Latest Odisha News

BREAKING NEWS

Browsing Category

ଖେଳ

Asia Cup final drama: ‘ସେ ଟ୍ରଫି ନେଇ ପଳାଇଗଲେ’, ଭାରତ ଫେରିବା ପରେ, ଫାଇନାଲ ରାତିର ସତ ବଖାଣିଲେ…

ନୂଆଦିଲ୍ଲୀ: ଭାରତ ପାକିସ୍ତାନକୁ ପରାସ୍ତ କରି ଏସିଆ କପ୍ ଜିତିଛି। ତଥାପି, ଟାଇଟଲ ଜିତିବା ସତ୍ତ୍ୱେ, ଟିମ୍ ଇଣ୍ଡିଆ ଏସିଆ କପ୍ ଟ୍ରଫି ସହିତ ଉତ୍ସବ ପାଳନ କରିପାରି ନଥିଲା କାରଣ ACC ଏବଂ PCB ମୁଖ୍ୟ ମୋହସିନ ନକଭି ତାଙ୍କ ସହିତ ଟ୍ରଫି ଏବଂ ପଦକ ନେଇଯାଇଥିଲେ। ଫଳସ୍ୱରୂପ, ଟିମ୍ ଇଣ୍ଡିଆକୁ…

ଏସିଆ କପ ଶ୍ରେଷ୍ଠ ଏକାଦଶରେ ଭାରତରୁ ୬ଜଣ

ଦୁବାଇ: ଏସିଆ କପ ୨୦୨୫ର ଟାଇଟଲ ଭାରତ ହାସଲ କରିଛି । ଭାରତୀୟ କ୍ରିକେଟ ଟିମ ପାକିସ୍ତାନକୁ ହରାଇ ୯ମ ଥର ପାଇଁ ଚାମ୍ପିୟନ ହୋଇଛି । ଇତି ମଧ୍ୟରେ ଏସିଆ କପରେ ପ୍ରଦର୍ଶନକୁ ନେଇ ଶ୍ରେଷ୍ଠ ଏକାଦଶ ବଛାଯାଇଛି । ବ୍ୟକ୍ତିଗତ ଭାବେ ଭଲ ପ୍ରଦର୍ଶନ କରି ନ ଥିଲେ ମଧ୍ୟ ସୂର୍ଯ୍ୟକୁମାର ଯାଦବଙ୍କ…

ଏସିଆ କପ ପରେ ଏବେ ଟିମ ଇଣ୍ଡିଆର ନଜର ଏହି ସିରିଜ ଉପରେ

ନୂଆଦିଲ୍ଲୀ: ଏସିଆ କପ ଫାଇନାଲରେ ପାକିସ୍ତାନ ହରାଇ ଭାରତ ଚାମ୍ପିୟନ ହୋଇଛି । ଏହା ପରେ ଟିମ ଇଣ୍ଡିଆ ତାର ପରବର୍ତୀ ଆନ୍ତର୍ଜାତୀୟ ମୁକାବିଲା ଉପରେ ନଜର ପକାଇବା ଆରମ୍ଭ କରିଛି । ଅକ୍ଟୋବର ୨ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟିମ ଇଣ୍ଡିଆ ଘରୋଇ ପରିବେଶରେ ଟେଷ୍ଟ ସିରିଜ ଖେଳିବ । ଇଂଲଣ୍ଡ ବିପକ୍ଷ…

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ କ୍ରିସ ୱକସ

ଲଣ୍ଡନ: ଇଂଲଣ୍ଡର ସିନିୟର ଅଲରାଉଣ୍ଡର କ୍ରିସ ୱକସ ସୋମବାର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୩୬ ବର୍ଷୀୟ ୱକସ ଭରତ ବିପକ୍ଷ ସିରିଜ ଅବସରରେ ଆଘାତପ୍ରାପ୍ତ ହୋଇଥିଲେ । ୫ମ ଟେଷ୍ଟରେ ଫିଲ୍ଡିଂ କରୁଥିବା ବେଳେ ତାଙ୍କ କାନ୍ଧରେ ଗୁରୁତର ଆଘାତ ଲାଗିଥିଲା । ସେ ଫିଟ ହୋଇ ଫେରିବା…

Mohsin Naqvi: ଏସିଆ କପ୍ ଟ୍ରଫି ନିଜ ସହ ନେଇଥିବା ମୋହସିନ୍ ନକଭି କିଏ?, ପାକିସ୍ତାନ ସରକାରରେ ପାଇଛନ୍ତି…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଏସିଆ କପ୍ ୨୦୨୫ର ଟାଇଟଲ୍ ମ୍ୟାଚ୍ ରେ ପାକିସ୍ତାନୀ କ୍ରିକେଟ୍ ଦଳକୁ ପରାସ୍ତ କରିଛି। ଏସିଆ କପ୍ ରେ ଭାରତର ବିଜୟ ସତ୍ତ୍ୱେ, ପାକିସ୍ତାନ ଏକ ନାଟକୀୟ ନାଟକ ପ୍ରଦର୍ଶନ କରିଛି ଯାହା ସାରା ବିଶ୍ୱରେ ଆଲୋଚନା ହେଉଛି। ବିଜୟ ପରେ, ଭାରତୀୟ ଦଳ ପାକିସ୍ତାନର…

