Latest Odisha News

BREAKING NEWS

Browsing Category

ଖେଳ

ଜାତୀୟ ଜୁନିୟର ହକି: ଚାମ୍ପିୟନ ହେବା ସୁଯୋଗ ହାତଛଡା କଲା ଓଡିଶା

ଭୁବନେଶ୍ୱର: ୧୫ତମ ଜାତୀୟ ଜୁନିୟର ପୁରୁଷ ହକି ଫାଇନାଲରେ ଓଡିଶା ଟିମ ପ୍ରଶଂସଙ୍କୁ ନିରାଶ କରିଛି । ଆରମ୍ଭରୁ ୨-୦ରେ ଅଗ୍ରଣୀ ରହିବା ସତ୍ୱେ ଓଡିଶା ୩-୨ରେ ହରିୟାଣା ନିକଟରୁ ପରାଜିତ ହୋଇ ରୌପ୍ୟ ପଦକ ହାସଲ କରିଛି । ହରିୟାଣା ଟାଇଟଲ ହାସଲ କରିଥିବା ବେଳେ ପଞ୍ଜାବ ପେନାଲ୍ଟି ଶୁଟଆଉଟରେ…

ଅବସର ଆଲୋଚନା ମଧ୍ୟରେ ଲର୍ଡସରେ ଅଭ୍ୟାସ ଆରମ୍ଭ କଲେ କୋହଲି

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଅବସର ନେଇଯିବେ ବୋଲି ଖବରମାନ ପ୍ରକାଶ ପାଇଥିଲା । ତେବେ ଏହି ଖବର ଧୀରେ ଧୀରେ ମିଥ୍ୟା ପ୍ରମାଣିତ ହେବାରେ ଲାଗିଛି । ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ବିରାଟ କୋହଲି ପ୍ରସ୍ତୁତି ଆରମ୍ଭ କରିଛନ୍ତିି । ସେ ଲର୍ଡସରେ…

୨୦୨୭ ଦିନିକିଆ ବିଶ୍ୱକପ କ୍ରିକେଟ: ଘୋଷଣା ହେଲା ଭେନ୍ୟୁ

ନୂଆଦିଲ୍ଲୀ: ୨୦୨୭ ଆଇସିସି ଦିନିକିଆ ବିଶ୍ୱକପ ପାଇଁ ଶନିବାର କ୍ରିକେଟ ଦକ୍ଷିଣ ଆଫ୍ରିକା ଭେନ୍ୟୁ ଘୋଷଣା କରିଛି । ଏହି ବିଶ୍ୱକପ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆ ମିଳିତ ଭାବେ ଆୟୋଜନ କରୁଛନ୍ତି । ୩ ଦେଶରେ ଓଭରାଲ ୫୪ ମ୍ୟାଚ ଖେଳାଯିବ । ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ଦ୍ୱିତୀୟ ଥର…

ଘରୋଇ କ୍ରିକେଟରେ ବଡ ଧରଣର ପରିବର୍ତନ ପାଇଁ ବିସିସିଆଇ ଆରମ୍ଭ କରିଛି ଉଦ୍ୟମ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଘରୋଇ କ୍ରିକେଟରେ ଏକ ବଡ ଧରଣର ପରିବର୍ତନ ପାଇଁ ଉଦ୍ୟମ ଆରମ୍ଭ କରିଛି । ଏଥର ଘରୋଇ କ୍ରିକେଟ ଦୁଲୀପ ଟ୍ରଫିରୁ ଆରମ୍ଭ ହେଉଛି । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିଜୟ ହଜାରେ ଟ୍ରଫି, ସିନିୟର ମହିଳା ଦିନିକିଆ…

ଦୁଲୀପ ଟ୍ରଫିରେ ଖେଳି ନ ପାରନ୍ତି ଶୁଭମନ

ନୂଆଦିଲ୍ଲୀ: ସେପ୍ଟମ୍ବର ୨୮ରୁ ବେଙ୍ଗାଲୁରରେ ଦୁଲୀପ ଟ୍ରଫି କ୍ରିକେଟ ଆରମ୍ଭ ହେବ । ଟିମ ଇଣ୍ଡିଆର ଟେଷ୍ଟ ଅଧିନାୟକ ଶୁଭମନ ଗିଲ ଏହି ଟ୍ରଫିରେ ଖେଳି ନ ପାରନ୍ତି । ଗିଲଙ୍କୁ ଉତରାଂଚଳର ଅଧିନାୟକ ନିଯୁକ୍ତ କରାଯାଇଥିଲା । ନିକଟରେ ତାଙ୍କ ରକ୍ତର ପରୀକ୍ଷଣ ହୋଇଥିଲା । ଏଥିରେ ସେ ସୁସ୍ଥ ନ ଥିବା…

