Latest Odisha News

BREAKING NEWS

Browsing Category

ଖେଳ

କୋହଲିଙ୍କ ପ୍ରଶଂସାରେ ରବି ଶାସ୍ତ୍ରୀ ଶତମୁଖ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବ କୋଚ ରବି ଶାସ୍ତ୍ରୀ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଭୂୟସୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ମୋର ଶ୍ରେଷ୍ଠ ଶିଷ୍ୟ କୋହଲି । ୨୦୧୭ରୁ ୨୦୨୨ ମଧ୍ୟରେ ମୁଁ ଭାରତୀୟ ଟିମର କୋଚ ଥିବା ବେଳେ କୋହଲି ଦଳର ନେତୃତ୍ୱ ନେଇଥିଲେ । ଅଷ୍ଟ୍ରେଲିଆ,…

ଏସିଆ କପରେ ଗିଲ ସ୍ଥାନ ପାଇ ନ ପାରନ୍ତି

ନୂଆଦିଲ୍ଲୀ: ଏସିଆ କପ ୨୦୨୫ ସେପ୍ଟମ୍ବର ୯ରୁ ୟୁଏଇରେ ଖେଳାଯିବ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏ ପର୍ଯ୍ୟନ୍ତ ଏସିଆ କପ ପାଇଁ ଦଳ ଘୋଷଣା କରି ନାହିଁ । କେଉଁ ଖେଳାଳିଙ୍କୁ ଚୂଡାନ୍ତ ଦଳରେ ସ୍ଥାନ ମିଳିବ ତାହା ସ୍ପଷ୍ଟ ହୋଇପାରି ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶୁଭମନ ଗିଲଙ୍କୁ ଏହି…

ସାମସନଙ୍କ ବଦଳରେ ରାଜସ୍ଥାନ ଜାଡେଜାଙ୍କୁ ମାଗିଲା, ରାଜି ହେଲାନି ଚେନ୍ନାଇ

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବା ପାଇଁ ସଞ୍ଜୁ ସାମସନ ଆଉ ରାଜି ନାହାନ୍ତି । କ୍ରିକବିଜ ରିପୋର୍ଟ ଅନୁସାରେ ରାଜସ୍ଥାନ ରୟାଲ୍ସ ଷ୍ଟାର ଖେଳାଳି ସଞ୍ଜୁଙ୍କ ବଦଳରେ ଚେନ୍ନାଇ ସୁପର କିଙ୍ଗସ ନିକଟରୁ ରବୀନ୍ଦ୍ର ଜାଡେଜା, ଶିବମ ଦୁବେ ଓ ରିତୁରାଜ ଗାଏକ୍ୱାଡଙ୍କ ମଧ୍ୟରୁ ଜଣଙ୍କୁ…

ବିବାହ ବନ୍ଧନରେ ବାନ୍ଧି ହେବେ ଅର୍ଜୁନ ତେନ୍ଦୁଲକର 

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ତାଙ୍କ ପ୍ରେମିକା ସାନିଆ ଚାନ୍ଦୋକଙ୍କ ସହ ନିର୍ବନ୍ଧ କରିଛନ୍ତି। ସାନିଆ ମୁମ୍ବାଇର ଜଣେ ନାମୀଦାମୀ ବ୍ୟବସାୟୀ ରବି ଘାଇଙ୍କ ନାତୁଣୀ ବୋଲି ଜଣାପଡ଼ିଛି। ଏହି ଉତ୍ସବରେ ନିକଟତମ ବନ୍ଧୁ ଏବଂ କିଛି ପରିବାର ସଦସ୍ୟ…

