Latest Odisha News

BREAKING NEWS

Browsing Category

ଖେଳ

କଳିଙ୍ଗ ଷ୍ଟାଡିୟମରେ ହେବ ସବଜୁନିୟର ନ୍ୟାସନାଲ ରଗବୀ ସେଭେନ୍ସ ଚାମ୍ପିୟନସିପ୍

ଭୁବନେଶ୍ୱର:ଆସନ୍ତା ଜାନୁଆରୀ ୧୬ ରୁ ୨୧ ତାରିଖ ପର‌୍ୟ୍ୟନ୍ତ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ, ରଗବୀ ଇଣ୍ଡିଆ ଏବଂ ଓଡ଼ିଶା ଷ୍ଟେଟ୍ ରଗବୀ ଆସୋସିଏସନ ମିଳିତ ସହଯୋଗରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ 'ଦଶମ ସବ୍‌-ଜୁନିୟର ଜାତୀୟ ରଗବୀ ସେଭେନ୍ସ ଚାମ୍ପିୟନସିପ୍-୨୦୨୫'…

ବିଜୟ ହଜାରେ ଟ୍ରଫି: ସେମିଫାଇନାଲରେ କର୍ଣ୍ଣାଟକ-ବିଦର୍ଭ, ପଞ୍ଜାବ-ସୌରାଷ୍ଟ୍ର ମଧ୍ୟରେ ହେବ ମୁକାବିଲା

ନୂଆଦିଲ୍ଲୀ: ଚଳିତ ବିଜୟ ହଜାରେ ଟ୍ରଫି ଏବେ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ମଙ୍ଗଳବାର କ୍ୱାର୍ଟର ଫାଇନାଲ ମୁକାବିଲା ପରେ ସେମିଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଏବେ ଗୁରୁବାର ହେବାକୁ ଥିବା ସେମିଫାଇନାଲରେ କର୍ଣ୍ଣାଟକ-ବିଦର୍ଭ ଓ ପଞ୍ଜାବ-ସୌରାଷ୍ଟ୍ର ମଧ୍ୟରେ ହେବ ମୁକାବିଲା । ପଞ୍ଜାବ…

ମେରୀ କମଙ୍କ ପ୍ରେମ ସମ୍ପର୍କ; ଖୁଲାସା କଲେ ପୂର୍ବତନ ସ୍ବାମୀ

ନୂଆଦିଲ୍ଲୀ: ଭାରତର ସବୁଠାରୁ ସଫଳ ବକ୍ସର ଏମସି ମେରୀ କମ୍ ବର୍ତ୍ତମାନ ତାଙ୍କ ପୂର୍ବତନ ସ୍ଵାମୀଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ତେବେ "ମ୍ୟାଗ୍ନିଫିସେଣ୍ଟ ମ୍ୟାରୀ" ଭାବରେ ସାରା ବିଶ୍ୱରେ ପରିଚିତ ମେରୀ କମ୍‌ଙ୍କ କ୍ୟାରିଅରକୁ ମଜବୁତ କରିବାରେ ଅନଲର ପ୍ରମୁଖ ଭୂମିକା…

ଆଇସିସି କଥା ମାନୁନି ବାଂଲାଦେଶ

ନୂଆଦିଲ୍ଲୀ:ବାଂଲାଦେଶ କ୍ରିକେଟ ବୋର୍ଡ ତାର ଜିଦ ଛାଡୁନି । ଆଇସିସି ଭାରତ ବାହାରେ ମ୍ୟାଚ କରିବା ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ସତ୍ୱେ ବିିସିବି ଏ ପର୍ଯ୍ୟନ୍ତ ମନ ବଦଳାଇ ପାରିବ ନାହିଁ । ମଙ୍ଗଳବାର ବିସିବିକୁ ଆଇସିସି ପୂର୍ନବିଚାର କରିବା ପାଇଁ କହିଥିଲା । ବିସିସିଆଇ ମଧ୍ୟ ବିସିବି…

ଟି୨୦ ବିଶ୍ୱକପ: ୪ଜଣଙ୍କୁ ମିଳିଲାନି ଭାରତୀୟ ଭିସା

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟର ୨୦୨୬ ସଂସ୍କରଣ ଭାରତ ଏବଂ ଶ୍ରୀଲଙ୍କାରେ ମିଳିତ ଭାବେ ଆୟୋଜିତ ହେବ । ଟୁର୍ଣ୍ଣାମେଂଟ ଆରମ୍ଭ ହେବା ପୂର୍ବରୁ ବିବାଦ ଏହାର ପିଛା ଛାଡୁନି । ଭାରତ-ପାକିସ୍ତାନ, ଭାରତ-ବାଂଲାଦେଶ ବିବାଦ ପରେ ଏବେ ଭିସାକୁ ନେଇ ଅଶାନ୍ତି ଉପୁଜିଛି । ପାକିସ୍ତାନ ସହ…

