Latest Odisha News

BREAKING NEWS

Browsing Category

ଖେଳ

ମୁମ୍ବାଇ ଇଣ୍ଡିଆନ୍ସର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ନେଲେ କିରେନ୍ ପୋଲାର୍ଡ

ମୁମ୍ବାଇ : ଆଇପିଏଲର ସବୁଠାରୁ ସଫଳ ଫ୍ରାଞ୍ଚାଇଜ୍ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଦଳ ପାଇଁ ଖେଳି ସାରିଥିବା ଏବଂ ମୁମ୍ବାଇ ପକ୍ଷରୁ ସହାୟକ କୋଚ୍ ଥିବା କିରେନ୍ ପୋଲାର୍ଡଙ୍କୁ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ପଦୋନ୍ନତି ଦିଆଯାଇଛି। ଏହାସହ ଏହି ଫ୍ରାଞ୍ଚାଇଜ୍ ସହିତ…

ଭାରତ-ନ୍ୟୁଜିଲାଣ୍ଡ ଟି୨୦: ଈଶାନ କିଶାନଙ୍କ ସ୍ଥାନରେ କୁମାର କୁଶାଗ୍ରଙ୍କୁ ସୁଯୋଗ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆହତ ସମସ୍ୟା ଯୋଗୁଁ ୱିକେଟକିପର୍-ବ୍ୟାଟ୍ସମ୍ୟାନ୍ ଇଶାନ କିଷନ୍ ଦ୍ୱିତୀୟ ମ୍ୟାଚ୍‌ରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ୨୧ ବର୍ଷୀୟ ଯୁବ…

ଆନ୍ତର୍ଜାତୀୟ କ୍ରିକେଟରୁ ମେଘନାଙ୍କ ଅବସର

ନୂଆଦିଲ୍ଲୀ: ଶୁକ୍ରବାର ଭାରତୀୟ କ୍ରିକେଟକୁ ଶକ୍ତ ଧକ୍କା ଲାଗିଛି । ଭାରତୀୟ ମହିଳା କ୍ରିକେଟ୍ ଦଳର ଅଭିଜ୍ଞ ଓପନିଂ ବ୍ୟାଟ୍ସମ୍ୟାନ୍ ସବ୍ବିନେନୀ ମେଘନା  ମାତ୍ର ୩୦ ବର୍ଷ ବୟସରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ମେଘନା ୨୦ ନଭେମ୍ବର ୨୦୧୬ ଦିନ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ…

୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ: କ୍ରିକେଟ୍ କ୍ୱାଲିଫାୟର ଓ ଯୋଗ୍ୟତା ନିୟମ

ନୂଆଦିଲ୍ଲୀ: ୧୨୮ ବର୍ଷ ପରେ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍ ପ୍ରତ୍ୟାବର୍ତ୍ତନ କରୁଛି । ଏହି ଅଲିମ୍ପିକ୍ସ କ୍ରିକେଟ୍ ମ୍ୟାଚଗୁଡ଼ିକ କାଲିଫର୍ଣ୍ଣିଆର ପୋମୋନାରେ ଖେଳାଯିବ । ଆଇସିସି ଦ୍ୱାରା ପ୍ରକାଶିତ ନୂଆ କ୍ୟାଲେଣ୍ଡର ଅନୁଯାୟୀ ଅଲିମ୍ପିକ୍ସ କ୍ରିକେଟ୍ କ୍ୱାଲିଫାୟର୍ ମ୍ୟାଚ୍…

ଦ୍ୱିତୀୟ ଟି୨୦ରେ ବୈଭବଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ: ନୁ୍ୟଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବା ସମ୍ଭାବନା ଉଜ୍ଜ୍ୱବୀତ ହୋଇଛି । ପ୍ରଥମ ଟି-୨୦ ମ୍ୟାଚ୍ ସମୟରେ ଓପନର ଇଶାନ କିଶନ୍ ଆହତ ହୋଇ ଦଳରୁ ବାଦ୍ ପଡ଼ିବା ପରେ ଭାରତୀୟ ଦଳର…

