Latest Odisha News

BREAKING NEWS

Browsing Category

ଖେଳ

ଟି୨୦ ବିଶ୍ୱକପ: ବାଂଲାଦେଶ ବିବାଦ ନେଇ ମୁହଁ ଖୋଲିଲା ବିସିସିଆଇ

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ କୂଟନୈତିକତା ଅସ୍ଥିରତା ଲାଗି ରହିଛି । ଏହାର ପ୍ରଭାବ କ୍ରୀଡା କ୍ଷେତ୍ରରେ ପଡିଛି । ଆଇପିଏଲରୁ ବାଂଲାଦେଶର ମୁସ୍ତାଫିଜୁର ରହେମାନଙ୍କୁ ବାହାର କରାଯିବା ପରେ ବାଂଲାଦେଶ ଟି୨୦ ବିଶ୍ୱକପ ଭାରତରେ ଖେଳିବାକୁ ମନା କରିଛି । ସୂଚନାଯୋଗ୍ୟ, ଭାରତ ଓ…

WPL 2026: ଇତିହାସ ରଚିଲେ ହରମନପ୍ରୀତ କୌର, ଭାଙ୍ଗିଲେ ଶେଫାଲି ବର୍ମାଙ୍କ ରେକର୍ଡ…

ନୂଆଦିଲ୍ଲୀ: WPL (ମହିଳା ପ୍ରିମିୟର ଲିଗ୍) 2026 ର ଟୁର୍ଣ୍ଣାମେଣ୍ଟ ମୁମ୍ବାଇ ଇଣ୍ଡିଆନ୍ସ ମହିଳା ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମହିଳା ଦଳ ସହିତ ଆରମ୍ଭ ହୋଇଥିଲା। RCB ଖେଳରେ ଏକ ରୋମାଞ୍ଚକର ବିଜୟ ହାସଲ କରିଥିବା ବେଳେ, MI ଅଧିନାୟକ ହରମନପ୍ରୀତ କୌର ମୁଖ୍ୟ ଖବରର ଅଧିକାରୀ…

ତାମିମ ଇକବାଲଙ୍କୁ ଭାରତର ଏଜେଂଟ କହଲେ ବିସିବି ଅଧିକାରୀ

ଢ଼ାକା: ବାଂଲାଦେଶ କ୍ରିକେଟ ବୋର୍ଡର ଜନୈକ ଅଧିକାରୀ ପୂର୍ବ ଅଧିନାୟକ ତାମିମ ଇକବାଲଙ୍କୁ ଭାରତର ଏଜେଂଟ ବୋଲି ସମ୍ବୋନ୍ଧିତ କରିଛନ୍ତି । ବିସିସିଆଇ ସହ ମତଭେଦ ନେଇ ତାମିମ ବିସିବିକୁ ବୁଝାଇବାକୁ ଚେଷ୍ଟା କରିଥିଲେ । ଅତ୍ୟଧିକ ଉତେଜିତ ହୋଇ ଟି୨୦ ବିଶ୍ୱକପ ପାଇଁ ଭାରତ ନ ଯିବା ନିଷ୍ପତି ନ ନେବା…

ରୋହିତଙ୍କୁ ସମସ୍ତଙ୍କ ଆଗରେ ଜୟ ଶାହ କହିଲେ ଭାରତର ଅଧିନାୟକ

ମୁମ୍ବାଇ: ନିକଟରେ ଏକ କାର୍ଯ୍ୟକ୍ରମରେ ରୋହିତ ଶର୍ମାଙ୍କୁ ନେଇ ବିସିସିଆଇର ପୂର୍ବତନ ସେକ୍ରେଟାରୀ ଓ ବର୍ତମାନର ଆଇସିସି ଅଧ୍ୟକ୍ଷ ଜୟ ଶାହଙ୍କ ଏକ ବୟାନ ଏବେ ଭାଇରାଲ ହେବାରେ ଲାଗିଛି । ଏହି କାର୍ଯ୍ୟକ୍ରମରେ ସେ ରୋହିତଙ୍କୁ ଭାରତର ଅଧିନାୟକ ବୋଲି କହିଥିଲେ । ଅକ୍ଟୋବର ୨୦୨୫ରେ ଅଷ୍ଟ୍ରେଲିଆ…

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଉସମାନ ଖୱାଜା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଉସମାନ ଖୱାଜା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ସେ ଇଂଲଣ୍ଡ ବିପକ୍ଷରେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ଖୱାଜା ସିଡନି କ୍ରିକେଟ୍ ଗ୍ରାଉଣ୍ଡରେ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ। ୩୯ ବର୍ଷୀୟ ଖୱାଜା ପାକିସ୍ତାନରେ…

