Latest Odisha News

BREAKING NEWS

Browsing Category

ଖେଳ

ଭାରତୀୟ ବୋଲରଙ୍କ ଆଗରେ ଆତ୍ମସମର୍ପଣ କଲା ୱେଷ୍ଟଇଣ୍ଡିଜ

ଅହମ୍ମଦାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହୋଇଛି । ପ୍ରଥମ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଭଲ ସ୍ଥିତିରେ ରହିଛି । ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୧୬୨ ରନ କରି ଅଲଆଉଟ ହୋଇଯାଇଛି । ଜବାବରେ ଭାରତ ଷ୍ଟମ୍ପସ…

ଘୋଷଣା ହେଲା ଓଡ଼ିଶା ରଣଜୀ ଟିମ୍‌; ଶୁଭ୍ରାଂଶୁ ସେନାପତି ଅଧିନାୟକ

ଭୁବନେଶ୍ବର:  ଓଡିଶା ରଣଜୀ ଦଳ ହେଲା ଘୋଷଣା । ୨୦୨୫-୨୬ ରଣଜୀ  ସିଜିନର ପ୍ରଥମ ୩ ମ୍ୟାଚ ପାଇଁ ୧୫ ଜଣିଆ ଟିମ୍‌ ଘୋଷଣା କଲା ଓଡିଶା କ୍ରିକେଟ ସଂଘ । ଶୁଭ୍ରାଂଶୁ ସେନାପତି ଦଳର ଅଧିନାୟକ ଚୟନ ହୋଇଛନ୍ତି। ଘୋଷଣା ହୋଇଥିବା ଟିମ୍‌ରେ ରହିଛନ୍ତି ଶୁଭ୍ରାଂଶୁ ସେନାପତି (ଅଧିନାୟକ), ସ୍ବସ୍ତିକ…

ଆଇଏଲଟି୨୦ ନିଲାମ: କୌଣସି ଟିମ ଅଶ୍ୱୀନଙ୍କୁ ନେଲେନି

ଦୁବାଇ: ଭାରତର ମହାନ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ଆଇଏଲଟି୨୦ରେ ନିରାଶ ହେବାକୁ ପଡିଛି । ନିଲାମ ପ୍ରକ୍ରିୟାରେ କୌଣସି ଟିମ ତାଙ୍କୁ ନେଇ ନ ଥିଲେ । ତାଙ୍କର ବେସ ପ୍ରାଇସ ୧କୋଟି ୬ ଲକ୍ଷ ଥିଲା । ଦୀନେଶ କାର୍ତିକ ଓ ପୀୟୂଷ ଚାୱାଲା ଏହି ଲିଗର ଅଂଶ ବିଶେଷ ଅଛନ୍ତି । ନିକଟରେ ଆଇପିଏଲ…

ଟାଇମ ପତ୍ରିକାରେ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଲେ ଯଶସ୍ୱୀ

ନୂଆଦିଲ୍ଲୀ: ଟାଇମ ପତ୍ରିକା ବିଶ୍ୱର ୧୦୦ ଉଦୀୟମାନ ତାରକାଙ୍କ ନାମ ଘୋଷଣା କରିଛି । ଏଥିରେ ୨୩ ବର୍ଷୀୟ କ୍ରିକେଟର ଯଶସ୍ୱୀ ଜୈସୱାଲ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି । ଯଶସ୍ୱୀ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଏହି ଖୁସୀ ଖବର ଶେୟାର କରିଛନ୍ତି । ଟାଇମ ପତ୍ରିକାରେ ସ୍ଥାନ ପାଇବା…

ବିସିସିଆଇକୁ କ୍ଷମା ମାଗିବା ଖାରଜ କଲେ ନକଭି, କହିଲେ, ‘ଯଦି ଟ୍ରଫି ଚାହଁ ମୋ ପାଖରୁ ନିଅ…’

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ମୁଖ୍ୟ ଏବଂ ଏସୀୟ କ୍ରିକେଟ୍ ପରିଷଦ (ACC) ସଭାପତି ମୋହସିନ୍ ନକଭି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) କୁ କ୍ଷମା ମାଗିଥିବା ରିପୋର୍ଟକୁ ଖାରଜ କରିବା ସହିତ ଏସିଆ କପ୍ ୨୦୨୫ ଫାଇନାଲ୍ ଟ୍ରଫିକୁ ନେଇ ବିବାଦ ତୀବ୍ର ହୋଇଛି। ନକଭି…