ପାରା ଏସିଆନ୍ ଗେମ୍ସ: ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ରୌପ୍ୟ ପଦକ

ଭୁବନେଶ୍ୱର: ଓଡ଼ିଶାର ଷ୍ଟାର୍ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଆଇଚି-ନାଗୋୟା ଠାରେ ଅନୁଷ୍ଠିତ ହେଉଥିବା ୫ମ ଏସୀୟ ପାରା କ୍ରୀଡ଼ା (Asian Para Games 2026)ର ପୁରୁଷ ଏକକ SL3 ବର୍ଗରେ ରୌପ୍ୟ ପଦକ (Silver Medal) ଜିତିଛନ୍ତି। ଚଳିତ ପାରା ଏସିଆନ ଗେମ୍ସରେ ଦ୍ବିତୀୟ ପଦକ ଜିତିଲେ…

ନିୟମ ବାହାରେ ଔଷଧ ସେବନ, ୨ଟି ମ୍ୟାଚ୍‌ରୁ ବାହାରିଲେ ସିମର ସ୍କଟ୍

ଅଷ୍ଟ୍ରେଲିଆ: ବାଂଲାଦେଶ ବିପକ୍ଷ ମ୍ୟାଚ୍ ପୂର୍ବରୁ ଅଷ୍ର୍ଟ୍ରେଲିଆକୁ ଶକ୍ତ ଧକ୍କା, ଦୁଇଟି ମ୍ୟାଚ୍‌ରୁ ବାଦ୍ ପଡିଲେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଟିମ୍‌ର ଫାଷ୍ଟ ବୋଲର ମେଗନ ସ୍କଟ୍ । କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ତାଙ୍କୁ ୨ଟି ମ୍ୟାଚ୍ ନଖେଳିବାକୁ ନୋଟିସ୍ ଜାରି ହୋଇଛି । ମ୍ୟାଚ୍…

ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟି୨୦ ବିଜୟ ପାଇଁ ଟିମ ଇଣ୍ଡିଆ ଅପେକ୍ଷା କରିଥିଲା ୧୦ ବର୍ଷ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ୍ ଜିତିବା ଏକବେଳେ ବହୁତ କଷ୍ଟକର ଥିଲା, କିନ୍ତୁ ସମୟ ସହିତ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି । ଆସନ୍ତା ୨୨ ଅକ୍ଟୋବରରୁ ଉଭୟ ଦଳ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳାଯିବ ।  ୨୦୦୭ ପ୍ରଥମ ଟି-୨୦…

ରଣଜୀ ଟ୍ରଫି: କେରଳଠାରୁ ପରାସ୍ତ ହେଲା ଓଡ଼ିଶା

ଥିରୁବନନ୍ତପୁରମ: ରଣଜୀ ଟ୍ରଫି ଏଲାଇଟ୍ ଗ୍ରୁପ ସିର ଏକ ମ୍ୟାଚ୍‌ରେ ଓଡ଼ିଶା କ୍ରିକେଟ୍ ଦଳକୁ ପୁଣିଥରେ ଏକ ବଡ଼ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଥିରୁବନନ୍ତପୁରମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କେରଳ ଦଳ ଓଡ଼ିଶାକୁ ଏକ ପାଳି ଏବଂ ୩୬ ରନ୍‌ରେ ପରାଜିତ କରିଛି । ସ୍ପିନ୍ ବୋଲିଂ ଆଗରେ…

ନ୍ୟୁଜିଲାଣ୍ଡ ପାଇଁ ବଡ଼ ବିପଦ ସାଜିଛନ୍ତି ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ୍ ଦଳର ଅଭିଜ୍ଞ ଦ୍ରୁତ ବୋଲର୍ ଭୁବନେଶ୍ୱର କୁମାର ୪ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଟିମ୍ ଇଣ୍ଡିଆକୁ ଫେରିଛନ୍ତି । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ୟାପଟେନ୍ ମିଚେଲ୍…