Latest Odisha News

BREAKING NEWS

Browsing Category

ଖେଳ

ଅର୍ଦ୍ଧଶତକ ପରେ ଉତ୍ସାହିତ ସାହିବଜାଦାଙ୍କ ‘ବନ୍ଧୁକ ସେଲିବ୍ରେସନ୍’: ଶିବମ ଦୁବେ ଦେଲେ କଡ଼ା ଜବାବ

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ରେ ପାକିସ୍ତାନର ଓପନର ସାହିବଜାଦା ଫରହାନ ଦମଦାର ଅର୍ଦ୍ଧଶତକ ମାରିଥିଲେ। ମାତ୍ର ତାଙ୍କର ସେଲିବ୍ରେସନ ତାଙ୍କୁ ବିବାଦରେ ପକାଇଛି। ଏପଟେ ଲଗାତର ଦୁଇଟି ମ୍ୟାଚ ଭାରତଠୁ ହାରିବା ପରେ ପାକିସ୍ତାନ ଏବେ ନିଜ ଦେଶରୁ କଡ଼ା ସମାଲୋଚନାର ଶିକାର ହୋଇଛି। ଦୁବାଇ…

ଭାରତ ପୁଣି ପାକିସ୍ତାନକୁ ହରାଇଲା: ଅଭିଷେକ ଓ ଶୁଭମନଙ୍କ ଦମଦାର ବ୍ୟାଟିଂ

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ର ସୁପର ଫୋର ମ୍ୟାଚରେ ଭାରତ ପାକିସ୍ତାନକୁ ଧୂଳି ଚଟାଇଲା। ଏହି ବିଜୟ ସହିତ ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ପାକିସ୍ତାନ ବିରୋଧରେ ଲଗାତାର ଦ୍ଵିତୀୟ ବିଜୟ। ଅଭିଷେକ ଶର୍ମା ଅର୍ଦ୍ଧଶତକ ମାରିଥିବା ବେଳେ ଶୁଭମନ ଗିଲ ୪୭ ରନର ଦମଦାର ଇନିଂସ ଖେଳଥିଲେ। ପାକିସ୍ତାନ…

ଚହଲଙ୍କ ରେକର୍ଡ ଭାଙ୍ଗିଲେ ହାର୍ଦ୍ଦିକ

ଦୁବାଇ: ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏସିଆ କପ ୨୦୨୫ ଅବସରରେ ୟୁଜଭେନ୍ଦ୍ର ଚହଲଙ୍କ ରେକର୍ଡ ଭାଙ୍ଗିଛନ୍ତି । ସେ ଆନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ୱିକେଟ ହାସଲକାରୀ ଭାରତ ବୋଲର ହୋଇଛନ୍ତି । ସେ ୧୧୮ ମ୍ୟାଚରେ ୯୭ ୱିକେଟ ଅକ୍ତିଆର କରିଛନ୍ତି । ପୂର୍ବରୁ…

ଭାରତ ବୋଲିଂ କରିବ, ଏଥର ବି ହାତ ମିଳାଇଲେ ନାହିଁ ଦୁଇ ଅଧିନାୟକ

ଦୁବାଇ: ଚଳିତ ଏସିଆ କପ କ୍ରିକେଟରେ ଅନେକ ବିବାଦୀୟ ପରିସ୍ଥିତି ଦେଖିବାକୁ ମିଳିଛି । ତା ମଧ୍ୟରେ ଭାରତ ଓ ପାକିସ୍ତାନ ଖେଳାଳି ହାତ ନ ମିଳାଇବା ବେଶ ଆଲୋଚ୍ୟର ବିଷୟ ହୋଇଥିଲା । ସୁପର ଫୋରରେ ପୂନର୍ବାର ଭାରତ ଓ ପାକିସ୍ତାନ ସାମ୍ନା ସାମ୍ନି ହୋଇଛନ୍ତି । ଟସ ପରେ ଭାରତୀୟ ଦଳର ଅଧିନାୟକ…

ଓଡିଶା ପ୍ରୋ ଟି୨୦ ଲିଗ: ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଜିତିଲା ସମ୍ବଲପୁର ୱାରିୟର୍ସ

କଟକ: ବର୍ଷା ଏବେ ଓଡିଶା ପ୍ରୋ ଟି୨୦ ଲିଗର ମଜା ନଷ୍ଟ କରିବାରେ ଲାଗିଛି । ରବିବାର ସମ୍ବଲପୁର ୱାରିୟର୍ସ ଓ ଭୁବନେଶ୍ୱର ଟାଇଗର୍ସ ମ୍ୟାଚ ବର୍ଷା ଯୋଗୁ ଗୋଟିଏ ବି ବଲ ଖେଳାଯାଇ ପାରି ନ ଥିଲା । ଉଭୟ ଟିମ ୨ ପଂଏଟ ଲେଖାଏଁ ହାସଲ କରିଥିଲେ । ଶନିବାର ମଧ୍ୟ କଟକ ପାନ୍ଥର୍ସ ଓ ରାଉରକେଲା ଷ୍ଟିଲର୍ସ…

