Latest Odisha News

BREAKING NEWS

Browsing Category

ଖେଳ

ଏହି ଜର୍ସି ପିନ୍ଧି ଭାରତୀୟ ଟିମ ଖେଳିବ ଏସିଆ କପ କ୍ରିକେଟ

ଦୁବାଇ: ଏସିଆ କପ ୨୦୨୫ କ୍ରିକେଟ ଟ୍ରଫି ପାଇଁ ଭାରତୀୟ ଟିମ ଦୁବାଇରେ ପଂହଚି ସାରିଛି । ସେପ୍ଟମ୍ବର ୯ରୁ ୮ଟି ଦେଶକୁ ନେଇ ଏହି ଟୁର୍ଣ୍ଣାମେଂଟ ଟି୨୦ ଫର୍ମାଟରେ ଖେଳାଯିବ । ୨୦୨୩ରେ ଭାରତ ଏହି ଟ୍ରଫି ହାସଲ କରିଥିଲା । ଇତି ମଧ୍ୟରେ ଟିମ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚିତ ହୋଇଛି । ଟିମର…

୨୦ କୋଟି ଟଙ୍କାର ଘଂଟା ପିନ୍ଧିଛନ୍ତି ହାର୍ଦ୍ଦିକ !

ନୂଆଦିଲ୍ଲୀ: ଏସିଆ କପ ୨୦୨୫ ପାଇଁ ଭାରତୀୟ କ୍ରିକେଟ ଟିମ ଦୁବାଇରେ ପଂହଚିବା ସହ ଅଭ୍ୟାସ ଆରମ୍ଭ କରିଛନ୍ତି । ଅଭ୍ୟାସ ସେଶନରେ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘଂଟା ବେଶ ଦୃଷ୍ଟି ଆକର୍ଷଣ କରିଛି । କେଶକୁ ନୂତନ ରୂପ ସହ ହାର୍ଦ୍ଦିକ ଏହି ଦାମୀ ଘଂଟା ପିନ୍ଧି…

ଏସିଆ କପ ପୂର୍ବରୁ ଖେଳାଳିଙ୍କ ମନୋବଳ ବଢ଼ାଇଲେ ଗମ୍ଭୀର, ସୂର୍ଯ୍ୟକୁମାର କହିଲେ ଆମେ ପ୍ରସ୍ତୁତ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଟିମ ଏବେ ଆଗାମୀ ଏସିଆ କପ କ୍ରିକେଟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଦୁବାଇର ଆଇସିସି ଏକାଡେମୀରେ ଭାରତୀୟ ଟିମ ଜୋରଦାର ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ମୂଖ୍ୟ କୋଚ ଗୌତମ ଗମ୍ଭୀର ଦଳର ମନୋବଳ ବଢ଼ାଇଛନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ…

ଅଷ୍ଟ୍ରେଲିଆ ଏ ବିପକ୍ଷ ମୁକାବିଲା ପାଇଁ ଶ୍ରେୟାଶଙ୍କୁ ମିଳିଲା ଏହି ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏ ବିପକ୍ଷ ୨ଟି ମ୍ୟାଚ ପାଇଁ ବିସିସିଆଇ ଭାରତୀୟ ଦଳର ଘୋଷଣା କରିଛି । ଶ୍ରେୟାଶ ଆୟାରଙ୍କୁ ଏହାର ଅଧିନାୟକ ନିଯୁକ୍ତ କରାଯାଇଛି । ସେପ୍ଟମ୍ବର ୧୬ରୁ ପ୍ରଥମ ମ୍ୟାଚ ଏବଂ ୨୩ରୁ ଦ୍ୱିତୀୟ ମ୍ୟାଚ ଖେଳାଯିବ । ୨ଟି ଯାକ ମ୍ୟାଚ ଲକ୍ଷ୍ନୌରେ ଖେଳାଯିବ । ଏସିଆ କପ ଟିମରେ…

ସେପ୍ଟମ୍ବର ୨୮ରେ ବିସିସିଆଇକୁ ମିଳିବ ନୂଆ ସଭାପତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ବାର୍ଷିକ ସାଧାରଣ ବୈଠକ ସେପ୍ଟମ୍ବର ୨୮ରେ ଆୟୋଜିତ ହେବ । ଏହି ବୈଠକରେ ବିସିସିଆଇର ନୂତନ ସଭାପତି ଓ ଇଣ୍ଡିଆନ ପ୍ରିମିୟର ଲିଗ ଅଧ୍ୟକ୍ଷ ଚୟନ କରାଯିବ । ପୂର୍ବ ଭାରତୀୟ କ୍ରିକେଟର ରୋଜର ବିନ୍ନୀଙ୍କ ଇସ୍ତଫା ପରେ ବିସିସିଆଇ ଅଧ୍ୟକ୍ଷ ପଦ ଖାଲି…

