Latest Odisha News

BREAKING NEWS

Browsing Category

ଖେଳ

ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି

ଭଦୋଦରା: ଭାରତୀୟ କ୍ରିକେଟ ଟିମର ମହାନ ଖେଳାଳି ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଆଉ ଏକ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେ ୨୫ ରନ ପୂରଣ କରିବା ମାତ୍ରେ ଦ୍ରୁତ ୨୮୦୦୦ ଆନ୍ତର୍ଜାତୀୟ ରନ ସଂଗ୍ରହ କରିବା ଉପଲବ୍ଧି ହାସଲ କରିଛନ୍ତି । ସେ ୬୨୪…

ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିିରିଜରେ ଭାରତର ଅକ୍ଷର ପଟେଲଙ୍କୁ ଦଳରୁ ବାଦ ଦିଆଯାଇଛି । ରବିବାରଠାରୁ ଏହି ସିରିଜ ଆରମ୍ଭ ହୋଇଛି । ଏହି ଅବସରରେ ଟି୨୦ ବିଶ୍ୱକପ ପାଇଁ ଘୋଷିତ ଭାରତୀୟ ଦଳର ଉପ ଅଧିନାୟକ ହୋଇଥିବା ଅକ୍ଷରଙ୍କ ଏକ ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି । ଟାଇମ୍ସ…

୨୭ ବର୍ଷ ପରେ ଭାରତ ମାଟିରେ ନ୍ୟୁଜିଲାଣ୍ଡ ଓପନରଙ୍କ କୀର୍ତିମାନ

ଭଦୋଦରା: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାରଠାରୁ ୩ ମ୍ୟାଚ ବିଶିଷ୍ଟ ଦିିନିକିଆ ସିରିଜ ଆରମ୍ଭ ହୋଇଛି । ଶୁଭମନ ଗିଲ ନେତୃତ୍ୱାଧୀନ ଟିମ ଇଣ୍ଡିଆ ବିପକ୍ଷରେ ନ୍ୟୁଜିଲାଣ୍ଡର ଓପନର ଏକ କୀର୍ତିମାନ ସ୍ଥାପନ କରିଛନ୍ତିିିି । ଦୁଇ ଓପନର ଡେଭନ କନୱେ ଓ ହେନେରୀ ନିକୋଲସ ପ୍ରଥମ ୱିକେଟରେ ୧୧୭ ରନ…

ମିଚେଲ, କନୱେ, ନିକୋଲସଙ୍କ ଅର୍ଦ୍ଧଶତକ: ସିରିଜରୁ ଓହରିଲେ ପନ୍ତ

ଭଦୋଦରା: ଏଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିିନିକିଆ ସିରିଜ ଆରମ୍ଭ ହୋଇଛି । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୂଖରେ ୩୦୧ ରନର ବିଜୟ ଲକ୍ଷ୍ୟ ରଖିଛି । ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଦଳଗତ ପ୍ରଦର୍ଶନ କରିବା ଯୋଗୁ ସ୍କୋର ୩୦୦ ଛୁଇଁ ପାରିଥିଲା । ଡାରେଲ…

IND vs NZ: ଟିମ୍ ଇଣ୍ଡିଆରୁ ବାହାରିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ଭଦୋଦରାରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆରୁ ବାହାରିଯାଇଛନ୍ତି ରିଷଭ ପନ୍ତ। ତାଙ୍କ ସ୍ଥାନ ନେବେ ଧ୍ରୁବ ଜୁରେଲ। ଆହତ ରିଷଭ ପନ୍ତଙ୍କ ସ୍ଥାନରେ ଜୁରେଲଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ଶନିବାର ଥ୍ରୋ-ଡାଉନ୍ ଅଭ୍ୟାସ…

Viral Anchor Yesha Sagar: ଭାଇରାଲ୍ ଆଙ୍କର ୟେଶା ସାଗର କିଏ?, WPL 2026ରେ ଖେଳାଇଲେ ନିଜର ସୁନ୍ଦରତାର…

