Latest Odisha News

BREAKING NEWS

Browsing Category

ଖେଳ

ଓସ୍‌ଜା ପକ୍ଷରୁ ‘ଓଡ଼ିଶା କ୍ରୀଡ଼ା: ବିକାଶ ଓ ସୁଯୋଗ’ କନକ୍ଲେଭ୍‌

ଭୁବନେଶ୍ବର : ରାଜ୍ୟରେ ଜାତୀୟ କ୍ରୀଡ଼ା ସାମ୍ବାଦିକ ସଂଘ (ଏସ୍‌ଜେଏଫ୍‌ଆଇ)ର ଏକମାତ୍ର ଅନୁବନ୍ଧିତ ସଂଘ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓଏସ୍‌ଜା) ପକ୍ଷରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ‘ଓଡ଼ିଶା କ୍ରୀଡ଼ା: ବିକାଶ ଓ ସୁଯୋଗ’ ଶୀର୍ଷକ କନ୍‌କ୍ଲେଭ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର…

ଚେନ୍ନାଇ ପକ୍ଷରୁ ଖେଳି ପାରନ୍ତି ସଞ୍ଜୁ ସାମସନ

ଚେନ୍ନାଇ: ଆଇପିଏଲର ୧୯ତମ ସିଜନରେ ଏକ ବଡ ଧରଣର ଅଦଳ ବଦଳ ଦେଖିବାକୁ ମିଳିପାରେ । ଏକ ରିପୋର୍ଟ ଅନୁସାରେ ଚେନ୍ନାଇ ସୁପର କିଙ୍ଗସ ସଞ୍ଜୁ ସାମସନଙ୍କୁ ନେବା ପାଇଁ ଜୋରସୋରରେ ଉଦ୍ୟମ ଆରମ୍ଭ କରିଛି । ଏଥିପାଇଁ ରାଜସ୍ଥାନ ରୟାଲ୍ସ ସହିତ ଦଳ ଯୋଗାଯୋଗରେ ରହିଛି । ରବିଚନ୍ଦ୍ରନ ଅଶ୍ୱୀନ ଓ ଶିବମ…

ଟେଷ୍ଟ କ୍ରିକେଟରେ ସେହ୍ୱାଗଙ୍କୁ ପଛରେ ପକାଇଲେ ପନ୍ତ

ନୂଆଦିଲ୍ଲୀ: ଭାରତର ଷ୍ଟାର ୱିକେଟକିପର ରିଷଭ ପନ୍ତ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଚଳିତ ସିରିଜର ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ପନ୍ତ ଶତକ ହାସଲ କରିଥିଲେ । ସେ ଏହି ଶତକୀୟ ଇନିଂସ ଅବସରରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗଙ୍କ ଛକା ରେକର୍ଡକୁ ପଛରେ…

ବାପା ହେଲେ କ୍ରିକେଟର ମୁକେଶ କୁମାର

ଛପରା: ଭାରତର ପେସ ବୋଲର ମୁକେଶ କୁମାର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପତ୍ନୀ ଦିବ୍ୟା ସନ୍ତାନ ଜନ୍ମ କରିବା ପରେ ମୁକେଶ ଏହି ଖୁସି ଖବର ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ଶେୟାର କରିଥିଲେ । ବିହାରର ଛପରା ବାସିନ୍ଦା ମୁକେଶ ୨୦୨୩ରେ ଦିବ୍ୟାଙ୍କୁ ବିବାହ କରିଥିଲେ । ସେ…

ଦ୍ୱିତୀୟ ଟେଷ୍ଟରେ ଖେଳି ନ ପାରନ୍ତି ବୁମରାହ

ଏଜବାଷ୍ଟନ: ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ଦ୍ୱିତୀୟ ଟେଷ୍ଟ ଏଜବାଷ୍ଟନରେ ଖେଳାଯିବ । ଏହା ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଏହି ମ୍ୟାଚରେ ଖେଳି ନ ପାରନ୍ତି । ଅବଶ୍ୟ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ପ୍ରଥମ ଟେଷ୍ଟରେ…

