Latest Odisha News

BREAKING NEWS

Browsing Category

ଖେଳ

ସୁରକ୍ଷା ଦୃଷ୍ଟିକୋଣରୁ ଆଇପିଏଲ କାର୍ଯ୍ୟସୂଚୀରେ ପରିବର୍ତନ

କୋଲକାତା: ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତୀ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ଏହାର ଫାଇନାଲ ମ୍ୟାଚ ମେ ୨୫ରେ ଖେଳାଯିବ । ତେବେ ଏହା ପୂର୍ବରୁ ୧୮ତମ ସଂସ୍କରଣର କାର୍ଯ୍ୟସୂଚୀରେ ସୁରକ୍ଷା ଦୃଷ୍ଟିକୋଣରୁ ସାମାନ୍ୟ ପରିବର୍ତନ କରାଯାଇଛି । ଏପ୍ରିଲ ୬ରେ କୋଲକାତା ନାଇଟ ରାଇଡର୍ସ ଓ…

ଆଇପିଏଲ ଠିକ ପୂର୍ବରୁ ବିସିସିଆଇ ନେଲା ବଡ ନିଷ୍ପତି

ନୂଆଦିଲ୍ଲୀ: ବିସିସିଆଇ ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ପୂର୍ବରୁ ଏକ ବଡ ନିଷ୍ପତି ନେଇଛି । ୧୦ଟିମର ଅଧିନାୟକଙ୍କୁ ନେଇ ଆୟୋଜିତ ବୈଠକ ପରେ ବିସିସିଆଇ ବଲ ଉପରେ ଲାଳ ଲଗାଯିବାେ ପ୍ରତିବନ୍ଧକୁ ହଟେଇ ଦେଇଛି । କରୋନା ସମୟରେ ଆଇସିସି ଏହା ଉପରେ ପ୍ରତିବନ୍ଧ ଲଗାଇଥିଲା । ଯାହାକୁ…

ମୋହର ମାରିଲେ କୋର୍ଟ, ବିବାହ ବନ୍ଧନରୁ ମୁକ୍ତ ହେଲେ ଚହଲ ଓ ଧନଶ୍ରୀ

ମୁମ୍ବାଇ: ବିବାହ ବନ୍ଧନରୁ ମୁକ୍ତ ହେଲେ ଚହଲ ଓ ଧନଶ୍ରୀ । ଭାରତୀୟ କ୍ରିକେଟର ୟୁଜଭେନ୍ଦର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ଅଫିସିଆଲି ଡିଭୋର୍ସ ହୋଇସାରିଛି । ଆଜି ସେମାନଙ୍କର ଡିଭୋର୍ସ ହୋଇଥିବା ନେଇ ରିପୋର୍ଟରୁ ଜଣାପଡିଛି । ଆଜି ବମ୍ବେ ହାଇକୋର୍ଟ ସେମାନଙ୍କର ପାରସ୍ପରିକ…

କେବଳ ଏକ ଗୀତ ନା ରହିଛି କିଛି ସତ୍ୟତା….ଛାଡପତ୍ର ବିବାଦ ଭିତରେ ଧନଶ୍ରୀଙ୍କ ନୂଆ ଭିଡିଓ ରିଲିଜ

ମୁମ୍ବାଇ: କ୍ରିକେଟର ୟୁଜଭେନ୍ଦର ଚହଲ ଏବଂ ତାଙ୍କ ପତ୍ନୀଙ୍କର ଅଫିସିଆଲି ବିବାହ ବିଚ୍ଛେଦ ହୋଇସାରିଥିବା ନେଇ ଖବର ପ୍ରକାଶ ପାଇବା ପରେ ପରେ ଏବେ ଅଭିନେତ୍ରୀ ତଥା ଡ୍ୟାନ୍ସର ଧନଶ୍ରୀ ବର୍ମାଙ୍କର ଏକ ନୂଆ ମ୍ୟୁଜିକାଲ ଭିଡିଓ ରିଲିଜ୍ ହୋଇଛି । ଯେଉଁଥିରେ ଏକ ଟକ୍ସିକ୍ ରିଲେସନସିପରେ କିପରି…

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ଏଣିକି ଜିଓ ହଟଷ୍ଟାରରେ ଫ୍ରି’ରେ ଦେଖିପାରିବେ ଆଇପିଏଲ

