Latest Odisha News

BREAKING NEWS

Browsing Category

ଖେଳ

ଟିମ୍ ଇଣ୍ଡିଆର ସେ ଥିଲେ ବିସ୍ପୋରକ ବ୍ୟାଟର, ଜନ୍ମଦିରେ ଜାଣନ୍ତୁ ତାଙ୍କ ବାବଦରେ ୫ଟି ଅଜଣା କାହାଣୀ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ବିସ୍ଫୋରକ୍ ଓପନର ବିରେନ୍ଦ୍ର ସେହ୍ୱାଗ ୪୭ରୁ ବର୍ଷରେ ପାଦ ଥାପିଛନ୍ତି। ୧୯୭୮ ଅକ୍ଟୋବର ୨୦ରେ ଦିଲ୍ଲୀର ନଜଫଗଢ଼ରେ ଜନ୍ମ ହୋଇଥିଲେ ସେହ୍ୱାଗ। ଜାଣନ୍ତୁ ତାଙ୍କ ବାବଦରେ ୫ଟି ଅଜଣା କାହାଣୀ, ଯାହା କେବଳ ବହୁତ କମ୍ ଲୋକ ଜାଣିଛନ୍ତି। ସେହ୍ୱାଗ ଦେଶ ପାଇଁ ୧୦୪ଟି…

ଭାଇରାଲ ହେଲା ଭାରତୀୟ କ୍ରିକେଟ ଟିମର ଉପ ଅଧିନାୟକଙ୍କ ଭିଡିଓ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମ ଏବେ ଅଷ୍ଟ୍ରେଲିଆରେ ଦିନିକିଆ ସିରିଜ ଖେଳୁଛି । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୧-୦ରେ ଅଗ୍ରଣୀ ରହିଛି । ଏହି ମ୍ୟାଚରେ ଟିମ ଇଣ୍ଡିଆର ଉପ ଅଧିନାୟକ ଶ୍ରେୟାଶ ଆୟର ଆଭରେଜ ପ୍ରଦର୍ଶନ କରିଥିଲେ । ତେବେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ…

ପ୍ରଥମ ଦିନିକିଆରେ ହାରିଲା ଟିମ ଇଣ୍ଡିଆ

ପର୍ଥ: ଏଠାରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆ ୭ ୱିକେଟରେ ଭାରତକୁ ପରାସ୍ତ କରିଛି । ଚଳିତ ବର୍ଷ ଦିିନିକିଆ କ୍ରିକେଟରେ ଭାରତର ଏହା ପ୍ରଥମ ପରାଜୟ । ବର୍ଷା ଯୋଗୁ ମ୍ୟାଚକୁ ୪ଥର ବନ୍ଦ ରଖିବାକୁ ପଡିଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୨୬…

ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ନିରାଶ କଲେ ରୋହିତ, କୋହଲି

ପର୍ଥ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ କ୍ରିକେଟ ସିରିଜ ପର୍ଥରେ ଆରମ୍ଭ ହୋଇଯାଇଛି । ୭ ମାସ ପରେ ଭାରତର ଦୁଇ ମହାନ ଖେଳାଳି ତଥା ପୂର୍ବତନ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଆର୍ନ୍ତାତୀୟ କ୍ରିକେଟକୁ ପ୍ରତ୍ୟାବର୍ତନ କରିଛନ୍ତି । ସେମାନଙ୍କ ପ୍ରଦର୍ଶନକୁ ବ୍ୟଗ୍ରତା ସହକାରେ…

ବର୍ଷା ପାଇଁ ଅଧାରେ ଅଟକିଲା ଭାରତ-ଅଷ୍ଟ୍ରେଲିଆ ODI ମ୍ୟାଚ୍

ପର୍ଥ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଆଜି ରବିବାର ପର୍ଥରେ ଖେଳାଯାଉଛି। ଏହି ମ୍ୟାଚ୍ Optus ଷ୍ଟାଡିୟମରେ ଖେଳାଯାଉଛି। ତେବେ ବର୍ଷା ଯୋଗୁଁ ଦ୍ୱିତୀୟ ଥର ପାଇଁ ମ୍ୟାଚ୍ ବାତିଲ ହୋଇଛି। ୧୧.୫ ଓଭର ପରେ ଭାରତ ୩ ୱିକେଟ୍ ହରାଇ ୩୭…

