Latest Odisha News

BREAKING NEWS

Browsing Category

ଖେଳ

ଧୋନୀଙ୍କ ଅବସର ପ୍ରଶ୍ନ ନେଇ ଚିଡିଗଲେ ଗାଭାସ୍କର

କୋଲକାତା: ଆଇପିଏଲର ୧୮ତମ ସଂସ୍କରଣ ଆରମ୍ଭ ହୋଇଯାଇଛି । ସବୁ କଳ୍ପନା ଜଳ୍ପନାର ଅବସାନ ଘଟେଇ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳୁଛନ୍ତି । ଏକ ଆଲୋଚନା ଚକ୍ରରେ ଧୋନୀଙ୍କ ଅବସର ନେଇ ପ୍ରଶ୍ନ ଉଠିଥିଲା । ଯାହା ଶୁଣିବା ପରେ ମହାନ ଖେଳାଳି ସୁନୀଲ ଗାଭାସ୍କର ରାଗି ଯାଇଥିଲେ…

ଈଶାନଙ୍କ ବିସ୍ଫୋରକ ଶତକ: ଆଇପିଏଲ ଇତିହାସରେ ଦ୍ୱିତୀୟ ସର୍ବାଧିକ ସ୍କୋର କଲା ହାଇଦ୍ରାବାଦ

ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ରେ ସନରାଇଜର୍ସ ହାଇଦ୍ରାବାଦ ଈଶାନ କିଶାନଙ୍କ ବିସ୍ଫୋରକ ଶତକ ବଳରେ ବିଶାଳ ସ୍କୋର କରିଛି । ରାଜସ୍ଥାନ ରୟାଲ୍ସ ବିପକ୍ଷ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୬ ୱିକେଟ ବିନିମୟରେ ୨୮୬ ରନ ସଂଗ୍ରହ କରିଛି । ଯାହା ଆଇପିଏଲ ଇତିହାସରେ…

ନିଲାମରେ ବିକ୍ରି ହୋଇ ନ ଥିଲେ ଏହି ଖେଳାଳି, ଏବେ ସାମିଲ ହେଲେ ଲକ୍ଷ୍ନୌରେ

ଲକ୍ଷ୍ନୌ: ମେଗା ନିଲାମରେ ଭାରତର ଷ୍ଟାର ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କୁ କେହି ଦଳରେ ନେଇ ନ ଥିଲେ । ଏବେ ଶାର୍ଦ୍ଦୁଳଙ୍କ ଆଇପିଏଲରେ ଏଂଟ୍ରି ହୋଇଯାଇଛି । ମୋହସିନ ଖାଁଙ୍କ ସ୍ଥାନରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ତାଙ୍କୁ ଦଳରେ ସାମିଲ କରିଛି । ନୂଆ ଅଧିନାୟକ ରିଷଭ ପନ୍ତଙ୍କ ନେତୃତ୍ୱରେ…

ଆରମ୍ଭ ହେଲା ଆଇପିଏଲ: ଶାହାରୁଖଙ୍କ ସହ ନାଚିଲେ କୋହଲି

କୋଲକାତା: ବର୍ଣ୍ଣାଢ଼୍ୟ ପରିବେଶରେ ଆଇପିଏଲର ୧୮ତମ ସଂସ୍କରଣ କୋଲକାତାର ଇନେଡଗାର୍ଡେନରେ ଆରମ୍ଭ ହୋଇଯାଇଛି । ଏହା ପରେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ଉଦଘାଟନୀ ମ୍ୟାଚ ମଧ୍ୟ ଆରମ୍ଭ ହୋଇଯାଇଛି । କେକ କଟାଯିବା ପରେ ଆତସବାଜି କାର୍ଯ୍ୟକ୍ରମ ମାଧ୍ୟମରେ…

ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଶନିବାର ୱେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଭାରତୀୟ ପୁରୁଷ ଟିମ ଅକ୍ଟୋବରରେ ୨ଟି ଟେଷ୍ଟ ମ୍ୟାଚ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ । ମୋହାଲୀ ଓ ଇଡେନଗାର୍ଡେନରେ ଏହି ୨ଟି ମ୍ୟାଚ…

