Latest Odisha News

BREAKING NEWS

Browsing Category

ଖେଳ

ପୂନର୍ବାର ଭାଙ୍ଗିଲା ଏହି ମହାନ ଖେଳାଳିଙ୍କ ୨୫ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ ସ୍ୱପ୍ନ

ଲଣ୍ଡନ: ଚଳିତ ୱିମ୍ବେଲଡେନ ଟେନିସ ଟୁର୍ଣ୍ଣାମେଂଟରେ ଏକ ବଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ସର୍ବିୟାର ମହାନ ଖେଳାଳି ନୋଭାକ ଜୋକୋଭିଚ ୨୫ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲର ସ୍ୱପ୍ନ ପୂନର୍ବାର ଭାଙ୍ଗିଯାଇଛି । ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ସେ ଇଟାଲୀର ଜାନିକ ସିନରଙ୍କ ନିକଟରୁ ୬-୪, ୬-୪…

ଏସିଆନ ଗେମ୍ସ ପାଇଁ ଭାରତୀୟ ହକି ଦଳ ଘୋଷିତ, ଓଡିଶାର ସୁନେଲିତାଙ୍କୁ ସୁଯୋଗ

ଭୁବନେଶ୍ୱର: ଆଇଚି-ନାଗୋୟା ଏସିଆନ ଗେମ୍ସ ପାଇଁ ଭାରତୀୟ ମହିଳା ହକି ଦଳର ଘୋଷଣା କରାଯାଇଛି । ଜାପାନରେ ସେପ୍ଟମ୍ବର ୧୮ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ସଲିମା ଟେଟେଙ୍କ ନେତୃତ୍ୱରେ ଘୋଷିତ ଦଳରେ ଓଡିଶାର ଉଦୀୟମାନ ମିଡଫିଲ୍ଡର ସୁନେଲିତା ଟପ୍ପୋ ସ୍ଥାନ ପାଇଛନ୍ତି । ରାଜଗିରିରେ…

୩ଟି ଷ୍ଟାଡିୟମ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଏନଜିଟି

ନୂଆଦିଲ୍ଲୀ: ଭାରତର ୩ଟି ବଡ କ୍ରିକେଟ ଷ୍ଟାଡିୟମ ଉପରେ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ୩ଟି ଷ୍ଟାଡିୟମ ହେଲା ନଭୀ ମୁମ୍ବାଇର ଡିୱାଇ ପାଟିଲ, ରାୟପୁରର ଶହୀଦ ବୀର ନାରାୟଣ ସିଂ ଓ ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ । ଜୟପୁରରେ ବୈଭବ ୩୪ ବଲରେ ଶତକ…

ରାଜ୍ୟଗୋଷ୍ଠୀ କ୍ରୀଡା: ଅଂଶଗ୍ରହଣ ପାଇଁ ୧୯୧ଜଣଙ୍କୁ ଅନୁମତି ପ୍ରଦାନ କଲେ କ୍ରୀଡା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଗ୍ଲାସଗୋରେ ଜୁଲାଇ ୨୩ରୁ ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭ ହେବ । ଏଥିପାଇଁ ୧୯୧ ଜଣିଆ ଭାରତୀୟ ଦଳକୁ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ମଂଜୁରୀ ପ୍ରଦାନ କରାଯାଇଛି । ସମ୍ପୂର୍ଣ୍ଣ ଦଳରେ ୧୨୬ ଖେଳାଳି ଓ ୫୧ ସପୋର୍ଟ ଷ୍ଟାଫ ରହିଛନ୍ତି । ୭୮ଜଣ ପୁରୁଷ ଓ ୪୮ଜଣ ମହିଳା ପ୍ରତିଯୋଗୀ ଏଥିରେ…

ମଦ୍ୟପାନକୁ ନେଇ କଠୋର ହେଲା ଏହି ବୋର୍ଡ, ଖେଳାଳିମାନଙ୍କ ପାଇଁ ଲାଗୁ କଲା ଏହି ନିୟମ

ଲଣ୍ଡନ: ନିକଟରେ ଇଂଲଣ୍ଡ କ୍ରିକେଟ ଟିମର ଖେଳାଳିଙ୍କୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ବାରମ୍ବାର ଏହି ଭଳି ଘଟଣା ଘଟିବାରୁ ଇସିବି ଖେଳାଳିମାନଙ୍କ କେତେକ କଠୋର ନିୟମ ଲାଗୁ କରିଛି । ମ୍ୟାଚର ଦିନକ ପୂର୍ବରୁ ମ୍ୟାଚ ଶେଷ ପର୍ଯ୍ୟନ୍ତ କୌଣସି ଖେଳାଳି ମଦ ପିଇ ପାରିବେ ନାହିଁ । ମ୍ୟାଚ…