ଏସିଆ କପ ହକି ସୁପର ଫୋର: ମାଲେସିଆ ବିପକ୍ଷରେ ଭାରତର ବୃହତ ବିଜୟ

ରାଜଗୀର: ବିହାରରେ ଚାଲିଥିବା ଏସିଆ କପ ହକିରେ ଭାରତର ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ଭାରତ ସୁପର ଫୋରର ଦ୍ୱିତୀୟ ମୁକାବିଲାରେ ମାଲେସିଆକୁ ୪-୧ ଗୋଲରେ ପରାସ୍ତ କରିଛି । ଏଥିସହ ଭାରତ ତାର ସ୍ଥିତି ମଜଭୁତ କରିଛି । ମାଲେସିଆ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଭାରତ ବିପକ୍ଷରେ ପ୍ରଥମ…

ଆଇଏସଏସଏଫ ବିଶ୍ୱକପ : ଭାରତୀୟ ଟିମରେ ଓଡିଶାର କଶିକା ପ୍ରଧାନ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଶୁଟର କଶିକା ପ୍ରଧାନଙ୍କ ନିକଟରେ ଆନ୍ତର୍ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଉପନୀତ ହୋଇଛି । ଆଇଏସଏସଏଫ ବିଶ୍ୱକପ ରାଇଫଲ/ପିସ୍ତଲରେ କଶିକାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି । ସେପ୍ଟେମ୍ବର ୭ରୁ ୧୫ ପର୍ଯ୍ୟନ୍ତ ଏହି ମେଗା ଇଭେଂଟ…

ଶୁଭମନ, ଅଭିଷେକଙ୍କୁ ଗଲ୍ଫ ଖେଳିବାକୁ କହିଲେ ଯୁବରାଜ

ନୂଆଦିଲ୍ଲୀ: ଭାରତକୁ ୨ ଥର ବିଶ୍ୱକପ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଯୁବରାଜ ସିଂ ଏବେ ତାଙ୍କ ଶିଷ୍ୟଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଶୁଭମନ ଗିଲ ଓ ଅଭିଷେକ ଶର୍ମାଙ୍କୁ ସେ ଗଲ୍ଫ ଖେଳିବା ପାଇଁ ପରାମର୍ଶ ଦେଇଛନ୍ତି । କିଛି ଦିନ ତଳେ ଭାରତର ପୂର୍ବତନ ଅଧିନାୟକ କପିଳ…

ଶ୍ରୀନିବାସନ ହେଲେ ଚେନ୍ନାଇ ସୁପର କିଙ୍ଗସ ଚେୟାରମ୍ୟାନ, ଧୋନୀଙ୍କ ଚାହିଦା ବଢ଼ିବ ନାଁ କମିବ

ଚେନ୍ନାଇ: ଆଇପିଏଲରେ ଏବେ କେତୋଟି ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଗୁରୁବାର ଚେନ୍ନାଇ ସୁପର କିଙ୍ଗସ ଏନ.ଶ୍ରୀନିବାସନଙ୍କୁ ପୂନର୍ବାର ଚେୟାରମ୍ୟାନ ନିଯୁକ୍ତ କରିଛି । ଶ୍ରୀନିବାସନଙ୍କ ଉପସ୍ଥିତି ମହେନ୍ଦ୍ର ସିଂ ଧୋନୀଙ୍କ ଚାହିଦା ବୃଦ୍ଧି କରିବ କି…

ଆନ୍ତର୍ଜାତୀୟ କ୍ରିକେଟରୁ ଅମିତ ମିଶ୍ରଙ୍କ ଅବସର

ନୂଆଦିଲ୍ଲୀ: ଭାରତର ଲେଗ ସ୍ପିନର ଅମିତ ମିଶ୍ର ଗୁରୁବାର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୨୦୧୭ରେ ସେ ଇଂଲଣ୍ଡ ବିପକ୍ଷରେ ଶେଷ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ୪୨ ବର୍ଷୀୟ ଅମିତ ୨୦୦୩ରେ ବାଂଲାଦେଶ ବିପକ୍ଷରେ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ସେ ୨୨…