Latest Odisha News

BREAKING NEWS

Browsing Category

ଖେଳ

ଭଙ୍ଗା ହେବ ଐତିହାସିକ ଗାବା ଷ୍ଟାଡିୟମ

ନୂଆଦିଲ୍ଲୀ: ବ୍ରିସବେନର ଐତିହାସିକ ଗାବା ଷ୍ଟାଡିୟମ ଭଙ୍ଗା ଯିବ । ୨୦୩୨ ଅଲିମ୍ପିକ୍ସ ପରେ ଏହାକୁ ଭାଙ୍ଗି ଦିଆଯିବ । ଏହା ବଦଳରେ କ୍ରିକେଟ ମ୍ୟାଚଗୁଡିକ ୬୦୦୦୦ ଦର୍ଶକ କ୍ଷମତା ବିଶିଷ୍ଟ ଭିକ୍ଟୋରିଆ ପାର୍କରେ ଏକ ଷ୍ଟାଡିୟମରେ ଖେଳାଯିବ । ଅଲିମ୍ପିକ୍ସକୁ ଆଖି ଆଗରେ ରଖାଯାଇ ଏହି ନୂତନ…

ଆଇପିଏଲର ପ୍ରଥମ ଆଦିବାସୀ ଖେଳାଳି, ଝାଡଖଣ୍ଡ ଗେଲ ଭାବେ ପରିଚିତ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ପ୍ରଥମ ଆଦିବାସୀ ଖେଳାଳି ଭାବେ ରବିନ ମିଞ୍ଜ ପଦାର୍ପଣ କରିଛନ୍ତି । ଝାଡଖଣ୍ଡର ଏହି ଯୁବ ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କୁ ତାଙ୍କ ଆଦର୍ଶ ଭାବେ ମାନନ୍ତି । ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟତୀତ ଏଥର ଝାଡଖଣ୍ଡର ଈଶାନ କିଶାନ, କୁମାର କୁଶାଗ୍ର ଓ ରବିନ…

ଆଇପିଏଲ ଯୋଗୁ ଇଣ୍ଡିଆ ଏ ଟିମ ଚୟନ ନେଇ ଦ୍ୱନ୍ଦ୍ୱରେ ବିସିସିଆଇ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ଶେଷ ହେଉ ହେଉ ଭାରତୀୟ କ୍ରିକେଟ ଟିମ ଇଂଲଣ୍ଡ ଗସ୍ତରେ ଯିବ । ସେଠାରେ ଟେଷ୍ଟ ସିରିଜ ଖେଳାଯିବ । ଏହା ପୂର୍ବରୁ ଟିମ ଇଣ୍ଡିଆ ସେଠାରେ ୨ଟି ଅଭ୍ୟାସ ମ୍ୟାଚ ଖେଳିବା କାର୍ଯ୍ୟକ୍ରମ ରହିଛି । ଭାରତ ଏ ଏବଂ ଇଂଲଣ୍ଡ ଲାୟନ୍ସ ମଧ୍ୟରେ ୨ଟି ୪ ଦିବସୀୟ ମ୍ୟାଚ…

କୋହଲି ତାଙ୍କୁ କଣ କହିଥିଲେ ଜଣାଇଲେ ପାଦ ଛୁଇଁଥିବା ପ୍ରଶଂସକ

କୋଲକାତା: ଚଳିତ ଆଇପିଏଲରେ କେକେଆର ଓ ଆରସିବି ମ୍ୟାଚ ଅବସରରେ ଜଣେ ପ୍ରଶଂସକ ପଡିଆ ମଧ୍ୟକୁ ପ୍ରବେଶ କରିଥିଲେ । ବିରାଟ କୋହଲି ବ୍ୟାଟିଂ କରୁଥିବା ବେଳେ ସେ ସୁରକ୍ଷା ବଳୟକୁ ଭେଦ କରି ପଡିଆକୁ ଯାଇଥିଲେ । ସେଠାରେ ସେ କୋହଲିଙ୍କ ପାଦ ଛୁଇଁଥିଲେ । ଏହା ପରେ ସୁରକ୍ଷାକର୍ମୀ ତାଙ୍କୁ ଗିରଫ…

ଏହି ମହାନ ଖେଳାଳିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଉତ୍ସର୍ଗ କଲେ ଆଶୁତୋଷ