ଟି୨୦ ପାୱାର ପ୍ଲେ ନିୟମରେ ପରିବର୍ତନ କଲା ଆଇସିସି

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଟି୨୦ର ପାୱାର ପ୍ଲେ ନିୟମରେ ଆଇସିସି ସାମାନ୍ୟ ପରିବର୍ତନ କରିଛି । ନୂତନ ନିୟମ ଜୁଲାଇ ୨୦୨୫ରୁ ଲାଗୁ ହେବ । ବର୍ଷା କିମ୍ବା ଅନ୍ୟ କୌଣସି କାରଣରୁ ମ୍ୟାଚ ବାଧାପ୍ରାପ୍ତ ହେଲେ ପରେ ପାୱାର ପ୍ଲେରେ ନୂତନ ନିୟମ ଲାଗୁ ହେବ । ପୂର୍ବରୁ ୬ ଓଭର ପର୍ଯ୍ୟନ୍ତ ପାୱାର ପ୍ଲେ…

ଜାତୀୟ ସିନିୟର ସନ୍ତରଣ ଚାମ୍ପିୟନଶିପ: ମନ୍ନତା, ପ୍ରତ୍ୟାଶାଙ୍କୁ ପଦକ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମର ଆକ୍ୱାଟିକ ସେଂଟରରେ ୭୮ତମ ଜାତୀୟ ସିନିୟର ସନ୍ତରଣ ଚାମ୍ପିୟନଶିପ ଅନୁଷ୍ଠିତ ହୋଇଯାଇଛି । ଅନ୍ତିମ ଦିବସରେ ଓଡିଶାର ଦୁଇ ଉଦୀୟମାନ ସନ୍ତରଣକାରୀ ମନ୍ନତା ମିଶ୍ର ଓ ପ୍ରତ୍ୟାଶା ରାୟ ପଦକ ହାସଲ କରିଛନ୍ତି । ଓଡିଶା ଓଭରାଲ ୬ ପଦକ ଜିିତି ୭ମ ସ୍ଥାନରେ…

ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିବା ପାଇଁ ଜୈସୱାଲଙ୍କୁ ଆବଶ୍ୟକ ୧୮୩ ରନ

ଲୀଡ୍ସ: ଭାରତ-ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲାରେ ଭାରତ ପରାଜିତ ହୋଇଛି । ଏହି ମ୍ୟାଚରେ ଯଶସ୍ୱୀ ଜୈସୱାଲ ଶତକ ହାସଲ କରିଥିଲେ । ସେ ଚଳିତ ସିରିଜରେ ୧୮୩ ରନ ସଂଗ୍ରହ କଲେ ମହାନ ବ୍ୟାଟ୍ସମ୍ୟାନ ଡନ ବ୍ରାଡମ୍ୟାନଙ୍କ ରେକର୍ଡ ଭଙ୍ଗ କରିବେ । ସେ ଟେଷ୍ଟ ପଦାର୍ପଣ…

କ୍ରିକେଟ ନିୟମରେ ଆଇସିସି କଲା ବଡ ପରିବର୍ତ୍ତନ

ନୂଆଦିଲ୍ଲୀ: ଆଇସିସି ବର୍ତ୍ତମାନ୍ ଅନ୍ତର୍ଜାତୀୟ କ୍ରିକେଟରେ ଅନେକ ନୂତନ ନିୟମ ଲାଗୁ କରିଛି। ତେବେ ଆସନ୍ତୁ ଜାଣିବା ନୂତନ ନିୟମ ଅନୁଯାୟୀ କଣ ପରିବର୍ତ୍ତନ କରାଯାଇଛି। ଟି ୨୦ ଏବଂ ଦିନିକିଆ କ୍ରିକେଟରେ ଷ୍ଟପ୍ କ୍ଲକ୍ ନିୟମ ଲାଗୁ ହେବାର ବର୍ଷେ ପରେ ଆଇସିସି ଏହି ନିୟମ ଟେଷ୍ଟରେ ମଧ୍ୟ…

ଜିମ୍ନାଷ୍ଟିକ୍ସ ଶୈଳୀରେ ଖୁସି ମନାଇବାକୁ ପନ୍ତଙ୍କୁ କରାଯାଇଛି ମନା

ଲୀଡ୍ସ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ରିଷଭ ପନ୍ତ ଉଭୟ ଇନିଂସରେ ଶତକ ହାସଲ କରି କୀର୍ତିମାନ ସ୍ଥ୍‌ାପନ କରିଛନ୍ତି । ଅବଶ୍ୟ ୫ ମ୍ୟାଚ ବିଶିଷ୍ଟ ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ପ୍ରଥମ ମୁକାବିଲାରେ ଭାରତ ପରାଜିତ ହୋଇଛି । ଦଳ ଏବେ ଦ୍ୱିତୀୟ ଟେଷ୍ଟ ପାଇଁ ପ୍ରସ୍ତୁତି ହୋଇଛି । ପନ୍ତ…