Latest Odisha News

BREAKING NEWS

Browsing Category

ଖେଳ

ବର୍ମିଂହାମରେ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାତ କଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଭୁବନେଶ୍ୱର: ଯୁକ୍ତରାଷ୍ଟ୍ର ଆମେରିକାର ବର୍ମିଂହାମରେ ଅନୁଷ୍ଠିତ ହୋଇଥିବା ପ୍ରତିଷ୍ଠିତ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫ରେ ଓଡ଼ିଶା ପୋଲିସର କନଷ୍ଟେବଳ ଅଶୋକ ଦଣ୍ଡସେନା ଓ ସୁସ୍ମିତା ଟିଗା ରାଜ୍ୟ ପୋଲିସ ପାଇଁ ଗୌରବ ଆଣିଛନ୍ତି। ଅଶୋକ ଦଣ୍ଡସେନା ୮୦୦ ମିଟର (ପୁରୁଷ ବର୍ଗ)…

ଭାରତ-ବାଂଲାଦେଶ କ୍ରିକେଟ ସିରିଜ ଆୟୋଜନ ନେଇ ଲାଗି ରହିଛି ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା କ୍ରିକେଟ ସିରିଜ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗିରହିଛି । ବାଂଲାଦେଶ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ଅନୀମୁଲ ଇସଲାମ କହିଛନ୍ତି ଯେ, ଭାରତ ବିପକ୍ଷ ଦିନିକିଆ ଓ ଟି୨୦ ସିରିଜକୁ ନେଇ ସ୍ଥିତି ସ୍ପଷ୍ଟ ହୋଇନି । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ…

ଜୋ ରୁଟଙ୍କ ଟାର୍ଗେଟରେ ରାହୁଲ ଡ୍ରାଭିଡଙ୍କ ରେକର୍ଡ

ନୂଆଦିଲ୍ଲୀ: ଜୁଲାଇ ୨ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଏଜବାଷ୍ଟନରେ ଖେଳାଯିବ । ଜୋ ରୁଟ ଏହି ମ୍ୟାଚରେ ରାହୁଲ ଡ୍ରାଭିଡ ଓ ଜ୍ୟାକ୍ସ କାଲିସଙ୍କୁ ପଛରେ ପକାଇ ପାରନ୍ତି । ସେ ଯଦି ୨୦୨ ରନ କରିବେ ତେବେ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ ହାସଲରେ ଉପରୋକ୍ତ ଦୁଇ ମହାନ…

ଆଉ ସ୍ଲିପ ପୋଜିଶନରେ ଫିଲ୍ଡିଂ କରିବେନି ଯଶସ୍ୱୀ

ଏଜବେଷ୍ଟନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଏଜବାଷ୍ଟନରେ ଜୁଲାଇ ୨ରୁ ଆରମ୍ଭ ହେବ । ୫ ମ୍ୟାଚ ବିଶିଷ୍ଟ ତେନ୍ଦୁଲକର-ଆଣ୍ଡରସନ ଟ୍ରଫିରେ ଭାରତ ଏବେ ୦-୧ରେ ପଛୁଆ ରହିଛି । ପ୍ରଥମ ଟେଷ୍ଟରେ ଖରାପ ଫିଲ୍ଡିଂ ପ୍ରଦର୍ଶନ କରିଥିବା ଯଶସ୍ୱୀ ଜୈସୱାଲଙ୍କୁ ଏଥର ସ୍ଲିପ ପୋଜିଶନରେ…

କ୍ୟାପଟେନ କୁଲକୁ ଟ୍ରେଡମାର୍କ କରିବା ପାଇଁ ଆବେଦନ କଲେ ଧୋନୀ

ରାଂଚୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ଦୁନିଆରେ କ୍ୟାପଟେନ କୁଲ ଭାବେ ପରିଚିତ । ଏବେ ଧୋନୀ କ୍ୟାପଟେନ କୁଲ ଶବ୍ଦକୁ ଟ୍ରେଡମାର୍କ କରିବା ପାଇଁ ଆବେଦନ କରିଛନ୍ତି । ଯଦି ତାଙ୍କୁ ଏଥିପାଇଁ ଅନୁମତି ମିଳିବ ତେବେ ଅନ୍ୟ କୌଣସି ବ୍ୟକ୍ତି କିମ୍ବା…

