Latest Odisha News

BREAKING NEWS

Browsing Category

ଖେଳ

ଶ୍ରୀଲଙ୍କା ୨୮୪ ରନରେ ଅଲଆଉଟ୍, ଭାରତକୁ ୧୭୮ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ

ଗାଲେ: ଗାଲେରେ ଖେଳାଯାଉଥିବା ଭାରତ ଓ ଶ୍ରୀଲଙ୍କା ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଶ୍ରୀଲଙ୍କାର ପ୍ରଥମ ଇନିଂସ ୨୮୪ ରନରେ ସୀମିତ ରହିଛି । ଏହା ସହିତ ପ୍ରଥମ ଇନିଂସ ଆଧାରରେ ଭାରତ ୧୭୮ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । ଖରାପ ଆଲୋକ ଓ ବର୍ଷା ଯୋଗୁଁ ତୃତୀୟ ଦିନର ଖେଳ ନିର୍ଦ୍ଧାରିତ…

ନିଜର ନାମ, ପରିଚୟ ବଦଳାଇଥିବା ବିଶ୍ୱର ୫ ଜଣ ପ୍ରସିଦ୍ଧ କ୍ରିକେଟର

ନୂଆଦିଲ୍ଲୀ: ବିଶ୍ୱ କ୍ରିକେଟରେ ଜଣେ ଖେଳାଳିର ପ୍ରଦର୍ଶନ ଉପରେ ତାର ପରିଚୟ ନିର୍ଭର କରିଥାଏ । ତେବେ ଏ ଭଳି କେତେକ ଆନ୍ତର୍ଜାତୀୟ କ୍ରିକେଟର ଅଛନ୍ତି ଯେଉଁମାନେ କି ସେମାନଙ୍କ ଧର୍ମ ଏବଂ ନାମ ପରିବର୍ତନ କରିଛନ୍ତି । ଆସନ୍ତୁ ନଜର ପକାଇବା ଏହି ଭଳି କେତେକ ଖେଳାଳିଙ୍କ ଉପରେ.. । ମହମ୍ମଦ…

ମହିଳା ହକି ବିଶ୍ୱକପ୍: ଚୀନ୍ ବିପକ୍ଷ ପ୍ରଥମ ମ୍ୟାଚ୍‌କୁ ୨-୨ରେ ଡ୍ର ରଖିଲା ଭାରତ

ଆମଷ୍ଟେଲଭିନ୍ (ନେଦରଲ୍ୟାଣ୍ଡସ): ସଲିମା ଟେଟେଙ୍କ ଅଧିନାୟକତ୍ୱରେ ଭାରତୀୟ ମହିଳା ହକି ଦଳ ନେଦରଲ୍ୟାଣ୍ଡସର ଆମଷ୍ଟେଲଭିନ୍‌ଠାରେ ଖେଳାଯାଇଥିବା ମହିଳା ହକି ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଚୀନ୍ ବିପକ୍ଷରେ ୨-୨ ଗୋଲ୍‌ରେ ଡ୍ର ରଖିଛି । ପ୍ୟାରିସ୍ ଓଲିମ୍ପିକ୍ସର ରୌପ୍ୟ ପଦକ ବିଜେତା ଚୀନ୍…

ଭାରତ-ଶ୍ରୀଲଙ୍କା ଗାଲେ ଟେଷ୍ଟ: ଦ୍ୱିତୀୟ ଦିନ ସୁଦ୍ଧା ଭାରତ ସ୍ଥିତି ମଜବୁତ

ଗାଲେ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ ଦଳ ନିଜର ସ୍ଥିତି ମଜବୁତ କରିନେଇଛି । ଗାଲେ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୯ ୱିକେଟ ହରାଇ ୪୬୦ ରନ୍ ସଂଗ୍ରହ କରିଛି । ବର୍ଷା ଯୋଗୁଁ ଦ୍ୱିତୀୟ ଦିନର ଖେଳ ପ୍ରାୟ ସାଢ଼େ…

ରୋହିତ, ଅଗରକରଙ୍କ ମଧ୍ୟରେ କାହାର ହେବ ଛୁଟି

ନୂଆଦିଲ୍ଲୀ: ଅଜିତ ଅଗରକର ୨୦୨୩ରେ ଭାରତୀୟ କ୍ରିକେଟ ଟିମର ମୁଖ୍ୟ ଚୟନକର୍ତ୍ତା  ଦାୟିତ୍ୱ ନେଇଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ ୩ଟି ଆଇସିସି ହ୍ୱାଇଟ-ବଲ ଟ୍ରଫି ଜିତିଛି । ଅଗରକରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ପ୍ରଥମେ ତାଙ୍କୁ ଏକ୍ସଟେନସନ ମିଳିବା ନେଇ ଆଶା…

