Latest Odisha News

BREAKING NEWS

Browsing Category

ଖେଳ

ସିଡନୀ ଟେଷ୍ଟରେ ରୋହିତଙ୍କ ଖେଳିବା ନେଇ ସସ୍ପେନ୍ସ

ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ୫ମ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ଖେଳାଯିବ । ୨-୧ରେ ପଛୁଆ ଥିବା ଟିମ ଇଣ୍ଡିଆ ବିଜୟ ସହ ସିରିଜ ଡ୍ର ରଖିବାକୁ ଚାହିଁବ । ତେବେ ଏହି ମ୍ୟାଚରେ ରୋହିତ ଶର୍ମା ଖେଳିବେ କି ନାହିଁ ତାହା ଏକ ସସ୍ପେନ୍ସ ରହିଛି । କୋଚ ଗୌତମ ଗମ୍ଭୀରଙ୍କୁ ରୋହିତଙ୍କ…

ମନୁ ଭାକର ଏବଂ ଡି ଗୁକେଶଙ୍କ ସମେତ ୪ ଜଣଙ୍କୁ ଖେଳ ରତ୍ନ ଆୱାର୍ଡ

ନୂଆଦିଲ୍ଲୀ: ଭାରତ ସରକାର ଚଳିତ ଥର ଖେଳ ରତ୍ନ ପୁରସ୍କାର ପାଇଁ ମୋଟ ୪ ଜଣ ଖେଳାଳିଙ୍କୁ ଚୟନ କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଶୁଟିଂ ଚାମ୍ପିୟନ ମନୁ ଭାକର ଏବଂ ଚେସ ଚମ୍ପିୟନ ଡି.ଗୁକେଶ। ତେବେ ଏଥିସହିତ ୩୨ ଜଣଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମଧ୍ଯ ଚୟନ କରାଯାଇଛି। ଗତ ବର୍ଷ…

ଶିଖର ଧୱନକୁ ବିବାହ କଲେ କି ହୁମା କୁରେଶି? 

ମୁମ୍ବାଇ: କ୍ରିକେଟର ଶିଖର ଧୱନ ଓ ବଲିଉଡ ଅଭିନେତ୍ରୀ ହୁମା କୁରେଶିଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଫଟୋରେ ଶିଖର ଧୱନ ଶେରୱାନି ଓ ହୁମା ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ନଜର ଆସିଛି। ଏପରିକି ଶିଖର, ହୁମାଙ୍କୁ କିସ୍ କରୁଥିବାର ମଧ୍ଯ ଦେଖିବାକୁ…

ଡ୍ରେସିଂ ରୁମ ବିବାଦକୁ ନେଇ ମୁହଁ ଖୋଲିଲେ ଗମ୍ଭୀର

ସିଡନୀ: ମେଲବୋର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତର ପରାଜୟ ନେଇ କୋଚ ଗୌତମ ଗମ୍ଭୀର ଡ୍ରେସିଂ ରୁମରେ ଖେଳାଳିଙ୍କ ଉପରେ ଅସନ୍ତୁଷ୍ଟ ହୋଇଥିଲେ । ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଗମ୍ଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଖେଳାଳି ଓ କୋଚଙ୍କ ମଧ୍ୟରେ କଣ…

ଯଶସ୍ୱୀଙ୍କ ବିଶ୍ୱରେକର୍ଡ ଭାଙ୍ଗିଲେ ଆୟୂଷ

ଅହମ୍ମଦାବାଦ: ବିଜୟ ହଜାରେ ଟ୍ରଫିରେ ମୁମ୍ବାଇର ଆୟୂଷ ମାହାତ୍ରେ ନାଗାଲାଣ୍ଡ ବିପକ୍ଷ ମ୍ୟାଚରେ ବିଶ୍ୱରେକର୍ଡ କରିଛନ୍ତି । ଆୟୂଷ ଲିଷ୍ଟ ଏ କ୍ରିକେଟରେ କମ ବୟସର ଖେଳାଳି ଭାବେ ୧୫୦ରୁ ଊର୍ଦ୍ଧ୍ୱ ରନ କରିଛନ୍ତି । ସେ ୧୧୭ ବଲରେ ୧୧ ଛକା ଓ ୧୫ ଚୌକା ସହାୟତାରେ ୧୮୧ ରନ କରିଥିଲେ । ଆୟୂଷ ୧୭…