ନୂଆଦିଲ୍ଲୀ: ଜାନୁଆରୀ ୯ ତାରିଖରେ, ମହିଳା ପ୍ରିମିୟର ଲିଗ୍ ୨୦୨୬ ସମୟରେ, ୟେଶା ସାଗର ନାମକ ଜଣେ ସୁନ୍ଦର ଏବଂ ଆତ୍ମବିଶ୍ୱାସୀ ଆଙ୍କର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତାଙ୍କର ଆଙ୍କରିଂ, ଶୈଳୀ ଏବଂ ସ୍କ୍ରିନ୍ ଉପସ୍ଥିତି ଏତେ ଶକ୍ତିଶାଳୀ ଥିଲା ଯେ ସେ ଶୀଘ୍ର ସୋସିଆଲ ମିଡିଆରେ ଭାଇରାଲ…

କୋଚ ଜନ ଜେଲେଞ୍ଜିଙ୍କ ସହ ସମ୍ପର୍କ ଚ୍ଛିନ୍ନ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ତଥା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଆଥଲେଟ ନୀରଜ ଚୋପ୍ରା ଏବେ ପୂନର୍ବାର କୋଚ ବଦଳାଇଛନ୍ତି । ସେ ଏବେ ଜାଭେଲିନର ମହାନ ଖେଳାଳି ଜନ ଜେଲେଞ୍ଜିଙ୍କ ନିକଟରୁ ପ୍ରଶିକ୍ଷଣ ନେଉଥିଲେ । ସେ ପୂର୍ବତନ ବିଶ୍ୱରେକର୍ଡଧାରୀ ଓ ଅଲିମ୍ପିକ ଚାମ୍ପିୟନ…

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିିନିକିଆ ପୂର୍ବରୁ ରିଷଭ ପନ୍ତ ଆଘାତପ୍ରାପ୍ତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚ ପୂର୍ବରୁ ଭାରତର ଷ୍ଟାର ୱିକେଟକିପର ରିଷଭ ପନ୍ତ ଆଘାତପ୍ରାପ୍ତ ହୋଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଜାନୁୟାରୀ ୧୧ରୁ ଆରମ୍ଭ ହେବ । ନେଟ୍ସରେ ପନ୍ତ ଅଭ୍ୟାସ କରୁଥିବା ବେଳେ ତାଙ୍କ ଛାତି…

ଟି୨୦ ବିଶ୍ୱକପ ଟିମରେ ଚୟନ ନ ହେବା ପରେ କଣ କହିଲେ ଶୁଭମନ ଗିଲ

ନୂଆଦିଲ୍ଲୀ: ଭାରତର ଟେଷ୍ଟ ଏବଂ ଦିିନିକିଆ ଦଳର ଅଧିନାୟକ ଶୁଭମନ ଗିଲ ଆଗାମୀ ଟି୨୦ ବିଶ୍ୱକପ ପାଇଁ ଚୟନ ହୋଇ ନାହାନ୍ତି । ଦଳ ଚୟନ ହେବାର କିଛି ଦିନ ପରେ ସେ ଏ ନେଇ ମୁହଁ ଖୋଲିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ସେ କହିଛନ୍ତି, ମୁଁ ଚୟନ କମିଟିଙ୍କ ନିଷ୍ପତିକୁ ସ୍ୱାଗତ…

ମାଲେସିଆ ଓପନ ବ୍ୟାଡମିଂଟନ: ସେମିରେ ସିନ୍ଧୁଙ୍କ ହାର ସହ ଭାରତର ଅଭିଯାନ ଶେଷ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ମାଲେସିଆ ଓପନ ସେମିଫାଇନାଲରେ ହାରି ଯାଇଛି । ତାଙ୍କ ପରାଜୟ ସହ ଭାରତର ଅଭିଯାନ ଶେଷ ହୋଇଯାଇଛି । ମହିଳା ସିଙ୍ଗଲ୍ସ ସେମି ଫାଇନାଲରେ ଚୀନର ୱାଙ୍ଗ ହି ୟି ୨୧-୧୬, ୨୧-୧୫ ସିଧାସଳଖ ସେଟରେ ସିନ୍ଧୁଙ୍କୁ ପରାସ୍ତ କରିଥିଲେ । ଏବେ…