Latest Odisha News

BREAKING NEWS

Browsing Category

ଖେଳ

କୋହଲି, ରୋହିତଙ୍କୁ ନେଇ ଚର୍ଚ୍ଚାରେ ଶାସ୍ତ୍ରୀଙ୍କ ବୟାନ

ମେଲବୋର୍ଣ୍ଣ: ବର୍ଡର-ଗାଭାସ୍କର ଟ୍ରଫି ଅବସରରେ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରଦର୍ଶନ ଟିମ ଇଣ୍ଡିଆ ପାଇଁ ଚିନ୍ତାର କାରଣ ହୋଇଛି । ତେବେ ଏହି ଦୁଇ ମହାନ ଖେଳାଳିଙ୍କ ଫର୍ମକୁ ନେଇ ପୂର୍ବତନ କୋଚ ରବି ଶାସ୍ତ୍ରୀଙ୍କ ବୟାନ ଚର୍ଚ୍ଚାର କାରଣ ସାଜିଛି । ସେ କହିଛନ୍ତି ବିରାଟ ଆଉ…

ମେଲବୋର୍ଣ୍ଣରେ ହାରିବା ନେଇ ଆମେ ମାନସିକ ଚାପଗ୍ରସ୍ତ

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆ ନିକଟରୁ ୪ର୍ଥ ଟେଷ୍ଟରେ ପରାଜିତ ହେବା ପରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ବ୍ୟସ୍ତ ହୋଇ ପଡିଛନ୍ତି । ସେ କହିଛନ୍ତି ଏହି ପରାଜୟ ଆମକୁ ମାନସିକ ଚାପଗ୍ରସ୍ତ କରାଇଛି । ଆମେ ଦୁଃଖୀତ । ତୁମେ ଯାହା ଚାହୁଁଥିବ ତାହା କରି ନ ପାରିଲେ ହତାଶ ହେବା…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଭାରତର ଫାଇନାଲ ପ୍ରବେଶ ଆଶା ହେଲା କ୍ଷୀଣ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ମେଲବୋର୍ଣ୍ଣ ଟେଷ୍ଟ ହାରିବା ଭାରତକୁ ହରଡଘଣାରେ ପକାଇଛି । ଦକ୍ଷିଣ ଆଫ୍ରିକା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରି ସାରିଛି । ଏବେ ଭାରତ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରୁ ଗୋଟିଏ ଟିମ ଫାଇନାଲରେ ପ୍ରବେଶ କରିପାରିବ । ଭାରତ ସିଡନୀ…

ଏହି ସବୁ କାରଣ ଯୋଗୁ ଭାରତ ହାରିଲା ବକ୍ସିଂ ଡେ ଟେଷ୍ଟ

ମେଲବୋର୍ଣ୍ଣ: ଭାରତ ଏଠାରେ ଅନୁଷ୍ଠିତ ଚତୁର୍ଥ କ୍ରିକେଟ ଟେଷ୍ଟରେ ଶୋଚନୀୟ ଭାବେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ମେଲବୋର୍ଣ୍ଣରେ ଭାରତ ୧୩ ବର୍ଷ ପରେ ହାରିଛି । ଆସନ୍ତୁ ନଜର ପକାଇବା ଭାରତ ପରାଜୟ କାରଣ ଉପରେ.. । ଦଳଗତ ପ୍ରଦର୍ଶନର ଅଭାବ: ଭାରତୀୟ ଟିମ ଚଳିତ ସିରିଜରେ ସମ୍ପୂର୍ଣ୍ଣ…

ଫ୍ଲପ୍ ପରେ ଫ୍ଲପ୍…ସନ୍ୟାସ ନିଅନ୍ତୁ ରୋହିତ !

ନୂଆଦିଲ୍ଲୀ: ଭାରତ ହାରିଲା ମେଲବର୍ଣ୍ଣ ଟେଷ୍ଟ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟରେ ୧୮୪ ରନରେ ହାରିଛି ଭାରତ । ଏହାପରେ ଟିମ ଇଣ୍ଡିଆର କ୍ୟାପଟେନ୍ ରୋହିତ ଶର୍ମାଙ୍କ ଲଗାତର ଫ୍ଲପ୍ ଶୋକୁ ନେଇ ଚର୍ଚ୍ଚା ବଢିଛି । ରୋହିତ ଟେଷ୍ଟ…