ବୁମରାହଙ୍କୁ ନେଇ ଟିମ ଇଣ୍ଡିଆ ଉପରେ ରାଗିଗଲେ ଡିଭିଲର୍ସ

ନୂଆଦିଲ୍ଲୀ: ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ପ୍ରଥମ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ନିକଟରୁ ଭାରତ ପରାଜିତ ହୋଇଛି । ସିରିଜରେ ୫ଟି ମ୍ୟାଚ ଖେଳାଯିବ । ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଯଶପ୍ରୀତ ବୁମରାହ ସିରିଜରେ ୩ଟି ମ୍ୟାଚ ଖେଳିବେ ବୋଲି କୋଚ ଗୌତମ ଗମ୍ଭୀର କହିଛନ୍ତି । ଯାହା ଦକ୍ଷିଣ ଆଫ୍ରିକାର ମହାନ…

ସମ୍ମାନଜନକ ଏସଜେଏଫଆଇ ପଦକ ପାଇଁ ମନୋନୀତ ହେଲେ ଚେସ ମହାରଥୀ ବିଶ୍ୱନାଥନ

ଭୁବନେଶ୍ୱର: ଭାରତର ପ୍ରଥମ ଗ୍ରାଣ୍ଡମାଷ୍ଟର ତଥା ମହାନ ଚେସ ଖେଳାଳି ବିଶ୍ୱନାଥନ ଆନନ୍ଦଙ୍କୁ ଏସଜେଏଫଆଇ ପଦକ ୨୦୨୪ ପାଇଁ ମନୋନୀତ କରାଯାଇଛି । ପାଖାପାଖି ୪ ଦଶନ୍ଧି ଧରି ଭାରତରେ କ୍ରୀଡାର ବିକାଶରେ ବିଶ୍ୱନାଥନଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।…

ଏସିଆ କପ କ୍ରିକେଟ ନେଇ ଏବେ ବି ରହିଛି ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ୨୦୨୫କୁ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି । ଭାରତରେ ଏହି ଟୁର୍ଣ୍ଣାମେଂଟର ଆୟୋଜକ ରହିଛି । କ୍ରିକବିଜ ରିପୋର୍ଟ ଅନୁସାରେ ଏସିଆ କପ ସେପ୍ଟମ୍ବର ୧୦ରୁ ଆରମ୍ଭ ହେବା ସମ୍ଭାବନା ରହିଛି । ଅବଶ୍ୟ ଏସିସି ଏ ନେଇ କୌଣସି ବୟାନ ଜାରୀ କରି ନାହିଁ । ପାକିସ୍ତାନ…

ଜୁନିୟର ପୁରୁଷ ହକି ବିଶ୍ୱକପ : ଭାରତ-ପାକିସ୍ତାନ ହେବେ ମୁହାଁ ମୁହିଁ

ନୂଆଦିଲ୍ଲୀ: ଚେନ୍ନାଇ ଓ ମଦୁରାଇରେ ଜୁନିୟର ପୁରୁଷ ହକି ବିଶ୍ୱକପ ନଭେମ୍ବରୁ ୨୮ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ଖେଳାଯିବ । ଏଥିନେଇ ଏଫଆଇଏଚର ମୂଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଗ୍ରୁପ ବିରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ସ୍ଥାନ ପାଇଛନ୍ତି ।…

ଓଏସ୍‌ଜା ପକ୍ଷରୁ “ଓଡ଼ିଶା କ୍ରୀଡା ବିକାଶ ଓ ସୁଯୋଗ” କନକ୍ଲେଭ୍‌

ଭୁବନେଶ୍ବର:ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓଏସ୍‌ଜା) ପକ୍ଷରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ‘ଓଡ଼ିଶା କ୍ରୀଡ଼ା: ବିକାଶ ଓ ସୁଯୋଗ’ ଶୀର୍ଷକ କନ୍‌କ୍ଲେଭ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବଛାବଛା କ୍ରୀଡ଼ା ସାମ୍ବାଦିକ ଓ କ୍ରୀଡ଼ାବିତ୍‌ଙ୍କ ସହ ସାରା ଦେଶର ୨୪ଜଣ ଜାତୀୟସ୍ତରୀୟ…