Sultan of Johor Cup 2025: ଭାରତର ରୌପ୍ୟ ପଦକ ହାସଲ

ନୂଆଦିଲ୍ଲୀ:ମାଲେସିଆର ଜୋହରରେ ଅନୁଷ୍ଠିତ ସୁଲତାନ ଜୋହର କପ୍ ୨୦୨୫ର ଫାଇନାଲରେ ଭାରତୀୟ ଜୁନିଅର ପୁରୁଷ ହକି ଦଳ ଏକ ଲଢ଼ୁଆ ପ୍ରଦର୍ଶନ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆଠାରୁ ୧-୨ ଗୋଲରେ ପରାସ୍ତ ହୋଇଛି । ଏଥିସହ ଟିମ୍ ଇଣ୍ଡିଆ ରୌପ୍ୟ ପଦକ ହାସଲ କରିଛି । ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଇଆନ…

ଇନ୍ଦୋରର ବୋହୂ ହେବେ ଷ୍ଟାର ମହିଳା କ୍ରିକେଟର ସ୍ମୃତି ମାନ୍ଧାନା

ନୂଆଦିଲ୍ଲୀ: ବଲିଉଡ ଓ କ୍ରିକେଟ ମଧ୍ୟରେ ସମ୍ପର୍କ ନୂଆ ନୁହେଁ । ଏବେ ଏହି ଫର୍ଦ୍ଦରେ ଆଉ ଦୁଇ ଜଣଙ୍କ ନାମ ଯୋଡି ହେବାକୁ ଯାଉଛି । ଭାରତର ଷ୍ଟାର ମହିଳା କ୍ରିକେଟର ସ୍ମୃତି ମାନ୍ଧାନା ଇନ୍ଦୋରର ବୋହୂ ହେବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ଫିଲ୍ମ ପ୍ରଡ୍ୟୁସର ଓ ଗାୟକ ପଲାଶ ମୁଛଲଙ୍କୁ ସେ…

ଗିଲଙ୍କୁ ଭୟ କରୁଛନ୍ତି କି ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଟି୨୦ ଅଧିନାୟକ ଏବେ ଶୁଭମନ ଗିଲଙ୍କୁ ମନେ ମନେ ଭୟ କରୁଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି ହଁ ଏହା ସତ । ଗିଲ ମୋଠାରୁ ଟି୨୦ ଅଧିନାୟକ ପଦ ଛଡେଇ ନେବେ ବୋଲି ମନରେ ଆଶଙ୍କା ଉପୁଜୁଛି ବୋଲି ସେ କହିଛନ୍ତି । ଗିଲ ଏବେ ଟେଷ୍ଟ ପରେ ଦିିନିକିଆରେ ଭାରତୀୟ ଦଳର…

ରଣଜୀ ଟ୍ରଫି: ବରୋଦା ନିକଟରୁ ହାରିଲା ଓଡିଶା

କଟକ: ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ପରାଜୟରୁ ତାର ଅଭିଯାନ ଆରମ୍ଭ କରିଛି । ଘରୋଇ ପରିବେଶରେ ବରୋଦା ବିପକ୍ଷ ମ୍ୟାଚରେ ଓଡିଶା ୭ୱିକେଟରେ ପରାଜିତ ହେବା ପ୍ରଶଂସକଙ୍କୁ ନିରାଶ କରିଛି । ମହେଶ ପିଠିୟା ୬୩ ରନରେ ୬ଟି ଓ ଭାର୍ଗବ ଭଟ୍ଟ ୩ଟି ୱିକେଟ ଅକ୍ତିଆର କରି ଓଡିଶା ପରାଜୟର ମୂଖ୍ୟ କାରଣ…

ସଙ୍ଗକାରାଙ୍କ ରେକର୍ଡ ଭାଙ୍ଗିବା ପାଇଁ କୋହଲିଙ୍କୁ ଆବଶ୍ୟକ ୫୪ ରନ

ପର୍ଥ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅକ୍ଟୋବର ୧୯ରୁ ଦିନିକିଆ ସିରିଜ ଆରମ୍ଭ ହେବ । ଭାରତର ଦୁଇ ମହାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ଦୀର୍ଘ ଦିନ ପରେ ଆନ୍ତର୍ଜାତୀୟ ମ୍ୟାଚ ଖେଳିବେ । ଦିିନିକିଆ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହ ତାଲିକାରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହେବା ପାଇଁ…