ସ୍ୱାଧୀନତାର ୮୦ ବର୍ଷ: କ୍ରୀଡ଼ା କ୍ଷେତ୍ରରେ ଭାରତର ଐତିହାସିକ ସଫଳତା ଓ ବିଶ୍ୱସ୍ତରୀୟ ଯାତ୍ରା

୧୯୪୭ ସ୍ୱାଧୀନତା ପରଠାରୁ ଭାରତରେ କ୍ରୀଡାର ଉନ୍ନତି  ଦ୍ରୁତ ବେଗରେ ହୋଇଥିବା ପରିଲକ୍ଷିତ ହୋଇଛି । ଭାରତ ଏବେ ଗୋଟିଏ କିମ୍ବା ଦୁଇଟି ଖେଳରେ ବାନ୍ଧି ହୋଇ ରହି ନାହିଁ । ଯୁବପିଢ଼ୀ ଏବେ ସମସ୍ତ ଆନ୍ତର୍ଜାତୀୟ କ୍ରୀଡାରେ ନିଜର ଆଧିପତ୍ୟ ବିସ୍ତାର କରିପାରିଛି । ସରକାର ମଧ୍ୟ କ୍ରୀଡାବିତଙ୍କୁ…

ଗାଲେ ଟେଷ୍ଟ: ଦେବଦତ୍ତଙ୍କ ପ୍ରଥମ ଶତକ, ଭାରତ ୨୮୮/୨

ଗାଲେ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏଠାରେ ଟେଷ୍ଟ ସିରିଜ ଆରମ୍ଭ ହୋଇଛି । ଶ୍ରୀଲଙ୍କା ବିପକ୍ଷ ଗାଲେ ଟେଷ୍ଟର ପ୍ରଥମ ଦିନ ଖରାପ ଆଲୋକ ଯୋଗୁଁ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ…

ହକି ବିଶ୍ୱକପ ୨୦୨୬: ୱେଲ୍ସକୁ ୩-୧ରେ ହରାଇ ଭାରତର ବିଜୟ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ: ହକି ବିଶ୍ୱକପରେ ଭାରତ ସମ୍ପୂର୍ଣ୍ଣ ଷ୍ଟାଇଲରେ ତାର ଅଭିଯାନ ଆରମ୍ଭ କରିଛି । ବେଲଜିୟମ ଓ ନେଦରଲ୍ୟାଣ୍ଡସର ମିଳିତ ଆୟୋଜନରେ ଆରମ୍ଭ ହୋଇଥିବା ପୁରୁଷ ହକି ବିଶ୍ୱକପ ୨୦୨୬ରେ ଭାରତୀୟ ଦଳ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି । ୧୫ ଅଗଷ୍ଟ ସ୍ୱାଧୀନତା ଦିବସର ଐତିହାସିକ ଅବସରରେ…

ସ୍ୱାଧୀନତା ଦିବସରେ ଶତକ ମାରି ଇତିହାସ ରଚିଲେ ପାଡିକଲ

ସ୍ଵାଧୀନତା ଦିବସ (୧୫ ଅଗଷ୍ଟ) ଅବସରରେ ଭାରତୀୟ ବ୍ୟାଟର ଦେବଦତ୍ତ ପଡ଼ିକ୍କଲ ଶ୍ରୀଲଙ୍କା ବିପକ୍ଷ ଗାଲେ ଟେଷ୍ଟରେ ନିଜର ପ୍ରଥମ ଟେଷ୍ଟ ଶତକ ହାସଲ କରି କ୍ରିକେଟ୍ ଇତିହାସରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ୧୫ ଅଗଷ୍ଟରେ ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ଶତକ ମାରିବାରେ ସେ ଭାରତର ପ୍ରଥମ…

ଅବସର ପରେ କୋଚିଂ ଦାୟିତ୍ୱ ନେବେ କି ବିରାଟ ଓ ରୋହିତ ? ଭବିଷ୍ୟତକୁ ନେଇ ବଡ଼ କଥା କହିଲେ ଅଶ୍ୱିନ

ମୁମ୍ବାଇ: ଭାରତୀୟ କ୍ରିକେଟର ଦୁଇ କିମ୍ବଦନ୍ତୀ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମା ୨୦୨୪ ଟି୨୦ ବିଶ୍ୱକପ୍ ଜିତିବା ପରେ କ୍ରିକେଟର ସବୁଠୁ ଛୋଟ ଫର୍ମାଟକୁ ଅଲବିଦା କହିଥିଲେ । ଏହାପରେ ଗତବର୍ଷ ଗୋଟିଏ ସପ୍ତାହ ବ୍ୟବଧାନରେ ଉଭୟ ଟେଷ୍ଟ କ୍ରିକେଟରୁ ମଧ୍ୟ ଅବସର ଗ୍ରହଣ କରିଥିଲେ ।…