Latest Odisha News

BREAKING NEWS

Browsing Category

ଖେଳ

ଏବେ ବି ସମ୍ପୂର୍ଣ୍ଣ ସୁସ୍ଥ ହୋଇନି କହିଲେ ଶ୍ରେୟାଶ

ନୂଆଦିଲ୍ଲୀ: ଭାରତର ଷ୍ଟାର କ୍ରିକେଟର ଶ୍ରେୟାଶ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିିନିକିଆ ମ୍ୟାଚରେ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିଲେ । ଏବେ ସେ ଅଷ୍ଟ୍ରେଲିଆରେ ଚିକିତ୍ସାଧୀନ ଅଛନ୍ତି । ଶ୍ରେୟାଶ ଇନଷ୍ଟାଗ୍ରାମରେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି…

ବିଳମ୍ବରେ ଚମକିଛି ରୋହିତଙ୍କ କ୍ୟାରିୟର

ରୋହିତ ଶର୍ମା ବା ହିଟମ୍ୟାନ ଭାବେ ପରିଚିତ ଏହି ମହାନ ବ୍ୟାଟ୍ସମ୍ୟାନଙ୍କୁ କିଏ ବା ନ ଜାଣେ । ଯେଉଁ ସମୟରେ ତାଙ୍କୁ ବାହାରର ରାସ୍ତା ଦେଖାଇବା ପାଇଁ ଚୟନ କମିଟି ଉଦ୍ୟମ ଆରମ୍ଭ କରିଥିଲେ, ସେ ସମୟରେ ହିଟମ୍ୟାନ ଅଷ୍ଟ୍ରେଲିଆ ମାଟିରେ ପ୍ଲେୟାର ଅଫ ଦି ସିରିଜ ହେଉଛନ୍ତି । ଏଥିସହ ଦିନିକିଆ…

ମହିଳା ଦିନିକିଆ ବିଶ୍ୱକପ: ଲୌରାଙ୍କ ଐତିହାସିକ ଇନିଂସ, ଫାଇନାଲରେ ଦକ୍ଷିଣ ଆଫ୍ରିକା

ଗୌହାଟୀ: ଚଳିତ ମହିଳା ଦିନିକିଆ ବିଶ୍ୱକପ କ୍ରିକେଟର ପ୍ରଥମ ସେମିଫାଇନାଲରେ ଇଂଲଣ୍ଡକୁ ୧୨୫ ରନରେ ହରାଇ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଲୌରା ୱଲଭଡର୍ଟଙ୍କ ଐତିହାସିକ ଇନିଂସ ବଳରେ ଦକ୍ଷିଣ ଆଫ୍ରିକା ଏହି ବିଜୟ ହାସଲ କରିଛି । ଫାଇନାଲରେ ଦକ୍ଷିଣ ଆଫ୍ରିକା ଟିମ…

ସୂର୍ଯ୍ୟକୁମାର ମାରିଲେ ୧୫୦ ଛକା

ନୂଆଦିଲ୍ଲୀ: ଭାରତୀୟ ଟି୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ସେ ୫ମ ଖେଳାଳି ଭାବେ କ୍ରିକେଟର ଏହି ଛୋଟ ଫର୍ମାଟରେ ୧୫୦ ଛକା ମାରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି୨୦ ଅବସରରେ ସୂର୍ଯ୍ୟକୁମାର ୨ଟି ଛକା ମାରିଥିଲେ ।…

India vs Australia T20: ଭାରତ-ଅଷ୍ଟ୍ରେଲିଆ ପ୍ରଥମ T20 ବାତିଲ୍

କାନବେରା: ଭାରତ-ଅଷ୍ଟ୍ରେଲିଆ ପ୍ରଥମ T20 ବାତିଲ୍। ବର୍ଷାରେ ଧୋଇଗଲା ମାନୁକା ଓଭାଲର ମ୍ୟାଚ। ଭାରତ ୯୭/୧ ଥିବା ବେଳେ ବର୍ଷା ପାଇଁ ବନ୍ଦ ରହିଥିଲା ମ୍ୟାଚ। ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଥିଲା। ବର୍ଷା ଯୋଗୁଁ ମ୍ୟାଚ୍ ଆରମ୍ଭରୁ ଦୁଇଥର ପ୍ରଭାବିତ…

