Latest Odisha News

BREAKING NEWS

Browsing Category

ଖେଳ

ଡାକ୍ତରଖାନାରେ ରୋହିତ ଶର୍ମା !

ମୁମ୍ବାଇ: ଭାରତୀୟ ଦିନିକିଆ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଏବେ ଅଷ୍ଟ୍ରେଲିଆ ବିପକ୍ଷ ଆନ୍ତର୍ଜାତୀୟ ମ୍ୟାଚ ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି । ଇତି ମଧ୍ୟରେ ଏକ ଭିଡିଓ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି । ଏଥିରେ ରୋହିତଙ୍କୁ ବିଳମ୍ବିତ ରାତ୍ରରେ ମୁମ୍ବାଇର ଏକ ପ୍ରତିଷ୍ଠିତ…

ଏସିଆ କପ କ୍ରିକେଟ: ମାନ୍ଦା ରହିଛି ଭାରତ-ପାକିସ୍ତାନ ଟିକେଟ ବିକ୍ରି

ଦୁବାଇ: ଏସିଆ କପ ୨୦୨୫ ମଙ୍ଗଳବାରଠାରୁ ଆରମ୍ଭ ହୋଇଯିବ । ଭାରତ ଓ ପାକିସ୍ତାନ ମ୍ୟାଚ ପାଇଁ ଦର୍ଶକଙ୍କ ଉତ୍କଣ୍ଠା ରହିବା ସ୍ୱାଭାବିକ । ପୂର୍ବରୁ ଭାରତ-ପାକିସ୍ତାନ ମ୍ୟାଚର ଟିକେଟ ସବୁଠାରୁ ଆଗ ବିକ୍ରି ହୋଇଥାଏ । ଏଥର କିନ୍ତୁ ଏ ପର୍ଯ୍ୟନ୍ତ ଏହାର ସମ୍ପୂର୍ଣ୍ଣ ଟିକେଟ ବିକ୍ରି ହୋଇ ନାହିଁ ।…

Women’s Asia Cup Gongshu 2025: ଭାରତୀୟ ଦଳ ସିଙ୍ଗାପୁରକୁ ୧୨-୦ ପରାସ୍ତ କରି ସୁପର -୪ରେ ମାରିଲା ଏଣ୍ଟ୍ରି

ନୂଆଦିଲ୍ଲୀ: ସିଙ୍ଗାପୁର ବିପକ୍ଷରେ ୧୨-୦ ଗୋଲରେ ବିଜୟ ହାସଲ କରି ଭାରତୀୟ ମହିଳା ହକି ଦଳ, ଚୀନରେ ଆୟୋଜିତ ମହିଳା ଏସିଆ କପ୍ ୨୦୨୫ (Women’s Asia Cup 2025)ର ସୁପର ୪ରେ ନିଜ ସ୍ଥାନ ପକ୍କା କରିଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ପାଇଁ କେବଳ ୨ ଜଣ ଖେଳାଳି ୬ଟି ଗୋଲ ଦେଇଛନ୍ତି । ଦଳର ଷ୍ଟାର…

ଏଥର ବି ବୁମରାହଙ୍କ ବଲରେ ଛକା ମାରିବା ପାକିସ୍ତାନ ଟିମ ପାଇଁ ଚ୍ୟାଲେଞ୍ଜ

ଦୁବାଇ: ଏସିଆ କପ ୨୦୨୫ କ୍ରିକେଟ ଟୁର୍ଣ୍ଣାମେଂଟରେ ଭାରତ ଓ ପାକିସ୍ତାନ ଟିମ ସେପ୍ଟମ୍ବର ୧୪ରେ ସାମ୍ନାସାମ୍ନି ହେବେ । ଏହି ରୋମାଂଚକ ମୁକାବିଲାରେ ପାକିସ୍ତାନ ଟିମ ପାଇଁ ଯଶପ୍ରୀତ ବୁମରାହ ପୂନର୍ବାର ଏକ ବଡ ଚ୍ୟାଲେଞ୍ଜ ଭାବେ ଉଭା ହେବେ । ତେବେ ଏହି ଚ୍ୟାଲେଞ୍ଜ କଣ ? ଆନ୍ତର୍ଜାତୀୟ ଟି୨୦ରେ…

ପଞ୍ଜାବ କିଙ୍ଗସ, କୁମ୍ବଲେଙ୍କ ଉପରେ ଏବେ ବି ଗେଲ ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ଆଇପିଏଲ ଇତିହାସର ସବୁଠାରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ପଞ୍ଜାବ କିଙ୍ଗସ ମୋତେ ଯେଉଁ ଭଳି ଦୁର୍ବବ୍ୟହାର ଦେଖାଇଛି ତାହା ମୁଁ କେବେ ହେଲେ ଭୁଲିପାରିବି ନାହିଁ । ପରିସ୍ଥିତି ଏପରି ହୋଇଥିଲା ଯେ, ସେ ଅଧାରୁ ଆଇପିଏଲ ଛାଡିବାକୁ…