ଫ୍ରାନ୍ସରେ କାହା ସହିତ ବୁଲୁଛନ୍ତି ଯଶସ୍ୱୀ ଜୈସୱାଲ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପରେ ଭାରତୀୟ କ୍ରିକେଟ ଟିମର ଅଧିକାଂଶ ସଦସ୍ୟ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଭାରତୀୟ କ୍ରିକେଟ ଟିମର ଓପନର ଯଶସ୍ୱୀ ଜୈସୱାଲ କିନ୍ତୁ ଭାରତ ନ ଫେରି ଫ୍ରାନ୍ସ ବୁଲିବାକୁ ଯାଇଛନ୍ତି । ରିପୋର୍ଟ ମୁତାବକ ମ୍ୟାଡୀ ହେମଲିଟନଙ୍କ ସହ ଯଶସ୍ୱୀ…

ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗ: ଦ୍ୱିତୀୟ ସ୍ଥାନରେ ରୋହିତ

ନୂଆଦିଲ୍ଲୀ: ଭାରତୀୟ ଦିନିକିଆ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ସଦ୍ୟ ପ୍ରକାଶିତ ଆଇସିସି ର‌୍ୟାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ସେ ପାକିସ୍ତାନର ବାବର ଆଜମଙ୍କୁ ପଛରେ ପକାଇ ଦେଇଛନ୍ତି । ଭାରତୀୟ ଟେଷ୍ଟ ଟିମର ଅଧିନାୟକ ଶୁଭମନ ଗିଲ ଦିନିକିଆରେ ଶୀର୍ଷ ସ୍ଥାନ ବଜାୟ…

ମଲ୍ଲଯୋଦ୍ଧା ସୁଶୀଲ କୁମାରଙ୍କ ଜାମିନ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଲମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାରଙ୍କ ବିରୁଦ୍ଧରେ ମଲ୍ଲଯୋଦ୍ଧା ସାଗର ଧନକରଙ୍କୁ ହତ୍ୟା କରିବା ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା। ଯାହାକୁ ନେଇ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଜାମିନ ମଧ୍ୟ ପ୍ରଦାନ କରିଥିଲେ। କିନ୍ତୁ ବର୍ତ୍ତମାନ୍ ସୁପ୍ରିମକୋର୍ଟ ସୁଶୀଲ କୁମାରଙ୍କ ଜାମିନକୁ…

ଟି୨୦ରେ ସର୍ବାଧିକ ସ୍କୋର କରିଥିବା ୫ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ବାଦ ପଡିଲେ କୋହଲି

ନୂଆଦିଲ୍ଲୀ: ଭାରତର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦୀର୍ଘ ଦିନ ପରେ ଟି୨୦ରେ ସର୍ବାଧିକ ରନ ସଂଗ୍ରହ କରିଥିବା ୫ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ବାଦ ପଡିଛନ୍ତି । ଡେଭିଡ ୱାର୍ଣ୍ଣର ତାଙ୍କୁ ହଟେଇ ୫ମ ସ୍ଥାନ ହାସଲ କରିଛନ୍ତି । କୋହଲିଙ୍କ ବ୍ୟତୀତ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ରୋହିତ…

ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କୁ ଇଡିର ସମନ, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

ନୂଆଦିଲ୍ଲୀ: ବେଟିଂ ଆପ୍ ମାମଲାରେ ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କୁ ସମନ। ଆଜି ଦିଲ୍ଲୀ ଅଫିସରେ ହାଜର ହେବାକୁ ଇଡିର ସମନ। 1xBet (ୱାନଏକ୍ସ ବେଟ) ବେଟିଂ ଆପ୍ ମାମଲାର ଖୋଳତାଡ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ତଦନ୍ତ ଦିଲ୍ଲୀର ED ମୁଖ୍ୟାଳୟରେ ହେବ, ଯେଉଁଠାରେ ସୁରେଶ…

କୋହଲି, ରୋହିତଙ୍କ ଦିନିକିଆ କ୍ୟାରିୟରକୁ ନେଇ ବିସିସିଆଇ ଚୁପ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଦିନିକିଆ କ୍ରିକେଟ କ୍ୟାରିୟର ଭବିଷ୍ୟତ ବି ସଙ୍କଟରେ ପଡିଛି । ଉଭୟ ଖେଳାଳି ପୂର୍ବରୁ ଟି୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରି ସାରିଛନ୍ତି । ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜରେ ଉଭୟ…