କୋଚ, ଅଧିନାୟକ, ରଣନୀତିର ରିଭ୍ୟୁ କରିବ ବିସିସିଆଇ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ଶୋଚନୀୟ ଭାବେ ହାରିବା ପରେ ବିସିସିଆଇ ପ୍ରଦର୍ଶନ ନେଇ ଅସନ୍ତୋଷ ବ୍ୟକ୍ତ କରିଛି । ସିରିଜ ସମାପ୍ତ ହେବା ପରେ ବିସିସିଆଇ କୋଚ, ଅଧିନାୟକ ଓ ରଣନୀତିର ରିଭ୍ୟୁ କରିବ ବୋଲି ଏଏନଆଇରେ ରିପୋର୍ଟ ପ୍ରକାଶ ପାଇଛି । ଟି୨୦ ବିଶ୍ୱକପ ଜିତିଥିବା ଦଳ ହଠାତ…

ସଞ୍ଜୁଙ୍କୁ ନେଇ ଟିମ ମ୍ୟାନେଜମେଂଟ, ଚୟନ କମିଟି ମଧ୍ୟରେ ମତଭେଦ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରୁ ସଞ୍ଜୁ ସାମସନଙ୍କ ବାଦ ଦିଆଯିବା ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି । ଆୟର୍ଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟା ଚରେ ସେ ଶସ୍ତାରେ ପ୍ୟାଭିଲିୟନ ଫେରି ଯାଇଥିଲେ । ଏହା ପରେ ତାଙ୍କୁ ଦଳରୁ ବାଦ ଦିଆଯାଇଥିଲା । ଟିମ ମ୍ୟାନେଜମେଂଟ ଓ ଚୟନ…

ଜୁନିୟର ପୁରୁଷ ହକି: ଭାରତୀୟ ଦଳରେ ଓଏନ୍‌‌ଟିଏଚ୍‌‌ଏଚ୍‌‌ପିସିର ୭ ଜଣ କ୍ୟାଡେଟ୍

ଭୁବନେଶ୍ୱର: ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫରମାନ୍ସ ସେଣ୍ଟର (ଓଏନ୍‌‌ଟିଏଚ୍‌‌ଏଚ୍‌‌ପିସି)କୁ ଆଉ ଏକ ବଡ଼ ସଫଳତା ମିଳିଛି। ବେଲଜିୟମ ଗସ୍ତ ପାଇଁ ମନୋନିତ ହୋଇଥିବା ଜୁନିୟର ଭାରତୀୟ ପୁରୁଷ ହକି ଦଳରେ ଓଏନ୍‌‌ଟିଏଚ୍‌‌ଏଚ୍‌‌ପିସିର ୭ ଜଣ କ୍ୟାଡେଟ୍ ସାମିଲ ହୋଇଛନ୍ତି । ଜୁଲାଇ ୫ ରୁ ୧୮ ତାରିଖ…

୩୬ ବର୍ଷ ପରେ ୱିମ୍ବେଲଡେନର କ୍ୱାର୍ଟରରେ ପ୍ରବେଶ କଲେ ଭାରତର ଏହି ଯୁବ ଖେଳାଳି

ନୂଆଦିଲ୍ଲୀ: ଭାରତର ଯୁବ ଖେଳାଳି ଅର୍ଣ୍ଣବ ପାପରକର ଭାରତ ପାଇଁ ୱେମ୍ବେଲଡେନ ଟେନିସ ଟୁର୍ଣ୍ଣାମେଂଟରେ ଐତିହାସିକ ପ୍ରଦର୍ଶନ କରିଛନ୍ତିି । ଜୁନିୟର ବାଳକ ବିଭାଗରେ ସେ ଜାପାନର ୟୋ ତବାତାଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ୩୬ ବର୍ଷ ପରେ ଜୁନିୟର ବିଭାଗରେ ଭାରତର…

ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ରୋହିତଙ୍କ ଜୋରଦାର ପ୍ରସ୍ତୁତି

ଲଣ୍ଡନ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ୩ ମ୍ୟାଚ ବିଶିଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ସେ ଇଂଲଣ୍ଡରେ ପଂହଚି ଅଭ୍ୟାସ ଆରମ୍ଭ କରିଛନ୍ତି । ୟର୍କଶାୟାର ସ୍ଲୋ କ୍ରିକେଟ କ୍ଲବ ନେଟ୍ସରେ…