Hockey Asia Cup 2025: ୮ବର୍ଷ ପରେ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ ;ହାସଲ କଲା ବିଶ୍ବକପ ଟିକେଟ

ନୂଆଦିଲ୍ଲୀ:୪ର୍ଥ ଥର ପାଇଁ ଏସିଆ କପ୍ ( Hero Asia Cup 2025 Final) ଟାଇଟଲ ହାତେଇଲା ଭାରତ । ଫାଇନଲ ଟକ୍କରରେ କୋରିଆ ବିପକ୍ଷରେ ୪-୧ ଗୋଲରେ ବିଜୟ ହାସଲ କରି ଏସିଆ ଚମ୍ପିଆନ ହୋଇଛି ଟିମ୍ ଇଣ୍ଡିଆ । ଟିମ୍ ଇଣ୍ଡିଆ ସମଗ୍ର ଟୁର୍ଣ୍ଣାମେଣ୍ଟରେ କୌଣସି ମ୍ୟାଚ୍ ନ ହାରି ଏହି ଟାଇଟଲ୍ ନିଜ…

ରେକର୍ଡ ସୃଷ୍ଟି କରିବା ପାଇଁ ହାର୍ଦ୍ଦିକଙ୍କ ନିକଟରେ ରହିଛି ସୁଯୋଗ

ଦୁବାଇ: ଲମ୍ବା ବ୍ରେକ ପରେ ଏବେ ଭାରତର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏସିଆ କପ କ୍ରିକେଟ ପାଇଁ ନିଜକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରିଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଟିମ ଦୁବାଇରେ କଡା ଅଭ୍ୟାସ ଆରମ୍ଭ କରିଦେଇଛି । ସୂଚନାଯୋଗ୍ୟ, ଗତ ସଂସ୍କରଣରେ ଭାରତ ଏସିଆ କପ…

ଏସିଆ କପ କ୍ରିକେଟ: ସଞ୍ଜୁଙ୍କ ବଦଳରେ ଜୀତେଶଙ୍କୁ ପ୍ରଥମ ମ୍ୟାଚରେ ମିଳିପାରେ ସୁଯୋଗ

ଦୁବାଇ: ଭାରତ ଏସିଆ କପ ଟି୨୦ ଟ୍ରଫି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ପ୍ରଥମ ମ୍ୟାଚରେ ସଞ୍ଜୁ ସାମସନଙ୍କ ବଦଳରେ ଜୀତେଶ ଶର୍ମାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବା ସମ୍ଭାବନା ରହିଛି । ଅଭିଷେକ ଶର୍ମାଙ୍କ ସହ ଶୁଭମନ ଗିଲ ଇନିଂସ ଓପନିଂ କରିବେ । ସଞ୍ଜୁଙ୍କୁ ମିଡିଲ ଅର୍ଡରରେ ଖେଳାଇବା…

କୋହଲିଙ୍କୁ ରୋନାଲ୍ଡୋଙ୍କ ସହ ତୁଳନା କଲେ ସୁନୀଲ ଛେତ୍ରୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ଖେଳାଳି ବିରାଟ କୋହଲି ଅଷ୍ଟ୍ରେଲିଅ ବିପକ୍ଷ ଦିନିକିଆ ସିରିଜ ପୂର୍ବର ଜୋରଦାର ଅଭ୍ୟାସ ଜାରୀ ରଖିଛନ୍ତି । ନିକଟରେ ସେ ଇଂଲଣ୍ଡରୁ ନିଜର ଫିଟନେସ ଟେଷ୍ଟ ବିସିସିଆଇକୁ ପ୍ରଦାନ କରିଥିଲେ । କୋହଲିଙ୍କ ଫିଟନେସକୁ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ…

Hockey Asia Cup 2025: ଏକତରଫା ମ୍ୟାଚ ଜିତି ଫାଇନାଲରେ ଏଣ୍ଟ୍ରି ମାରିଲା ଭାରତ; ଆସନ୍ତାକାଲି କୋରିଆକୁ ଭେଟିବ

ନୂଆଦିଲ୍ଲୀ:ଏସିଆ କପ୍ ୨୦୨୫(Hero Men’s Asia Cup Rajgir Bihar 2025)ର ସୁପର-୪ ର ଶେଷ ମ୍ୟାଚ୍ ରେ ଭାରତ ୭-୦ରେ ଚୀନକୁ ପରାସ୍ତ କରିଛି। ଏହି ଦମଦାର୍ ବିଜୟ ସହିତ ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ଟିମ୍ ଇଣ୍ଡିଆ ସମଗ୍ର ଟୁର୍ଣ୍ଣାମେଣ୍ଟରେ କୌଣସି ମ୍ୟାଚ୍ ନ…