ବିସିସିଆଇର ନୂଆ ସଭାପତି ହେବେ କି ମିଥୁନ ମନହାସ, ଭରିଲେ ନାମାଙ୍କନ…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ସଭାପତି ପଦରୁ ରୋଜର ବିନିଙ୍କର କାର୍ଯ୍ୟକାଳ ଶେଷ ହେବା ପରଠାରୁ ଏହି ପଦ ଖାଲି ପଡ଼ିଛି। ଆଉ ଏବେ ନୂତନ ସଭାପତି ପଦ ପାଇଁ ଚୟନ ପ୍ରକ୍ରିୟା ଦୌଡ଼ରେ ବର୍ତ୍ତମାନ୍ ଦିଲ୍ଲୀର ପୂର୍ବତନ ଅଧିନାୟକ ମିଥୁନ ମନହାସ ସାମିଲ ହୋଇଛନ୍ତି।…

BCCI President: ସାମ୍ନାକୁ ଆସିଲା ବିସିସିଆଇ ସଭାପତି ପଦ ପାଇଁ ଏହି ବ୍ୟକ୍ତିଙ୍କ ନାଁ…ଥରେ ହେଲେ ବି ଖେଳିନାହାନ୍ତି…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ନୂତନ ସଭାପତିଙ୍କ ନାମ ସେପ୍ଟେମ୍ବର ୨୮ ତାରିଖରେ, BCCIର ବାର୍ଷିକ ସାଧାରଣ ବୈଠକ ଦିନ ଘୋଷଣା କରାଯିବ। ବର୍ତ୍ତମାନ, ସମସ୍ତଙ୍କ ନଜର BCCIର ନୂତନ ସଭାପତି ଭାବରେ କାହାକୁ ନିଯୁକ୍ତ କରାଯିବ ତାହା ଉପରେ ରହିଛି। ଏହାରି ଭିତରେ ଶନିବାର…

India-Pakistan clash in Asia Cup: ସୁପର ସଣ୍ଡେରେ ପୁଣି ମଇଦାନକୁ ଓହ୍ଲାଇବେ ଭାରତ-ପାକିସ୍ତାନ, ମାତ୍ ଦେବାକୁ…

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୪ର ବିବାଦ ପରେ ପୁଣି ମଇଦାନରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଶେଷ ସାକ୍ଷାତର ମାତ୍ର ଆଠ ଦିନ ପରେ ଏସିଆ କପରେ ଆଉ ଏକ ଭାରତ-ପାକିସ୍ତାନ ମୁକାବିଲା ଆଜି ସୁପର ସଣ୍ଡେରେ ହେବାକୁ ଯାଉଛି । ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ପାଇଁ ଉତ୍ତେଜନାପୂର୍ଣ୍ଣ…

ସୂର୍ଯ୍ୟକୁମାର କହିଲେ ମୋବାଇଲ ବନ୍ଦ କର, ଆଉ ଶୋଇ ଯାଅ

ନୂଆଦିଲ୍ଲୀ: ଏସିଆ କପ ୨୦୨୫ରେ ଭାରତ ଓ ପାକିସ୍ତାନ ସେପ୍ଟମ୍ବର ୨୧ରେ ପୂନର୍ବାର ସାମ୍ନା ସାମ୍ନି ହେବେ । ଲିଗ ପର୍ଯ୍ୟାୟରେ ଭାରତ ଶୋଚନୀୟ ଭାବେ ପାକିସ୍ତାନକୁ ପରାସ୍ତ କରିଥିଲା । ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଯେତେବେଳେ ପଚରାଗଲା ପାକିସ୍ତାନ ବିପକ୍ଷ ମ୍ୟାଚର ଚାପକୁ କିଭଳି ସାମ୍ନା…

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ସ୍ମୃତି ମାନ୍ଧନା

ନୂଆଦିଲ୍ଲୀ: ଭାରତୀୟ ମହିଳା ଟିମର ଅଧିନାୟକ ସ୍ମୃତି ମାନ୍ଧନା ଦିିନିକିଆ କ୍ରିକେଟରେ ଇତିହାସ ରଚିଛନ୍ତି । ସେ ଭାରତ ପକ୍ଷରୁ ଦ୍ରୁତ ଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ସେ ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲାରେ ମାତ୍ର ୫୦ ବଲରେ ଶତକ ହାସଲ କରି ବିରାଟ କୋହଲିଙ୍କ ନାମରେ ଥିବା ରେକର୍ଡକୁ…