Asia Cup 2025 Controversy: ବୟକଟରୁ ଟ୍ରଫି ଚୋରି ଯାଏଁ…ବିବାଦରେ ଏସିଆ କପ୍: ବେଇଜ୍ଜତ୍ ଭୁଲି ପାରିବନି…

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ଟାଇଟେଲ ଜିତିଲା ଭାରତ । ପ୍ରଥମ ଥର ପାଇଁ ଫାଇନାଲରେ ପାକିସ୍ତାନ ସହ ମୁହାଁମୁହିଁ ହୋଇଥିବା ଟିମ୍ ଇଣ୍ଡିଆ ୫ ୱିକେଟରେ ଟିମ୍ ପାକିସ୍ତାନକୁ ହରାଇ ନବମ ଥର ପାଇଁ ଏସିଆ ଦଖଲ କରିଛି ଭାରତ । ତେବେ ଟସ୍ ପଡିବା ଠାରୁ ଆରମ୍ଭ କରି ଫାଇନାଲରେ ଭାରତ ମୁକୁଟ ପିନ୍ଧିବା…

ଆତଙ୍କବାଦୀଙ୍କୁ ମ୍ୟାଚ ଫି ଦେବେ ପାକିସ୍ତାନ ଖେଳାଳି

ଦୁବାଇ: ଏସିଆ କପ ୨୦୨୫ ଫାଇନାଲରେ ଭାରତ ୫ ୱିକେଟରେ ପାକିସ୍ତାନକୁ ହରାଇ ଚାମ୍ପିୟନ ହୋଇଛି । ଭାରତ ଗ୍ରୁପ ପର୍ଯ୍ୟାୟ, ସୁପର ଫୋର ଓ ଫାଇନାଲରେ ପରାସ୍ତ କରି ହ୍ୟାଟ୍ରିକ ବିଜୟ ହାସଲ କରିଛି । ରିପୋର୍ଟ ମୁତାବକ ପାକିସ୍ତାନ ଟିମ ଫାଇନାଲ ମ୍ୟାଚର ଫିକୁ ଅପରେଶନ ସିନ୍ଦୂରରେ ମରିଥିବା…

ପରାଜୟ ସମ୍ଭାଳି ପାରିଲାନି ପାକ, ରାଗିକି ଚେକ୍ ଫୋପାଡ଼ିଦେଲେ କ୍ୟାପଟେନ…

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ରେ ଟାଇଟଲ ଜିତି ଟିମ୍ ଇଣ୍ଡିଆ ନବମ ଥର ପାଇଁ ବିଜେତା ହୋଇଛି। ତେବେ ଫାଇନା ରେ ଇଣ୍ଡିଆ ସହ ପାକିସ୍ତାନର ମୁକାବିଲା ହୋଇଥିଲା। ଯେଉଁଥିରେ ପାକିସ୍ତାନ ହାରର ସାମ୍ନା କରିଥିଲା। ତେବେ ପରାଜୟକୁ ସହଜରେ ଗ୍ରହଣ କରି ନପାରି ପାକିସ୍ତାନ ଅଧିନାୟକ ସଲମାନ ଆଗା…

Ind vs Pak: ହରାଇବା ପରେ ପାକିସ୍ତାନୀ ଖେଳାଳିଙ୍କୁ ଏମିତି ପରିହାସ କରିଥିଲା ଟିମ୍ ଇଣ୍ଡିଆ, ଭାଇରାଲ ହେଉଛି ସଞ୍ଜୁ…

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ରେ ପାକିସ୍ତାନ ଥରେ କି ଦୁଇଥର ନୁହେଁ, ବରଂ ତିନିଥର ଭାରତର ହାତରେ ପରାଜୟ ବରଣ କରିଥିଲା। ଏହିପରି, ଟିମ୍ ଇଣ୍ଡିଆ ଗୋଟିଏ ବି ମ୍ୟାଚ୍‌ ନ ହାରି ୨୦୨୫ ଏସିଆ କପ୍ ଟାଇଟଲ୍ ଜିତିଥିଲା। ଟିମ୍ ଇଣ୍ଡିଆ ୯ମ ଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଥିଲା। ଏସିଆ କପ୍ ଇତିହାସରେ…

Ind defeat Pak: ଏସିଆ କପରେ ବି ହାରିକି ଗୁମୁରି କାନ୍ଦୁଛି ପାକିସ୍ତାନ, ପ୍ରଧାନମନ୍ତ୍ରୀଙ୍କ ପରେ, କ୍ରୀଡ଼ା ମନ୍ତ୍ରୀ…

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ରେ ଟିମ୍ ଇଣ୍ଡିଆର ପ୍ରଭାବଶାଳୀ ବିଜୟ ପାକିସ୍ତାନ ଭାରି ବାଧିଛି । ଯାହାକୁ ନେଇ ଏବେ ସୋସିଆଲ ମିଡିଆ ୟୁଜର୍ସଙ୍କ ଠାରୁ ଆରମ୍ଭ କରି ଭାରତୀୟ ରାଜନେତାମାନେ ପାକିସ୍ତାନର ଖୁବ୍ ମଜା ଉଡାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏବଂ କିରନ୍ ରିଜିଜୁଙ୍କ ପରେ, କ୍ରୀଡ଼ା…