ଗାର୍ଲଫ୍ରେଣ୍ଡ୍ ସୋଫିଙ୍କ ସହ ନିର୍ବନ୍ଧ କଲେ ଶିଖର ଧାୱନ…

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଓପନର ଶିଖର ଧାୱନ ପ୍ରେମିକା ସୋଫି ସାଇନଙ୍କ ସହ ନିର୍ବନ୍ଧ ଆନାଉନ୍ସ କରିଛନ୍ତି। କ୍ରିକେଟର ସୋମବାର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏନେଇ ଏକ ଫଟୋ ସେୟାର କରିଥିଲେ। ରିପୋର୍ଟ ଅନୁସାରେ ଏହି ଦମ୍ପତି ଫେବୃଆରୀ ତୃତୀୟ ସପ୍ତାହରେ ବିବାହ ବନ୍ଧନରେ ଆବଦ୍ଧ…

କୋହଲି, ଧାୱନଙ୍କୁ ପଛରେ ପକାଇ ପାରନ୍ତି ଶ୍ରେୟାଶ

ନୂଆଦିଲ୍ଲୀ: ଭାରତୀୟ ଦିନିକିଆ କ୍ରିକେଟ ଟିମର ଉପ ଅଧିନାୟକ ଶ୍ରେୟାଶ ଆୟାର ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ଏକ ବଡ ଉପଲବ୍ଧି ନିଜ ନାମରେ କରି ପାରନ୍ତି । ପ୍ରଥମ ମ୍ୟାଚରେ ସେ ୪୭ ବଲରେ ୪୯ ରନ ସଂଗ୍ରହ କରିଥିଲେ । ଶ୍ରେୟାଶ ୬୮ ମ୍ୟାଚରେ ୨୯୬୬ ରନ କରିଛନ୍ତି । ଏଥିରେ ୫ ଶତକ ଓ ୨୩…

ମହିଳା କ୍ରିକେଟ: ମହାନ ଖେଳାଳି ଏଲିସା ହୀଲେଙ୍କ ଅବସର ଘୋଷଣା

ନୂଆଦିଲ୍ଲୀ: ଭାରତ ବିପକ୍ଷ ସିରିଜ ପରେ ମହାନ ମହିଳା କ୍ରିକେଟ ଖେଳାଳି ଆଲେସ ହୀଲେ ଅବସର ନେବେ ବୋଲି ଘୋଷଣା କରିଛନ୍ତି । ଅଷ୍ଟ୍ରେଲିଆର ଏହି ୩୫ ବର୍ଷୀୟ ଖେଳାଳି ୨୦୧୦ରେ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ୧୫ ବର୍ଷର କ୍ୟାରିୟରରେ ସେ ୩ଟି ଯାକ ଫର୍ମାଟରେ ୭୦୦୦ରୁ ଊର୍ଦ୍ଧ୍ୱ ରନ…

T20 World Cup: ବାଂଲାଦେଶର ଦାବିକୁ ପ୍ରତ୍ୟାଖ୍ୟାନ କଲା ଆଇସିସି

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଭାରତରେ ହେବାକୁ ଥିବା T20 ବିଶ୍ୱକପ୍ ମ୍ୟାଚ୍ ଗୁଡ଼ିକୁ ସ୍ଥାନାନ୍ତର କରିବାକୁ ବାଂଲାଦେଶର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି। ଆଇସିସିର ସୁରକ୍ଷା ରିପୋର୍ଟ ଅନୁଯାୟୀ ଭାରତରେ ବାଂଲାଦେଶ ଦଳ ପାଇଁ କୌଣସି ଗୁରୁତ୍ୱପୂର୍ଣ୍ଣ ବିପଦ ନାହିଁ।…

ବିଜୟ ହଜାରେ ଟ୍ରଫି: କର୍ଣ୍ଣାଟକ, ସୌରାଷ୍ଟ୍ର ସେମି ଫାଇନାଲରେ

ନୂଆଦିଲ୍ଲୀ: କର୍ଣ୍ଣାଟକ ଓ ସୌରାଷ୍ଟ୍ର ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସୋମବାର ୨ଟି କ୍ୱାର୍ଟର ଫାଇନାଲ ମ୍ୟାଚ ମୁମ୍ବାଇ-କର୍ଣ୍ଣାଟକ ଓ ଉତରପ୍ରଦେଶ-ସୌରାଷ୍ଟ୍ର ମଧ୍ୟରେ ଖେଳା ଯାଇଥିଲା । ପ୍ରଥମ ମ୍ୟାଚରେ ମୁମ୍ବାଇ ଆଗ ବ୍ୟାଟିଂ କରି ୫୦…