ବିଶାଖପଟନମ: ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷ ରୋମାଂଚକ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଦିଲ୍ଲୀର ଆଶୁତୋଷ ଶର୍ମା ଆକର୍ଷଣୀୟ ବ୍ୟାଟିଂ ପ୍ରଦର୍ଶନ କରି ଦଳକୁ ଜିତାଇଥିଲେ । ସେ ୩୧ ବଲରେ ୬୬ ରନ କରି ଅପରାଜିତ ରହିଥିଲେ । ତାଙ୍କୁ ମ୍ୟାନ…

ଆଶୁତୋଷଙ୍କ ଜବରଦସ୍ତ ବ୍ୟାଟିଂ, ଲକ୍ଷ୍ନୌ ମୁହଁରୁ ମ୍ୟାଚ ଛଡାଇନେଲା ଦିଲ୍ଲୀ

ବିଶାଖପାଟଣା: ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ । ଶେଷ ଓଭରରେ ଲକ୍ଷ୍ନୌକୁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ । ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ର ଚତୁର୍ଥ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ସୋମବାର, ମାର୍ଚ୍ଚ ୨୪ ତାରିଖ ସନ୍ଧ୍ୟାରେ ବିଶାଖାପାଟଣାର…

ବିସିସିଆଇ ସେଂଟ୍ରାଲ କଂଟ୍ରାକ୍ଟ: ଏ ପ୍ଲସରୁ ବାଦ ପଡିବେ କି କୋହଲି, ରୋହିତ, ଜାଡେଜା

ମୁମ୍ବାଇ: ବିସିସିଆଇ ମହିଳା କ୍ରିକେଟରଙ୍କ ପାଇଁ ନୂତନ ସେଂଟ୍ରାଲ କଂଟ୍ରାକ୍ଟ ଜାରୀ କରି ସାରିଛି । ଖୁବ ଶୀଘ୍ର ପୁରୁଷ ଖେଳାଳିଙ୍କ କଂଟ୍ରାକ୍ଟ ମଧ୍ୟ ପ୍ରସ୍ତୁତ କରାଯିବ । ରିପୋର୍ଟ ମୁତାବକ ଭାରତର ୩ ଜଣ ସିନିୟର ଖେଳାଳି ବିରାଟ କୋହଲି, ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜା ଏ ପ୍ଲସ…

ବାପା ହେଲେ କେଏଲ ରାହୁଲ

ନୂଆଦିଲ୍ଲୀ: ଭାରତର ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କ ପତ୍ନୀ ତଥା ଫିଲ୍ମ ଅଭିନେତ୍ରୀ ଆଥିୟା ଶେଟ୍ଟୀ କନ୍ୟା ସନ୍ତାନର ମାଆ ହୋଇଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ରାହୁଲ ଏହି ଖୁସୀ ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି ।…

ଟିମ ବଦଳିବା ପରେ ଏହି ୩ ଖେଳାଳିଙ୍କୁ ସହାୟ ହେଲା ଭାଗ୍ୟ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ସମ୍ପୂର୍ଣ୍ଣ ଷ୍ଟାଇଲରେ ଆରମ୍ଭ ହୋଇଯାଇଛି । ଏଥର ମେଗା ନିଲାମ ହୋଇଥିବାରୁ ଅଧିକାଂଶ ଦଳର ରୂପରେଖ ବଦଳିଯାଇଛି । ଟିମ ବଦଳିବା ଯୋଗୁ କେତେକ ଖେଳାଳିଙ୍କୁ ଭାଗ୍ୟ ସହାୟ ହୋଇଛି । କୃଣାଳ ପାଣ୍ଡ୍ୟା ଏହାର ଜ୍ୱଳନ୍ତ ଉଦାହରଣ । ସେ ଏହା ପୂର୍ବରୁ ଲକ୍ଷ୍ନୌ ସୁପର ଜ୍ୟାଂଟସ…

IPL 2025: ପ୍ରଥମେ କ୍ୟାପଟେନ-ଖେଳାଳି ସମ୍ପର୍କ ରହିଥିଲା, ଏବେ ସାଙ୍ଗ… ବିରାଟଙ୍କୁ ନେଇ ଧୋନୀ କହିଲେ ଏମିତି

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗସ୍ , ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ବିଜୟ ଯାତ୍ରା ଆରମ୍ଭ କରିଛି। ଚେପକରେ ଖେଳାଯାଇଥିବା ମ୍ୟାଚରେ ଧୋନୀ ବେଶି ବଲ ଖେଳିବାକୁ ସୁଯୋଗ ପାଇନଥିଲେ ବି ତାଙ୍କର ମଇଦାନକୁ ଆସିବା ହିଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲା। ପୂରା ମଇଦାନରେ…