Latest Odisha News

BREAKING NEWS

Browsing Category

ଖେଳ

ଟି୨୦ ସିରିଜ: ୩ଟି ରେକର୍ଡ ନିଜ ନାମରେ କରି ପାରନ୍ତି ସୂର୍ଯ୍ୟକୁମାର ଯାଦବ

କଟକ: ଆଉ କିଛି ସମୟ ପରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଏଠାରେ ଭାରତୀୟ ଟି୨୦ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩ଟି ରେକର୍ଡ ନିଜ ନାମରେ କରି ପାରନ୍ତି । ଏହି ସିରିଜରେ ସୂର୍ଯ୍ୟକୁମାର ଆଉ ୨୪୬ ରନ ସଂଗ୍ରହ କଲେ…

ଟି-୨୦ ମୁକାବିଲା; ଯାତ୍ରୀଙ୍କ ସୁବିଧା ପାଇଁ କଟକ ସହରରେ ଗଡିବ ଆମ ବସ୍ 

ଭୁବନେଶ୍ୱର: ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ମୁକାବିଲା ପାଇଁ କଟକ ସହରକୁ ଯାତ୍ରା କରୁଥିବା କ୍ରିକେଟ୍ ପ୍ରେମୀଙ୍କ ପାଇଁ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ଦୁଇଟି ସ୍ୱତନ୍ତ୍ର ରୁଟ୍ ସହିତ ବସ୍ ସେବା ଚଳାଇଛି। ଟି-୨୦ ମ୍ୟାଚ୍…

ଆଇପିଏଲ ୨୦୨୬: ଶର୍ଟଲିଷ୍ଟ ହେଲେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ନିଲାମ ପାଇଁ ଖେଳାଳିଙ୍କ ଶର୍ଟଲିଷ୍ଟ କରାଯାଇଛି । ଆବୁଧାବିରେ ଡିସେମ୍ବର ୧୬ରେ ହେବାକୁ ଥିବା ନିଲାମରେ ୩୫୦ ଖେଳାଳି ସାମିଲ ହେବେ । ୧୩୫୫ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଆବେଦନ କରିଥିଲେ । ଦକ୍ଷିଣ ଆଫ୍ରିକାର କ୍ୱିଂଟନ ଡିକକଙ୍କ ସମେତ ୩୫ ଜଣ…

T-20 Match: ମ୍ୟାଚ୍ ପୂର୍ବରୁ କାଳିଆର ଆଶୀର୍ବାଦ ନେଲେ ଟିମ୍ ଇଣ୍ଡିଆ କୋଚ୍ ସମେତ ଖେଳାଳୀ

ପୁରୀ: ଆଜି ସନ୍ଧ୍ୟା ୭ଟାରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ବାରବାଟୀରେ ଖେଳାଯିବ । ଟି-୨୦ରେ ଭାରତର ବିଜୟ ପାଇଁ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି ଭାରତୀୟ ଟିମ୍‌ । କୋଚ୍ ଗୌତମ ଗମ୍ଭୀରଙ୍କ ସମେତ, ଅଧିନାୟକ ସୂର୍ଯ୍ୟକୁମାର…

Odisha Masters 2025: ଆସନ୍ତାକାଲିଠୁ କଟକରେ ଟପ୍ ରାଙ୍କିଙ୍ଗ ବ୍ୟାଡ଼ମିଣ୍ଟନ ଖେଳାଳୀ ଦେଖାଇବେ ଦମ୍;୧୭ଟି…

କଟକ: କଟକ ସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମରେ ଆୟୋଜିତ ହେବ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ ଟୁର୍ଣ୍ଣାମେଣ୍ଟ। ବ୍ୟାଡ଼ମିଣ୍ଟନ ୱାର୍ଲଡ଼ ଫେଡ଼େରେସନ୍‌, ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ ଅଫ୍ ଇଣ୍ଡିଆ, ଓଡ଼ିଶା ଷ୍ଟେଟ୍ ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ ଏବଂ…