ଇଂଲଣ୍ଡ ବିପକ୍ଷ ସିରିଜରେ ବୁମରାହଙ୍କୁ ଦିଆଯାଇପାରେ ବିଶ୍ରାମ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦିନିକିଆ ଓ ଟି୨୦ ସିରିଜ ପାଇଁ ଭାରତର ଷ୍ଟାର ପେସର ଯଶପ୍ରୀତ ବୁମରାହଙ୍କୁ ବିଶ୍ରାମ ଦିଆଯାଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଇଂଲଣ୍ଡ ଟିମ ଭାରତ ଗସ୍ତରେ ଆସିବ । ଏଠାରେ ଭ୍ରମଣକାରୀ ଦଳ ୫ଟି ଟି୨୦ ଓ ୩ଟି ଦିନିକିଆ ମ୍ୟାଚ…

କୋହଲି, ରୋହିତଙ୍କୁ ନେଇ ଚର୍ଚ୍ଚାରେ ଶାସ୍ତ୍ରୀଙ୍କ ବୟାନ

ମେଲବୋର୍ଣ୍ଣ: ବର୍ଡର-ଗାଭାସ୍କର ଟ୍ରଫି ଅବସରରେ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରଦର୍ଶନ ଟିମ ଇଣ୍ଡିଆ ପାଇଁ ଚିନ୍ତାର କାରଣ ହୋଇଛି । ତେବେ ଏହି ଦୁଇ ମହାନ ଖେଳାଳିଙ୍କ ଫର୍ମକୁ ନେଇ ପୂର୍ବତନ କୋଚ ରବି ଶାସ୍ତ୍ରୀଙ୍କ ବୟାନ ଚର୍ଚ୍ଚାର କାରଣ ସାଜିଛି । ସେ କହିଛନ୍ତି ବିରାଟ ଆଉ…

ମେଲବୋର୍ଣ୍ଣରେ ହାରିବା ନେଇ ଆମେ ମାନସିକ ଚାପଗ୍ରସ୍ତ

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆ ନିକଟରୁ ୪ର୍ଥ ଟେଷ୍ଟରେ ପରାଜିତ ହେବା ପରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ବ୍ୟସ୍ତ ହୋଇ ପଡିଛନ୍ତି । ସେ କହିଛନ୍ତି ଏହି ପରାଜୟ ଆମକୁ ମାନସିକ ଚାପଗ୍ରସ୍ତ କରାଇଛି । ଆମେ ଦୁଃଖୀତ । ତୁମେ ଯାହା ଚାହୁଁଥିବ ତାହା କରି ନ ପାରିଲେ ହତାଶ ହେବା…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଭାରତର ଫାଇନାଲ ପ୍ରବେଶ ଆଶା ହେଲା କ୍ଷୀଣ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ମେଲବୋର୍ଣ୍ଣ ଟେଷ୍ଟ ହାରିବା ଭାରତକୁ ହରଡଘଣାରେ ପକାଇଛି । ଦକ୍ଷିଣ ଆଫ୍ରିକା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରି ସାରିଛି । ଏବେ ଭାରତ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରୁ ଗୋଟିଏ ଟିମ ଫାଇନାଲରେ ପ୍ରବେଶ କରିପାରିବ । ଭାରତ ସିଡନୀ…

ଏହି ସବୁ କାରଣ ଯୋଗୁ ଭାରତ ହାରିଲା ବକ୍ସିଂ ଡେ ଟେଷ୍ଟ

ମେଲବୋର୍ଣ୍ଣ: ଭାରତ ଏଠାରେ ଅନୁଷ୍ଠିତ ଚତୁର୍ଥ କ୍ରିକେଟ ଟେଷ୍ଟରେ ଶୋଚନୀୟ ଭାବେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ମେଲବୋର୍ଣ୍ଣରେ ଭାରତ ୧୩ ବର୍ଷ ପରେ ହାରିଛି । ଆସନ୍ତୁ ନଜର ପକାଇବା ଭାରତ ପରାଜୟ କାରଣ ଉପରେ.. । ଦଳଗତ ପ୍ରଦର୍ଶନର ଅଭାବ: ଭାରତୀୟ ଟିମ ଚଳିତ ସିରିଜରେ ସମ୍ପୂର୍ଣ୍ଣ…