Malaysia Open: ମାଲେସିଆ ଓପନ୍: ସେମିଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ

ନୂଆଦିଲ୍ଲୀ: ମାଲେସିଆ ଓପନ୍-୨୦୨୬ରେ ପିଭି ସିନ୍ଧୁଙ୍କୁ ତାଙ୍କର କ୍ୱାର୍ଟରଫାଇନାଲ୍ ମ୍ୟାଚ୍ ଜିତିବା ପାଇଁ କୋର୍ଟରେ ମାତ୍ର ୧୧ ମିନିଟ୍ ଆବଶ୍ୟକ ଥିଲା। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତୃତୀୟ ମାନ୍ୟତା ଆକାନେ ୟାମାଗୁଚି ଆଘାତ ସହିତ ଅବସର ନେବା ପରେ ସେ ପ୍ରଥମ ଖେଳ ୨୧-୧୧ରେ ଜିତିଛନ୍ତି। ତିନି…

ଲିଷ୍ଟ ଏ କ୍ରିକେଟରେ ବିଶ୍ୱ ରେକର୍ଡ ସ୍ଥାପନ କଲେ ରିତୁରାଜ

ନୂଆଦିଲ୍ଲୀ: ରିତୁରାଜ ଗାଏକ୍ୱାଡ ଲିଷ୍ଟ ଏ କ୍ରିକେଟରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ବିଜୟ ହଜାରେ ଟ୍ରଫିରେ ସେ ଗୋଆ ବିପକ୍ଷରେ ୧୩୪ ରନର ଇନିଂସ ଖେଳିଥିଲେ । ଲିଷ୍ଟ ଏ କ୍ରିକେଟରେ ଏହା ତାଙ୍କର ୨୦ତମ ଶତକ । ଲିଷ୍ଟ ଏ କ୍ରିକେଟରେ ୫୦ ଇନିଂସରୁ ଅଧିକ ଖେଳିଥିବା ଖେଳାଳିଙ୍କ ମଧ୍ୟରେ ସେ…

କ୍ଷମା ମାଗିଲେ ଇଂଲଣ୍ଡ ଦଳର ଅଧିନାୟକ ହ୍ୟାରୀ ବ୍ରୁକ

ନୂଆଦିଲ୍ଲୀ: ଆଶେସ ସିରିଜରେ ଇଂଲଣ୍ଡର ପ୍ରଦର୍ଶନ ପ୍ରଶଂସକଙ୍କୁ ନିରାଶ କରିଛି । ଇଂଲଣ୍ଡ ୪-୧ରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ଆଶେସ ସିରିଜ ଶେଷ ହେବା ପରେ ହଠାତ ଇଂଲଣ୍ଡ ଧଳା ବଲ କ୍ରିକେଟର ଅଧିନାୟକ ହ୍ୟାରୀ ବ୍ରୁକ କ୍ଷମା ମାଗିଛନ୍ତି । ଅବଶ୍ୟ ସେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ…

ବିଜୟ ହଜାରେ ଟ୍ରଫି: କ୍ୱାର୍ଟର ଫାଇନାଲ ଲାଇନଅପ ଚୂଡାନ୍ତ

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିର କ୍ୱାର୍ଟର ଫାଇନାଲ ଲାଇନଅପ ଚୂଡାନ୍ତ ହୋଇଛି । ଚମତ୍କାର ପ୍ରଦର୍ଶନ ସହ ଦିଲ୍ଲୀ, ସୌରାଷ୍ଟ୍ର, ପଞ୍ଜାବ, ମୁମ୍ବାଇ, ୟୁପି, ବିଦର୍ଭ, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଏହି ଟୁର୍ଣ୍ଣାମେଂଟରେ ୩୨ଟି ଟିମ ଅଂଶଗ୍ରହଣ…

ତିଳକ ବର୍ମାଙ୍କ ଟି୨୦ ବିଶ୍ୱକପ ଖେଳିବା ନେଇ ସନ୍ଦେହ, କିଏ ହେବେ ବଦଳ ଖେଳାଳି

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ ଆଉ ହାତ ଗଣତି ଦିନ ପରେ ଆରମ୍ଭ ହେବ । ଟିମ ଇଣ୍ଡିଆର ପ୍ରସ୍ତୁତି ଠିକ ବାଟେ ଚାଲିଥିବା ବେଳେ ଦଳର ମ୍ୟାଚ ବିଜେତା ଖେଳାଳି ତିଳକ ବର୍ମା ହଠାତ ଅସୁସ୍ଥ ହୋଇ ପଡିଥିଲେ । ବିଜୟ ହଜାରେ ଟ୍ରଫି ଖେଳିବା ଅବସରରେ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ପରେ…