Latest Odisha News

BREAKING NEWS

Browsing Category

ଖେଳ

ସୂର୍ଯ୍ୟକୁମାର ହେବେ ମୁମ୍ବାଇ ଅଧିନାୟକ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଗତ ସିଜନରେ ଧୀମା ବୋଲିଂ ହାର ଯୋଗୁ ନିୟମିତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ମ୍ୟାଚରୁ ବାସନ୍ଦ ହୋଇଛନ୍ତି । ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଏହି ମ୍ୟାଚରେ ଦଳର…

ଆନିମଲ୍ ସିନ ରିକ୍ରିଏଟ୍ କଲେ ଏମଏସ୍ ଧୋନୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ସିଜିନ୍ ଆରମ୍ଭ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଧୋନିଙ୍କ ନୂଆ ବିଜ୍ଞାପନ ସୋସିଆଲ ମିଡିଆରେ ଧମାଲ କରୁଛି। ଚଳଚ୍ଚିତ୍ର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗା ବିଜ୍ଞାପନରେ ଧୋନିଙ୍କୁ ଲମ୍ବା କେଶ ସହ ବଲିଉଡ ଫିଲ୍ମ 'ଆନିମଲ'ର ଏକ…

ଏଥର ଭାଙ୍ଗିବ କି ଏହି ୧୦ ରେକର୍ଡ

ନୂଆଦିଲ୍ଲୀ: ଆଇପିଏଲରେ ଏ ଭଳି ଅନେକ ରେକର୍ଡ ରହିଛି ଯାହାକି ସହଜରେ ଭାଙ୍ଗି ନାହିଁ । ଏଥର ଆଶା କରାଯାଉଛି ଏହି ୧୦ ରେକର୍ଡ ଭାଙ୍ଗିବ । ଆସନ୍ତୁ ନଜର ପକାଇବା ଏହି ରେକର୍ଡଗୁଡିକ ଉପରେ.. । ସିଜନରେ ସର୍ବାଧିକ ରନ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ବିରାଟ କୋହଲି ୨୦୧୬ ସିଜନରେ ୯୭୩ ରନ…

ଏଥର କିଏ ହେବ ସିକ୍ସର କିଙ୍ଗ

ଆଇପିଏଲ ୨୦୨୫ ଆଉ କିଛି ଦିନ ମଧ୍ୟରେ ଆରମ୍ଭ ହୋଇଯିବ । କ୍ରିକେଟର ଏହି ଛୋଟ ଫର୍ମାଟରେ ଦେଖିବାକୁ ମିଳିବ ଫିଲ୍ମ ଷ୍ଟାଇଲରେ ରୋମାଂଚ ଆଉ ଟୁଇଷ୍ଟ । ପ୍ରତ୍ୟେକ ଆଇପିଏଲରେ କିଛି ବ୍ୟାଟ୍ସମ୍ୟାନ ବ୍ୟାଟରୁ ଗର୍ଜିଥାଏ ଛକାର ଗମ୍ଭୀର ଶବ୍ଦ । ଯେମିତି ବୀରେନ୍ଦ୍ର ସେହ୍ୱାଗ, କ୍ରିସ ଗେଲ, ରୋହିତ…

୪ ବର୍ଷ ପାଇଁ ବାସନ୍ଦ ହେଲେ ଭାରତର ଆଥଲେଟ ଅର୍ଚ୍ଚନା

ନୂଆଦିଲ୍ଲୀ: ଭାରତର ଲଙ୍ଗ ଡିଷ୍ଟାନ୍ସ ରନର ଅର୍ଚ୍ଚନା ଯାଦବଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଛି । ଜାନୁୟାରୀ କରାଯାଇଥିବା ଡୋପ ଟେଷ୍ଟରେ ଅର୍ଚ୍ଚନା ନିଷିଦ୍ଧ ଡ୍ରଗ୍ସ ସେବନ କରିଥିବା ଜଣାପଡିଛି । ୱାଲ୍ଡ ଆଥଲେଟିକ୍ସର ଆଥଲେଟିକ୍ସ ଇଂଟିଗ୍ରେଟି ୟୁନିଟ ଅନୁସାରେ ଅର୍ଚ୍ଚନାଙ୍କ ଶରୀରରୁ…