୧୩ ବର୍ଷ ପରେ ମେଲବୋର୍ଣ୍ଣରେ ହାରିଲା ଭାରତ

ମେଲବୋର୍ଣ୍ଣ: ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ମ୍ୟାଚରେ ଅଷ୍ଟ୍ରେଲିଆ ୧୮୪ ରନରେ ଭାରତକୁ ପରାସ୍ତ କରିଛି । ଏଥିସହ ଚଳିତ ସିରିଜରେ ଅଷ୍ଟ୍ରେଲିଆ ୨-୧ର ଅଗ୍ରଣୀ ହାସଲ କରିନେଇଛି । ସିରିଜର ଅନ୍ତିମ ମ୍ୟାଚ ଜାନୁୟାରୀ ୩ରୁ ସିଡନୀରେ ଖେଳାଯିବ । ୧୩ ବର୍ଷ ପରେ ଭାରତ ମେଲବୋର୍ଣ୍ଣରେ ପରାଜିତ ହୋଇଛି…

ହକି ଇଣ୍ଡିଆ ଲିଗ୍: ଆଜି ଗ୍ରାଉଣ୍ଡକୁ ଓହ୍ଲାଇବ ଡିଫେଣ୍ଡିଂ ଚମ୍ପିଆନ୍ କଳିଙ୍ଗ ଲାନସର୍ସ

ରାଉରକେଲା:ଦୀର୍ଘ ୭ ବର୍ଷ ଅପେକ୍ଷାର ଅନ୍ତ ଘଟି ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ହକି ଇଣ୍ଡିଆ ଲିଗ୍‌। ତେବେ ଆଜି ହେଉଛି ଏହି ଲିଗ୍ ର ତୃତୀୟ ଦିନ । ତେବେ ଡିଫେଣ୍ଡିଂ ଚମ୍ପିଆନ୍ କଳିଙ୍ଗ ଲାନସର୍ସ ଆଜି ଖେଳିବ ଏହି ଲିଗ୍ ର ପ୍ରଥମ ମ୍ୟାଚ । ୟୁପି ରୁଦ୍ରସକୁ ସନ୍ଧ୍ୟା…

ମହିଳା ଦିନିକିଆ ଚ୍ୟାଲେଞ୍ଜର ଟ୍ରଫି: ଓଡିଶାର ସୁଶ୍ରୀ ଦିବ୍ୟଦର୍ଶନୀଙ୍କୁ ସୁଯୋଗ

ଭୁବନେଶ୍ୱର: ଚେନ୍ନାଇରେ ଜାତୀୟ ସିନିୟର ମହିଳା ଦିନିକିଆ ଚ୍ୟାଲେଞ୍ଜର ଟ୍ରଫି ପାଇଁ ବିସିସିଆଇ ୫ଟି ଦଳ ଘୋଷଣା କରିଛି । ଓଡିଶାର ଉଦୀୟମାନ କ୍ରିକେଟର ସୁଶ୍ରୀ ଦିବ୍ୟଦର୍ଶନୀଙ୍କୁ ଏହି ସମ୍ମାନଜନକ ମୁକାବିଲା ପାଇଁ ଚୟନ କରାଯାଇଛି । ସୁଶ୍ରୀଙ୍କୁ ଟିମ ଡିରେ ସ୍ଥାନ ମିଳିଛି । ଟିମ ଏ, ବି, ସି,…

ଦ୍ୱିତୀୟ ଥର ପାଇଁ ବିଶ୍ୱ ର‌୍ୟାପିଡ ଚେସ ଜିିତିଲେ ହମ୍ପି

ନୂଆଦିଲ୍ଲୀ: ଭାରତର ମହିଳା ଗ୍ରାଣ୍ଡମାଷ୍ଟର କୋନେରୁ ହମ୍ପି ଦ୍ୱିତୀୟ ଥର ପାଇଁ ବିଶ୍ୱ ର‌୍ୟାପିଡ ଚେସ ଚାମ୍ପିୟନଶିପ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେ ଇଣ୍ଡୋନେସିଆର ଇରୀନ ସୁକନ୍ଦରଙ୍କୁ ହରାଇ ଚାମ୍ପିୟନ ହୋଇଥିଲେ । ୨୦୧୯ରେ ମଧ୍ୟ ହମ୍ପି ପ୍ରଥମ ଥର ପାଇଁ ଏହି ଟାଇଟଲ ହାସଲ କରିଥିଲେ ।…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଦକ୍ଷିଣ ଆଫ୍ରିକା

ସେଂଚୁରିଆନ: ପାକିସ୍ତାନକୁ ୨ ୱିକେଟରେ ହରାଇ ଦକ୍ଷିଣ ଆଫ୍ରିକା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଛି । ୯୯ ରନରେ ୮ଟି ୱିକେଟ ହରାଇବା ପରେ କାଗିସୋ ରାବାଡା ଓ ମାର୍କୋ ୟାନସେନଙ୍କ ଉନ୍ନତ ବ୍ୟାଟିଂ ପ୍ରଦର୍ଶନ ଯୋଗୁ ଦକ୍ଷିଣ ଆଫ୍ରିକା ୧୪୮ ରନର ଟାର୍ଗେଟ ହାସଲ କରି…