Latest Odisha News

BREAKING NEWS

Browsing Category

ଖେଳ

ପୁରୁଷ ହକି ବିଶ୍ୱକପ୍ ୨୦୨୬: ଭାରତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ, ନେଦରଲ୍ୟାଣ୍ଡ୍ସଠାରୁ ନିକଟରୁ ଶୋଚନୀୟ ପରାଜୟ

ଆମଷ୍ଟେଲଭିନ୍: ଏଫଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ୨୦୨୬ରେ ଭାରତୀୟ ଦଳକୁ ଶକ୍ତ ଝଟକା ଲାଗିଛି । ଶନିବାର ନେଦରଲ୍ୟାଣ୍ଡ୍ସର ଆମଷ୍ଟେଲଭିନ୍ ସ୍ଥିତ ୱାଗେନର୍ ଷ୍ଟାଡିୟମରେ ଖେଳାଯାଇଥିବା ପୁଲ୍-ଇର ଏକ ଗୁରୁତ୍ୱପୂର୍ଣ୍ଣ ଏବଂ 'କର ବା ମର' ମ୍ୟାଚରେ ଆୟୋଜକ ନେଦରଲ୍ୟାଣ୍ଡ୍ସ ନିକଟରୁ ୩-୧ ଗୋଲ୍…

ହକି ୱାର୍ଲ୍ଡ କପ୍ ୨୦୨୬: ନେଦରଲ୍ୟାଣ୍ଡସ ବିପକ୍ଷରେ ଭାରତର କର ବା ମର ମୁକାବିଲା

ଆମ୍‌ଷ୍ଟେଲଭିନ୍‌: ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ଭାରତୀୟ ପୁରୁଷ ହକି ଟିମ୍ ୨୦୨୬ ୱାର୍ଲ୍ଡ କପ୍‌ର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିସାରିଛି । ହେଲେ ସେମିଫାଇନାଲ ପଥ ଭାରତ ପାଇଁ ଅତ୍ୟନ୍ତ କଠିନ ହୋଇପଡ଼ିଛି । ଶନିବାର ଆମ୍‌ଷ୍ଟେଲଭିନ୍‌ର ୱାଗେନର ଷ୍ଟାଡିୟମ୍‌ରେ ଭାରତର ମୁକାବିଲା…

 ଯଶସ୍ୱୀ ଜୈସୱାଲଙ୍କ କଠିନ ଅଭ୍ୟାସ: କଟ୍ ସଟ୍ ସୁଧାରିବାକୁ ନେଟ୍ସରେ ଝାଳ ବୁହାଉଛନ୍ତି ୟଙ୍ଗ୍ ଓପନର୍

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଗାଲେ ଟେଷ୍ଟରେ ଭାରତୀୟ ଟିମ୍ ୧୬୫ ରନ୍‌ର ବିରାଟ ବିଜୟ ହାସଲ କରିଥିଲେ ବି ୟଙ୍ଗ୍ ଓପନର୍ ଯଶସ୍ୱୀ ଜୈସୱାଲଙ୍କ ଏକ ବଡ଼ ଦୁର୍ବଳତା ସାମ୍ନାକୁ ଆସିଛି । କଟ୍ ସଟ ଖେଳିବା ଚକ୍କରରେ ଯଶସ୍ୱୀ ବାରମ୍ବାର ଅଫ୍‌-ଷ୍ଟମ୍ପ ବାହାରେ ନିଜ ୱିକେଟ୍ ହରାଉଛନ୍ତି ।…

ବ୍ୟାଡମିଂଟନ ୱାର୍ଲ୍ଡ ଚାମ୍ପିଅନ୍‌ସିପ: ଦୀର୍ଘ ୧୫ ବର୍ଷ ପରେ ମହିଳା ଡବଲ୍ସରେ ଭାରତକୁ ମିଳିବ ପଦକ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆରେନାରେ ଖେଳାଯାଉଥିବା ବ୍ୟାଡମିଂଟନ ୱାର୍ଲ୍ଡ ଚାମ୍ପିଅନ୍‌ସିପ୍ ୨୦୨୬ରେ ଭାରତୀୟ ମହିଳା ଡବଲ୍ସ ଯୋଡ଼ି ତ୍ରିଷା ଜୋଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ ଐତିହାସିକ ପ୍ରଦର୍ଶନ କରିଛନ୍ତି । ଶୁକ୍ରବାର ଖେଳାଯାଇଥିବା ମହିଳା ଡବଲ୍ସ କ୍ୱାଟର ଫାଇନାଲ୍‌ରେ…

ୟୁ.ଏସ୍. ଓପନ୍: ୪୬ ବର୍ଷୀୟା ଭେନସଙ୍କୁ ୱାଇଲ୍ଡ କାର୍ଡ; ସେରେନାଙ୍କ ପାଇଁ ଗୋଟିଏ ସ୍ଥାନ ସଂରକ୍ଷିତ !

