଂଟ୍ରାଲ କଂଟ୍ରାକ୍ଟ ଏବଂ ଅନ୍ୟ ପ୍ରସଙ୍ଗ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇପାରେ । ମାର୍ଚ୍ଚ ୨୯ରେ ଗୌହାଟୀରେ ବିସିସିଆଇ ସେକ୍ରେଟାରୀ, କୋଚ ଏବଂ ଚୟନ କମିଟି ମୂଖ୍ୟଙ୍କୁ ନେଇ ବୈଠକ ଆୟୋଜିତ ହେବାକୁ ଅଛି । ରୋହିତ ଶର୍ମା, ବିରାଟ କୋହଲି ଓ…

ଚେନ୍ନାଇ -ମଦୁରାଇରେ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ହକି ବିଶ୍ୱକପ୍‌

ଚେନ୍ନାଇ: ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ହକି ବିଶ୍ୱକପକୁ ନେଇ ଆସିଲା ବଡ ଅପଡେଟ୍ । ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ହକି ବିଶ୍ୱକପ୍‌ ନଭେମ୍ବର ୨୮ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ଚେନ୍ନାଇ ଓ ମଦୁରାଇରେ ଖେଳାଯିବ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଆଜି (ଶୁକ୍ରବାର ଦିନ) ସୂଚନା ଦେଇଛନ୍ତି ।…

ଆଇଟା-ଓଟିଏ ଟ୍ୟାଲେଂଟ ସିରିଜ: ସୂର୍ଯ୍ୟାଂଶ, ସାଇରାଂଶ ମାରିଲେ ବାଜି

ଭୁବନେଶ୍ୱର: ଓଡିଶା ଟେନିସ ଆସୋସିଏଶନ ଓ ଓଡିଶା ସରକାର ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମ ଟେନିସ କମ୍ପେ୍ଲକ୍ସରେ ଆଇଟା ଓ ଓଟିଏ ଟ୍ୟାଲେଂଟ ସିରିଜ ଅନୁଷ୍ଠିତ ହୋଇଯାଇଛି । ମାର୍ଚ୍ଚ ୨୪ରୁ ୧୨ ଓ ୧୪ ବର୍ଷରୁ କମ ବାଳକ ଏବଂ ବାଳିକା ବିଭାଗରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ପଶ୍ଚିମବଙ୍ଗ,…