ଆଇପିଏଲ ୨୦୨୫: ଏଥର ବୋଲରଙ୍କ ଭରୋଷାରେ ଏହି ଟିମ

ମୁମ୍ବାଇ: ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୫ । ସମସ୍ତ ୧୦ଟି ଯାକ ଟିମ କ୍ରିକେଟର ଏହି ରୋମାଂଚକ ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । କୋଚ ଗୌତମ ଗମ୍ଭୀର ଇମ୍ପାକ୍ଟ ପ୍ଲେୟାର ନିୟମକୁ ଭଲ ଭାବେ ବ୍ୟବହାର କରି ଗତ ସଂସ୍କରଣରେ କେକେଆରକୁ ଚାମ୍ପିୟନ କରାଇଥିଲେ । ଗମ୍ଭୀର…

ବିସିସିଆଇ ଡକାଇଲା ଆଇପିଏଲର ଏହି ୧୦ ଖେଳାଳିଙ୍କୁ

ମୁମ୍ବାଇ: ଆଇପିଏଲ ୨୦୨୫ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୧୦ଟି ଯାକ ଟିମର ଅଧିନାୟକଙ୍କୁ ଡକାଇଛି । ବିସିସିଆଇ ନୂତନ ନିୟମ ସମ୍ପର୍କରେ ଅବଗତ କରାଇବା ସହ ପ୍ରି ସିଜନ ଇଭେଂଟ ପାଇଁ ଅଧିନାୟକଙ୍କ ଫଟୋଶୁଟ ମଧ୍ୟ କରାଯିବ । ମାର୍ଚ୍ଚ ୨୦ରେ ବିସିସିଆଇ ଅଫିସରେ ଏହା ଆୟୋଜିତ…

ଗୁଜରାଟ ଟାଇଟନ୍ସକୁ ମିିଳିଲା ନୂତନ ଅଂଶୀଦାର

ମୁମ୍ବାଇ: ଆଇପିଏଲ ୨୦୨୫ ଆରମ୍ଭ ହେବାକୁ ଆଉ କିଛି ଦିନ ବାକିଥିବା ବେଳେ ସିଭିସି କ୍ୟାପିଟାଲ ଗୁଜରାଟ ଟାଇଟାନ୍ସଠାରୁ ଦୂରେଇ ଯାଇଛି । ଗୁଜରାଟର ପ୍ରତିଷ୍ଠିତ କମ୍ପାନୀ ଟୋରେଂଟ ଗ୍ରୁପ ଏବେ ଏହି ଫ୍ରାଂଚାଇଜ ସହିତ ଯୋଡି ହୋଇଛି । ମାର୍ଚ୍ଚ ୧୭ରେ ଆବଶ୍ୟକ କାଗଜପତ୍ର କାର୍ଯ୍ୟ ଶେଷ ହୋଇଛି ।…

ଅଢ଼େଇ ମାସ ମଧ୍ୟରେ ସବୁ କିଛି ବଦଳିଗଲା କହିଲେ ଏହି ଷ୍ଟାର ଅଲରାଉଣ୍ଡର

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ଆଉ ହାତ ଗଣତି ଦିନ ପରେ ଆରମ୍ଭ ହେବ । ଏଥିପାଇଁ ସମସ୍ତ ଦଳର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପଂହଚିଛି । ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ପୂର୍ବରୁ ଭାବପ୍ରବଣ ହୋଇଛନ୍ତି । ସେ କହିଛନ୍ତି ଅଢ଼େଇ ମାସ…

ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରି ପିସିବିର ୮୦୦ କୋଟି କ୍ଷତି

ନୂଆଦିଲ୍ଲୀ: ୨୯ ବର୍ଷର ଅପେକ୍ଷା ପରେ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜିତ କରିବା ପିସିବିକୁ ମହଙ୍ଗା ପଡିଛି। ବର୍ତ୍ତମାନ ଦେବାଳିଆ ପରିସ୍ଥିତିରେ ଗତି କରୁଥିବା ପାକିସ୍ତାନକୁ ଏଥିପାଇଁ ପ୍ରାୟ ୮୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି। ଏହି ଚାମ୍ପିଅନ୍ସ ଟ୍ରଫି ଜରିଆରେ ପାକିସ୍ତାନ କୋଟି…