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଏଣିକି ଜିଓ ହଟଷ୍ଟାରରେ ଫ୍ରି'ରେ ଦେଖିପାରିବେ ଆଇପିଏଲ। ଜିଓ ଏହାର ପୁରୁଣା ଏବଂ ନୂଆ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ଅଫର ଆଣିଛି। ୨୯୯ ଟଙ୍କା କିମ୍ବା ତଦ୍ଦୁଦ୍ଧ୍ୱର୍ ମୂଲ୍ୟର ପ୍ଲାନ୍‌ ସହିତ ନୂତନ ଜିଓ ସିମ୍‌ ସଂଯୋଗ ନେଇ କିମ୍ବା ଅତି…

ସଞ୍ଜୁ ବଦଳରେ ପରାଗ ହେବେ ରାଜସ୍ଥାନ ଅଧିନାୟକ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ଅଧିକାଂଶ ଫ୍ରାଂଚାଇଜ ନୂତନ ଅଧିନାୟକଙ୍କ ନାମ ଘୋଷଣା କରିଛନ୍ତି । ରାଜସ୍ଥାନ ରୟାଲ୍ସ ପ୍ରଥମ ୩ଟି ମ୍ୟାଚ ପାଇଁ ରିୟାନ ପାରଗଙ୍କୁ ଅଧିନାୟକ ନିଯୁକ୍ତ କରିଛି । ନିୟମିତ ଅଧିନାୟକ ସଞ୍ଜୁ ସାମସନ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ ସହିତ ଇମ୍ପାକ୍ଟ ସବଷ୍ଟିଚ୍ୟୁଟ ଭୂମିକାରେ…

ଟିମ ଇଣ୍ଡିଆକୁ ମିଳିବ ୫୮ କୋଟି ଟଙ୍କାର ପୁରସ୍କାର ରାଶି

ମୁମ୍ବାଇ: ଭାରତ ୨୦୨୫ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଟାଇଟଲ ହାସଲ କରିଛିି । ବିଜେତା ଦଳ ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପୁରସ୍କାର ରାଶିର ଘୋଷଣା କରିଛି । ରିପୋର୍ଟ ମୁତାବକ ବିସିସିଆଇ ୫୮ କୋଟି ଟଙ୍କା ଏ ବାବଦକୁ ପ୍ରଦାନ କରିବ । ଏହି ଅର୍ଥ ଖେଳାଳି, କୋଚ ଓ ସହଯୋଗୀ ଷ୍ଟାଫଙ୍କ…

୪୮୯ ଦିନ ପରେ ବ୍ଲୁ ଟାଇଗର୍ସ ଚାଖିଲା ବିଜୟର ସ୍ବାଦ; ଛେତ୍ରୀବାହିନୀ ମାଳଦ୍ୱୀପକୁ ୩-୦ ଗୋଲରେ କଲା ପରାସ୍ତ

ସିଲଂ: ଅଧିନାୟକ ସୁନୀଲ ଛେତ୍ରୀଙ୍କ ୯୫ତମ ଗୋଲ ଦ୍ବାରା ଭାରତ ମାଳଦ୍ୱୀପ ବିପକ୍ଷରେ ବିଜୟ ହାସଲ କରିଛି । ବୁଧବାର ମେଘାଳୟର ସିଲଂର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତ ମାଳଦ୍ୱୀପକୁ ୩-୦ ଗୋଲରେ ପରାସ୍ତ କରିଛି । ଛେତ୍ରୀଙ୍କ ବ୍ୟତୀତ,…

ଆଇପିଏଲରେ ଏହି କାରଣ ଯୋଗୁ ଜାଡେଜା ଏକ ନମ୍ବର

ନୂଆଦିଲ୍ଲୀ: ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଇପିଏଲର ଆଗାମୀ ସିଜନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଜାଡେଜା ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ୧୨ତମ ସିଜନ ଖେଳିବାକୁ ଯାଉଛନ୍ତି । ଆଇପିଏଲର ଉଦଘାଟନୀ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର…

ଆଇପିଏଲ ଉଦଘାଟନୀ ଉତ୍ସବରେ ଲାଗିବ ବଲିଉଡ ତଡକା

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣ ମାର୍ଚ୍ଚ ୨୨ରୁ କୋଲକାତାର ଇଡେନ ଗାର୍ଡେନରେ ଆରମ୍ଭ ହେବ । ଉଦଘାଟନୀ ଉତ୍ସବରେ ବଲିଉଡର ଗ୍ଲାମର ତଡକା ଲାଗିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ରିପୋର୍ଟ ମୁତାବକ ଶାହାରୁଖ ଖାଁ, ସଲମାନ ଖାଁ, ଭିକ୍କି କୌଶଲ, କ୍ୟାଟ୍ରିନା କୈଫ, ପ୍ରିୟଙ୍କା…