କୋହଲି, ପଂଟିଂଙ୍କ ତୁଳନାରେ ଆଗରେ ରୋହିତ

ନୂଆଦିଲ୍ଲୀ: ଭାରତୀୟ ଦିନିକିଆ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ଟେଷ୍ଟ ଏବଂ ଟି୨୦ରୁ ଅବସର ନେଇ ସାରିଛନ୍ତି । ୧୦୦ରୁ ଅଧିକ ମ୍ୟାଚରେ ନେତୃତ୍ୱ ନେଇଥିବା ଅଧିନାୟକଙ୍କ ମଧ୍ୟରେ ରୋହିତଙ୍କ ବିଜୟ ପ୍ରତିଶତ ଅଧିକ ରହିଛି । ସେ ଏଥିରେ ରିକି ପଂଟିଂ, ଷ୍ଟିଭ ୱ, ହ୍ୟାନ୍ସି କ୍ରୋନିଏ ଓ ବିରାଟ…

ଟିମ ଇଣ୍ଡିଆର ଜର୍ସି ସ୍ପନଶର ହେଉଛନ୍ତି କି ବର୍ବାଦ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ଜର୍ସି ସ୍ପନଶର ହେବା ସର୍ବଦା ଗର୍ବର ବିଷୟ ହୋଇଥାଏ । ମାତ୍ର ସଂଯୋଗର ବିଷୟ ଏହି କି ଯେ, ଯିଏ ବି ଟିମ ଇଣ୍ଡିଆର ଜର୍ସି ସ୍ପନଶର ହୋଇଛି ପରେ ସେହି କମ୍ପାନୀ ବର୍ବାଦ ହୋଇଯାଇଛି । ଏବେ ଏହି ସଂଯୋଗ ଚର୍ଚ୍ଚାର କାରଣ ସାଜିଛି । ଆସନ୍ତୁ ନଜର ପକାଇବା ଏହି ଅଜବ…

ଟିମ ଇଣ୍ଡିଆକୁ ଆବଶ୍ୟକ ଆଉ ୭ ଚୟନ କମିଟି ସଦସ୍ୟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡକୁ ଟିମ ଇଣ୍ଡିଆ ପାଇଁ ଆଉ ୭ଟି ଚୟନ କମିଟି ସଦସ୍ୟ ଆବଶ୍ୟକ ହେଉଛି । ସିନିୟର ପୁରୁଷ ଟିମର ୨ଟି, ମହିଳା ପ୍ୟାନେଲ ପାଇଁ ୪ ଓ ଜଣେ ଜୁନିୟର ଚୟନ କମିଟି ପଦ ଖାଲି ରହିଛି । ଆବେଦନକାରୀ ଅତି କମରେ ୭ଟି ଟେଷ୍ଟ କିମ୍ବା ୩୦ ପ୍ରଥମ ଶ୍ରେଣୀ ମ୍ୟାଚ…

ସଚିନଙ୍କ ସହ କାମ୍ବଲୀଙ୍କ କିପରି ସମ୍ପର୍କ ଥିଲା ଖୁଲାସା କଲେ ଭାଇ ବୀରେନ୍ଦ୍ର

ମୁମ୍ବାଇ: ଭାରତର ଦୁଇ କ୍ରିକେଟର ସଚିନ ତେନ୍ଦୁଲକର ଓ ବିନୋଦ କାମ୍ବଲୀଙ୍କ ବନ୍ଧୁତା ନେଇ ଏବେ ମଧ୍ୟ ଚର୍ଚ୍ଚା ହୁଏ । ପିଲାବେଳୁ ଉଭୟ ଭଲ ବନ୍ଧୁଥିଲେ । କ୍ରିକେଟ ପ୍ରତିଭାରେ ଧନୀ ଏହି ଦୁଇ ଖେଳାଳି ଦେଶ ପାଇଁ ନାମ କମାଇଥିଲେ । ତେବେ ମଝିରେ କାମ୍ବଲୀ ପଥଭ୍ରଷ୍ଟ ହୋଇ ପଡି ନିଜ କ୍ୟାରିୟାକୁ…

ଭାରତ ଏ ପକ୍ଷରୁ ଖେଳି ପାରନ୍ତି ରୋହିତ

ନୂଆଦିଲ୍ଲୀ: ଭାରତୀୟ ଦିନିକିଆ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଆନ୍ତର୍ଜାତୀୟ ମ୍ୟାଚକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଟେଷ୍ଟ ଏବଂ ଟି୨୦ରୁ ଅବସର ନେବା ପରେ ରୋହିତ ଦିନିକିଆ କ୍ରିକେଟ ଖେଳିବା ଜାରୀ ରଖିଛନ୍ତି । ଭାରତ ଅକ୍ଟୋବରରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ଏହି…