Latest Odisha News

BREAKING NEWS

Browsing Category

ଖେଳ

ମନ ଭାଙ୍ଗିଗଲା, ଆଉ ବିଶ୍ୱକପ ଖେଳିବେନି ଏହି ମହାନ ଖେଳାଳି

ନୂଆଦିଲ୍ଲୀ: ନଭି ମୁମ୍ବାଇର ଡି ୱାଇ ପାଟିଲ ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ୮ ବର୍ଷ ପରେ ମହିଳା ବିଶ୍ୱକପ କ୍ରିକେଟର ଫାଇନାଲରେ ପ୍ରବେଶ କରିଛି । ଫାଇନାଲ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ସେମିଫାଇନାଲରେ ଅଷ୍ଟ୍ରେଲିଆ ୩୩୯ ରନର ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଥିଲ ।…

କ୍ୟାବିନେଟ୍ ମନ୍ତ୍ରୀ ହୋଇପାରନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଆଝାରୁଦ୍ଦିନ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ଏବଂ କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନ ଖୁବ୍ ଶୀଘ୍ର ତେଲେଙ୍ଗାନା କ୍ୟାବିନେଟରେ ଯୋଗ ଦେଇପାରନ୍ତି। ଦଳୀୟ ନେତୃତ୍ୱ ତାଙ୍କୁ ମନ୍ତ୍ରୀ ପଦ ଦେବାକୁ ରାଜି ଥିବା ଜଣାପଡିଛି। ରାଜନୈତିକ ସମୀକ୍ଷକଙ୍କ ମତରେ କଂଗ୍ରେସ ଜୁବଲି ହିଲ୍ସ…

ଜେମିମାଙ୍କ ସ୍ମରଣୀୟ ଶତକ: ଅଷ୍ଟ୍ରେଲିଆକୁ ହରାଇ ଭାରତ ଫାଇନାଲରେ

ନୂଆଦିଲ୍ଲୀ: ଡିୱାଇ ଷ୍ଟାଡିୟମରେ ଖେଳାଯାଇଥିବା ରୋମାଂଚକର ସେମିଫାଇନାଲ ମୁକାବିଲାରେ ଭାରତ ୫ ୱିକେଟରେ ୭ ଥର ଚାମ୍ପିୟନ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଫାଇନାଲରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ ।ଜେମିମା ରୋଡ୍ରିଗ୍ୟୁଜଙ୍କ ଆକର୍ଷଣୀୟ ଶତକ ଓ ହରମନପ୍ରୀତ…

ମୁମ୍ବାଇ ଇଣ୍ଡିଆନ୍ସ ଛାଡିବେ କି ରୋହିତ, ତାଙ୍କ ବନ୍ଧୁ ହେଲେ କେକେଆର କୋଚ

ମୁମ୍ବାଇ: ଆଇପିଏଲ ୨୦୨୬ ଠିକ ପୂର୍ବରୁ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସ ଛାଡିବା ନେଇ ଚର୍ଚ୍ଚା ପୂନର୍ବାର ଜୋର ଧରିଛି । ନିକଟରେ କୋଲକାତା ନାଇଟ ରାଇଡର୍ସ ରୋହିତଙ୍କ ବନ୍ଧୁ ଅଭିଷେକ ନାୟାରଙ୍କୁ ମୂଖ୍ୟ କୋଚ ଭାବେ ନିଯୁକ୍ତ କରିଛି । ରୋହିତ ଓ ନାୟାରଙ୍କ ଭଲ ସମ୍ପର୍କ ରହିଥିବାରୁ ହିଟମ୍ୟାନ…

ଗୌହାଟୀ ଟେଷ୍ଟରେ ଆଗ ଟି ବ୍ରେକ, ତାପରେ ଲଂଚ

ଗୌହାଟୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୧୪ ନଭେମ୍ବରରୁ ଆରମ୍ଭ ହେବ । ଦ୍ୱିତୀୟ ଟେଷ୍ଟ ୨୨ ନଭେମ୍ବରରୁ ଗୌହାଟୀରେ ଖେଳାଯିବ । ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁସାରେ ପ୍ରଥମ ଥର ପାଇଁ ଭାରତରେ ଆଗ ଟି ବ୍ରେକ ଏବଂ ପରେ ଲଂଚର ବ୍ୟବସ୍ଥା କରାଯାଇଛି ।…