ନ୍ୟୁୟର୍କ: ଆମେରିକାର ଷ୍ଟାର୍ ଟେନିସ୍ ଖେଳାଳି ଭେନସ୍ ୱିଲିୟମ୍ସଙ୍କୁ ୟୁ.ଏସ୍. ଓପନ୍‌ର ସିଙ୍ଗଲ୍ସ ଟୁର୍ନାମେଣ୍ଟ ପାଇଁ ୱାଇଲ୍ଡ କାର୍ଡ ଏଣ୍ଟ୍ରି ମିଳିଛି । ତେବେ ଆୟୋଜକ କର୍ତ୍ତୃପକ୍ଷ ଗୋଟିଏ ୱାଇଲ୍ଡ କାର୍ଡ ସ୍ପଟ୍ ବାକି ରଖିଛନ୍ତି, ଯାହାକି ତାଙ୍କ ଭଉଣୀ ସେରେନା ୱିଲିୟମ୍ସ (୪୪ ବର୍ଷ)…

ପୁରୁଷ ହକି ୱାର୍ଲ୍ଡ କପ୍ ୨୦୨୬: ପାକିସ୍ତାନକୁ ୫-୩ ଗୋଲ୍‌ରେ ହରାଇ ଟପ-୮ ରେ ଭାରତ

ନୂଆଦିଲ୍ଲୀ: ପୁରୁଷ ହକି ବିଶ୍ୱକପରେ ଭାରତ ଚମତ୍କାର ପ୍ରଦର୍ଶନ କରି ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫-୩ ଗୋଲରେ ପରାସ୍ତ କରିଛି । ଏଥିସହ ଟିମଇଣ୍ଡିଆ ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ଗ୍ରୁପ ଡିର ଏହି ମୁକାବିଲା ଭାରତ ସପକ୍ଷରେ ଥିଲେ ମଧ୍ୟ ମଝିରେ ପାକିସ୍ତାନ ଭଲ…

ମାନବ ସୁଥାର: ଭାରତୀୟ କ୍ରିକେଟ୍‌ର ନୂଆ ସ୍ପିନ୍ ତାରକା

ଗାଲେ: ଭାରତର ୬୦୦ତମ ଟେଷ୍ଟ ମ୍ୟାଚ୍‌ରେ ଚମକିଲେ ନୂଆ ସ୍ପିନ୍ ତାରକା ...ନରେନ୍ଦ୍ର ହିରୱାନୀ ଓ ଅକ୍ଷର ପଟେଲଙ୍କ ସ୍ୱତନ୍ତ୍ର କ୍ଲବରେ ସ୍ଥାନ ପାଇଲେ ମାନବ ସୁଥାର । ଭାରତୀୟ କ୍ରିକେଟ ଦଳ ଐତିହାସିକ ୬୦୦ତମ ଟେଷ୍ଟ ମ୍ୟାଚ୍‌କୁ ଏକ ସ୍ମରଣୀୟ ବିଜୟ ସହ ପାଳନ କରିଛି । ଶ୍ରୀଲଙ୍କା ବିପକ୍ଷ …

ଜାଡେଜାଙ୍କ ନୋ-ବଲ୍‌ରୁ ଆରମ୍ଭ କରି କ୍ରିକେଟ୍ ଇତିହାସର ରୋଚକ ରେକର୍ଡ !

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ଗଲ୍ ଟେଷ୍ଟରେ ରବୀନ୍ଦ୍ର ଜାଡେଜା ୪ଟି ନୋ-ବଲ୍ ପକାଇବା ପରେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି । ଜାଡେଜା ଶ୍ରୀଲଙ୍କା ଅଧିନାୟକ ଧନଞ୍ଜୟ ଡି'ସିଲଭାଙ୍କୁ ଯେଉଁ ବଲ୍‌ରେ ଆଉଟ୍ କରିଥିଲେ, ତାହା ନୋ-ବଲ୍ ହୋଇଯାଇଥିଲା । ପରେ ସେ ତାଙ୍କ ୱିକେଟ୍ ନେଇଥିଲେ…

ଐତିହାସିକ ୬୦୦ତମ ଟେଷ୍ଟରେ ଭାରତର ବୃହତ ବିଜୟ

ଗାଲେ: ଗାଲେ ଟେଷ୍ଟରେ ଶ୍ରୀଲଙ୍କାକୁ ୧୬୫ ରନର ବୃହତ ବ୍ୟବଧାନରେ ପରାସ୍ତ କରି ଭାରତ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ଭାରତୀୟ ଦଳର ଏହା ୬୦୦ତମ ଐତିହାସିକ ଟେଷ୍ଟ ମ୍ୟାଚ୍ ଥିଲା । ୩୭୨ ରନର ପିଛା କରୁଥିବା ଶ୍ରୀଲଙ୍କା ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୨୦୬…

ମହିଳା ହକି ବିଶ୍ୱକପ୍ ୨୦୨୬: ଦକ୍ଷିଣ ଆଫ୍ରିକାକୁ ୬-୧ ବୃହତ ବ୍ୟବଧାନରେ ହରାଇଲା ଭାରତ

ଆମ୍ସଟରଡାମ: ମହିଳା ହକି ବିଶ୍ୱକପ୍ ୨୦୨୬ରେ ଭାରତୀୟ ମହିଳା ହକି ଦଳ ନିଜର ଦ୍ୱିତୀୟ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାକୁ ୬-୧ ଗୋଲ୍‌ର ବୃହତ୍ ବ୍ୟବଧାନରେ ପରାସ୍ତ କରିଛି । ଏହି ବିପୁଳ ବିଜୟ ସହ ଭାରତୀୟ ଦଳ ପୁଲ୍-ଡିର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି । ପ୍ରଥମ…