୧୩ ବର୍ଷରୁ କମ ଜାତୀୟ ତୀରନ୍ଦାଜ ଚାମ୍ପିୟନଶିପରେ ଚମକିଲେ ସଞ୍ଜଳୀ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ଗୁଂଟରରେ ଅନୁଷ୍ଠିତ ୧୩ ବର୍ଷରୁ କମ ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ଓଡିଶାର ସଞ୍ଜଳି ଓରାମ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ସଞ୍ଜଳୀ ୧୩ ବର୍ଷରୁ କମ ବାଳିକା ତୀରନ୍ଦାଜ ବିଭାଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେ ଏହି ବିଭାଗରେ ଏକମାତ୍ର ଓଡିଶା…

ଆଇପିଏଲ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ମ୍ୟାଚ ଦିନ ଗଡ଼ିବ ୨୩ଟି ବସ୍‌ ଏବଂ ମେଟ୍ରୋ

କୋଲକାତା: ଶନିବାର ଠାରୁ ବିଶ୍ୱ କ୍ରିକେଟର ସବୁଠାରୁ ମହଙ୍ଗା ଏବଂ ଅନ୍ୟତମ ଲୋକପ୍ରିୟ ଲିଗ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଆରମ୍ଭ ହେବ। ଆଇପିଏଲ୍‌ ମ୍ୟାଚ୍‌ ଦେଖିବା ପରେ କ୍ରିକେଟ୍‌ ପ୍ରେମୀମାନେ ଯେମିତି ଘରକୁ ଫେରିବାରେ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ସ୍ୱତନ୍ତ୍ର…

ଆଉ ଆଇପିଏଲରେ ଚୌକା, ଛକା ମାରିବେନି ଧୋନି?

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍, ଆଇପିଏଲ ୨୦୨୫ ମହାସମର । ଏଥିରେ ଏବେବି ଚର୍ଚ୍ଚିତ ମୁହଁ ରହିଛନ୍ତି ଭାରତୀୟ କ୍ରିକେଟର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ୨୦୨୦ରୁ ଅନ୍ତର୍ଜାତୀୟ କ୍ରିକେଟରୁ ଧୋନି  ଅବସର ନେଇଥିଲେ ମଧ୍ୟ ବ୍ୟୟବହୁଳ କ୍ରିକେଟ ଲିଗ୍‌…

ଆଇପିଏଲ ୨୦୨୫ କମେଣ୍ଟ୍ରି ପ୍ୟାନେଲରୁ ବାଦ ପଡିଲେ ଇରଫାନ ପଠାନ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର ୧୮ତମ ସିଜିନ୍ ପାଇଁ କମେଣ୍ଟ୍ରି ପ୍ୟାନେଲଙ୍କ ତାଲିକା ପ୍ରକାଶିତ ହୋଇଛି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏଥିରେ କିମ୍ବଦନ୍ତୀ ଦ୍ରୁତ ବୋଲର ଇରଫାନ ପଠାନଙ୍କ ନାମ ନାହିଁ। ହିନ୍ଦୀ କମେଣ୍ଟ୍ରି ପ୍ୟାନେଲରେ ପ୍ରତ୍ୟେକ ଥର ଉପସ୍ଥିତ ଥିବା ସମସ୍ତଙ୍କ ନାମ…

ଆରପାରିରେ ମହାନ ବକ୍ସର ଜର୍ଜ ଫୋରମ୍ୟାନ

ନୂଆଦିଲ୍ଲୀ: ମହାନ ବକ୍ସର ଜର୍ଜ ଫୋରମ୍ୟାନଙ୍କ ୭୬ ବର୍ଷରେ ପରଲୋକ ହୋଇଯାଇଛି । ତାଙ୍କ ପରିବାରଙ୍କ ପକ୍ଷରୁ ଇନଷ୍ଟାଗ୍ରାମରେ ଏହି ସୂଚନା ଦିଆଯାଇଛି । ଜର୍ଜ ଏଡୱାଡ ଫୋରମ୍ୟାନ ସିନିୟର ତାଙ୍କ କ୍ୟାରିୟରରେ ୮୧ଟି ମୁକାବିଲାରେ ଅଂଶଗ୍ରହଣ କରିଛନ୍ତି । ୭୬ ବିଜୟରେ ସେ ୬୮ଜଣଙ୍କୁ ନକଆଉଟ କରିଥିଲେ…