ଏବେ ବି ସମ୍ପୂର୍ଣ୍ଣ ସୁସ୍ଥ ହୋଇନି କହିଲେ ଶ୍ରେୟାଶ

ନୂଆଦିଲ୍ଲୀ: ଭାରତର ଷ୍ଟାର କ୍ରିକେଟର ଶ୍ରେୟାଶ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିିନିକିଆ ମ୍ୟାଚରେ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିଲେ । ଏବେ ସେ ଅଷ୍ଟ୍ରେଲିଆରେ ଚିକିତ୍ସାଧୀନ ଅଛନ୍ତି । ଶ୍ରେୟାଶ ଇନଷ୍ଟାଗ୍ରାମରେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି…

ବିଳମ୍ବରେ ଚମକିଛି ରୋହିତଙ୍କ କ୍ୟାରିୟର

ରୋହିତ ଶର୍ମା ବା ହିଟମ୍ୟାନ ଭାବେ ପରିଚିତ ଏହି ମହାନ ବ୍ୟାଟ୍ସମ୍ୟାନଙ୍କୁ କିଏ ବା ନ ଜାଣେ । ଯେଉଁ ସମୟରେ ତାଙ୍କୁ ବାହାରର ରାସ୍ତା ଦେଖାଇବା ପାଇଁ ଚୟନ କମିଟି ଉଦ୍ୟମ ଆରମ୍ଭ କରିଥିଲେ, ସେ ସମୟରେ ହିଟମ୍ୟାନ ଅଷ୍ଟ୍ରେଲିଆ ମାଟିରେ ପ୍ଲେୟାର ଅଫ ଦି ସିରିଜ ହେଉଛନ୍ତି । ଏଥିସହ ଦିନିକିଆ…

ମହିଳା ଦିନିକିଆ ବିଶ୍ୱକପ: ଲୌରାଙ୍କ ଐତିହାସିକ ଇନିଂସ, ଫାଇନାଲରେ ଦକ୍ଷିଣ ଆଫ୍ରିକା

ଗୌହାଟୀ: ଚଳିତ ମହିଳା ଦିନିକିଆ ବିଶ୍ୱକପ କ୍ରିକେଟର ପ୍ରଥମ ସେମିଫାଇନାଲରେ ଇଂଲଣ୍ଡକୁ ୧୨୫ ରନରେ ହରାଇ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଲୌରା ୱଲଭଡର୍ଟଙ୍କ ଐତିହାସିକ ଇନିଂସ ବଳରେ ଦକ୍ଷିଣ ଆଫ୍ରିକା ଏହି ବିଜୟ ହାସଲ କରିଛି । ଫାଇନାଲରେ ଦକ୍ଷିଣ ଆଫ୍ରିକା ଟିମ…

ସୂର୍ଯ୍ୟକୁମାର ମାରିଲେ ୧୫୦ ଛକା

ନୂଆଦିଲ୍ଲୀ: ଭାରତୀୟ ଟି୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ସେ ୫ମ ଖେଳାଳି ଭାବେ କ୍ରିକେଟର ଏହି ଛୋଟ ଫର୍ମାଟରେ ୧୫୦ ଛକା ମାରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି୨୦ ଅବସରରେ ସୂର୍ଯ୍ୟକୁମାର ୨ଟି ଛକା ମାରିଥିଲେ ।…

India vs Australia T20: ଭାରତ-ଅଷ୍ଟ୍ରେଲିଆ ପ୍ରଥମ T20 ବାତିଲ୍

କାନବେରା: ଭାରତ-ଅଷ୍ଟ୍ରେଲିଆ ପ୍ରଥମ T20 ବାତିଲ୍। ବର୍ଷାରେ ଧୋଇଗଲା ମାନୁକା ଓଭାଲର ମ୍ୟାଚ। ଭାରତ ୯୭/୧ ଥିବା ବେଳେ ବର୍ଷା ପାଇଁ ବନ୍ଦ ରହିଥିଲା ମ୍ୟାଚ। ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଥିଲା। ବର୍ଷା ଯୋଗୁଁ ମ୍ୟାଚ୍ ଆରମ୍ଭରୁ ଦୁଇଥର ପ୍ରଭାବିତ…