ଆଇସିସି ଟି୨୦ ବିଶ୍ୱକପ ପୂର୍ବରୁ ଓହରିଲା ମୂଖ୍ୟ ବ୍ରଡକାଷ୍ଟର ଜିଓ ହଟଷ୍ଟାର

ନୂଆଦିଲ୍ଲୀ: ଆଇସିସି ଟି୨୦ ବିଶ୍ୱକପ ପୂର୍ବରୁ ଏହାର ମୂଖ୍ୟ ବ୍ରଡକାଷ୍ଟର ଜିଓ ହଟଷ୍ଟାର ପଛକୁ ହଟିଛି । ପ୍ରଚୁର କ୍ଷତି ହେଉଥିବାରୁ କମ୍ପାନୀ ଏହି ନିଷ୍ପତି ନେଇଛି । ଆଇସିସି ଏବେ ନୂତନ ବ୍ରଡକାଷ୍ଟର ସନ୍ଧାନରେ ରହିଛି । ସୋନୀ, ନେଟପ୍ଲିକ୍ସ ଓ ଆମାଜନ ପ୍ରାଇମ ଭିଡିଓ ସହ ଆଇସିସି ଯୋଗାଯୋଗ…

କଟକ ଟି୨୦ରୁ ଭାରତର ବିଶ୍ୱକପ ପ୍ରସ୍ତୁତି ଆରମ୍ଭ

କଟକ: ଡିସେମ୍ବର ୯ରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଆଗକୁ ଟି୨୦ ବିଶ୍ୱକପ ଥିବାରୁ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରକୃତ ପ୍ରସ୍ତୁତି ଆରମ୍ଭ କରିଛି । ଶୁଭମନ ଗିଲ ଓ ହାର୍ଦ୍ଦିକ ପାଣ୍ଡ୍ୟା…

ପଦାର୍ପଣ ମ୍ୟାଚରେ ଅମିତ ପାସୀଙ୍କ ବିଶ୍ୱରେକର୍ଡ

ହାଇଦ୍ରାବାଦ: ଚଳିତ ସୟେଦ ମୁସ୍ତାକ ଅଲୀ ଟ୍ରଫି ଗ୍ରୁପ ସି ମୁକାବିଲାରେ ବରୋଦାର ୱିକେଟକିପର ଅମିତ ପସୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ ସହ ବିଶ୍ୱରେକର୍ଡ କରିଛନ୍ତି । ସର୍ଭିସେସ ବିପକ୍ଷ ମୁକାବିଲାରେ ସେ ୫୫ ବଲରେ ୧୧୪ ରନର ଇନିଂସ ଖେଳିଥିଲେ । ପଦାର୍ପଣ ଟି୨୦ ମ୍ୟାଚରେ ଏହା ସର୍ବାଧିକ ବ୍ୟକ୍ତିଗତ…

ଅବସର ନିଷ୍ପତିରୁ ଓହରିଲେ ଶକୀବ ଉଲ ହାସନ

ଢ଼ାକା: ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ଶକୀବ ଉଲ ହାସନ ଆନ୍ତର୍ଜାତୀୟ କ୍ରିକେଟରୁ ନେଇଥିବା ଅବସର ନିଷ୍ପତିରୁ ଓହରିଛନ୍ତି । ଏକ ସାକ୍ଷାତକାରରେ ସେ ଏହା ସ୍ପଷ୍ଟ କରିଛନ୍ତି । ମୁଁ ଏବେ ସମସ୍ତ ଫର୍ମାଟରୁ ଅବସର ନେଇ ନାହିଁ । ବାଂଲାଦେଶରେ ଘରୋଇ ସିରିଜ ଖେଳିବା ପରେ ଅବସର ନେବି ବୋଲି ସେ…

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦; ଟିକେଟ କଳାବଜାରୀ ଅଭିଯୋଗରେ ୪ ଗିରଫ

କଟକ: କଟକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍‌ ପାଇଁ ଟିକେଟ୍‌ କଳାବଜାରୀ ଅଭିଯୋଗରେ ଚାରି ଜଣଙ୍କୁ ଗିରଫ କରାଯାଇଛି। ବିଡାନାସୀ ଥାନା ଅଧିକାରୀମାନେ ଚଢ଼ା ଦରରେ ବିକ୍ରି ହେଉଥିବା ୧୨ଟି ଟିକେଟ୍‌ ଜବତ…