ସାମୀଙ୍କ ସମର୍ଥନରେ ଅଗରକରଙ୍କୁ ଟାର୍ଗେଟ କଲେ ବେଙ୍ଗଲ କୋଚ

କୋଲକାତା: ବେଙ୍ଗଲ କ୍ରିକେଟ ଟିମର ମୂଖ୍ୟ କୋଚ ଲକ୍ଷ୍ମୀ ରତନ ଶୁକ୍ଲା ବୁଧବାର ମହମ୍ମଦ ସାମୀଙ୍କୁ ଖୋଲାଖୋଲି ଭାବେ ସମର୍ଥନ ଦେଇଛନ୍ତି । ସେ ଭାରତର ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କୁ ଟାର୍ଗେଟ କରି କହିଛନ୍ତି ସାମୀଙ୍କୁ କୌଣସି ସାର୍ଟିଫିକେଟର ଆବଶ୍ୟକତା ନାହିଁ । ଗୁଜରାଟ ବିପକ୍ଷ ରଣଜୀ…

ଛଠରେ ଶ୍ରେୟାଶଙ୍କ ପାଇଁ ପୂଜା କଲେ ସୂର୍ଯ୍ୟକୁମାରଙ୍କ ମାଆ

ପାଟନା: ଭାରତୀୟ ଟି୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ମାଆ ସ୍ୱପ୍ନା ଯାଦବ ଏବେ ନିଷ୍ଠାର ସହ ଛଠ ପର୍ବ କରୁଛନ୍ତି । ଏଥିରେ ସେ ନିଜ ପୁଅ ବ୍ୟତୀତ ଆଘାତପ୍ରାପ୍ତ ହୋଇ ଚିକିତ୍ସିତ ହେଉଥିବା ଶ୍ରେୟାଶ ଆୟାରଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରିଛନ୍ତି । ସେ ଶ୍ରେୟାଶଙ୍କ ଦ୍ରୁତ…

ରୋହିତ ହେଲେ ବିଶ୍ୱର ଏକ ନମ୍ବର ଦିନିକିଆ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: ଭାରତର ସିନିୟର ବ୍ୟାଟ୍ସମ୍ୟାନ ଓ ପୂର୍ବତନ ଅଧିନାୟକ ରୋହିତ ଶର୍ମା ଦିିନିକିଆ କ୍ରିକେଟରେ ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇଛନ୍ତି । ସଦ୍ୟ ପ୍ରକାଶିତ ଆଇସିସି ର‌୍ୟାଙ୍କିଙ୍ଗରେ ସେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ରୋହିତ ପ୍ରଶଂସନୀୟ…

ରଣଜୀ ଟ୍ରଫି: ଓଡିଶ-ୟୁପି ମ୍ୟାଚ ଡ୍ର

କାନପୁର: ଚଳିତ ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏର ଏକ ମୁକାବିଲାରେ ଓଡିଶା ଓ ଉତରପ୍ରଦେଶ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ୟୁପି ୩ ପଂଏଟ ପାଇଥିବା ବେଳେ ଓଡିଶା ୧ ପଂଏଟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ପ୍ରଥମ ଇନିଂସରେ ୨୪୩ ରନ କରିଥିଲା । ଏହାର…

ପୁଅରୁ ଝିଅ ହୋଇଥିବା ଅନୟା ବାଙ୍ଗର ଖେଳିବେ ମହିଳା କ୍ରିକେଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ସଞ୍ଜୟ ବାଙ୍ଗରଙ୍କ ଝିଅ ଅନାୟା ବାଙ୍ଗର ଏବେ ପୂନର୍ବାର ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ତଳେ ଅପରେଶନ ମାଧ୍ୟମରେ ଆର୍ଯ୍ୟନରୁ ଅନାୟା ହୋଇଥିବା ଏହି ପୂର୍ବତନ ଖେଳାଳି ଜଣଙ୍କ ପୂନର୍ବାର କ୍ରିକେଟ ପଡିଆକୁ ଫେରିବା ପାଇଁ ନିଷ୍ପତି…