ଏସିଆ କପ ଟ୍ରଫି ବିବାଦ: ଫସି ପାରନ୍ତି ମୋହସୀନ ନକଭୀ

ନୂଆଦିଲ୍ଲୀ: ଏସିଆ କପ ଟ୍ରଫି ବିବାଦ ଏବେ ନୂଆ ମୋଡରେ ପଂହଚିଛି । ରିପୋର୍ଟ ଅନୁସାରେ ବିସିସିଆଇ ଏହି ଘଟଣାରେ ଏବେ କଠୋର ନିଷ୍ପତି ନେବାକୁ ଯାଉଛି । ୭୨ ଘଂଟା ମଧ୍ୟରେ ନକଭି ଟ୍ରଫି ନ ଫେରାଇଲେ ତାଙ୍କ ବିରୋଧରେ ଆଇନର ଆଶ୍ରୟ ନେବ । ନକଭି କହିଛନ୍ତି ଟିମ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ…

Women’s World Cup 2025: ବିଜୟରୁ ଭାରତର ଅଭିଯାନ ଆରମ୍ଭ; ପରବର୍ତ୍ତୀ ମ୍ୟାଚରେ ପାକ୍ ସହ ଟକ୍କର

ନୂଆଦିଲ୍ଲୀ:ମହିଳା ଦିନିକିଆ ବିଶ୍ବକପ୍‌ର ୧୩ତମ ସଂସ୍କରଣ ମଙ୍ଗଳବାର ଆରମ୍ଭ ହୋଇଯାଇଛି । ତେବେ ଭାରତୀୟ ମହିଳା କ୍ରିକେଟ ଦଳ ବିଜୟ ସହିତ ବିଶ୍ୱକପ ଆରମ୍ଭ କରିଛି । ଭାରତ ଶ୍ରୀଲଙ୍କା ମହିଳା ଦଳକୁ ୫୯ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୪୭ ଓଭରରେ ୨୬୯ ରନ କରିଥିଲା,…

ଏସିଆ କପ: ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇବା ପାଇଁ ପିସିବି, ନକଭିଙ୍କ ଉପରେ ପଡିଲା ଚାପ

ନୂଆଦିଲ୍ଲୀ: ଏସିଆ କପ ୨୦୨୫ ବିବାଦ ଅବସିରରେ ଭାରତକୁ ଏକ ବଡ ବିଜୟ ହାତ ଲାଗିଛି । ଫାଇନାଲରେ ପାକିସ୍ତାନକୁ ହରାଇ ଭାରତ ଏସିଆ କପ ଟାଇଟଲ ୯ମ ଥର ପାଇଁ ହାସଲ କରିଥିଲା । ତେବେ ଟିମ ଇଣ୍ଡିଆ ପାକିସ୍ତାନ ମୂଖ୍ୟ ମୋହସୀନ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବା ପାଇଁ ମନା କରି ଦେଇଥିଲା । ଏହା ପରେ…

୧୭,୭୬୨ କୋଟି ଟଙ୍କାରେ ବିକ୍ରି ହୋଇପାରେ ଆରସିବି

ବେଙ୍ଗାଲୁର: ୧୮ ବର୍ଷ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଆଇପିଏଲ ଟ୍ରଫି ହାସଲ କରିବାରେ ସଫଳ ହୋଇଛି । ରିପୋର୍ଟ ମୁତାବକ ଆରସିବି ଟିମ ଏବେ ବିକ୍ରି ହେବାକୁ ଯାଉଛି । ଡିଏଗୋର ସହାୟକ କମ୍ପାନୀ ୟୁନାଇଟେଡ ସ୍ପିରିଟ ଲିମିଟେଡ ତାଙ୍କ ଟିମ ଆରସିବିକୁ ବିକ୍ରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ…

ପାକିସ୍ତାନ ଖେଳାଳିଙ୍କ ଉପରେ ବଢ଼ିଲା କଟକଣା, ଖେଳି ପାରିବେନି ବିଦେଶୀ ଲିଗ

କରାଚୀ: ଏସିଆ କପରେ ଭାରତ ନିକଟରୁ ଫାଇନାଲରେ ହାରିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ନିଜ ଦେଶର ଖେଳାଳିଙ୍କ ଉପରେ କଟକଣା ବଢ଼ାଇବାରେ ଲାଗିଛି । ଏବେ ବିଦେଶୀ ଟି୨୦ ଲିଗ ପାଇଁ ପିସିବି ଏନଓସି ଦେବାକୁ ମନା କରିଦେଇଛି । ଫଳରେ ସେମାନେ ଆଉ ବିଦେଶୀ ଲିଗରେ ଖେଳି ପାରିବେନି । କ୍ରିକଇନଫୋ…